ଜାତୀୟ

କିଏ ସେହି ୪ ଆଇଏଏସ୍‌ ଅଫିସର, ଯାହାଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ୟୁପିଏସ୍‌ସି ଟପ୍ପର ହେଲେ ପ୍ରଦୀପ

ନୂଆଦିଲ୍ଲୀ,୫।୮: କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍‌ସି) ପକ୍ଷରୁ ୨୦୧୯ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ହରିୟାଣାର ସୋନେପତ୍‌ ଜିଲା ନିବାସୀ ପ୍ରଦୀପ ସିଂ ଟପ୍ପର ହୋଇଥିବାବେଳେ ଦ୍ୱିତୀୟ ସ୍ଥାନରେ ଯତୀନ କିଶୋର ଏବଂ ତୃତୀୟ ସ୍ଥାନରେ ପ୍ରତିଭା ବର୍ମା…

ଏଲ୍‌ଓସିର ସୁରକ୍ଷା ଦାୟିତ୍ୱ ଏବେ ମହିଳା ଅଫିସରଙ୍କ ହାତରେ…

ଶ୍ରୀନଗର, ୫।୮: ଏବେ ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ମଧ୍ୟରେ ଥିବା ନିୟନ୍ତ୍ରଣ ରେଖା(ଏଲ୍‌ଓସି)ର ସୁରକ୍ଷା ଦାୟିତ୍ୱ ମହିଳା ଅଫିସରଙ୍କ ହାତରେ ରହିଛି। ଏଠାରେ ଆସାମ ରାଇଫଲ୍ସ୍‌ର ମହିଳା ଅଫିସରଙ୍କୁ ପ୍ରଥମ ଥର ପାଇଁ ମୁତୟନ କରାଯାଇଛି। ହାତରେ ରାଇଫଲ୍‌ ଧରି ମହିଳା…

ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇଙ୍କ ଘରେ କରୋନା

ନୂଆଦିଲ୍ଲୀ, ୫।୮: ସୁପ୍ରିମ୍‌ କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଘରେ କରୋନା ସଂକ୍ରମଣ ହୋଇଛି। ଗୋଗୋଇଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏନେଇ ରଞ୍ଜନ ସୂଚନା ଦେଇଛନ୍ତି। ତାଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇବା ପରେ…

୩୨ ସେକେଣ୍ଡର ଭୂମି ପୂଜନ: ୪୯୨ ବର୍ଷର ପ୍ରତୀକ୍ଷା ଶେଷ

ଅଯୋଧ୍ୟା, ୫।୮: ରାମଲଲାଙ୍କ ମନ୍ଦିରର ଭୂମି ପୂଜନ ମାତ୍ର ୩୨ ସେକେଣ୍ଡର ଶୁଭ ମୂହୁର୍ତ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ବୁଧବାର ସମ୍ପନ୍ନ ହୋଇଛି। ୧୨ଟା ୩୦ରୁ ଅଧମିନିଟ ପାଇଁ ଥିବା ଶୁଭବେଳାରେ ଭୂମିପୂଜନ କାର୍ଯ୍ୟ କରାଯାଇଛି। ଦୀର୍ଘ ୪୦ ମିିନିଟ…

ଆଉ ୨ ଦିନରେ ୨୦ ଲକ୍ଷ ଟପିବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା !

ନୂଆଦିଲ୍ଲୀ, ୫।୮: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଲଗାତାର ୭ ଦିନ ଧରି ଦେଶରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାରରୁ ଅଧିକ ରହୁଛି। ଏହି ଧାରା ଜାରି ରହିଲେ ଆଉ ୨ ଦିନ ମଧ୍ୟରେ…

ଧୋତି, କୁର୍ତ୍ତା ପିନ୍ଧି ଅଯୋଧ୍ୟା ଅଭିମୁଖେ ମୋଦି

ନୂଆଦିଲ୍ଲୀ,୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ରାମ ମନ୍ଦିର ଭୁମି ପୂଜନର ମୂଳଦୁଆ ପକାଇବେ। ପ୍ରଧାନମନ୍ତ୍ରୀ ମୋଦି ରାଜଧାନୀ ଦିଲ୍ଲୀରୁ ଲକ୍ଷ୍ନୌ ଅଭିମୁଖେ ବାହାରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବେଶଭୂଷା ମଧ୍ୟ ରାମଙ୍କ ରଙ୍ଗରେ ରଙ୍ଗେଇ ହୋଇଛି। ସାଧାରଣତଃ ଚୁଡିଦାର ପାଇଜାମା ଏବଂ କୁର୍ତ୍ତା…

କରୋନାଠାରୁ ଭୟଙ୍କର ଏହି ରୋଗ: ପ୍ରତିବର୍ଷ ସବୁଠାରୁ ଅଧିକ ଏଥିରେ ଘଟୁଛି ମୃତ୍ୟୁ

ନୂଆଦିଲ୍ଲୀ, ୫।୮: କରୋନା ସମଗ୍ର ବିଶ୍ୱରେ କାୟା ମେଲାଇ ସାରିଲାଣି। ପ୍ରତିଦିନ ଏହି ରୋଗରେ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଦୃତ ଗତିରେ ବଢ଼ିବାରେ ଲାଗିଛି। ହେଲେ ଏହି ରୋଗଠାରୁ ମଧ୍ୟ ଆଉ ଏକ…

ଆକାଶରୁ ଶୁଭୁଛି ‘ଜୟ ଶ୍ରୀରାମ’

ଲକ୍ଷ୍ନୌ,୫।୮: ଉତ୍ତରପ୍ରଦେଶର ଅଯୋଧ୍ୟାରେ ଥିବା ରାମ ମନ୍ଦିରର ଭୁମି ପୂଜନ ସମାରୋହ ବୁଧବରାର ଅନୁଷ୍ଠିତ ହେଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଭୂମି ପୂଜନକୁ ନେଇ ଅଯୋଧ୍ୟାରେ ଏକ ଉତ୍ସବର ପରିବେଶ ରହିଛି। ଅଯୋଧ୍ୟାକୁ…

ରାମ ମନ୍ଦିର ପରିସରରୁ ମାଙ୍କଡ ଘଉଡାଇବା ପାଇଁ ୧ ହଜାର କର୍ମଚାରୀ ନିୟୋଜିତ

ଅଯୋଧ୍ୟା,୫।୮: ରାମ ଜନ୍ମଭୂମି ପରିସରରେ ମାଙ୍କଡମାନଙ୍କୁ ଘଉଡାଇବା ପାଇଁ ପାଖାପାଖି ୧ ହଜାର କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜନ ସମାରୋହରେ ଅଂଶଗ୍ରହଣ କରିବେ। ସ୍ଥାନୀୟ ପ୍ରଶାସନର ଏକ ଆକଳନ ଅନୁଯାୟୀ, ଅଯୋଧ୍ୟାରେ ପ୍ରାୟ ୧୦…

୩୭୦ ଉଚ୍ଛେଦରୁ ରାମମନ୍ଦିର ଶିଳାନ୍ୟାସ

ନୂଆଦିଲ୍ଲୀ,୫ା୮: ୨୦୧୯ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ କେନ୍ଦ୍ର ସରକାର ଉଚ୍ଛେଦ କରିଦେଇଥିଲେ। ଏହାସହ ଜମ୍ମୁ-କଶ୍ମୀର ପାଇଁ ଥିବା ସ୍ବତନ୍ତ୍ର ସମ୍ବିଧାନ ଏବଂ ଅନୁଚ୍ଛେଦ ୩୫ଏ ସମେତ ଅନ୍ୟ ସମସ୍ତ ନିୟମ ସ୍ବତଃ ଉଚ୍ଛେଦ…

ଆମେରିକା ସୁଧୁରୁଛି, ଭାରତରେ ଭୟଙ୍କର

ମୁମ୍ବାଇ,୫।୮: ମହାମାରୀ କରୋନା ସାରା ବିଶ୍ୱକୁ ଥରହର କରିପକାଇ ଥିବାବେଳେ ସବୁଠାରୁ ଅଧିକ ଆକ୍ରାନ୍ତ ହୋଇଛି ଆମେରିକା। ଏଠାରେ ୪୮ ଲକ୍ଷରୁ ଅଧିକ ଲୋକ ଭୂତାଣୁ ଆକ୍ରାନ୍ତ ହୋଇଥିବାବେଳେ ୧.୫୯ ଲକ୍ଷ ଜୀବନ ଗଲାଣି। ତୁଳନାତ୍ମକ ଭାବେ ଦେଖିଲେ ଭାରତ ଆମେରିକାଠାରୁ…

ଶୁଣାଣି ବେଳେ କ୍ୟାମେରା ବନ୍ଦ

ନୂଆଦିଲ୍ଲୀ,୫ା୮: ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଅଦାଲତ ଅବମାନନା ମାମଲାର ଶୁଣାଣି ମଙ୍ଗଳବାର ଶେଷ ହୋଇଛି। ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହାର ରାୟ ସଂରକ୍ଷିତ ରଖିଛନ୍ତି। ତେବେ ଉକ୍ତ ମାମଲାର ଶୁଣାଣି ବେଳେ କୋର୍ଟରୁମ୍‌ର ସମସ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri