ନିର୍ବାଚନ ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ଆସନରେ ବସି ପାରିବେନି ନୀତୀଶ: ଚିରାଗ
ପାଟନା,୨୯ ।୧୦: ବିହାରରେ ୩ଟି ପର୍ଯ୍ୟାୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ଲାଗି ବୁଧବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ କଡା ସୁରକ୍ଷା ମଧ୍ୟରେ ଓ କରୋନା କଟକଣା ସହ ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୭୧ ବିଧାନସଭା ଆସନ ପାଇଁ…
ବିବାହ ବନ୍ଧନରେ ବାନ୍ଧିହେଲେ ହରିଶ ସାଲ୍ଭେ
ଲଣ୍ଡନ,୨୯ା୧୦: ଜଣାଶୁଣା ଓକିଲ ତଥା ଭାରତର ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେ ବୁଧବାର ତାଙ୍କ ବନ୍ଧୁ କାରୋଲିନ୍ ବ୍ରୋସାର୍ଡଙ୍କ ସହ ଲଣ୍ଡନର ଏକ ଚର୍ଚ୍ଚରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। କରୋନା ଗାଇଡ ଲାଇନ ଅନୁସରଣ କରି ଉଭୟେ ଚର୍ଚ୍ଚରେ…
ସେନା-ସରକାରଙ୍କ ଉପରେ ରାହୁଲଙ୍କର ନାହିଁ ଭରସା: ନଡ୍ଡା
ନୂଆଦିଲ୍ଲୀ, ୨୯।୧୦: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା କଂଗ୍ରେସକୁ ଟାର୍ଗେଟ୍ କରିବା ଆରମ୍ଭ କରିଛନ୍ତି। ସେ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରି କହିଛନ୍ତି ଯେ, ରାଜକୁମାରଙ୍କର ସେନା ଏବଂ ସରକାରଙ୍କ ଉପରେ ଭରସା ନାହିଁ। ବାୟୁସେନା ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନ…
ପ୍ରଦୂଷଣ ରୋକିବାକୁ କେଜରିୱାଲଙ୍କ ନୂଆ ଆପ୍ ‘ଗ୍ରୀନ୍ ଦିଲ୍ଲୀ’
ନୂଆଦିଲ୍ଲୀ,୨୯ ।୧୦: ରାଜଧାନୀ ଦିଲ୍ଲୀରେ ବଢି ଚାଲିଛି ପ୍ରଦୂଷଣ । ଏହାକୁ ରୋକିବାକୁ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆଉ ଏକ ନୂଆ ପଦକ୍ଷେପ ନେଇଛନ୍ତି । ଗୁରୁବାର କେଜରିୱାଲ ‘ଗ୍ରୀନ୍ ଦିଲ୍ଲୀ’ ଆପ୍ ଲଞ୍ଚ କରିଛନ୍ତି । ଏହି…
ଜଳ ସଂରକ୍ଷଣ ପାଇଁ ଦେଓଘର ସତ୍ସଙ୍ଗ ଆଶ୍ରମକୁ ‘ରାଷ୍ଟ୍ରୀୟ ଜଳ ପୁରସ୍କାର’
ଦେଓଘର, ୨୯।୧୦: ଜଳ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଝାଡ଼ଖଣ୍ଡର ଦେଓଘର ସତ୍ସଙ୍ଗ ଆଶ୍ରମକୁ ‘ରାଷ୍ଟ୍ରୀୟ ଜଳ ପୁରସ୍କାର-୨୦୧୯’ ପ୍ରଦାନ କରାଯିବ। ଭାରତ ସରକାରଙ୍କ ଜଳ ସମ୍ପଦ ମନ୍ତ୍ରଣାଳୟ ପକ୍ଷରୁ ଏହି ପୁରସ୍କାର ଲାଗି ଦେଓଘର ସତ୍ସଙ୍ଗ ଆଶ୍ରମକୁ ଚୟନ…
ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ
ଅହମଦାବାଦ୍,୨୯।୧୦:ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କ ୯୨ ବର୍ଷ ହୋଇଥିଲା। ନିଃଶ୍ୱସାପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବାରୁ ଗୁରୁବାର ସକାଳେ ତାଙ୍କୁ ଅହମଦାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କେଶୁଭାଇ ୧୯୯୫ ଏବଂ ୧୯୯୮ରୁ ୨୦୦୧…
ବାୟୁ ପ୍ରଦୂଷଣ କଲେ କୋଟିଏ ଜରିମାନା, ୫ ବର୍ଷ ଜେଲ
ନୂଆଦିଲ୍ଲୀ, ୨୯।୧୦: ଦିଲ୍ଲୀରେ ବାୟୁ ପ୍ରଦୂଷଣସ୍ତର ସଙ୍କଟ ଜନକ ସ୍ଥିତିରେ ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଦିଲ୍ଲୀ ଏନ୍ସିଆର୍ରେ ବାୟୁ ପ୍ରଦୂଷଣ କଲେ ପ୍ରଦୂଷଣକାରୀଙ୍କୁ କୋଟିଏ ଟଙ୍କା ଜରିମାନା ଏବଂ ୫…
ରାଗିଲେ ମାୟାବତୀ: ସମାଜବାଦୀ ପାର୍ଟିକୁ ହରାଇବାକୁ ଭାଜପାକୁ ଦେବେ ଭୋଟ
ଲକ୍ଷ୍ନୌ,୨୯ ।୧୦: ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ଗୁରୁବାର ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଆମ ଦଳ ଲୋକ ସଭା ନିର୍ବାଚନ ସମୟରେ ସାମ୍ପ୍ରଦାୟିକ ଶକ୍ତି ସହ ଲଢିବାକୁ ସମାଜବାଦୀ ପାର୍ଟି ସହ ମିଶିଥିଲା ।…
ଦିଗ୍ବିଜୟଙ୍କ ଭାଇରାଲ ଅଡିଓକୁ ନେଇ ଉଠିଲା ବିବାଦ
ଭୋପାଳ,୨୯ ।୧୦: ମଧ୍ୟପ୍ରଦେଶରେ ୨୮ ବିଧାନସଭା ଆସନରେ ଉପ ନିର୍ବାଚନ ବାକି ଅଛି । ଇତିମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ଦିଗ୍ବିଜୟ ସିଂଙ୍କ ବୟାନକୁ ନେଇ ବିବାଦ ମୁଣ୍ଡ ଟେକିଛି । ସମାଜବାଦୀ ପାର୍ଟିର ଜଣେ ପ୍ରାର୍ଥୀଙ୍କୁ ଦିଗ୍ବିଜୟ ପ୍ରାର୍ଥିପତ୍ର ଫେରାଇ…
ଏସ୍ପି ପତାକା ରଙ୍ଗରେ ରଙ୍ଗେଇଲା ରେଲଓ୍ବେ ହସ୍ପିଟାଲ ଶୌଚାଳୟ: ତେଜିଲା ଅସନ୍ତୋଷ
ଗୋରଖପୁର, ୨୯।୧୦: ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି(ଏସ୍ପି)ର ପତାକା ରଙ୍ଗରେ ଗୋରଖପୁର ରେଲଓ୍ବେ ହସ୍ପିଟାଲର ଶୌଚାଳୟକୁ ରଙ୍ଗାଯାଇଛି। ଏହାର ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ସମାଜବାଦୀ ପାର୍ଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ପ୍ରଶ୍ନ କରାଯାଇଛି।…
ପୋଲିସଙ୍କୁ ସୁପ୍ରିମ୍କୋର୍ଟଙ୍କ ତାଗିଦ୍: ସୀମା ଅତିକ୍ରମ ନ କରିବାକୁ ପରାମର୍ଶ
ନୂଆଦିଲ୍ଲୀ, ୨୯।୧୦: ସୋସିଆଲ୍ ମିଡ଼ିଆରେ କରାଯାଉଥିବା ପୋଷ୍ଟକୁ ନେଇ ସୁପ୍ରିମ୍କୋର୍ଟ ପୋଲିସଙ୍କୁ ତାଗିଦ୍ କରିଛନ୍ତି। ଲୋକଙ୍କୁ ଏନେଇ ଅଯଥା ହଇରାଣ ନ କରିବାକୁ ସୁପ୍ରିମ୍କୋର୍ଟ କହିଛନ୍ତି। ପୋଲିସ ନିଜର ସୀମା ଅତିକ୍ରମ ନ କରିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି। ସରକାରଙ୍କ ବିରୋଧରେ…
ସମସ୍ତ ଦେଶବାସୀଙ୍କୁ ମିଳିବ କରୋନା ଟିକା: ମୋଦି
ନୂଆଦିଲ୍ଲୀ,୨୯ ।୧୦: କରୋନା ଭାଇରସ ସଂକ୍ରମଣ ଦେଶଠାରୁ ବିଦେଶ ପର୍ଯ୍ୟନ୍ତ ସବୁଠାରେ ବୃ୍ଦ୍ଧି ପାଇବାରେ ଲାଗିଛି । ଇତିମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଖ୍ୟା ୮୦ ଲକ୍ଷ ଅତିକ୍ରମ କରିଥିବା ବେଳେ ଏହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି…
Archives


