ଜାତୀୟ

ଆମେରିକା ସୁଧୁରୁଛି, ଭାରତରେ ଭୟଙ୍କର

ମୁମ୍ବାଇ,୫।୮: ମହାମାରୀ କରୋନା ସାରା ବିଶ୍ୱକୁ ଥରହର କରିପକାଇ ଥିବାବେଳେ ସବୁଠାରୁ ଅଧିକ ଆକ୍ରାନ୍ତ ହୋଇଛି ଆମେରିକା। ଏଠାରେ ୪୮ ଲକ୍ଷରୁ ଅଧିକ ଲୋକ ଭୂତାଣୁ ଆକ୍ରାନ୍ତ ହୋଇଥିବାବେଳେ ୧.୫୯ ଲକ୍ଷ ଜୀବନ ଗଲାଣି। ତୁଳନାତ୍ମକ ଭାବେ ଦେଖିଲେ ଭାରତ ଆମେରିକାଠାରୁ…

ଶୁଣାଣି ବେଳେ କ୍ୟାମେରା ବନ୍ଦ

ନୂଆଦିଲ୍ଲୀ,୫ା୮: ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଅଦାଲତ ଅବମାନନା ମାମଲାର ଶୁଣାଣି ମଙ୍ଗଳବାର ଶେଷ ହୋଇଛି। ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହାର ରାୟ ସଂରକ୍ଷିତ ରଖିଛନ୍ତି। ତେବେ ଉକ୍ତ ମାମଲାର ଶୁଣାଣି ବେଳେ କୋର୍ଟରୁମ୍‌ର ସମସ୍ତ…

ଅଯୋଧ୍ୟା ଉତ୍ସବ ମୁଖର

ଅଯୋଧ୍ୟା,୫ା୮: ୨୦୧୯ ନଭେମ୍ବର ୯। ଏହା ହେଉଛି ସେହି ତାରିଖ, ଯେଉଁ ଦିନ ଦୀର୍ଘ ୧୩୪ ବର୍ଷ ଧରି ଚାଲିଥିବା ଆଇନଗତ ଲଢ଼େଇ ଓ ପ୍ରତୀକ୍ଷାର ଅନ୍ତ ଘଟିଥିଲା। ବିଶ୍ୱର ଅନ୍ୟତମ ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲାର ଐତିହାସିକ ରାୟ ଏହି…

ପେଟ୍ରୋଲ ପମ୍ପରେ କାମ କରୁଛନ୍ତି ବାପା; ପୁଅ ହେଲା ଆଇଏଏସ୍‌

ଇନ୍ଦୋର, ୪।୮: ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସ୍‌ସି) ୨୦୧୯ର ଫାଇନାଲ ରେଜଲ୍ଟ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ଇନ୍ଦୋରର ପ୍ରଦୀପ ସିଂ ୨୬ତମ ର଼୍ୟାଙ୍କ ହାସଲ କରିଛନ୍ତି। ପ୍ରଦୀପଙ୍କ ପିତା ପେଟ୍ରୋଲ ପମ୍ପରେ କାମ କରୁଛନ୍ତି। ଏହି ସଫଳତାରେ ପ୍ରଦୀପଙ୍କ…

ଟପ୍ପରଙ୍କଠାରୁ ବେଶି ଚର୍ଚ୍ଚାରେ ରାହୁଲ ମୋଦି: ୟୁପିଏସ୍‌ସି ପରୀକ୍ଷାରେ ମିଳିଛି ୪୨୦ ର଼୍ୟାଙ୍କ

ନୂଆଦିଲ୍ଲୀ,୪।୮: ୟୁନିୟନ୍‌ ପବ୍ଲିକ୍‌ ସର୍ଭିସ କମିଶନ୍‌(ୟୁପିଏସ୍‌ସି)-୨୦୧୯ ପରୀକ୍ଷାର ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ମୋଟ ୮୨୯ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ୪୨୦ ର଼୍ୟାଙ୍କ ପାଇଥିବା ରାହୁଲ ମୋଦି। ସମସ୍ତ ସଫଳ ପରୀକ୍ଷାର୍ଥୀଙ୍କ ନାମ ୟୁପିଏସ୍‌ସି…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ପଜିଟିଭ୍‌ ଚିହ୍ନଟ; ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ,୪।୮: କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛିି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କରୋନା ପଜିଟିଭ୍‌…

ସୁଶାନ୍ତଙ୍କ ମାମଲାରେ ସିବିଆଇ ତଦନ୍ତ କରାଇବାର ଅଧିକାର କେବଳ ମହାରାଷ୍ଟ୍ରର, ରାଜନୀତି କରୁଛନ୍ତି ନୀତୀଶ: ପ୍ରିୟଙ୍କା

ମୁମ୍ବାଇ, ୪।୮: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ମଙ୍ଗଳବାର ବିହାର ସରକାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି। ଯାହାକୁ ନେଇ ଏବେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଏହି ନିଷ୍ପତ୍ତିକୁ ଶିବସେନା…

ଅପେକ୍ଷାର ହେବାକୁ ଯାଉଛି ଅନ୍ତ: ଫଟୋରେ ଦେଖନ୍ତୁ କେତେ ଭବ୍ୟ ହେବ ଅଯୋଧ୍ୟାର ରାମମନ୍ଦିର; କ’ଣ ରହିବ ଖାସ୍‌

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଛି ରାମମନ୍ଦିର। ଦିନକ ପରେ ଏହାର ଶିଳାନ୍ୟାସ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏସବୁ ମଧ୍ୟରେ ରାମମନ୍ଦିରର ଥ୍ରି-ଡି ଫଟୋକୁ ସମସ୍ତଙ୍କ ସହ ଶେୟାର କରାଯାଇଛି। ୧୯୮୯ ମସିହାରେ ପ୍ରସ୍ତାବିତ…

ଅଯୋଧ୍ୟାରେ ମୋଦି କାହିଁକି ଲଗାଇବେ ଏହି ଗଛ: କ’ଣ ରହିଛି ଏହାର ଏହାର ପୌରାଣିକ ମହତ୍ୱ

ନୂଆଦିଲ୍ଲୀ,୪।୮: ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜା କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ସେ ଜନ୍ମଭୂମି ପରିସରରେ ଏକ ପାରିଜାତର ବୃକ୍ଷ ଲଗାଇବେ ବୋଲି ଜଣାପଡ଼ିଛି। ତେବେ ଏହା ପଛରେ କ’ଣ…

ରାମ ମନ୍ଦିର ଭୂମିପୂଜନ ପାଇଁ ଶୁଭ ସମୟ ସ୍ଥିର କରିଥିବା ପୂଜାରୀଙ୍କୁ ଧମକ

ବେଙ୍ଗାଲୁରୁ,୪।୮: ରାମ ମନ୍ଦିର ଭୂମି ପୂଜନର ମୁହୂର୍ତ୍ତକୁ ନେଇ ଦେଖାଦେଇଥିବା ବିବାଦ ଥମିବାର ନା ନେଉନି। ଏହି ମୁହୂର୍ତ୍ତ ନେଇ ଏବେ ଏକ ପ୍ରଶ୍ୱବାଚୀ ସୃଷ୍ଟି ହୋଇଛି। ଇତିମଧ୍ୟରେ ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ ପାଇଁ ଶୁଭ ସମୟ ସ୍ଥିର…

ଭୂମି ପୂଜନ ପାଇଁ ଅଯୋଧ୍ୟାରେ ପହଞ୍ଚିଲେ ଯୋଗଗୁରୁ

ଅଯୋଧ୍ୟା,୪।୮: ଯୋଗଗୁରୁ ବାବା ରାମଦେବ ଭୂମି ପୂଜନରେ ସାମିଲ ହେବା ପାଇଁ ମଙ୍ଗଳବାର ଆଯୋଧ୍ୟାରେ ପହଞ୍ଚିଛନ୍ତି। ଆଯୋଧ୍ୟା ପହଞ୍ଚିବା ପରେ ପତଞ୍ଜଳି ଯୋଗପୀଠର କର୍ମକର୍ତ୍ତାମାନେ ତାଙ୍କୁ ସ୍ବାଗତ କରିଥିଲେ। ଏହାପରେ ବାବା ରାମଦେବ ସର୍ବ ପ୍ରଥମେ ହନୁମାନଗଡ଼ି ପରିସରକୁ ଗସ୍ତ କରିଛନ୍ତି।…

ଅଯୋଧ୍ୟା ଗସ୍ତ ପୂର୍ବରୁ ଆରଏସ୍‌ଏସ୍‌ ମୁଖ୍ୟ କରାଇଲେ କରୋନା ଟେଷ୍ଟ

ଆଯୋଧ୍ୟା,୪।୮: ଆଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ହେବାକୁ ଥିବା ଭୂମି ପୂଜନ କାର୍ଯ୍ୟକ୍ରମର ଆରମ୍ଭ ସୋମବାରଠାରୁ ହୋଇଛି। ମଙ୍ଗଳବାର ରାମାର୍ଚ୍ଚା ପୂଜା ଅନୁଷ୍ଠିତ ହୋଇଛି। ଏଥିସହ ଡ୍ରୋନ୍‌ ଜରିଆରେ ଅଯୋଧ୍ୟାର ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖାଯାଇଥିବା ବେଳେ ସରୟୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri