ଚୋର ମୁହଁ ଟାଣ: ସୀମା ଉତ୍ତେଜନା ପାଇଁ ଭାରତକୁ ଦାୟୀ କଲା ଚାଇନା
ମସ୍କୋ/ନୂଆଦିଲ୍ଲୀ, ୫।୯: କଥାରେ ଅଛି ଚୋର ମୁହଁ ଟାଣ। ଏହା ଚାଇନା ପାଇଁ ଏବେ ପ୍ରଯୁଜ୍ୟ ହୋଇଛି। ରୁଷ୍ରେ ଭାରତୀୟ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସହିତ ଚାଇନା ପ୍ରତିପକ୍ଷ ଓ୍ବେଇ ଫେଙ୍ଗହିଙ୍କର ଅଢ଼େଇ ଘଣ୍ଟା ଆଲୋଚନା ହୋଇଛି। ସୀମା ବିବାଦ ଆଲୋଚନାର…
ଚାରିଦିନ ପାଇଁ ଏନ୍ସିବି ହେପାଜତକୁ ଗଲେ ରିଆଙ୍କ ଭାଇ
ମୁମ୍ବାଇ,୫।୯: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ବେଳକୁ ବେଳ ଭିନ୍ନ ମୋଡ ନେଉଛି। ଏହାକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ନିକଟରେ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ମୁଖ୍ୟଅଭିଯୁକ୍ତ କୁହାଯାଉଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତି…
କରୋନା ମହାମାରୀ ପରେ ୭ ସୂତ୍ରୀ ଯୋଜନା ଉପରେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱ
ନୂଆଦିଲ୍ଲୀ, ୫।୯: ଦେଶରେ କରୋନା ମହାମାରୀ ସଙ୍କଟ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ଜାରି ହୋଇଥିବା ଲକ୍ଡାଉନ୍ ଯୋଗୁ ଦେଶର ଆର୍ଥିକ ସ୍ଥିତି ବିଗିଡ଼ି ଯାଇଛି। ଏପରିସ୍ଥଳେ ଅର୍ଥନୀତିକୁ ସ୍ବାଭାବିକ ଅବସ୍ଥାକୁ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…
ସତ ହେଲା ଭବିଷ୍ୟବାଣୀ, ଭାରତକୁ ମିଳିଲା ନାହିଁ ଲକ୍ଡାଉନର ଲାଭ: ଚିଦାମ୍ବରମ
ନୂଆଦିଲ୍ଲୀ,୫।୯: କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ କରୋନା ଭାଇରସ ସଂକ୍ରମଣକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି କରୋନା ଭାଇରସ ସଂକ୍ରମଣ ସମୟରେ ଭାରତ ଏକମାତ୍ର ଦେଶ ଯିଏ ଲକ୍ଡାଉନ ରଣନୀତିର ଲାଭ ଉଠାଇ ପାରିଲା ନାହିଁ। ତେବେ…
ଗର୍ଭବତୀ ସ୍ତ୍ରୀଙ୍କୁ ସ୍କୁଟିରେ ବସାଇ ୧୨୦୦ କିମି ପରୀକ୍ଷା କେନ୍ଦ୍ରକୁ ନେଲେ ସ୍ବାମୀ
ରାଞ୍ଚି,୫ା୯: କରୋନା ମହାମାରୀ ଯୋଗୁ ସମଗ୍ର ଦେଶରେ ଗାଡ଼ିମୋଟର ଚଳାଚଳ ବର୍ତ୍ତମାନ ସୁଦ୍ଧା ସ୍ବାଭାବିକ ହୋଇନାହିଁ। ଯେତିକି ଗାଡ଼ି ଚାଲୁଛି ସେଥିରେ ଲୋକେ ମଧ୍ୟ ଯିବାକୁ ଭୟ କରୁଛନ୍ତି। ଏପରି ସ୍ଥିତିରେ ଝାଡ଼ଖଣ୍ଡର ଜଣେ ଯୁବକ ତାଙ୍କ ଗର୍ଭବତୀ ସ୍ତ୍ରୀଙ୍କୁ ସ୍କୁଟିରେ…
ଶିକ୍ଷାଦାନରେ ଲିଙ୍ଗଗତ ତାରତମ୍ୟ: ପ୍ରାଇମେରୀରେ ମହିଳା ଆଗୁଆ-କଲେଜରେ ପଛୁଆ
ନୂଆଦିଲ୍ଲୀ, ୫।୯: ଦେଶରେ ଶିକ୍ଷାଦାନ କ୍ଷେତ୍ରରେ ଲିଙ୍ଗଗତ ତାରତମ୍ୟ ପରିଲକ୍ଷିତ ହେଉଛି। ପ୍ରାଇମେରୀ ଶିକ୍ଷାଦାନ କ୍ଷେତ୍ରରେ ୧୦୦ ଜଣ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ୧୮୩ ରହିଛି। ପ୍ରାଇମେରୀରେ ମହିଳା ଆଗୁଆ ଥିବାବେଳେ ପରବର୍ତ୍ତୀ ଉଚ୍ଚଶିକ୍ଷା କ୍ଷେତ୍ରରେ ମହିଳାଙ୍କ ସଂଖ୍ୟା କମିବାରେ…
ଭାରତୀୟ ସେନାଙ୍କ ମାନବିକତା: ବଞ୍ଚାଇଲେ ଚାଇନା ନାଗରିକଙ୍କ ଜୀବନ
ନୂଆଦିଲ୍ଲୀ,୫।୯: ଭାରତ-ଚାଇନା ସୀମା ବିବାଦ ବେଳକୁ ବେଳ ବଢୁଥିବା ବେଳେ ଚାଇନା ଏବେ ଯୁଦ୍ଧ କରିବା ଲକ୍ଷ୍ୟରେ ରହିଛି। ହେଲେ ଏତେ ପରେ ବି ଚାଇନା ନାଗରିକଙ୍କ ଅସୁବିଧାକୁ ଦେଖି ନିଜ ଧର୍ମ ପାଳନ କରିଛନ୍ତିି ଭାରତୀୟ ସେନା। ସେନା ପକ୍ଷରୁ…
ବୁଲେଟ ଟ୍ରେନ୍ ପ୍ରକଳ୍ପ: ବିଳମ୍ବ ହେବ ୫ ବର୍ଷ
ଅହମଦାବାଦ , ୫।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହୁ ଆକାଂକ୍ଷିତ ବୁଲେଟ ଟ୍ରେନ୍ ପ୍ରକଳ୍ପ ଏବେ ବିଳମ୍ବରେ ଶେଷ ହେବ। କରୋନା ମହାମାରୀ ସଙ୍କଟ ଯୋଗୁ ଜମି ଅଧିଗ୍ରହଣରେ ସମସ୍ୟା ଏବଂ ଟେଣ୍ଡର ରଦ୍ଦ ଯୋଗୁ ସୃଷ୍ଟି ହୋଇଥିବା ଅସୁବିଧା ଲାଗି…
ମାଟିତଳୁ ବାହାରିବ ୧୪୩ ବର୍ଷର ଟାଇମ୍ କ୍ୟାପସୁଲ୍: ବଖାଣିବ ଇତିହାସ
ଅଲୀଗଡ଼ , ୫।୯: ମାଟିତଳୁ ୧୪୩ ବର୍ଷ ତଳେ ପୋତାଯାଇଥିବା ଟାଇମ୍ କ୍ୟାପସୁଲ୍ ବାହାର କରାଯିବ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଅଲୀଗଡ଼ ମୁସଲିମ୍ ବିଶ୍ୱବିଦ୍ୟାଳୟରେ ପୋତାଯାଇଥିବା ଏହି ଟାଇମ୍ କ୍ୟାପସୁଲ୍ କେବେ ବାହାର କରାଯିବ ସେନେଇ ଏକ କମିଟି ଗଠନ…
ଚାଇନା ସହିତ ଯୁଦ୍ଧ ହେଲେ ଭାରତକୁ ସମର୍ଥନ କରିବେ ୭ ଦେଶ…
ନୂଆଦିଲ୍ଲୀ , ୫।୯: ଭାରତ ଚାଇନା ମଧ୍ୟରେ ଏଲ୍ଏସିରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଯଦି ଦୁଇଦେଶ ମଧ୍ୟରେ ଯୁଦ୍ଧ ହୁଏ ତେବେ ଭାରତକୁ ୭ ଦେଶ ସମର୍ଥନ କରିବେ। ସେମାନଙ୍କ ମଧ୍ୟରେ ଆମେରିକା, ଜାପାନ, ଅଷ୍ଟ୍ରେଲିଆ, ଫ୍ରାନ୍ସ୍, ବ୍ରିଟେନ୍, ଜର୍ମାନୀ ଆଦି…
ଗୁରୁଦିବସରେ ମୋଦି କହିଲେ ଶିକ୍ଷକ ଆମର ହିରୋ
ନୂଆଦିଲ୍ଲୀ,୫।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁଦିବସ ଅବସରରେ ରାଷ୍ଟ୍ର ନିର୍ମାଣରେ ଶିକ୍ଷକଙ୍କ ଯୋଗଦାନର ପ୍ରଶଂସା କରିଛନ୍ତି। ଛାତ୍ରୀଛାତ୍ରଙ୍କୁ ଭଲ ମଣିଷ କରି ଗଢି ତୋଳିବାରେ ଶିକ୍ଷକଙ୍କର ଯେଉଁ ଭୂମିକା ରହିଛି ସେଥିପାଇଁ ଦେଶ ତାଙ୍କ ନିକଟରେ ଋଣି ରହିବ। ଶିକ୍ଷକ ଦେଶର…
୮ ବୃଦ୍ଧଙ୍କୁ ବିବାହ କରି କଳାକନା ବୁଲାଇଲେ ଯୁବତୀ
ଲକ୍ଷ୍ନୌ, ୫।୯: ଗତ ୧୦ ବର୍ଷ ମଧ୍ୟରେ ୮ ଜଣ ବୃଦ୍ଧଙ୍କୁ ବିବାହ କରି ପରେ ଘରେ କଳାକନା ବୁଲାଇଥିବା ଜଣେ ଯୁବତୀଙ୍କୁ ଉତ୍ତରପ୍ରଦେଶ ପୋଲିସ ଗିରଫ କରିଛି। ଯୁବତୀଙ୍କ ଏଭଳି କାର୍ଯ୍ୟ ସମ୍ପର୍କରେ ଗାଜିଆବାଦ୍ ଥାନାରେ ଅଭିଯୋଗ କରାଯାଇଥିଲା। ଅଭିଯୋଗ…
Archives


