କରୋନାକୁ ନାହିଁ ଭୟ, ସତର୍କ ରହିବା ଜରୁରୀ: ଶରୀରରେ ୧୦ ମିନିଟ୍-ପୋଷାକରେ ୯ ଘଣ୍ଟା-ଧାତୁରେ ୧୨ ଘଣ୍ଟା ଭୂତାଣୁ ରୁହେ ଜୀବିତ
ନୂଆଦିଲ୍ଲୀ,୪।୩: ଭାରତରେ କରୋନା ସଂକ୍ରମଣ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି। ତେବେ ଏହାକୁ ଭୟ ନ କରି ବୁଝି ବିଚାରି ସତର୍କ ରହିଲେ କରୋନାଠାରୁ ଦୂରେଇ ରହିହେବ। କରୋନା ଭୂତାଣୁ, କାଶ, ଛିଙ୍କ, ନିଶ୍ୱାସ ପ୍ରଶ୍ୱାସ ଏବଂ…
କରୋନା ପ୍ରଭାବ: ମୋଦି ଖେଳିବେନି ହୋଲି
ନୂଆଦିଲ୍ଲୀ,୪।୩: କରୋନା ସଂକ୍ରମଣର ପ୍ରଭାବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହୋଲି ମିଳନ ସମାରୋହ ଉପରେ ମଧ୍ୟ ପଡ଼ିଛି। ମୋଦି ଚଳିତ ଥର କୌଣସି ହୋଲି ମିଳନ ଉତ୍ସବରେ ଯୋଗଦେବାକୁ ମନା କରିଛନ୍ତି। ଏନେଇ ସେ ଟୁଇଟ୍ କରି କହିଛନ୍ତି। ବିଶେଷଜ୍ଞଙ୍କ ପରାମର୍ଶ…
କରୋନା ମୁକାବିଲା ଲାଗି ପ୍ରସ୍ତୁତ କି ଭାରତୀୟ ସ୍ବାସ୍ଥ୍ୟ ସେବା: ୧୦,୭୦୦ ଲୋକଙ୍କ ପାଇଁ ଜଣେ ଡାକ୍ତର
ନୂଆଦିଲ୍ଲୀ,୪।୩: ଭାରତରେ କରୋନା ସଂକ୍ରମଣ ନେଇ ସତର୍କତା ଜାରି ହୋଇଛି। ଏପରିସ୍ଥଳେ ଭାରତୀୟ ସ୍ବାସ୍ଥ୍ୟ ସେବା ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଜାତୀୟ ସ୍ବାସ୍ଥ୍ୟ ପ୍ରୋଫାଇଲ୍ ୨୦୧୯ ରିପୋର୍ଟ ଅନୁସାରେ ଭାରତରେ ପ୍ରାୟ ୨୫,୭୭୮ ସରକାରୀ ହସ୍ପିଟାଲ ରହିଛି। ଏଠାରେ ୭…
କରୋନା ଭାଇରସକୁ ନେଇ ପ୍ରତିକ୍ରିୟା ରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ: ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮ ଟପିଲା, ସୁସ୍ଥ ହେଲେଣି ୩
ନୂଆଦିଲ୍ଲୀ,୪।୩: ସାରା ବିଶ୍ୱରେ କାୟା ବିସ୍ତାର କରିଥିବା କରୋନା ଭାଇରସ୍ ଏବେ ଭାରତରେ ଆତଙ୍କ ସୃଷ୍ଟି କରିଛି। ଧିରେ ଧିରେ ଭାରତରେ କରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୨୮କୁ ପହଞ୍ଚିଛି।…
କରୋନା ଭୟ: ମାସ୍କ୍ ପିନ୍ଧି ସଂସଦରେ ପହଞ୍ଚିଲେ ଏମ୍ପି
ନୂଆଦିଲ୍ଲୀ,୪।୩: ଭାରତରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ରାଜନେତାଙ୍କୁ ମଧ୍ୟ କରୋନା ଭୟ ଘାରିଛି। ଏହି ମର୍ମରେ ମହାରାଷ୍ଟ୍ରର ଅମରାବତୀ ଆସନରୁ ନିର୍ବାଚିତ ହୋଇଥିବା ଏମ୍ପି ନବନୀତ ରାଣା ସଂସଦରେ ମାସ୍କ୍ ପିନ୍ଧି ପହଞ୍ଚିଛନ୍ତି।…
କରୋନା ନେଇ ଦିଲ୍ଲୀରେ ସତର୍କତା: ଏନ୍ସିଆର୍ରେ ୫ ସ୍କୁଲ ବନ୍ଦ; ୨୫ ହସ୍ପିଟାଲରେ ଆଇସୋଲେଶନ୍ ଓ୍ବାର୍ଡ
ନୂଆଦିଲ୍ଲୀ,୪।୩: କରୋନା ସଂକ୍ରମଣ ନେଇ ଦିଲ୍ଲୀରେ ସତର୍କତା ଜାରି ହୋଇଛି। ସୁରକ୍ଷା ଦୃଷ୍ଟିରୁ ଏନ୍ସିଆର୍ରେ ୫ ସ୍କୁଲକୁ ବନ୍ଦ କରାଯାଇଛି। ସେହିପରି ୨୫ଟି ହସ୍ପିଟାଲରେ ଆଇସୋଲେଶନ୍ ଓ୍ବାର୍ଡ ସ୍ଥାପିତ ହୋଇଛି। ଏହା ସହିତ ସରକାର ୩ ଲକ୍ଷ ୫୦ ହଜାର ମାସ୍କ୍ର…
ଭାଇଚାରା ଆଗରେ ହାର ମାନିଲା ଦଙ୍ଗା: ମନ୍ଦିରକୁ ମୁସଲମାନ୍-ମସଜିଦ୍କୁ ହିନ୍ଦୁ ରହିଲେ ଜଗି
ନୂଆଦିଲ୍ଲୀ,୪।୩: ଉତ୍ତର-ପୂର୍ବ ଦିଲ୍ଲୀରେ ଘଟିଥିବା ଦଙ୍ଗା ସ୍ଥାନୀୟ ଅଞ୍ଚଳର ଭାଇଚାରା ଆଗରେ ହାର୍ ମାନିଛି। ତେବେ ଦଙ୍ଗାକୁ ସ୍ଥାନୀୟ ଶିବ ବିହାର ଅଞ୍ଚଳର ମହାଲକ୍ଷ୍ମୀ ଏନକ୍ଲେଭ୍ର ବାସିନ୍ଦା ସାହସର ସହିତ ମୁକାବିଲା କରିଛନ୍ତି। ସ୍ଥାନୀୟ ବାସିନ୍ଦା ଦେଶବାସୀଙ୍କୁ ସାମ୍ପ୍ରଦାୟିକ ସଦ୍ଭାବର ବାର୍ତ୍ତା…
କମଳନାଥ ସରକାରଙ୍କୁ ଅପରେଶନ୍ ଲୋଟସ୍ ଭୟ: ୯ କଂଗ୍ରେସ ବିଧାୟକଙ୍କୁ ଭାଜପା ବନ୍ଧକ ରଖିଥିବା ଅଭିଯୋଗ
ଭୋପାଳ,୪।୩: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ କମଳନାଥ ସରକାର ସଙ୍କଟରେ ପଡ଼ିଛନ୍ତି। ଭାଜପା କଂଗ୍ରେସର ୯ ଜଣ ବିଧାୟକଙ୍କୁ ବନ୍ଧକ ରଖିଥିବା ଅଭିଯୋଗ ହୋଇଛି। ରାଜ୍ୟରେ ଭାଜପା ପକ୍ଷରୁ ଅପରେଶନ୍ ଲୋଟସ୍ ଆରମ୍ଭ କରାଯାଇଥିବା ନେଇ ଚର୍ଚ୍ଚା ହେଉଛି। କଂଗ୍ରେସ ବିଧାୟକଙ୍କୁ ଗୁରୁଗାଓଁର ଆଇଟିସି…
ମୋବାଇଲ୍ ସ୍କ୍ରିନ୍ ଦ୍ୱାରା ବି ବ୍ୟାପିପାରେ କରୋନା ଭୂତାଣୁ !
ନୂଆଦିଲ୍ଲୀ,୪।୩ : କରୋନା ସଂକ୍ରମଣ ନେଇ ଏବେ ପୃଥିବୀ ସାରା ଆତଙ୍କ ଖେଳି ଯାଇଛି। ଏଥିରୁ ଦୂରେଇ ରହିବା ପାଇଁ ବିଭିନ୍ନ ଉପାୟ ସମ୍ପର୍କରେ ଚିକିତ୍ସକ ପରାମର୍ଶ ଦେଉଛନ୍ତି। ତେବେ ନିକଟରେ ଦିଲ୍ଲୀର କେତେକ ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ, ମୋବାଇଲ୍…
ରାଜ୍ୟ ସଭା ଲାଗି ଘୋଡ଼ା ବେପାର ଆରମ୍ଭ: କଂଗ୍ରେସ ବିଧାୟକଙ୍କୁ ୨୫ କୋଟି ଅଫର୍
ଭୋପାଳ,୪।୩: ରାଜ୍ୟ ସଭା ନିର୍ବାଚନ ୨୬ରେ ହେବାକୁ ଥିବାବେଳେ ଏନେଇ ଘୋଡ଼ା ବେପାର ଆରମ୍ଭ ହୋଇଥିବା ଜଣାପଡ଼ିଛି। ମଧ୍ୟପ୍ରଦେଶର କଂଗ୍ରେସ ବିଧାୟକ ବୈଜନାଥ କୁଶଓ୍ବାହ ଭାଜପା ବିରୋଧରେ ଏନେଇ ସିଧାସଳଖ ଅଭିଯୋଗ ଆଣିଛନ୍ତି। ମୋତେ ଟଙ୍କା ଯଚାଯାଇଥିବା ବେଳେ ଏହାକୁ ଗ୍ରହଣ…
ଅଧୀରଙ୍କ ଅଫିସ ଭଙ୍ଗାରୁଜା
ନୂଆଦିଲ୍ଲୀ,୪ା୩: ଲୋକ ସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ଦିଲ୍ଲୀ କାର୍ଯ୍ୟାଳୟରେ ମଙ୍ଗଳବାର ସନ୍ଧ୍ୟାରେ ୪ ଜଣ ଅଜଣା ବ୍ୟକ୍ତି ପ୍ରବେଶ କରି ଭଙ୍ଗାରୁଜା କରିବା ସହ ତାଙ୍କ କର୍ମଚାରୀଙ୍କୁ ଗାଳିଗୁଲଜ କରିଛନ୍ତି। ଅଧୀରଙ୍କ ବ୍ୟକ୍ତିଗତ ସଚିବ ପ୍ରଦୀପ୍ତୋ ରାଜପଣ୍ଡିତ…
କରୋନା ଭୟ: ବିଲେଇକୁ ଦେଶାନ୍ତର କରାଗଲା
ଚେନ୍ନାଇ,୪ା୩: ବିଶ୍ୱବ୍ୟାପୀ ଏବେ କରୋନା ଭାଇରସ୍ ଆତଙ୍କ। ଚାଇନାରୁ ମାଡ଼ି ଏବେ ୬୬ ଦେଶକୁ ଏହା ବ୍ୟାପିଲାଣି। ଭାରତ ବି ଏଥିରୁ ବାଦ୍ ପଡ଼ିନି। ଚାରିଆଡ଼େ ଏହାକୁ ଦେଇ ଭୟ ଲାଗିରହିଥିବା ବେଳେ ୨୦ ଦିନ ତଳେ ଚାଇନାରୁ ଏକ କଣ୍ଟେନର୍ରେ…
Archives


