Posted inଜାତୀୟ

୫ ବର୍ଷରେ ପାଞ୍ଚ କୋଟି ନିଯୁକ୍ତି ଦେବାକୁ ଚେଷ୍ଟା କରୁଛନ୍ତି ସରକାର : ଗଡକରି

ନୂଆଦିଲ୍ଲୀ,୧୫।୧୨: ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ସରକାର ପାଞ୍ଚ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ଗ୍ରାମୀଣ ଶିଳ୍ପଗୁଡିକ ବାର୍ଷିକ ୮୦,୦୦୦ କୋଟି ଟଙ୍କାର କାରବାର କରୁଛନ୍ତି। ଏହାକୁ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ କୃଷି ଏବଂ ଗ୍ରାମାଞ୍ଚଳରେ ଯୋଜନାବଦ୍ଧ ଭାବରେ କାର୍ଯ୍ୟ ଚାଲିଛି ବୋଲି କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ଏବଂ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ନୀତିନ ଗଡକରି କହିଛନ୍ତି।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଗ୍ରୋଭିଜନ ଫାଉଣ୍ଡେସନ ଦ୍ୱାରା ଆୟୋଜିତ କୃଷି-ଖାଦ୍ୟ ପ୍ରକ୍ରିୟାକରଣ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ଗଡକରି ଏହା କହିଛନ୍ତି। ନିକଟ ଭବିଷ୍ୟତରେ କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ କେନ୍ଦ୍ର ସରକାର ଯୋଜନା କରିଥିବା ଏହି ଅବସରରେ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲରେ ବନ୍ଦ ଥିବା ଅରବିନ୍ଦ କେଜରିଓ୍ବାଲ, ହେମନ୍ତ ସୋରେନଙ୍କ ପାଇଁ ଷ୍ଟେଜରେ ଖାଲି ରହିଲା ଚୌକି

ରାଞ୍ଚି,୨୧।୪: ରାଞ୍ଚିରେ ଚାଲିଥିବା ‘ଇଣ୍ଡିଆ’ ମିଳିତ ସମାବେଶରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପାଇଁ ଦୁଇଟି ଚେୟାର...

ଅଭିଷେକଙ୍କ ସହ ନିଜକୁ ହତ୍ୟା ଉଦ୍ୟମ କରାଯାଉଥିବ ଆଶଙ୍କା କଲେ ମମତା

କୋଳକାତା,୨୧।୪: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଅଭିଷେକ ଏବଂ ମୋତେ ହତ୍ୟା କରାଯାଇପାରେ। ୨୦ ମିନିଟର ଭାଷଣ ପରେ ମମତା ବାନାର୍ଜୀ ଏକ...

ବରଯାତ୍ରୀ ନେଇ ଯାଉଥିବା କାର୍‌ର ଫାଟିଲା ଟାୟାର: ଚାଲିଗଲା ୫ ଜୀବନ, ୩ ଗୁରୁତର

ଲକ୍ଷ୍ନୌ,୨୧।୪: ଉତ୍ତରପ୍ରଦେଶର ଆଗ୍ରାସ୍ଥିତ କୁବେରପୁର କଟ ନିକଟରେ ଏକ୍ସପ୍ରେସୱେ ଉପରେ ଏକ ଦ୍ରୁତ ଗତିରେ ଆସୁଥିବା କାରର ଟାୟାର ଫାଟିଛି। ଏହି ଦୁର୍ଘଟଣାରେ ବରଙ୍କ ଭାଇଙ୍କ...

ମୋଦିଙ୍କୁ ପ୍ରଶଂସା କରି ରାହୁଲଙ୍କୁ ଜୁମଲା ବୋଲି କହିଲେ ରେସଲର ଦ ଗ୍ରେଟ ଖଲି

ନୂଆଦିଲ୍ଲୀ,୨୧।୪: ଡବ୍ଲ୍ୟୁଡବ୍ଲ୍ୟୁଇ ଷ୍ଟେଜରେ ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା କୁସ୍ତି ଯୋଦ୍ଧାମାନଙ୍କୁ ପରାସ୍ତ କରିଥିବା ଦି ଗ୍ରେଟ ଖଲି ଓରଫଦିଲୀପ ସିଂ ରାଣା ମଧ୍ୟ ଭାଜପା...

୫ ବର୍ଷରେ ଅମିତ ଶାହାଙ୍କର ଦୁଇଗୁଣା ହେଲା ସମ୍ପତ୍ତି

ନୁଆଦିଲ୍ଲୀ,୨୧।୪: କେନ୍ଦ୍ର ଗୃହମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି (ଭାଜପା)ର ବରିଷ୍ଠ ନେତା ଅମିତ ଶାହା ଏପ୍ରିଲ ୧୯ ରେ ଗାନ୍ଧିନଗର ଲୋକ ସଭା ର୍ନିବାଚନମଣ୍ଡଳୀ...

କେଜ୍‌ରିଓ୍ବାଲଙ୍କୁ ମାରିବାକୁ ଚାଲିଛି ଷଡଯନ୍ତ୍ର: ସୁନୀତା

ରାଞ୍ଚି,୨୧।୪: ବିରୋଧୀ ଦଳ ‘ଇଣ୍ଡିଆ’ ରବିବାର ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ଏକତା ପ୍ରଦର୍ଶନ କରିଛି। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନେତୃତ୍ୱରେ ଏକ ରାଲି ରାଞ୍ଚିର...

ସେଦିନ ମୋତେ ଶ୍ରଦ୍ଧାଞ୍ଜଳି ଦେବ, ଯେଉଁ ଦିନ ମୁଁ….: ନିର୍ବାଚନ ପୂର୍ବରୁ କାହିଁକି ଏମିତି କହିଲେ ମୋଦି

ନୂଆଦିଲ୍ଲୀ,୩୧।୪: ପ୍ରଧାନମନ୍ତ୍ରୀ ମୋଦି ଲୋକ ସଭା ନିର୍ବାଚନ ପାଇଁ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ଦକ୍ଷିଣ ଭାରତରେ ଭାଜପାର ବିଜୟ ନିଶ୍ଚିତ କରିବାକୁ ସେ ନିରନ୍ତର...

ଡିଡି ନ୍ୟୁଜ ଲୋଗୋର ରଙ୍ଗ ବଦଳାଇବାକୁ ନେଇ ଭାଜପାକୁ ଟାର୍ଗେଟ କଲେ ଷ୍ଟାଲିନ

ଅମରାବତି,୨୧।୪: ସାର୍ବଜନୀନ ବ୍ରଡକାଷ୍ଟର ଦୂରଦର୍ଶନର ଲୋଗୋର ରଙ୍ଗର ପରିବର୍ତ୍ତନକୁ ନେଇ ଏକ ରାଜନେଅତିକ ଝଡ଼ ସୃଷ୍ଟି ହୋଇଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପରେ ବର୍ତ୍ତମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri