ଜାତୀୟ

ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ଲଗାତାର ବଦଳା ଯାଇଛି କମ୍ପାନୀର ଆଇପି ଆଡ୍ରେସ୍‌!

ମୁମ୍ବାଇ, ୧୧।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ଜୁନ୍‌ ୨୩ଠାରୁ ଅଗଷ୍ଟ ୭ ମଧ୍ୟରେ ତାଙ୍କ କମ୍ପାନୀର ଆଇପି ଆଡ୍ରେସ୍‌ ୩ ଥର ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଲଗାତାର ୧୭ ଥର ଏହାକୁ ବଦଳା ଯାଇଛି।…

ସିଲ୍‌ ହେଲା ଇସ୍କନ ମନ୍ଦିର: ପୂଜକଙ୍କ ସମେତ ୨୨ କରୋନା ପଜିଟିଭ

ବ୍ରିନ୍ଦାବନ,୧୧।୯: ଜନ୍ମାଷ୍ଟମୀ ପୂର୍ବରୁ ବ୍ରିନ୍ଦାବନର ଇସ୍କନ ମନ୍ଦିରକୁ ସିଲ୍‌ କରି ଦିଆଯାଇଛି। ଏଠାରେ ପୂଜାରୀଙ୍କ ସମେତ ୨୨ ଜଣ କରୋନାରେ ସଂକ୍ରମିତ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ମଙ୍ଗଳବାର ଜନ୍ମାଷ୍ଟମୀ ଥିବାରୁ ଏଠାରେ ଭକ୍ତଙ୍କ ଗହଳି ଲାଗିଥାଆନ୍ତା। ହେଲେ ଗୋଟିଏ…

୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ, ପରିବାରକୁ ୬୫ ବର୍ଷୀୟ ବୃଦ୍ଧଙ୍କ ମୃତଦେହ ଦେଲା ଡାକ୍ତରଖାନା

ଭୋପାଳ, ୧୧।୮: ମଧ୍ୟପ୍ରଦେଶର ରେୱାରେ ସ୍ବାସ୍ଥ୍ୟ ବିଭାଗର ଏକ ବଡ଼ ଅବହେଳା ଦେଖିବାକୁ ମିଳିଛି। ଏଠାରେ ଥିବା ଏକ ଡାକ୍ତରଖାନାରେ ଜଣେ ୨୨ ବର୍ଷ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଥିଲା, କିନ୍ତୁ ୬୨ ବର୍ଷ ବୃଦ୍ଧ ବ୍ୟକ୍ତିଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର…

ସ୍ତ୍ରୀଙ୍କୁ କରୋନା ହୋଇଥିବା ଶୁଣି ଜୀବନ ହାରିଲେ ସ୍ବାମୀ

ମୁଜାଫରପୁର, ୧୧।୮: ସ୍ତ୍ରୀ କରୋନା ଆକ୍ରାନ୍ତ ହୋଇଥିବା ଶୁଣିବା ପରେ ହାର୍ଟଆଟାର୍କରେ ପ୍ରାଣ ହରାଇଛନ୍ତି ସ୍ବାମୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବିହାରର ଆନନ୍ଦପୁର ଗଙ୍ଗାଲିଆ ଗ୍ରାମରେ। ଗ୍ରାମର ଏକ ଦମ୍ପତି ସାରେୟା ସିଏଚ୍‌ଜିରେ କରୋନା ପରୀକ୍ଷା କରାଇଥିଲେ। ତେବେ…

ଦିଲ୍ଲୀରୁ ଆସିଲା ଖୁସି ଖବର: କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ବଢୁଛି ,ମୃତ୍ୟୁ ହାର କମୁଛି

ନୂଆଦିଲ୍ଲୀ, ୧୧।୮: ଭାରତରେ କରୋନା ମହାମାରୀ ସଙ୍କଟ ହାରିବାରେ ଲାଗିଛି। ମଙ୍ଗଳବାର ସୁଦ୍ଧା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ୭୦ ପ୍ରତିଶତ ପାଖାପାଖି ରହିଛି। ଏହା ୬୯.୭୯ ପ୍ରତିଶତ ରହିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଅପର…

ଡିସେମ୍ବର ସୁଦ୍ଧା ଆସିବ କରୋନା ଟିକା!

ମୁମ୍ବାଇ.୧୧।୮: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇଥିବା ବେଳେ ଏବେ ଏହାର ଟିକା ବା ଭ୍ୟାକ୍ସିନକୁ ନେଇ ଚାଲିଛି ଗବେଷଣା। ଆଉ ଗୋଟିଏ ଦିନ ପରେ ରୁଷିଆ କରୋନା ଟିକା ଭେଟି ଦେବ ବୋଲି କହିଥିବା ବେଳେ ଏବେ…

ପ୍ରସିଦ୍ଧ କବି ରାହତ ଇନ୍ଦୋରୀ କରୋନା ପଜିଟିଭ

ନୂଆଦିଲ୍ଲୀ,୧୧।୮: ପ୍ରସିଦ୍ଧ ଉର୍ଦ୍ଦୁ କବି ରାହତ ଇନ୍ଦୋରୀ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି। କିଛି ଘଣ୍ଟା ତଳେ ସେ ନିଜ ଫେସବୁକ୍‌ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଉଭୟ ଫେସବୁକ୍‌ ଓ ଟୁଇଟରରେ ସେ ଲେଖିଛନ୍ତି କରୋନାର ପ୍ରାରମ୍ଭିକ ଲକ୍ଷଣ…

ସ୍ତ୍ରୀଙ୍କ ମୃତ୍ୟୁ ପରେ ସ୍ବାମୀ କଲେ ଏମିତି କାମ, ସମସ୍ତେ ହେଲେ ଆଶ୍ଚର୍ଯ୍ୟ

ବେଙ୍ଗାଲୁରୁ,୧୧।୮: କର୍ନାଟକରେ ଜଣେ ଶିଳ୍ପପତି ନୂଆ ଘରେ ପ୍ରବେଶ କରିବା ସମୟରେ ଦିବଂଗତ ସ୍ତ୍ରୀଙ୍କ ଅଭାବ ପୂରଣ ପାଇଁ ଏକ ନୂଆ ପନ୍ଥା ଆପଣାଇଥିଲେ। ଶିଳ୍ପପତି ଶ୍ରୀନିବାସ ସ୍ତ୍ରୀଙ୍କ ଉପସ୍ଥିତିକୁ ଅନୁଭବ କରିବା ପାଇଁ ସ୍ତ୍ରୀ ମାଧବୀଙ୍କ ସିଲିକନ ମହମ ପ୍ରତିମୂର୍ତ୍ତି…

କରୋନା ଚିକିତ୍ସାର ଭିତିରି କଥା: ଅଗ୍ନିକାଣ୍ଡ ପରେ ସତ୍ୟ ପାଇଲା ପ୍ରକାଶ

ହାଇଦ୍ରାବାଦ୍‌, ୧୧।୮: ତିନି ଦିନ ତଳେ ବିଜୟଓ୍ବାଡ଼ାର ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୧୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା। ଏହି ହୋଟେଲକୁ କୋଭିଡ୍‌ କେୟାର ସେଣ୍ଟର କରାଯାଇଥିଲା। ଏଠାରେ ୩୦ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିଲେ।…

ଭୂକମ୍ପ ଯୋଗୁ ଲୋକେ ଆତଙ୍କିତ: ଚିନ୍ତା କରୁଛନ୍ତି ଏହି ଉପାୟ…

ନୂଆଦିଲ୍ଲୀ, ୧୧।୮: ଦିଲ୍ଲୀ ସମତେ ଦେଶର କେତେକ ଅଞ୍ଚଳରେ ଲଗାତାର ଭୂକମ୍ପ ହେଉଥିବାରୁ ଲୋକେ ଆତଙ୍କିତ ହେଉଛନ୍ତି। ଏନେଇ ଘରର ସୁରକ୍ଷା ପାଇଁ ସେମାନେ ବୀମା କରିବାକୁ ଚିନ୍ତା କରୁଛନ୍ତି। ସମ୍ପ୍ରତି ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ, ଦେଶର ୪୨…

ହାତରେ ଗୀତା ଧରି ଦେଶ ପାଇଁ ଫାଶୀ ଖୁଣ୍ଟରେ ଝୁଲିଥିଲେ ଏହି ବିପ୍ଲବୀ

ଯେଉଁ ବୟସରେ ଜଣେ ଯୁବକ ତାଙ୍କ କ୍ୟାରିୟର ଏବଂ ଭବିଷ୍ୟତ ବିଷୟରେ ଚିନ୍ତିତ ଥାନ୍ତି ସେହି ବୟସରେ ଜଣେ ବିପ୍ଳବୀ ବାହାରି ଆସିଥିଲେ ଯିଏ ଦେଶ ପାଇଁ ଜୀବନ ଦେଇଥିଲେ। ମାତ୍ର ୧୮ ବର୍ଷ ବୟସରେ ଦେଶ ପାଇଁ ନିଜ ଜୀବନକୁ…

ଜେକେପିଏମ୍‌ ଅଧ୍ୟକ୍ଷ ପଦରୁ ଫୈଜଲଙ୍କ ଇସ୍ତଫା

ଶ୍ରୀନଗର, ୧୧।୮(ପି.ଟି.): ଗତବର୍ଷ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଛାଡ଼ି ଜମ୍ମୁ-କଶ୍ମୀର ପିପୁଲ୍ସ ମୁଭ୍‌ମେଣ୍ଟ (ଜେକେପିଏମ୍‌) ଗଠନ କରିଥିବା ଶାହ ଫୈଜଲ ଏହାର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ସୋମବାର ଦଳ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେ ରାଜନୀତି ଛାଡ଼ୁଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri