କରୋନା ସଙ୍କଟ: ମହାରାଷ୍ଟ୍ର,ଗୁଜରାଟ, ମଧ୍ୟପ୍ରଦେଶରେ ମୃତ୍ୟୁ ସଂଖ୍ୟା ଅଧିକ
ନୂଆଦିଲ୍ଲୀ,୧୬।୫: କରୋନା ସଂକ୍ରମଣ ଭାରତରେ ଥମିବାର ନାଁ ଧରୁନି। ଇତିମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୮୬ ହଜାର ପାଖାପାଖି ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୨ ହଜାର ୭୫୨ ଛୁଇଁଛି। ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ଏବଂ ପଶ୍ଚିମବଙ୍ଗରେ କରୋନା ମୃତ୍ୟୁ ସଂଖ୍ୟା ଅଧିକ ରହିଛି।…
କିଏ କରିଛି ବାତ୍ୟା ‘ଅମ୍ଫନ’ର ନାମକରଣ
ନୂଆଦିଲ୍ଲୀ,୧୬।୫: ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅପପାତ(ଡିପ୍ରେଶନ)ର ରୂପ ନେଇସାରିଛି। ଶନିବାର ସନ୍ଧ୍ୟା ସୁଦ୍ଧା ଏହି ଅବପାତ ଭୟଙ୍କର ସାମୁଦ୍ରିକ ଝଡର ରୂପ ନେବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ଏହାର ପ୍ରଭାବ…
କୃଷକ,ଶ୍ରମିକ ଦେଶର ମେରୁଦଣ୍ଡ: ସେମାନେ ଆତ୍ମନିର୍ଭର ଭାରତର ମୂଳଦୁଆ, କହିଲେ ନକ୍ଭୀ
ନୂଆଦିଲ୍ଲୀ,୧୬।୫: କୃଷକ ଏବଂ ଶ୍ରମିକମାନେ ହେଉଛନ୍ତି ଦେଶର ମେରୁଦଣ୍ଡ। ସେମାନଙ୍କ ଉପରେ ଆତ୍ମନିର୍ଭର ଭାରତର ମୂଳଦୁଆ ତିଷ୍ଠି ରହିଛି ବୋଲି କେନ୍ଦ୍ରୀୟ ମନ୍ତ୍ରୀ ମୁକ୍ତାର ଅବାସ୍ ନକ୍ଭୀ ଶନିବାର କହିଛନ୍ତି। କୃଷକ ଏବଂ ଶ୍ରମିକଙ୍କ ସୁରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। କରୋନା…
ଉଝ୍ ବହୁମୁଖୀ ପରିଯୋଜନାକୁ ଡିପିଆର୍ ମଞ୍ଜୁରୀ
ନୂଆଦିଲ୍ଲୀ,୧୬।୫: କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଝ୍ ବହୁମୁଖୀ ପରିଯୋଜନାର ସଂଶୋଧିତ ଡିପିଆର୍କୁ ମଞ୍ଜୁରୀ ଦିଆଯାଇଛି। ଏହାଦ୍ୱାରା ସିନ୍ଧୁ ଜଳ ଚୁକ୍ତି ଅନୁସାରେ ଭାରତରେ ଏହି ନଦୀ ଜଳର ଉପଯୁକ୍ତ ବ୍ୟବହାର କରାଯାଇ ପାରିବ। ଏହି ପରିଯୋଜନା ଶେଷ ହେବା ପାଇଁ ପ୍ରାୟ…
ଲକ୍ଡାଉନ: ୮ ଦିନରେ ସଡ଼କ ଦୁର୍ଘଟଣାରେ ଗଲାଣି ୭୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକଙ୍କ ଜୀବନ
ନୂଆଦିଲ୍ଲୀ,୧୬।୫: ଲକ୍ଡାଉନ ସମୟରେ ନିଜ ରାଜ୍ୟ ବାହାରେ ଥିବା ପ୍ରବାସୀ ଶ୍ରମିକ ପ୍ରତିଦିନ ଦୁର୍ଘଟଣାର ଶିକାର ହେଉଥିବା ଦେଖିବାକୁ ମିଳିଛି। ଘରକୁ ଫେରୁଥିବା ଏହି ଶ୍ରମିକମାନେ କେତେବେଳେ ପାଦରେ ଚାଲି ଚାଲି ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହେଉଛନ୍ତି ତ ପୁଣି…
ଅପରାହ୍ନ ୫ଟାରେ ପ୍ରକାଶ ପାଇବ ସିବିଏସ୍ଇ ବୋର୍ଡ ପରୀକ୍ଷା ସୂଚୀ
ନୂଆଦିଲ୍ଲୀ,୧୬।୫: କରୋନା ସଂକ୍ରମଣ ଯୋଗୁ ଦେଶରେ ଲକ୍ଡାଉନ୍ ଜାରି ହେବାରୁ ସିବିଏସ୍ଇ ବୋର୍ଡର ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଅଧାରେ ଅଟକି ରହିଥିଲା। ତେବେ ଅବଶିଷ୍ଟ ପରୀକ୍ଷାଗୁଡ଼ିକ ପାଇଁ ସୂଚୀ ତାଲିକା ଶନିବାର ଅପରାହ୍ନ ୫ଟାରେ ପ୍ରକାଶ ପାଇବ। ଏନେଇ ମାନବ…
ଠିକ୍ ଭାବେ ମାସ୍କ ନ ପିନ୍ଧିଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ
ଡେରାଡୁନ,୧୬।୫: କରୋନା ଭାଇରସ ସଂକ୍ରମଣକୁ ରୋକିବାକୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ହେଲେ ଏବେବି କେତେକ ଲୋକ ଠିକ୍ ଭାବେ ମାସ୍କ ପିନ୍ଧୁ ନ ଥିବା ଦେଖାଯାଇଛି। ତେବେ ଠିକ୍ ଭାବେ ମାସ୍କ ନ ପିନ୍ଧିବା ଅନ୍ୟମାନଙ୍କ ସ୍ବାସ୍ଥ୍ୟ ପାଇଁ ସମସ୍ୟା…
ହୋମ୍ ସର୍ଭିସ୍ ଦେଉଥିବା ସେଲୁନ୍ ମାଲିକଙ୍କୁ ଦେବାକୁ ପଡ଼ିବ ୨୫ ହଜାର ଜରିମାନା
ରାୟପୁର,୧୬।୫: କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ଭାରତରେ ଲକ୍ଡାଉନ୍ ଜାରି ହୋଇଛି। ଲୋକେ ବହୁ ଦିନ ଧରି ଘରେ ବନ୍ଦ ରହିଛନ୍ତି। ଲୋକଙ୍କ ମୁଣ୍ଡ କେଶ ବଢୁଥିଲେ ମଧ୍ୟ ସେଲୁନ୍ ବନ୍ଦ ଥିବାରୁ ସେମାନେ କେଶ କାଟିବା ସମ୍ଭବ ହେଉନାହିଁ।…
ମହାରାଷ୍ଟ୍ରରେ କରୋନା ସ୍ଥିତି ଅଣାୟତ: ୧,୧୪୦ ପୋଲିସ ସଂକ୍ରମିତ
ମୁମ୍ବାଇ,୧୬।୫: ମହାରାଷ୍ଟ୍ରରେ ଏବେ କରୋନା ସ୍ଥିତି ଅଣାୟତ ହେବାରେ ଲାଗିଛି। କରୋନା ଯୁଦ୍ଧର ଆଗଧାଡିର ଯୋଦ୍ଧା ସାଜିଥିବା ପୋଲିସ ମଧ୍ୟ ଏଥିରୁ ବାଦ୍ ପିଡିନି। ଶନିବାର ସକାଳ ସୁଦ୍ଧା ମହାରାଷ୍ଟ୍ରରେ ୧,୧୪୦ ପୋଲିସ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏମାନଙ୍କ…
ମଦ ଦୋକାନ ଆଗରେ ଲମ୍ବା ଧାଡ଼ିରେ ରହିଛି ଚପଲ-ଛତା
ତ୍ରିଚିଲାପଲୀ,୧୬।୫: କରୋନା ମହାମାରୀ ଯୋଗୁ ଅର୍ଥନୀତିରେ ସୁଧାର ଆଣିବା ଲାଗି ସରକାରଙ୍କ ପକ୍ଷରୁ ମଦ ବିକ୍ରି ପାଇଁ ଅନୁମତି ଦିଆଯାଇଛି। ତାମିଲନାଡୁ ତ୍ରିଚିଲାପଲୀ ଜିଲାରେ ଲୋକେ ମଦ କିଣିବା ଲାଗି ଦୋକାନ ଆଗରେ ଲମ୍ବାଧାଡ଼ି ଦେବା ସକାଳୁ ଆରମ୍ଭ କରିଦେଉଛନ୍ତି। ସାମାଜିକ…
ଆର୍ଥିକ ପ୍ୟାକେଜର ଚତୁର୍ଥ ପର୍ଯ୍ୟାୟ: ଅପରାହ୍ନ ୪ଟାରେ ଖବରତାଦା ସମ୍ମିଳନୀରେ ଯୋଗଦେବେ ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ,୧୬।୫: କରୋନା ସଙ୍କଟ ସମୟରେ ଦେଶରେ ବିଗିଡି ଯାଇଥିବା ଅର୍ଥନୀତିକୁ ଶକ୍ତି ଯୋଗାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତ୍ମନିର୍ଭର ଭାରତ ଅଭିଯାନର ଆହ୍ବାନ ଦେଇଥିଲେ। ଏଥିପାଇଁ ଘୋଷଣା କରାଯାଇଥିବା ୨୦ଲକ୍ଷ କୋଟି ଆର୍ଥିକ ପ୍ୟାକେଜର ୩ଟି ପର୍ଯ୍ୟାୟର ଘୋଷଣା ଅନ୍ତ୍ରମନ୍ତ୍ରୀ ନିର୍ମଳା…
୧୦ କିଲୋମିଟର ଚାଲି ଚାଲି ଯାଇ ପେନସନ୍ ଟଙ୍କାରୁ ପିଏମ୍ କେୟାର୍ସ ଫଣ୍ଡକୁ ଦାନ କଲେ ୮୦ ବର୍ଷୀୟ ବୃଦ୍ଧା
ରୁଦ୍ରପ୍ରୟାଗ,୧୬।୫: କରୋନା ସଂକ୍ରମଣ ସମୟରେ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଉତ୍ତରାଖଣ୍ଡ ଅଗସ୍ତମୁନୀର ୮୦ ବର୍ଷୀୟ ବୃଦ୍ଧା ଦର୍ଶନୀ ଦେବୀ। ଡୋଭା-ଡଡୋଲି ଗାଁରେ ରହୁଥିବା ଏହି ବରିଷ୍ଠ ନାଗରିକ ଜଣକ ନିଜର ପେନସନ୍ ଟଙ୍କା ପିଏମ୍ କେୟାର୍ସ ଫଣ୍ଡକୁ ଦାନ…
Archives


