ଲକ୍ଡାଉନ୍: ରାଜରାସ୍ତାରେ ନୀଳଗାଈ
ନୂଆଦିଲ୍ଲୀ: କରୋନା ଭାଇରସ୍ ଯୋଗୁ ଏବେ ସବୁ ଦେଶ ଲକ୍ଡାଉନ୍ ହୋଇ ଯାଇଥିବାରୁ ଲୋକମାନେ ଘର ଭିତରେ ରହୁଛନ୍ତି। ସେଥିପାଇଁ ଚାରିଆଡେ ରାସ୍ତାଘାଟ ଶୂନଶାନ୍ ହୋଇଯାଇଛି। ଲୋକେ କେହି ପଦାକୁ ବାହାରୁ ନାହାନ୍ତି। ତେଣୁ ପ୍ରକୃତିର ବିଭିନ୍ନ ରୂପକୁ ଏବେ ଦେଖିବାକୁ…
ପ୍ରାଣୀ ଅଙ୍ଗରୁ ଚାଲିଛି ଔଷଧ ପ୍ରସ୍ତୁତି ପ୍ରୟାସ
ନୂଆଦିଲ୍ଲୀ: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା ମହାମାରୀ କରୋନା ଭୂତାଣୁ ଆଜି ବିଶ୍ୱର ଅନେକ ଦେଶକୁ ଗ୍ରାସ କରିସାରିଲାଣି। ଏଥିରେ ଲକ୍ଷାଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ହଜାର ହଜାର ଲୋକଙ୍କ ଜୀବନ ଗଲାଣି। ଭୂତାଣୁର ମୂଳ ଉତ୍ସ ଆଜି…
କୋଟିଏ ଲୋକଙ୍କ ପିଛା ଉତ୍ତରାଖଣ୍ଡରେ ୩୦୮ ଭେଣ୍ଟିଲେଟର
ନୂଆଦିଲ୍ଲୀ,୨୮।୩: କରୋନା ସଂକ୍ରମଣ ଭାରତରେ ଆତଙ୍କ ସୃଷ୍ଟି କରିଛି। ଏହାକୁ ରୋକିବା ଲାଗି ଦେଶରେ ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରାଯାଇଛି। ସମ୍ପ୍ରତି ଭାରତ ସଂକ୍ରମଣ ଦ୍ୱିତୀୟ ଷ୍ଟେଜ୍ରେ ରହିଥିବାବେଳେ ତୃତୀୟ ଷ୍ଟେଜ୍କୁ ଯିବାର ଆଶଙ୍କା ଦେଖାଦେଇଛି। ତେବେ ସଂକ୍ରମିତଙ୍କୁ…
ଲକ୍ଡାଉନ୍ରେ ଘରୁ ନ ବାହାରିବା ପାଇଁ ଲୋକଙ୍କୁ ହାତ ଯୋଡ଼ିଲେ ଟ୍ରାଫିକ୍ ପୋଲିସ
ବିଜୟଓ୍ବାଡ଼ା,୨୮।୩: କରୋନା ସଂକ୍ରମଣଠାରୁ ଦୂରେଇ ରହିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏପରସ୍ଥଳେ ଲୋକେ ସରକାରଙ୍କ ନିର୍ଦ୍ଦେଶ ବେ ଖାତିର କରି ଘରେ ନ ରହି ବାହାରକୁ ବାହାରୁଛନ୍ତି। ଏନେଇ ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡ଼ାରେ ଟ୍ରାଫିକ…
ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ବିକ୍ରି ଉପରେ କଟକଣା
ନୂଆଦିଲ୍ଲୀ,୨୮ା୩(ପି.ଟି.): ମହାମାରୀ କୋଭିଡ୍-୧୯ ଜନିତ ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ବିକ୍ରି ଓ ବଣ୍ଟନ ଉପରେ କଟକଣା ଜାରି କରିଛି। ଜନସ୍ବାର୍ଥ ଲାଗି ଏହା ଜରୁରୀ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି। ଏଥିପାଇଁ ଡ୍ରଗ୍ସ…
ସହଯୋଗ ଭିତ୍ତିରେ ଭୂତାଣୁକୁ ରୋକ
ନୂଆଦିଲ୍ଲୀ,୨୮ା୩: ଭାରତରେ କରୋନା ଭାଇରସ୍ କ୍ରମଶଃ କାୟା ବିସ୍ତାର କରିବାରେ ଲାଗିଛି। ଏଥିଲାଗି ସମସ୍ତେ ତତ୍ପର। ଆତ୍ମ ସଂଯମ ଓ ସହଯୋଗ ଦ୍ୱାରା ଏହାକୁ ରୋକାଯାଇ ପାରିବ। ବିଶେଷକରି ବିଭିନ୍ନ ରାଜ୍ୟର ରାଜ୍ୟପାଳ, କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଉପରାଜ୍ୟପାଳ ଓ ସମସ୍ତ ପ୍ରଶାସନିକ…
ଭିଡିଓ କନ୍ଫରେନ୍ସିଂ ଜରିଆରେ ରେଡିଓ ଜକିଙ୍କ ସହ କଥା ହେଲେ ମୋଦି
ନୂଆଦିଲ୍ଲୀ,୨୭।୩: କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢି ଚାଲିଛି। ଏହାକୁ କାବୁ କରିବାକୁ ସବୁ ସ୍ତରରେ ପ୍ରୟାସ ଜାରି ରହିଛି। ଏବେ କରୋନାକୁ ନେଇ ସାରା ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ ବିଭିନ୍ନ ଗଣମାଧ୍ୟମରେ କରୋନାକୁ ନେଇ…
୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୫ ନୂଆ ରୋଗୀ: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୨୪
ନୂଆଦିଲ୍ଲୀ,୨୭।୩: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି। ଶୁକ୍ରବାର ୭୫ ଜଣ ନୂଆ ରୋଗୀ ଚିହ୍ନଟ ହେବା ପରେ ଏବେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୨୪ରେ ପହଞ୍ଚିଥିବା ଜଣାପଡିଛି। ଏମାନଙ୍କ ମଧ୍ୟରୁ ପ୍ରାୟ ୬୦ ଜଣ…
କୋଭିଡ ୧୯ର ମାଇକ୍ରୋସ୍କୋପି ପ୍ରତିଛବି ପ୍ରକାଶ କଲେ ଭାରତୀୟ ବିଶେଷଜ୍ଞ
ନୂଆଦିଲ୍ଲୀ,୨୭।୩: ଭାରତୀୟ ବିଶେଷଜ୍ଞଙ୍କୁ ମିଳିଛି ଏକ ସଫଳତା। SARS-CoV-2 virus ବା କୋଭିଡ ୧୯ର ଏକ ମାଇକ୍ରୋସ୍କୋପି ପ୍ରତିଛବି ଭାରତୀୟ ବିଶେଷଜ୍ଞଙ୍କ ଦ୍ୱାରା ଜାରି କରାଯାଇଛି। କେରଳରେ ଜାନୁୟାରୀ ୩୦ରେ ଚିହ୍ନଟ ହୋଇଥିବା ପ୍ରଥମ କରୋନା ସଂକ୍ରମିତଙ୍କ ଗଳାର ସ୍ବାବ୍ ପରୀକ୍ଷାରୁ…
ପୂର୍ବତନ କେନ୍ଦ୍ରମନ୍ତ୍ରୀ ବେଣି ପ୍ରସାଦଙ୍କ ପରଲୋକ
ଲକ୍ଷ୍ନୌ,୨୭।୩: ପୁର୍ବତନ କେନ୍ଦ୍ରମନ୍ତ୍ରୀ ବେଣି ପ୍ରସାଦ ବର୍ମାଙ୍କର ଶୁକ୍ରବାର ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ପରଲୋକ ହୋଇଛି। ଦୀର୍ଘଦିନ ହେବ ସେ ଅସୁସ୍ଥ ଥିଲେ। ସମାଜବାଦୀ ପାର୍ଟିର ଜଣେ ଆଗଧାଡିର ନେତା ଭାବେ ସେ ବେଶ୍ ପରିଚିତ ଥିଲେ। ସମାଜବାଦୀ ପାର୍ଟିରୁ ସେ…
ତୃତୀୟ ଥର ପାଇଁ କନିକାଙ୍କ ରିପୋର୍ଟ ଆସିଲା ପଜିଟିଭ
ମୁମ୍ବାଇ,୨୭।୩: ବଲିଉଡ୍ ଗାୟିକା କନିକା କପୁରଙ୍କ କରୋନା ପଜିଟିଭ୍ ଥିବା ତୃତୀୟ ଥର ରିପୋର୍ଟରେ ବି ଆସିଛି। ସେ କରୋନାରେ ପୀଡ଼ିତ ହେବା ପରେ ତାଙ୍କ ପରିବାର ଲୋକେ କରୋନା ଟେଷ୍ଟ ରିପୋର୍ଟକୁ ନେଇ ଅଭିଯୋଗ ଆଣିଥିଲେ। ଏହାପରେ ତାଙ୍କର ୨…
ବୋରିସଙ୍କୁ ଯୋଦ୍ଧା ବୋଲି କହିଲେ ମୋଦି
ନୂଆଦିଲ୍ଲୀ,୨୭।୩: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କରୋନାରେ ପୀଡ଼ିତ ହେବା ଜଣାପଡିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଜଣେ ଯୋଦ୍ଧା ବୋଲି କହିଛନ୍ତି। ଟୁଇଟ୍ କରି ମୋଦି ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଛନ୍ତି। ମୋଦି…
Archives


