ମାସ୍କ ନ ପିନ୍ଧିଲେ ଦେବାକୁ ପଡ଼ିବ ୧ ଲକ୍ଷ ଜରିମାନା, ୨ ବର୍ଷ ଜେଲ
ରାଞ୍ଚି,୨୩।୭: କରୋନା ଭାଇରସ୍ ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ହେଲେ ଲୋକଙ୍କ ଅବହେଳା ଯୋଗୁ ଏହି ସଂକ୍ରମଣ ଦିନକୁ ଦିନ ଆହୁରି ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ଝାଡ଼ଖଣ୍ଡ…
ସ୍ମାର୍ଟ ହେଲମେଟ୍: ମିନିଟ୍ରେ ୨୦୦ ଲୋକଙ୍କର କରୁଛି ଥର୍ମାଲ ସ୍କାନିଂ
ମୁମ୍ବାଇ,୨୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ଏପରିସ୍ଥଳେ ଅଧିକରୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ ଲାଗି ସରକାରଙ୍କ ପକ୍ଷରୁ ବିଭିନ୍ନ ବ୍ୟବସ୍ଥାର ପ୍ରଚଳନ କରାଯାଇଛି। ମହାରାଷ୍ଟ୍ର ମୁମ୍ବାଇରେ ସ୍ମାର୍ଟ ହେଲମେଟ୍ର ପ୍ରଚଳନ କରାଯାଇଛି। ଏହାକୁ ପିନ୍ଧି ସ୍ବାସ୍ଥ୍ୟକର୍ମୀ ଘରକୁ ଘର ବୁଲି…
ସାମ୍ନାକୁ ଆସିଲା କୋଭିଡ ହସ୍ପିଟାଲର ଅବ୍ୟବସ୍ଥା
ଅହମଦାବାଦ,୨୩।୭: ଲୋକଙ୍କୁ ଭଲ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି। ହେଲେ ତାହା କେତେଦୂର ଫଳପ୍ରଦ ହେଉଛି ତା’ର ତଦାରଖ କରିବା ପାଇଁ କେହି ନାହାନ୍ତି। ହେଲେ କରୋନା ସଙ୍କଟରେ ଗୁଜରାଟରୁ ଆସିଥିବା ଏକ ଭିଡିଓ ଏବେ ସରକାରଙ୍କ…
ଅନର୍ଗଳ ଇଂରାଜୀ କହି ଫଳ ବିକୁଥିବା ମହିଳାଙ୍କୁ ପଚରାଗଲା ଯୋଗ୍ୟତା, ଜବାବ ମିଳିଲା ଏମିତି
ଇନ୍ଦୋର,୨୩।୭: କରୋନା ଯୋଗୁ ଅନେକ ଦୋକାନ, କାରଖାନା ଏବଂ କମ୍ପାନୀ ବନ୍ଦ ଅଛି। ଏଭଳି ପରିସ୍ଥିତିରେ ଅନେକ ଶିକ୍ଷିତ ଲୋକ ଚାକିରି ହରାଇ ଫଳ ଏବଂ ପନିପରିବା ବିକିବାକୁ ବାଧ୍ୟ ହେଉଛନ୍ତି। ମଧ୍ୟପ୍ରଦେଶର ଇନ୍ଦୋରରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖବବାକୁ ମିଳିଛି।…
ରକ୍ଷାବନ୍ଧନରେ ଉତ୍ତର-ପୂର୍ବ ଭଉଣୀମାନଙ୍କୁ ଉପହାର ଦେଲେ ମୋଦି
ନୂଆଦିଲ୍ଲୀ,୨୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ମଣିପୁରକୁ ଏକ ନୂତନ ଉପହାର ଦେଇଛନ୍ତି। ପ୍ରତି ଘରକୁ ଜଳ ଯୋଗାଣ ମିଶନ ଆଧାରରେ ମୋଦି ଭିଡିଓ କନ୍ଫରେନ୍ସିଂ ଜରିଆରେ ମଣିପୁର ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।ଏହି ସମୟରେ ସେ ଜନତାଙ୍କୁ ସମ୍ବୋଧିତ…
କରୋନା ପ୍ରଭାବ: ଦୋକାନରେ ଚା’ ନୁହେଁ ମିଳୁଛି ଏହି ଜିନିଷ
ବାରାଣସୀ,୨୩।୭: ଚା’ କିମ୍ବା କଫି ଦୋକାନ ବିଷୟରେ ସମସ୍ତେ ଅବଗତ ଥିବେ। କିନ୍ତୁ କାଢା ଦେକାନ ବିଷୟରେ ଖୁବ୍ କମ ଲୋକ ଜାଣିଥିବେ। ଉତ୍ତର ପ୍ରଦେଶର କାଶୀରେ ଚା’ ବଦଳରେ ଏବେ କାଢା ପିଇବାର କ୍ରେଜ୍ ଦେଖିବାକୁ ମିଳିଛି। ଲୋକେ ଚା’…
କ୍ୱାରାଣ୍ଟାଇନ୍ ସେଣ୍ଟରରେ ୩ ବିଦେଶୀ ମହିଳା ହେଲେ ଗର୍ଭବତୀ: ପ୍ରଶାସନର ଅକଲ ଗୁଡୁମ୍
ରାଞ୍ଚି,୨୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ଏପରିସ୍ଥଳେ କ୍ୱାରାଣ୍ଟାଇନ୍ ସେଣ୍ଟରରେ ୩ ଜଣ ମହିଳା ଗର୍ଭବତୀ ହେବା ଖବର ନେଇ ସୋସିଆଲ ମିଡ଼ିଆଠାରୁ ଆରମ୍ଭ କରି ରାଜନୈତିକସ୍ତରରେ ଚର୍ଚ୍ଚା ଜାରି ରହିଛି। ଏହି ଘଟଣା ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଘଟିଛି।…
କରୋନାକୁ ନାହିଁ ଭୟ: ଏବେ ୩୦ ମିନିଟ୍ରେ ମିଳିବ ରିପୋର୍ଟ
ନୂଆଦିଲ୍ଲୀ,୨୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ଏପରିସ୍ଥଳେ ଆଇସିଏମ୍ଆର୍ ପକ୍ଷରୁ ଏକ ରାପିଡ୍ ଆଣ୍ଟିଜେନ୍ କରୋନା ଟେଷ୍ଟିଂ କିଟ୍କୁ ବ୍ୟବହାର ଲାଗି ଅନୁମତି ଦେଇଛନ୍ତି। ଏହାକୁ ମାଇଁଲ୍ୟାବ୍ ଡିସକଭରିି ସଲ୍ୟୁସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ଏହାର ନାମ ପାଥୋକ୍ୟାଚ୍ କୋଭିଡ-୧୯…
କରୋନା ଯୋଗୁ ଗଲା ଚାକିରି, ୪ ମାସର ଶିଶୁକୁ ଏତିକି ଟଙ୍କାରେ ବିକି ଦେଲେ ପିତା
ଗୁଆହାଟୀ,୨୩।୭: କରୋନା ଅନେକ ଲୋକ ଚାକିରି ହରାଇଛନ୍ତି। ସାଧାରଣତଃ ଶ୍ରମିକ ଶ୍ରେଣୀର ଲୋକେ ବହୁ ଅସୁବିଧାର ସାମ୍ନାକ କରୁଛନ୍ତି। ଦିନକୁ ଦିଓଳି ଖାଦ୍ୟ ଯୋଗାଡ କରିବା ମଧ୍ୟ ସେମାନଙ୍କ ପାଇଁ ଅସମ୍ଭବ ହୋଇପଡୁଛି। ଆସାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।…
ବିବାହର ୩ଦିନ ପରେ କନ୍ୟା ସାଜିଲେ ଲୁଟେରା
ଲକ୍ଷ୍ନୌ,୨୩।୭: ବିବାହ ପରେ ଘରକୁ ବଧୂ ଆସିଲେ ପରିବାରରେ ହସଖୁସିର ମାହୋଲ ଖେଳିଯାଏ। ବୋହୁଙ୍କୁ ଘରର ଲକ୍ଷ୍ମୀପ୍ରତିମା ଭାବି ପରିବାରର ମୁରବି ତାଙ୍କୁ ଘରର ସମସ୍ତ ଦାୟିତ୍ୱ ଦେଇଥାନ୍ତି। କିନ୍ତୁ ଯେବେ ଏହି ଲକ୍ଷ୍ମୀପ୍ରତିମା ସେମାନଙ୍କୁ ଧୋକା ଦେଇଥାଏ ସେତେବେଳେ ସେମାନଙ୍କୁ…
ଚାହୁଁଚାହୁଁ ବୁଡ଼ିଗଲା କାର: ରାସ୍ତାରେ ୩ ଫୁଟ ପାଣି
ଗୁଡ଼ଗାଓଁ,୨୩।୭: ଗତ କିଛି ଦିନ ଧରି ଗୁଡ଼ଗାଓଁରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ୩ ଫୁଟର ବନ୍ୟାଜଳ ଦିଲ୍ଲୀ-ଗୁଡ଼ଗାଓଁ ଏକ୍ସପ୍ରେସ୍ ଓ୍ବେ ଉପରେ ପ୍ରବାହିତ ହେଉଛି। ଏକ କାର କିପରି ନିମିଷକେ ବନ୍ୟା ଜଳରେ ବୁଡ଼ିଯାଉଛି ତାହାର ଏକ ଭିଡ଼ିଓ…
ରାମମନ୍ଦିର ନିର୍ମାଣ ହେଲେ କରୋନା ବିନାଶ ହେବ
ଭୋପାଳ,୨୩।୭: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ଏହାର ମୁକାବିଲା ପାଇଁ ସରକାର ସବୁ ପ୍ରକାର ଚେଷ୍ଟା କରୁଛନ୍ତି। ସେପଟେ ମଧ୍ୟପ୍ରଦେଶ ପ୍ରୋଟେମ ବାଚସ୍ପତି ରାମେଶ୍ୱର ଶର୍ମାଙ୍କ ମନ୍ତବ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଶର୍ମା କହିଛନ୍ତି…
Archives


