ଜାତୀୟ

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ

ନୂଆଦିଲ୍ଲୀ,୧୩।୭: ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍‌ଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ଏଥିରେ ୮୮.୭୮ ପ୍ରତିଶତ ଛାତ୍ରୀଛାତ୍ର କୃତକାର୍ଯ୍ୟ ହୋଇଛନ୍ତି। ପାସ୍‌ ହାର ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ୫.୩୮ ପ୍ରତିଶତ ବୃଦ୍ଧି…

୬୬ ବର୍ଷ ତଳେ ରାଜସ୍ଥାନ କଂଗ୍ରେସରେ ହୋଇଥିଲା ବିଦ୍ରୋହ: ନେହେରୁ ସାଜିଥିଲେ ନୀରବ ଦ୍ରଷ୍ଟା

ଜୟପୁର,୧୩।୭: ରାଜସ୍ଥାନର କଂଗ୍ରେସ ସରକାରରେ ସଙ୍କଟ ଦେଖାଦେଇଛି। ଏହାପୂର୍ବରୁ ୬୬ ବର୍ଷ ତଳେ ୧୯୫୪ରେ ମଧ୍ୟ ରାଜ୍ୟ ରାଜନୀତିରେ ବିଦ୍ରୋହ ଦେଖାଦେଇଥିଲା। ତତ୍‌କାଳୀନ କଂଗ୍ରେସ ମୁଖ୍ୟମନ୍ତ୍ରୀ ଜୟନାରାୟଣ ବ୍ୟାସଙ୍କ ବିରୋଧରେ ଦଳର ମୋହନଲାଲ୍‌ ସୁଖଡ଼ିଆ ବିଦ୍ରୋହ କରିଥିଲେ। ୧୯୫୨ରେ ରାଜ୍ୟ ବିଧାନସଭା…

ଅମିତାଭଙ୍କ ୨୬ କର୍ମଚାରୀଙ୍କ ରିପୋର୍ଟ ଆସିଲା ନେଗେଟିଭ

ମୁମ୍ବାଇ,୧୩।୭: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏମାନଙ୍କୁ ନେଇ ବଚ୍ଚନ ପରିବାରର ୪ ସଦସ୍ୟ ଅର୍ଥାତ୍‌ ଐଶ୍ୱର୍ଯ୍ୟା…

ପଡୋଶୀ ଝିଅଙ୍କ ଜୀବନ ବଞ୍ଚାଇବା ପାଇଁ ୫ ଲକ୍ଷ ଟଙ୍କା ଯୋଗାଡ କଲେ କନଷ୍ଟେବଳ

ଚେନ୍ନାଇ,୧୩।୭: ତାମିଲନାଡୁର ଚେନ୍ନାଇରେ ଜଣେ ହେଡ୍‌ କନଷ୍ଟେବଳ ନିଜ ମାନବିକତା ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ମୃତ୍ୟୁ ସହ ସଂଗ୍ରାମ କରୁଥିବା ପାଞ୍ଚ ବର୍ଷର ଝିଅର ଜୀବନ ସେ ବଞ୍ଚାଇ ଦେଇଛନ୍ତି। କବିଷ୍କା ନାମକ ଏହି ଝିଅଟି ଜନ୍ମରୁ ଡେକ୍ସଟ୍ରୋକାର୍ଡିଆ ରୋଗରେ ପୀଡିତ…

ଭାଜପାରେ ସାମିଲ ହେବେନି ପାଇଲଟ, ଗଢିବେ କଂଗ୍ରେସ ପ୍ରଗତିଶୀଳ ପାର୍ଟି!

ଜୟପୁର,୧୩।୭: ରାଜସ୍ଥାନ ରାଜନୀତି ବେଳକୁ ବେଳ ନୂଆ ମୋଡ ନେଉଛି। ପୂର୍ବରୁ ଶୁଣିବାକୁ ମିଳିଥିଲା କି ସଚ୍ଚିନ ପାଇଲଟଙ୍କ ପାଖେ କେତେଜଣ ବିଧାୟକଙ୍କ ସମର୍ଥନ ରହିଛି ଓ ସେ ଭାରତୀୟ ଜନତା ପାର୍ଟି(ଭାଜପା) ସହ ସମ୍ପର୍କରେ ଅଛନ୍ତି। ତେଣୁ ସେ ଭାଜପାରେ…

ମନ୍ଦିର ପରିଚାଳନାରେ ରାଜପରିବାରର ବି ରହିଛି ଅଧିକାର: ସୁପ୍ରିମକୋର୍ଟ

ଥିରୁଭାନନ୍ତପୁରମ,୧୩।୭: ପଦ୍ମନାଭସ୍ବାମୀ ମନ୍ଦିରର ପରିଚାଳନା କ୍ଷେତ୍ରରେ ତ୍ରାବଣକୋର ରାଜପରିବାରର ମଧ୍ୟ ଅଧିକାର ରହିଛି। ସୋମବାର ଏନେଇ ସୁପ୍ରିମକୋର୍ଟ ରାୟ ଶୁଣାଇବା ସହ ରାଜପରିବାରର ଅଧିକାରକୁ ମାନ୍ୟତା ଦେଛନ୍ତି। ଦୀର୍ଘ ୯ବର୍ଷ ଧରି ମନ୍ଦିର ପରିଚାଳନାକୁ ନେଇ ବିବାଦ ଲାଗି ରହିଥିବା ବେଳେ…

ମାର୍କେଟରେ ଭାଜପା ବିଧାୟକଙ୍କ ଝୁଲନ୍ତା ମୃତଦେହ: ହତ୍ୟା ସନ୍ଦେହ

କୋଲକାତା,୧୩।୭: ପଶ୍ଚିମବଙ୍ଗରେ ଭାଜପା ବିଧାୟକ ଦେବେନ୍ଦ୍ରନାଥ ରାୟଙ୍କ ଝୁଲନ୍ତା ମୃତଦେହ ମାର୍କେଟରୁ ଉଦ୍ଧାର କରାଯାଇଛି। ବିଧାୟକଙ୍କୁ ହତ୍ୟା କରାଯାଇଥିବା ନେଇ ଚର୍ଚ୍ଚା ହେଉଛି। ଉତ୍ତର ଦିନାଜପୁରର ହେମାଟାବାଡ଼ ଅଞ୍ଚଳରେ ଥିବା ମାର୍କେଟରେ ଏକ ଦୋକାନ ବାହାରେ ଦେବେନ୍ଦ୍ରଙ୍କ ମୃତ ଦେହ ଝୁଲୁଥିବା…

ଅନନ୍ତନାଗରେ ଏନ୍‌କାଉଣ୍ଟର: ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୧୩।୭: ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାକର୍ମୀଙ୍କ ସଫଳତା ମିଳିଛି। ଅନନ୍ତନାଗ ଜିଲାର ଶ୍ରୀଗୁଫଓ୍ବାରା ଅଞ୍ଚଳରେ ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। କିଛି ଆତଙ୍କବାଦୀ ଏଠାରେ ଖବର ପାଇ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସୋମବାର…

ଗେହଲଟ୍‌ଙ୍କ ରାଜସ୍ଥାନରେ ଭାଜପାର ପାଇଲଟ୍‌ ପ୍ରୋଜେକ୍ଟ

ଜୟପୁର,୧୩।୭: ରାଜସ୍ଥାନରେ ଭାଜପାର ଅପରେଶନ୍‌ ଲୋଟସ୍‌ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ସଚିନ୍‌ ପାଇଲଟ୍‌ଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଫାଟର ଫାଇଦା ନେବାକୁ ଭାଜପା ଯୋଜନା କରୁଥିବା ଅଭିଯୋଗ ହେଉଛି। ଗେହଲଟ୍‌ଙ୍କ ରାଜସ୍ଥାନରେ ଭାଜପା ପାଇଲଟ୍‌ ପ୍ରୋଜେକ୍ଟ କରିବାକୁ…

ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ସମ୍ପର୍କୀୟଙ୍କ ଘରେ ଆୟକର ବିଭାଗର ଚଢ଼ାଉ

ନୂଆଦିଲ୍ଲୀ,୧୩।୭:ରାଜସ୍ଥାନରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମ୍ପର୍କୀୟଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସୋମବାର ଆୟକର ବିଭାଗର ୨୦୦ରୁ ଊର୍ଦ୍ଧ୍ୱ ଅଧିକାରୀ ଓ କର୍ମଚାରୀ ଦିଲ୍ଲୀ ଓ ରାଜସ୍ଥାନର କେତେକ ସ୍ଥାନରେ ଏହି ଚଢ଼ାଉ…

୯ ଲକ୍ଷ ମୁହାଁ କରୋନା ସଂକ୍ରମିତଙ୍କ ସଂଖ୍ୟା: ଦେଶରେ ଗୋଟିଏ ଦିନରେ ସର୍ବାଧିକ ୨୮,୭୦୧ ନୂଆ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ,୧୩।୭: କନ୍ଦାଇଲାଣି କରୋନା। ବେଳକୁ ବେଳ ଏହା ସୁଅ ଭଳି ମାଡି ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୮,୭୦୧ ନୂଆ ସଂକ୍ରମିତ ଚିହ୍ନଟ ହେବା ସମସ୍ତଙ୍କ ଭ୍ରୁକୁଞ୍ଚନ ସୃଷ୍ଟି କରିଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ,…

କଂଗ୍ରେସରେ ସଙ୍କଟମୋଚକଙ୍କ ଅଭାବ: ହାଇକମାଣ୍ଡଙ୍କୁ ନାହିଁ ଭୟ

ନୂଆଦିଲ୍ଲୀ, ୧୩।୭: ମଧ୍ୟପ୍ରଦେଶ ପରେ ଏବେ ରାଜସ୍ଥାନରେ ଶାସକ କଂଗ୍ରେସ ଦଳରେ ଅସନ୍ତୋଷ ବଢ଼ିଚାଲିଛି। ୧୩୫ ବର୍ଷ ସର୍ବପୁରାତନ ରାଜନୈତିକ ଦଳରେ ଏଭଳି ସ୍ଥିତି ଲଗାତାର ସୃଷ୍ଟି ହେବା ପଛରେ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି। ଦଳରେ ସଙ୍କଟମୋଚକଙ୍କ ଅଭାବ ଯୋଗୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri