ନବବିବାହିତ ସ୍ତ୍ରୀଙ୍କ ସହ ଝଗଡା: ଚରମ ପଦକ୍ଷେପ ନେଲେ ଏହି ଖେଳାଳି
ଜାମସେଦ୍ପୁର,୧୧।୮: ନବବିବାହିତ ସ୍ତ୍ରୀଙ୍କ ସହ ଝଗଡା ହେବାରୁ ଜଣେ ଜାତୀୟସ୍ତରର ହ୍ୟାଣ୍ଡବଲ ଖେଳାଳି ବ୍ୟକ୍ତିଗତ ରିଭଲଭର ସାହାଯ୍ୟରେ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି। ଜାମସେଦପୁରର ଗୋଲମୁରୀରେ ସହକାରୀ ସବ ଇନ୍ସପେକ୍ଟର ତରୁଣ ପାଣ୍ଡେ କ୍ରୀଡା କୋଟା ଅଧୀନରେ ପୋଲିସରେ ଚାକିରି ପାଇଥିଲେ।…
ମୁଁ କେବେ ମୁଖ୍ୟମନ୍ତ୍ରୀ ପଦ ମାଗି ନଥିଲି: ପାଇଲଟ
ଜୟପୁର,୧୧।୮: ରାଜସ୍ଥାନର ରାଜନୀତିରେ ଚାଲିଥିବା କନ୍ଦଳରେ ଅବସାନ ଘଟିବାକୁ ଯାଉଛି। ସୋମବାର ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଭେଟିବା ପରେ ତାଙ୍କର ଘରବାହୁଡାକୁ ନେଇ ଆଲୋଚନା…
ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ବାପାଙ୍କ ସମ୍ପତ୍ତିରେ ଝିଅର ସମାନ ଅଧିକାର
ନୂଆଦିଲ୍ଲୀ,୧୧।୮: ସୁପ୍ରିମକୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଯେଉଁଥିରେ କୁହାଯାଇଛି ଯେ, ଝିଅମାନଙ୍କର ପୈତୃକ ସମ୍ପତ୍ତିରେ ସମାନ ଅଧିକାର ରହିଛି। ଉତ୍ତରାଧିକାର ଅଧିନିୟମ ୨୦୦୫ରେ ସଂଶୋଧନ ନିୟମରେ ଏହା ସ୍ପଷ୍ଟ କରିଛନ୍ତି ଜଷ୍ଟିସ ଅରୁଣ ମିଶ୍ରାଙ୍କ ଏକ ଖଣ୍ଡପୀଠ। କୋର୍ଟ…
ଗଛତଳେ ଚିକିତ୍ସିତ ହେଉଛନ୍ତି ୧୫ରୁ ଅଧିକ କରୋନା ଆକ୍ରାନ୍ତ
ଭିଜିଆନଗରମ୍, ୧୧।୮: କରୋନା ମହାମାରୀ ସଂକ୍ରମଣ ନେଇ ଦେଶରେ ସ୍ଥିତି ସଙ୍କଟ ଜନକ ରହିଛି। ଏପରିସ୍ଥଳେ କେତେକ ଅଞ୍ଚଳରେ ଆକ୍ରାନ୍ତଙ୍କୁ ଆବଶ୍ୟକ ଚିକିତ୍ସା ମିଳୁ ନ ଥିବା ଅଭିଯୋଗ ହେଉଛି। ଆନ୍ଧ୍ରପ୍ରଦେଶର ଭିଜିଆନଗରମ୍ ଜିଲାରେ ୧୫ରୁ ଅଧିକ କରୋନା ଆକ୍ରାନ୍ତଙ୍କୁ ଗଛତଳେ…
ଭାଜପା ଏମ୍ପିଙ୍କୁ ହତ୍ୟା ଧମକ
ଉନ୍ନାଓ,୧୧।୮: ଉତ୍ତରପ୍ରଦେଶ ଉନ୍ନାଓର ଭାଜପା ଏମ୍ପି ସାକ୍ଷୀ ମହାରାଜଙ୍କୁ ହତ୍ୟା ଧମକ ମିଳିଥିବା ଜଣାପଡ଼ିଛି। ଆଉ ଏହି ଧମକ ପଡ଼ୋଶୀ ଦେଶ ପାକିସ୍ତାନରୁ ଆସିଥିବା କୁହାଯାଇଛି। କାରଣ ଯେଉଁ ନମ୍ବରରୁ ତାଙ୍କୁ ଫୋନ କରାଯାଇଛି ସେହି ନମ୍ବର ପାକିସ୍ତାନର। ଏନେଇ ସାକ୍ଷୀ…
‘ଦହି ହାଣ୍ଡି ଭଙ୍ଗା ଉତ୍ସବ’ ବନ୍ଦ: ଲୋକେ ଏହାକୁ ପାଳନ କରିବେ ଏପରି…
ମୁମ୍ବାଇ, ୧୧।୮: ଚଳିତ ବର୍ଷ ମୁମ୍ବାଇରେ ଜନ୍ମାଷ୍ଟମୀ ପରଦିନ ‘ଦହି ହାଣ୍ଡି ଭଙ୍ଗା ଉତ୍ସବ’ ପାଳନ କରାଯିବ ନାହିଁ। କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ଏଭଳି କରାଯାଉଥିବା ଦହି ହାଣ୍ଡି ସମନ୍ନୟ ସମିତିର ଉପ ସଭାପତି କମଳେଶ ଭୋହିର୍ ସୂଚନା…
ମୋବାଇଲ୍ ଚାର୍ଜରେ ବସାଇ କଥା ହେଉଥିଲେ ମହିଳା, ଘଟିଲା ଏମିତି
ଚେନ୍ନାଇ,୧୧।୮: ତାମିଲନାଡୁରେ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। ଏଠାରେ ମୋବାଇଲ ଫାଟି ଦୁଇ ଶିଶୁ ଏବଂ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ୨୯ ବର୍ଷର ମୁଥୁଲକ୍ଷ୍ମୀ ମୋବାଇଲ ଚାର୍ଜିଂ ବସାଇ କଥା ହେଉଥିଲେ। ଫୋନ କଟିବା ପରେ ମୋବାଇଲ୍…
କଂଗ୍ରେସକୁ ଆଉ ଏକ ଝଟ୍କା: ଇସ୍ତଫା ଦେଲେ ୬ ବିଧାୟକ
ଇମ୍ଫାଲ,୧୧।୮: କଂଗ୍ରେସକୁ ଲାଗିଛି ଆଉ ଏକ ଧକ୍କା। ମଣିପୁରରେ କଂଗ୍ରେସର ୬ ବିଧାୟକ ବିଧାନସଭା ଅଧ୍ୟକ୍ଷଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିବା ଜଣାପଡିଛି। ଦଳର ବିଧାୟକ ହେନରୀ ସିଂ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଏମାନେ ସମସ୍ତେ ସେହି ୮ବିଧାୟକଙ୍କ…
ଅଗଷ୍ଟ ୧୫ ପରେ ଜମ୍ମୁ-କଶ୍ମୀରର ୨ଟି ଜିଲାରେ ଆରମ୍ଭ ହୋଇପାରେ ୪ଜି ସେବା
ଶ୍ରୀନଗର,୧୧।୮: ଜମ୍ମୁ-କଶ୍ମୀରରେ ଖୁବ୍ଶୀଘ୍ର ଆରମ୍ଭ ହୋଇପାରେ ୪ଜି ଇଣ୍ଟରନେଟ ସେବା। ଅଗଷ୍ଟ ୧୫ ପରେ ଜମ୍ମୁ-କଶ୍ମୀରର ୨ଟି ଜିଲାରେ ୪ଜି ଇଣ୍ଟରନେଟ ସେବା ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯିବ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି। ରାଜ୍ୟରେ ୪ଜି ଇଣ୍ଟରନେଟ…
ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ଲଗାତାର ବଦଳା ଯାଇଛି କମ୍ପାନୀର ଆଇପି ଆଡ୍ରେସ୍!
ମୁମ୍ବାଇ, ୧୧।୮: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ଜୁନ୍ ୨୩ଠାରୁ ଅଗଷ୍ଟ ୭ ମଧ୍ୟରେ ତାଙ୍କ କମ୍ପାନୀର ଆଇପି ଆଡ୍ରେସ୍ ୩ ଥର ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଲଗାତାର ୧୭ ଥର ଏହାକୁ ବଦଳା ଯାଇଛି।…
ସିଲ୍ ହେଲା ଇସ୍କନ ମନ୍ଦିର: ପୂଜକଙ୍କ ସମେତ ୨୨ କରୋନା ପଜିଟିଭ
ବ୍ରିନ୍ଦାବନ,୧୧।୯: ଜନ୍ମାଷ୍ଟମୀ ପୂର୍ବରୁ ବ୍ରିନ୍ଦାବନର ଇସ୍କନ ମନ୍ଦିରକୁ ସିଲ୍ କରି ଦିଆଯାଇଛି। ଏଠାରେ ପୂଜାରୀଙ୍କ ସମେତ ୨୨ ଜଣ କରୋନାରେ ସଂକ୍ରମିତ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ମଙ୍ଗଳବାର ଜନ୍ମାଷ୍ଟମୀ ଥିବାରୁ ଏଠାରେ ଭକ୍ତଙ୍କ ଗହଳି ଲାଗିଥାଆନ୍ତା। ହେଲେ ଗୋଟିଏ…
୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ, ପରିବାରକୁ ୬୫ ବର୍ଷୀୟ ବୃଦ୍ଧଙ୍କ ମୃତଦେହ ଦେଲା ଡାକ୍ତରଖାନା
ଭୋପାଳ, ୧୧।୮: ମଧ୍ୟପ୍ରଦେଶର ରେୱାରେ ସ୍ବାସ୍ଥ୍ୟ ବିଭାଗର ଏକ ବଡ଼ ଅବହେଳା ଦେଖିବାକୁ ମିଳିଛି। ଏଠାରେ ଥିବା ଏକ ଡାକ୍ତରଖାନାରେ ଜଣେ ୨୨ ବର୍ଷ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଥିଲା, କିନ୍ତୁ ୬୨ ବର୍ଷ ବୃଦ୍ଧ ବ୍ୟକ୍ତିଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର…
Archives


