ଭାଜପା ପରେ ଏବେ କଂଗ୍ରେସ କରୋନା କବଳରେ
ନୂଆଦିଲ୍ଲୀ,୩।୮: ଦେଶରେ କରୋନା ଭାଇରସ୍ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ପ୍ରତିଦିନ ହଜାର ହଜାର ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଶହ ଶହ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟୁଛି। ଧନୀ ହେଉ କି ଗରିବ, ଜନତା ହୁଅନ୍ତୁ କି ନେତା…
ଭୂମି ପୂଜନରେ କରୋନା ନେଗେଟିଭ୍ ଅତିଥି ହେବେ ସାମିଲ୍
ଅଯୋଧ୍ୟା, ୩।୮: ଅଗଷ୍ଟ ୫ରେ ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ଅତିଥିଙ୍କ ପାଖକୁ ନିମନ୍ତ୍ରଣ କାର୍ଡ ପଠାଯାଇଛି। ତେବେ ଅତିଥିଙ୍କର ପ୍ରଥମେ ନମୁନା ପରୀକ୍ଷା କରାଯିବ। କରୋନା ନେଗେଟିଭ୍ ରିପୋର୍ଟ ଆସିଥିବା ଅତିଥିଙ୍କୁ ଉତ୍ସବରେ…
ଏସ୍ପିଙ୍କ ସହ ଯାହା ଘଟିଲା ଠିକ୍ ହେଲା ନାହିଁ
ପାଟଣା,୩।୮: ଅଭିନେତା ସୁଶାନ୍ତ ସିଂ ଆତ୍ମହତ୍ୟା ମାମଲାରେ ବିହାର ଏବଂ ମୁମ୍ବାଇ ପୋଲିସ ମୁହାଁମୁହିଁ ହୋଇଛନ୍ତି। ବିହାରର ଆଇପିଏସ ଅଧିକାରୀ ବିନୟ ତିୱାରୀ ଏହି ଘଟଣାର ଅନୁସନ୍ଧାନ ପାଇଁ ମୁମ୍ବାଇରେ ପହଞ୍ଚିଥିଲେ କିନ୍ତୁ ମୁମ୍ବାଇ ମ୍ୟୁନିସିପାଲଟି କର୍ପୋରେସନ(ବିଏମ୍ସି) ତାଙ୍କୁ କ୍ୱାରାଣ୍ଟାଇନରେ ରହିବାକୁ…
ଭାରତର ଏସବୁ ସହରରେ ହେବ କୋଭିଶିଲ୍ଡର ମାନବ ପରୀକ୍ଷଣ
ନୂଆଦିଲ୍ଲୀ, ୩।୮: ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ଏବଂ ଆଷ୍ଟ୍ରାଜେନେକା ଔଷଧ କମ୍ପାନୀ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ପ୍ରତିଷେଧକ ଟୀକା କୋଭିଶିଲ୍ଡର ଭାରତରେ ମାନବ ପରୀକ୍ଷଣ ଖୁବ୍ ଶୀଘ୍ର ଆରମ୍ଭ ହେବ। ଏନେଇ ଭାରତୀୟ ଡ୍ରଗ୍ ନିୟନ୍ତ୍ରକ ନିର୍ଦ୍ଦେଶାଳ(ଡିସିଜିଆଇ) ପକ୍ଷରୁ ସିରମ୍…
ଅମିତ ଶାହାଙ୍କ ଆରୋଗ୍ୟ କାମନା କରି ଉପବାସ ରଖିବେ ଏହି ମୁସଲମାନ ବ୍ୟକ୍ତି
ଶ୍ରୀନଗର,୩।୮: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କରୋନା ଆକ୍ରାନ୍ତ ହୋଇ ଏବେ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଚିକତ୍ସିତ ହେଉଛନ୍ତି । ତାଙ୍କ ଆରୋଗ୍ୟ କାମନା କରି ଜମ୍ମୁକଶ୍ମୀରସ୍ଥିତ କୁପଓ୍ବାଡାର ଭାଜପା ନେତା ଗୁଫତାର ଅହମ୍ମଦ ତାଙ୍କ ସୁସ୍ଥ ହେବା ପର୍ଯ୍ୟନ୍ତ ଉପବାସ…
ଭାଜପା ପାଇଁ ବ୍ଲାକ୍ ସଣ୍ଡେ: କରୋନାରେ ଜଣେ ମନ୍ତ୍ରୀଙ୍କ ମୃତ୍ୟୁ, ୫ ଆକ୍ରାନ୍ତ
ନୂଆଦିଲ୍ଲୀ, ୩।୮: ରବିବାର ଭାଜପା ପାଇଁ ବ୍ଲାକ୍ ସଣ୍ଡେ ସାବ୍ୟସ୍ତ ହୋଇଛି। ଗୋଟିଏ ଦିନରେ ଦଳର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ମୃତ୍ୟୁ କରୋନା ସଂକ୍ରମଣ ଯୋଗୁ ଘଟିଥିବାବେଳେ ୫ ଜଣ ରାଜନେତା ଆକ୍ରାନ୍ତ ହୋଇଛନ୍ତି। ରବିବାର ସକାଳେ ଉତ୍ତରପ୍ରଦେଶ କ୍ୟାବିନେଟ୍ ମନ୍ତ୍ରୀ…
ମୁମ୍ବାଇରେ ପାଟଣା ଏସ୍ପିଙ୍କୁ କ୍ୱାରାଣ୍ଟାଇନ: ସଞ୍ଜୟ କହିଲେ ପାଗଳ ହୋଇଯାଇଛି ବିଏମ୍ସି
ମୁମ୍ବାଇ,୩।୮: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ନୂଆ ମୋଡ ଆସିଛି। ଏବେ ଏହି ଘଟଣାକୁ ନେଇ ବିହାର ପୋଲିସ ଏବଂ ମୁମ୍ବାଇ ପୋଲିସ ମଧ୍ୟରେ ତୁ ତୁ ମେଁ ମେଁ ଲାଗିରହିଛି। ଘଟଣାରେ ମୁମ୍ବାଇ ପୋଲିସ ସହଯୋଗ କରୁ…
ଖୁସି ଖବର: ସ୍କୁଲ ପିଲାଙ୍କୁ ଏବେ ମିଳିବ ବ୍ରେକ୍ଫାଷ୍ଟ୍
ନୂଆଦିଲ୍ଲୀ, ୩।୮: ସରକାରୀ ସ୍କୁଲର ଛୋଟ ପିଲାଙ୍କ ଖୁସି ଖବର। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଣୟନ କରାଯାଇଥିବା ନୂଆ ଶିକ୍ଷା ନୀତିରେ ସ୍କୁଲ ପିଲାଙ୍କ ପାଇଁ ବ୍ରେକ୍ଫାଷ୍ଟ୍ର ସୁବିଧା ରହିଛି। ସରକାରୀ ସ୍କୁଲରେ ଛୋଟ ପିଲାଙ୍କୁ ଏବେ ମଧ୍ୟାହ୍ନ ଭୋଜନ ସହିତ…
ପୁଣି ଥରେ ଆତ୍ମହତ୍ୟା କରିବେ ସୁଶାନ୍ତ
ମୁମ୍ବାଇ, ୩।୮: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଧୀରେଧୀରେ ଅଧିକ ରହସ୍ୟମୟ ହେବାରେ ଲାଗିଛି। ଏବେ ବିହାର ପୋଲିସ ପକ୍ଷରୁ ସୁଶାନ୍ତଙ୍କର ଆତ୍ମହତ୍ୟା ସିନ୍ର ରିକ୍ରିଏଟ୍ କରାଯିବ। ଏଥିରେ ସୁଶାନ୍ତଙ୍କୁ ପୁଣି ଥରେ ଆତ୍ମହତ୍ୟା କରିବାକୁ ପଡ଼ିବ। ସୁଶାନ୍ତଙ୍କ…
ଅସଦାଚରଣ ପୀଡ଼ିତାଙ୍କଠାରୁ ରାଖୀ ବାନ୍ଧିଲେ ମିଳିବ ଜାମିନ
ଭୋପାଳ, ୩।୮: ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ପକ୍ଷରୁ ଦିଆଯାଇଥିବା ରାୟକୁ ନେଇ ଏବେ ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ଜାମିନ ଲାଗି ଆବେଦନ କରିଥିବା ଜଣେ ଯୁବକଙ୍କୁ ହାଇକୋର୍ଟ କହିଛନ୍ତି ଯେ, ଅସଦାଚରଣ ପ୍ରଦର୍ଶନ କରିଥିବା ମହିଳାଙ୍କଠାରୁ ରାଖୀ ବାନ୍ଧିଲେ ତାଙ୍କର…
ମୋଦିଙ୍କ ପାଇଁ ଚିନ୍ତିତ ଏହି ବରିଷ୍ଠ ନେତ୍ରୀ, ନେଲେ ଏମିତି ନିଷ୍ପତ୍ତି
ନୂଆଦିଲ୍ଲୀ,୩।୮:ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତ୍ରୀ ଉମା ଭାରତୀ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଅଗଷ୍ଟ ୫ରେ ଅଯୋଧ୍ୟା ଅନୁଷ୍ଠିତ ହେବାକୁ ଥିବା ରାମ ମନ୍ଦିର ଭୂମି ପୂଜନରେ ସାମିଲ ହେବେ ନାହିଁ ବୋଲି ଘୋଷଣା କରିଛନ୍ତି। ଏହି ସମୟରେ…
ରାମଲଲାଙ୍କ ମୁଖ୍ୟ ପୂଜାରୀ ଆଇସୋଲେଶନରେ
ଅଯୋଧ୍ୟା, ୩।୮: ଅଗଷ୍ଟ ୫ରେ ରାମମନ୍ଦିରର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହେବ। ଏହାପୂର୍ବରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସହାୟକ ପୂଜାରୀଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍ ଆସିବା ପରେ…
Archives


