Posted inଜାତୀୟ

ବି.ଭି. ଶ୍ରୀନିବାସ ଯୁବ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୩ା୧୨: ବର୍ଷାଧିକ କାଳ ଖାଲିପଡ଼ିଥିବା ଯୁବ କଂଗ୍ରେସ ଅଧ୍ୟକ୍ଷ ପଦ ବୁଧବାର ପୂରଣ ହୋଇଛି। କେଶବ ଚାନ୍ଦ ଯାଦବଙ୍କ ଇସ୍ତଫା ପରଠାରୁ ଏହି ପଦ ଖାଲିପଡ଼ିଥିଲା। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଯୁବ କଂଗ୍ରେସ ଅଧ୍ୟକ୍ଷ ଭାବେ ବି.ଭି. ଶ୍ରୀନିବାସଙ୍କୁ ନିଯୁକ୍ତି ଦେଇଛନ୍ତି। ମହାମାରୀ କରୋନା ବେଳେ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ବୁଝିବା ସହ କଠିନ ପରିଶ୍ରମ କରିଥିଲେ। କର୍ନାଟକର ସିମୋଗା ଜିଲା ଶିକାରିପୁରାରେ ଶ୍ରୀନିବାସ ବିଧାୟକ ଅଛନ୍ତି। ଅହମ୍ମଦ ପଟେଲଙ୍କ ଦେହାନ୍ତ ପରେ କଂଗ୍ରେସ ଅଧ୍ୟକ୍ଷାଙ୍କ ଏହା ପ୍ରଥମ ପ୍ରମୁଖ ନିଯୁକ୍ତି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ନମାଜ, ହନୁମାନ ଚାଳିଶା ପାଠ ପାଇଁ ଅନୁମତି ମାଗିଲେ ଏନ୍‌ସିପି ନେତ୍ରୀ

ମୁମ୍ବାଇ,୨୫।୪: ମହାରାଷ୍ଟ୍ରରେ ହନୁମାନ ଚାଳିଶା ପାଠକୁ ନେଇ ଉପୁଜିଥିବା ବିବାଦ ଥମିବାର ନାଁ ନେଉନାହିଁ। ଏହାକୁ ନେଇ ରାଜନୀତି ସରଗରମ ହୋଇପଡିଛି। ଏନସିପି ଦଳର କର୍ମୀ...

ଛତିଶଗଡରେ ଏନ୍‌କାଉଣ୍ଟର: ୩ ମାଓବାଦୀ ନିପାତ

ରାୟପୁର,୨୬।୧୧: ଛତିଶଗଡ ବିଜାପୁର ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ମହିଳା ମାଓବାଦୀଙ୍କ ସମେତ ୩ ଜଣ ମାଓବାଦୀଙ୍କ...

ଧରାପଡିଲେ ୨୬/୧୧ ଭଳି ଆକ୍ରମଣ ଧମକ ଦେଇଥିବା ବ୍ୟକ୍ତି , ପାକିସ୍ତାନର ଥିଲା ନମ୍ବର କୋଡ!

ମୁମ୍ବାଇ,୨୧ ।୮: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପୁଣିଥରେ ୨୬/୧୧ ଭଳି ଆକ୍ରମଣ ଧମକ ଦେଇଥିବା ବ୍ୟକ୍ତିଙ୍କୁ ମୁମ୍ବାଇ ପୋଲିସ ଧରିବାରେ ସଫଳ ହୋଇଛି ।...

ୟୁନିଫର୍ମ ସିଭିଲ କୋଡ୍‌ ନେଇ କେନ୍ଦ୍ର ସରକାରଙ୍କ ସତ୍ୟପାଠ ଦାଖଲ…

ନୂଆଦିଲ୍ଲୀ,୧୮।୧୦ : ୟୁନିଫର୍ମ ସିଭିଲ କୋଡ (ୟୁସିସି) ସମ୍ବନ୍ଧରେ କେନ୍ଦ୍ର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛି। ଏଥିରେ କୁହାଯାଇଛି ଯେ ବିଭିନ୍ନ ଧର୍ମ ଏବଂ...

ମୁମ୍ବାଇ ଗଲେ ରହିବାକୁ ପଡିବ ୧୪ ଦିନ ଆଇସୋଲେଶନରେ

ମୁମ୍ବାଇ,୭।୮: କରୋନା ଭାଇରସର ସଂକ୍ରଣକୁ ଦେଖି ବ୍ରିହାନମୁମ୍ବାଇ ମହାନଗର ନିଗମ ବଡ ନିଷ୍ପତ୍ତି ନେଇଛି। ଏଥର ଯେଉଁମାନେ ବାହାରୁ ମୁମ୍ବାଇ ଯାତ୍ରା କରିବେ ସେମାନଙ୍କ ପାଇଁ...

୯୧ ବର୍ଷ ବୟସରେ ପ୍ରେମରେ ପଡିଲେ ଡିଏଲଏଫ୍‌ ଚେୟାର୍‌ମ୍ୟାନ୍‌

ନୂଆଦିଲ୍ଲୀ,୨୮।୨:ଦେଶର ପ୍ରମୁଖ ବ୍ୟବସାୟୀ ତଥା ଡିଏଲଏଫ୍‌ ଚେୟାର୍‌ମ୍ୟାନ୍‌ କୁଶଲ ପାଲ ସିଂ ୯୧ ବର୍ଷ ବୟସରେ ପ୍ରେମରେ ପଡିଛନ୍ତି। ୨୦୧୮ରେ ସେ ସ୍ତ୍ରୀଙ୍କୁ କ୍ୟାନସର ରୋଗରେ...

ମିଳିଲା ଗୁପ୍ତଧନ: ଶହେ ବର୍ଷ ତଳର ମାଟିପାତ୍ରରେ ୨,୫୯୫ ମୁଦ୍ରା

ଥିରୁଭାନନ୍ତପୁରମ୍‌,୭।୧୨: କେରଳର ଥିରୁଭାନନ୍ତପୁରମ୍‌ରେ ମାଟି ତଳୁ ମିଳିଛି ଗୁପ୍ତଧନର ସନ୍ଧାନ। ଶହେ ବର୍ଷ ପୁରୁଣା ମାଟି ପାତ୍ରରେ ୨,୫୯୫ ତମ୍ବା ମୁଦ୍ରା ବନ୍ଦ ଅବସ୍ଥାରେ ମିଳିଛି।...

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ବଡ ଧରଣର ସଡ଼କ ଦୁର୍ଘଟଣା, ୪ ମୃତ ୪୨ରୁ ଅଧିକ ଗୁରୁତର ଆହତ

ଲକ୍ଷ୍ନୌ,୨୩ ।୧୦: ଇଟାୱା ଜିଲାର ସୈଫଇ ସ୍ଥିତ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେର ଚ୍ୟାନେଲ ନମ୍ବର ୧୦୩ ନିକଟରେ ଦ୍ରୁତ ଗତିରେ ଯାଉଥିବା ଡବଳ ବସ ଆଗରେ...

Advertisement
Archives

Model This Week