ଜାତୀୟ

ଦଶହରାରେ ଚାଇନା ସୀମାରେ ଅସ୍ତ୍ରଶସ୍ତ୍ର ପୂଜା କରିବେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୨୧।୧୦: ଚାଇନା ସୀମାରେ ନିୟୋଜିତ ଯବାନଙ୍କ ମନୋବଳ ବଢାଇବା ପାଇଁ ଏଥର ଦଶହରାରେ ବାସ୍ତବିକ ନିୟନ୍ତ୍ରଣ ରେଖ(ଏଲ୍‌ଏସି) ଗସ୍ତ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ରାଜନାଥ ୨୩-୨୪ ଅକ୍ଟୋବରରେ ସିକ୍କିମ୍‌ ସେକ୍ଟରରେ ଏଲ୍‌ଏସି ଗସ୍ତ କରିବେ ଏବଂ ସେଠାରେ ଅସ୍ତ୍ର…

ପିତାଙ୍କ ମୃତ୍ୟୁ ଖବର ସହିପାରିଲେନି ଝିଅ, ନେଲେ ଏମିତି ପଦକ୍ଷେପ

ଭୋପାଳ,୨୧ା୧୦: ପିତା ଏବଂ କନ୍ୟାଙ୍କ ସମ୍ପର୍କ ଦୁନିଆରେ ସବୁଠାରୁ ଅନନ୍ୟ ବୋଲି ବିବେଚନା କରାଯାଏ। ଗୋଟିଏ ଝିଅ ଜୀବନଠାରୁ ଅଧିକ ଭଲ ପାଏ ତା’ ପିତାଙ୍କୁ। ବୋଧହୁଏ ଏହି କାରଣରୁ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଜଣେ ଝିଅ ପିତାଙ୍କ ଦେହାନ୍ତ ଖବର…

ବାୟୁ ପ୍ରଦୂଷଣ: ଭାରତରେ ୧୬ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି

ନୂଆଦିଲ୍ଲୀ, ୨୧।୧୦: ବାୟୁ ପ୍ରଦୂଷଣ ଯୋଗୁ ପୃଥିବୀରେ ସଙ୍କଟ ଧୀରେଧୀରେ ଘନେଇ ଆସୁଛି। ପୃଥିବୀରେ ୨୦୧୯ରେ ୬୭ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ ଭାରତରେ ୧୬ ଲକ୍ଷ ୭୦ ହଜାରରୁ ଅଧିକ ଲୋକଙ୍କର ଜୀବନ ବାୟୁ…

ଅଧାରୁ ଅଧିକ ଚାଷୀଙ୍କୁ ଜଣା ନାହିଁ କୃଷି ଆଇନ: ତେବେ ବି ଚାଲିଛିି ବିରୋଧ-ସମର୍ଥନ

ନୂଆଦିଲ୍ଲୀ, ୨୧।୧୦: କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ ଦେଶବ୍ୟାପି ଚାଷୀ ଆନ୍ଦୋଳନ ଜାରି ରହିଛି। ତେବେ ଏକ ସର୍ଭେ ରିପୋର୍ଟ ଅନୁସାରେ ଦେଶର ଅଧାରୁ ଅଧିକ ଚାଷୀଙ୍କୁ କୃଷି ଆଇନ୍‌ ସମ୍ପର୍କରେ କିଛି ବି ଜଣା ନାହିଁ। ମାତ୍ର ସେମାନେ…

କୋଲକାତାରେ ହେବ ରାବଣ ପୋଡ଼ି

କୋଲକାତା,୨୧ା୧୦: ଚଳିତବର୍ଷ କରୋନା ମହାମାରୀ ଯୋଗୁ ଦଶହରା ମହୋତ୍ସବ ଫିକା ପଡ଼ିବ। ମାତ୍ର ସମସ୍ତ ରୀତି ନୀତି ଅନୁଯାୟୀ ପୂଜା ପାଇବେ ମା’। ଏହି ପରିପ୍ରେକ୍ଷୀରେ ରାବଣ ପୋଡ଼ି କୋଲକାତାରେ ସିଧା ପ୍ରସାରଣ ହେବ ବୋଲି ଆୟୋଜକ କମିଟିର ସଦସ୍ୟ ସୂଚନା…

ମହାରାଷ୍ଟ୍ରରେ ଭାଜପାକୁ ଝଟ୍‌କା: ଅସନ୍ତୁଷ୍ଟ ଏକନାଥ ଖଡ଼ସେ ଦେଲେ ଇସ୍ତଫା

ମୁମ୍ବାଇ, ୨୧।୧୦: ମହାରାଷ୍ଟ୍ରରେ ଭାଜପାକୁ ବଡ଼ ଝଟ୍‌କା ଲାଗିଛି। ରାଜ୍ୟର ଦଳୀୟ ନେତୃତ୍ୱଉପରେ ଦୀର୍ଘଦିନ ଧରି ଅସନ୍ତୁଷ୍ଟ ଥିବା ବରିଷ୍ଠ ନେତା ଏକନାଥ ଖଡ଼ସେ ବୁଧବାର ଇସ୍ତଫା ଦେଇଛନ୍ତି। ଏ ସମ୍ପର୍କରେ ସେ ସନ୍ଧ୍ୟାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେବେ। ଦୁଇ…

ଚାଇନାର ଗୁପ୍ତଚରୀ ମାମଲା: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ଥିଲା କଡ଼ା ନଜର

ନୂଆଦିଲ୍ଲୀ, ୨୧।୧୦: ଚାଇନାର ଗୁପ୍ତଚରୀ ମାମଲାର ଖିଅ ଧିରେ ଧିରେ ଖୋଲିବା ଆରମ୍ଭ କରିଛି। ଚାଇନା ଗୁପ୍ତଚର କ୍ୱିଙ୍ଗ ଶିଙ୍କୁ ପଚରା ଉଚରା ସମୟରେ ଜଣାପଡ଼ିଛି ଯେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟ ଉପରେ କଡ଼ା ନଜର ରଖାଯାଇଥିଲା। ଏହା…

ବିହାର ବିଧାନସଭା ନିର୍ବାଚନ: ଘୋଷଣା ପତ୍ର ଜାରି କଲା କଂଗ୍ରେସ, ଚାଷୀଙ୍କୁ ଋଣଛାଡ ପ୍ରତିଶ୍ରୁତି

ପାଟନା, ୨୧।୧୦: ବିହାର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ପକ୍ଷରୁ ଘୋଷଣା ପତ୍ର ଜାରି କରାଯାଇଛି। ଚାଷୀଙ୍କ ଋଣ ଛାଡ, ବିଦ୍ୟୁତ୍‌ ବିଲ୍‌କୁ ଅଧା କରିବା ସହିତ ବାଳିକାଙ୍କୁ ନ୍ୟାୟ ଦେବାର ପ୍ରତିଶ୍ରୁତି ଘୋଷଣା ପତ୍ରରେ ରହିଛି। ସେହିପରି ବେକାରଙ୍କୁ…

ପାର୍ବଣରେ ପାକିସ୍ତାନର ବଡ଼ ଷଡ଼ଯନ୍ତ୍ର: ସାମ୍ପ୍ରଦାୟିକ ଦଙ୍ଗା-ବାଟ୍‌ ଆକ୍ରମଣ ପାଇଁ ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ

ନୂଆଦିଲ୍ଲୀ/ଇସଲାମାବାଦ୍‌, ୨୧।୧୦: ପାର୍ବଣ ଅବସରରେ ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଷଡ଼ଯନ୍ତ୍ର ରଚିଛି। ଦେଶରେ ସାମ୍ପ୍ରଦାୟିକ ଦଙ୍ଗା ଏବଂ ଏଲ୍‌ଓସିରେ ବାଟ୍‌ ଆକ୍ରମଣ ଲାଗି ପାକିସ୍ତାନ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରିଛି। ଏଥିରେ ପାକିସ୍ତାନ ଗୋଇନ୍ଦା ସଂସ୍ଥା…

ଦିଲ୍ଲୀ ରାମଲୀଳା: ସୀତା ପ୍ରତିରକ୍ଷା ସେବା ପାଇଁ କରୁଛନ୍ତି ପ୍ରସ୍ତୁତି, ରାମ ବ୍ୟାଙ୍କରେ କରନ୍ତି ଚାକିରି

ନୂଆଦିଲ୍ଲୀ, ୨୧।୧୦: ଦଶହରା ଅବସରରେ ଦିଲ୍ଲୀରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରାୟ ୫୦୦ରୁ ଅଧିକ ସ୍ଥାନରେ ରାମଲୀଳା ଆୟୋଜନ ହେଉଛି। ସଂସ୍କୃତି କଳା ସଙ୍ଗମ ଗ୍ରୁପ୍‌ର ରାମଲୀଳାରେ ସୀତାଙ୍କ ଚରିତ୍ରରେ ଅଭିନୟ କରୁଥିବା ଶୁଭାଶିଂ ଭରଦ୍ୱାଜ ପ୍ରତିରକ୍ଷା…

କଶ୍ମୀର-ଲଦାଖରେ ନିର୍ମାଣ ହେବ ୧୦ ସୁଡ଼ଙ୍ଗ: ଏଲ୍‌ଏସି-ଏଲ୍‌ଓସିରେ ଶୀଘ୍ର ପହଞ୍ଚିବ ସହାୟତା

ନୂଆଦିଲ୍ଲୀ, ୨୧।୧୦: ଏଲ୍‌ଏସି ଏବଂ ଏଲ୍‌ଓସିରେ ଯବାନଙ୍କ ପାଖରେ ଶୀଘ୍ର ସହାୟତା ପହଞ୍ଚାଇବା ପାଇଁ ଲଦାଖ ଏବଂ କଶ୍ମୀରର ଉଚ୍ଚ ପାହାଡ଼ରେ ୧୦ ସୁଡ଼ଙ୍ଗ ନିର୍ମାଣ କରାଯିବ। ଏସବୁ ସୁଡ଼ଙ୍ଗ ପଥ ଦେଶ ଭାରତୀୟ ସେନା ବର୍ଷସାରା ଯିବା ଆସିବା କରିପାରିବେ।…

କୃଷି ଆଇନ ବିରୋଧରେ ପଞ୍ଜାବରେ ବିଲ୍‌ ପାସ୍‌

ଚଣ୍ଡିଗଡ଼, ୨୧ା୧୦: କେନ୍ଦ୍ରର କୃଷି ଆଇନକୁ ବିରୋଧକରି ପଞ୍ଜାବ ବିଧାନସଭାରେ ସର୍ବସମ୍ମତିକ୍ରମେ ୪ଟି ବିଲ୍‌ ପାସ୍‌ ହୋଇଛି। ଗୃହରେ ଏନେଇ ପ୍ରାୟ ୫ ଘଣ୍ଟାକାଳ ଆଲୋଚନା କରାଯାଇଥିଲା। ଏଥିରେ ଭାଜପା ବିଧାୟକମାନେ ଅଂଶଗ୍ରହଣ କରି ନ ଥିଲେ। କଂଗ୍ରେସ ସରକାରଙ୍କ ଦ୍ୱାରା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri