ଜାତୀୟ

ପ୍ରଥମେ ୩୦କୋଟିଙ୍କୁ ଦିଆଯିବ ଟିକା

ନୂଆଦିଲ୍ଲୀ,୮।୧୧: ଭାରତରେ ଆସନ୍ତା ଫେବୃୟାରୀରେ କରୋନା ଟିକା ଉପଲବ୍ଧ ହେବ। ଭାରତ ବାୟୋଟେକ୍‌ ପକ୍ଷରୁ ଏହାର ଟିକା କୋଭାକ୍ସିନ୍‌ ପ୍ରଥମ ଥର ଲାଗି ଭାରତରେ ମିଳିବ। ଏହି ଟିକାର ବିତରଣ ପ୍ରକ୍ରିୟା ନେଇ କେନ୍ଦ୍ର ସରକାର ଚୂଡ଼ାନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି।…

ଅର୍ଣ୍ଣବଙ୍କ ଜାମିନ ଆବେଦନ ରାୟ ସଂରକ୍ଷିତ

ମୁମ୍ବାଇ, ୮।୧୧: ରିପବ୍ଲିକାନ ଟିଭିର ଏଡିଟର-ଇନ୍‌-ଚିଫ୍‌ ଅର୍ଣ୍ଣବ ଗୋସ୍ବାମୀ ଅନ୍ତରୀଣ ଜାମିନ ପାଇଁ କରିଥିବା ଆବେଦନ ଉପରେ ବମ୍ବେ ହାଇକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଫଳରେ ଶନିବାର ତାଙ୍କର ହାଜତରୁ ବାହାରିବା ସମ୍ଭବ ହୋଇନାହିଁ। ୨୦୧୮ରେ ସେ ଇଣ୍ଟେରିୟର ଡିଜାଇନର ଅନ୍ବୟ…

ଏକ୍‌ଜିଟ୍‌ ପୋଲ୍‌ରେ ମହାମେଣ୍ଟ

ନୂଆଦିଲ୍ଲୀ,୮ା୧୧: ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ଶାସନ କରୁଥିବା ବିହାରରେ ଏଥର କ୍ଷମତା ପରିବର୍ତ୍ତନର ଆଭାସ ମିଳିଛି। ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ନେତୃତ୍ୱାଧୀନ ବିରୋଧୀ ମହାମେଣ୍ଟ ହାତକୁ ଶାସନର ଡୋରି ଯାଇପାରେ। ହିନ୍ଦୀ ଭାଷୀ ଏହି ରାଜ୍ୟରେ ତେଜସ୍ବୀ ଯାଦବଙ୍କ…

ବିହାର ବିଧାନସଭା ନିର୍ବାଚନ : ଚୂଡ଼ାନ୍ତ ପର୍ଯ୍ୟାୟରେ ୫୫.୨୨% ମତଦାନ

ପାଟନା,୭।୧୧-ବିହାର ବିଧାନସଭା ନିର୍ବାଚନ ଲାଗି ଭୋଟଗ୍ରହଣ ଶନିବାର ଶେଷ ହୋଇଛି। ୨୪୩ ଆସନ ଲାଗି ୩ଟି ପର୍ଯ୍ୟାୟରେ ମତଦାନ କରାଯାଇଥିବାବେଳେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ୭୮ ଆସନ ଲାଗି ସନ୍ଧ୍ୟା ୫ଟା ସୁଦ୍ଧା ୫୫.୨୨% ମତଦାନ କରାଯାଇଛି। ଏହି ପର୍ଯ୍ୟାୟରେ…

ଭୋଟ ଦେବା ପାଇଁ ଖଟିଆରେ ବୁହା ହୋଇ ଆସିଲେ ଶତାୟୁ: ଭିଡିଓ ଭାଇରାଲ

କାଟିହାର,୭।୧୧-ବିହାର ବିଧାନସଭା ନିର୍ବାଚନ ପାଇଁ ଶନିବାର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଛି। ଏପରିସ୍ଥିତିରେ ନିଜର ମତଦାନ ସାବ୍ୟସ୍ତ କରିବା ପାଇଁ କାଟିହର ଜିଲାର ସୁଖଦେବ ମଣ୍ଡଳ(୧୦୦) ଖଟିଆରେ ମତଦାନ କେନ୍ଦ୍ରକୁ ବୁହା ହୋଇ ଆସିବା ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ…

ଜାତିସଂଘ ଉପଦେଷ୍ଟା କମିଟିରେ ବିଦିଶା

ଜାତିସଂଘ,୭।୧୧: ଭାରତୀୟ କୂଟନୀତଜ୍ଞ ବିଦିଶା ମୈତ୍ର ଜାତିସଂଘ ଉପଦେଷ୍ଟା (ପ୍ରଶାସନିକ ଓ ବଜେଟାରୀ) କମିଟିକୁ ମନୋନୀତ ହୋଇଛନ୍ତି। ତାଙ୍କୁ ୧୨୬ ଖଣ୍ଡ ଭୋଟ ମିଳିଛି। ୧୯୩ ସଦସ୍ୟଯୁକ୍ତ ସାଧାରଣ ସଭାରେ ଯୋଗ୍ୟତା, ଅଭିଜ୍ଞତା ଓ ଭୌଗୋଳିକ ଜ୍ଞାନକୁ ନେଇ ସଦସ୍ୟଙ୍କୁ ବଛାଯାଇଥାଏ।…

୫୦ ପ୍ରତିଶତ ଛାତ୍ରୀଛାତ୍ରଙ୍କୁ ମିଳିବ ଅନୁମତି: ୟୁଜିସି

ନୂଆଦିଲ୍ଲୀ,୭ା୧୧: କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ଲାଗି ୟୁନିଭର୍ସିିଟି ଗ୍ରାଣ୍ଟ୍‌ସ କମିଶନ (ୟୁଜିସି) ଗାଇଡ୍‌ଲାଇନ୍‌ ଜାରି କରିଥିବାବେଳେ ଏକା ଥରକେ ୫୦% ଛାତ୍ରୀଛାତ୍ରଙ୍କୁ ଉପସ୍ଥିତ ଲାଗି ଅନୁମତି ମିଳିପାରିବ ବୋଲି ଦର୍ଶାଯାଇଛି। ଏଥିସହ ସୀମିତ ସଂଖ୍ୟାର ହଷ୍ଟେଲ ଖୋଲାଯିବ। କୋଭିଡ୍‌ କଟକଣା…

ଆରଜେଡି ନେତାଙ୍କ ଭାଇଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ

ପାଟଣା, ୭।୧୧-ବିହାରରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଥିବାବେଳେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ବିଟୁ ସିଂଙ୍କ ଭାଇ ବେନି ସିଂଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି। ପୂର୍ଣ୍ଣେୟା ଜିଲା ଧାମଦାହା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାର୍ସି ଅଞ୍ଚଳରେ…

ବିହାରରେ ଅନ୍ତିମ ପର୍ଯ୍ୟାୟ ମତଦାନ ଜାରି: ସନ୍ଧ୍ୟା ୫ଟା ସୁଦ୍ଧା ୫୨.୮୦ ପ୍ରତିଶତ ମତଦାନ

ପାଟନା,୭ା୧୧: ବିହାର ବିଧାନସଭାର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଜାରି ରହିଛି। ତେବେ ସା ୫ଟା ସୁଦ୍ଧା ୫୨.୮୦ ପ୍ରତିଶତ ଭୋଟର ମତଦାନ କରିଥିବା ଜଣାପଡ଼ିଛି। ଶନିବାର ୭୮ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମତଦାନ କରାଯାଇଛି। ଅପରାହ୍ନ ୫ଟା ସୁଦ୍ଧା କିଶନଗଞ୍ଜ…

ମୁଖ୍ୟ ସୂଚନା କମିଶନର ଭାବେ କାର୍ଯ୍ୟଭାର ଗ୍ରହଣ କଲେ ଯଶବର୍ଦ୍ଧନ ସିହ୍ନା

ନୂଆଦିଲ୍ଲୀ,୭ା୧୧: ଯଶବର୍ଦ୍ଧନ କୁମାର ସିହ୍ନା ଦେଶର ନୂତନ ମୁଖ୍ୟ ସୂଚନା କମିଶନର (ସିଆଇସି) ହୋଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଶନିବାର ରାଷ୍ଟ୍ରୀୟ ଭବନରେ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ସୂଚନା କମିଶନର ଯଶବର୍ଦ୍ଧନ ପୂର୍ବତନ ଭାରତୀୟ ବୈଦେଶିକ ସେବା…

ଏକଜିଟ୍ ପୋଲ ଉପରେ ଏବେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ,୭ ।୧୧: ବିହାର ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଆଉ ମାତ୍ର କିଛି ସମୟ ପରେ ଶେଷ ହୋଇଯିବ । ନଭେମ୍ବର ୧୦ରେ ଏହାର ଫଳାଫଳ ଆସିବାକୁଥିବା ବେଳେ ଏବେ ସମସ୍ତଙ୍କ ନଜର ରହିବ ଏକଜିଟ୍ ପୋଲ ଉପରେ । ବିଭିନ୍ନ…

ଏଲ୍‌ଓସି-ଏଲ୍‌ଏସି ଉପରେ ମହାକାଶରୁ ରହିବ କଡ଼ା ନଜର

ହାଇଦ୍ରାବାଦ୍‌,୭।୧୧: ଏଲ୍‌ଓସି ଏବଂ ଏଲ୍‌ଏସିରେ ଶତ୍ରୁ ଉପରେ ମହାକାଶରୁ କଡ଼ା ନଜର ରଖିବା ଲାଗି ଇସ୍ରୋ ପକ୍ଷରୁ ଉପଗ୍ରହ ପ୍ରେରଣ କରାଯାଇଛି। କୁ ସକ୍ଷମ ହେବ। ଶନିବାର ଅପରାହ୍ନ ୩ଟା ୧୨ରେ ଆନ୍ଧ୍ରପ୍ରଦେଶର ନେଲୋର ଜିଲାର ଶ୍ରୀହରିକୋଟାସ୍ଥିତ ଇସ୍ରୋର ସତୀଶ ଧାଓ୍ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?