ଦାଦନଙ୍କ ଉପରୁ ମାମଲା ହଟାଅ
ନୂଆଦିଲ୍ଲୀ,୧୦ା୬: ଦାଦନ ଶ୍ରମିକଙ୍କ ବିରୋଧରେ ଲକ୍ଡାଉନ୍ ଉଲ୍ଲଂଘନ ଅଭିଯୋଗରେ ଦାଏର ହୋଇଥିବା ମାମଲାଗୁଡ଼ିକୁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ପ୍ରତ୍ୟାହାର କରନ୍ତୁ। ପୋଲିସ ସେମାନଙ୍କ ସହ ମାନବୀୟ ବ୍ୟବହାର କରୁ। ପ୍ରବାସୀମାନଙ୍କୁ ୧୫ ଦିନ ମଧ୍ୟରେ ସେମାନଙ୍କ ଘରେ ପହଞ୍ଚାଇବା...
କେଜରିଓ୍ବାଲଙ୍କୁ ହୋଇନାହିଁ କରୋନା, ନେଗେଟିଭ୍ ଆସିଲା ରିପୋର୍ଟ
ନୂଆଦିଲ୍ଲୀ, ୯।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ କରୋନା ସଂକ୍ରମଣ ହୋଇନାହିଁ। ମଙ୍ଗଳବାର ତାଙ୍କର ସ୍ବାବ୍ ନମୂନା ରିପୋର୍ଟ ନେଗେଟିଭ୍ ଆସିଥିବା ସୂଚନା ମିଳିଛି। ପ୍ରକାଶ ଯେ, କେଜରିଓ୍ବାଲଙ୍କୁ ସୋମବାର ଗଳାରେ ଦରଜ ସହ ଜ୍ୱର ଅନୁଭବ ହୋଇଥିଲା। ଫଳରେ...
ପଶ୍ଚିମବଙ୍ଗରେ ସିବିଆଇ ଅଧିକାରୀ କରୋନା ପଜିଟିଭ୍
କୋଲକାତା,୯।୬: ପଶ୍ଚିମବଙ୍ଗ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍(ସିବିଆଇ)ର ଜଣେ ଅଧିକାରୀଙ୍କ କରୋନା ରିପୋର୍ଟ ମଙ୍ଗଳବାର ପଜିଟିଭ୍ ଆସିଥିବା ସୂଚନା ମିଳିଛି। ସୁରକ୍ଷା ଦୃଷ୍ଟିରୁ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ହୋମ୍ କ୍ୱାରାଣ୍ଟାଇନ୍ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ...
ବୃଦ୍ଧି ହେଲା ମୋଟର ଯାନ କାଗଜପତ୍ରର ସମୟ ସୀମା
ନୂଆଦିଲ୍ଲୀ,୯।୬: ସଂଶୋଧିତ ମୋଟର ଯାନ ନିୟମ ଅନୁଯାୟୀ ସମସ୍ତ କାଗଜ ପତ୍ରର ସମୟ ସୀମା ଅବଧିକୁ ଏବେ ବୃଦ୍ଧି କରାଯାଇଛି। ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି କହିଛନ୍ତି ଆସନ୍ତା ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ସମୟ ସୀମାକୁ ବୃଦ୍ଧି କରାଗଲା। ଡ୍ରାଇଭିଂ...
ପଛକୁ ଘୁଞ୍ଚିଲା ଚାଇନା
ନୂଆଦିଲ୍ଲୀ,୯।୬: ଭାରତ ଓ ଚାଇନା ପୂର୍ବ ଲଦାଖର କେତୋଟି ସ୍ଥାନରେ ମୁତୟନ ଥିବା ସେନାଙ୍କ ସଂଖ୍ୟାକୁ କମାଇ ଦେଇଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚାଇନାର ପିପୁଲ୍ସ ଲିବରେଶନ ଆର୍ମି ଗଲଓ୍ବାନ ଅଞ୍ଚଳରେ ପାଟ୍ରୋଲିଂ ପଏଣ୍ଟ ୧୫ ଓ...
ବିଏମ୍ସିର ବରିଷ୍ଠ ଅଧିକାରୀଙ୍କ କରୋନାରେ ମୃତ୍ୟୁ
ମୁମ୍ବାଇ,୯।୬: ମୁମ୍ବାଇରେ କରୋନା ଭାଇରସ୍ ସଂକ୍ରମଣରେ ପୀଡ଼ିତ ହୋଇ ବ୍ରିହାନମୁମ୍ବାଇ ନଗର ନିଗମ(ବିଏମ୍ସି)ର ଜଣେ ବରିଷ୍ଠ ଅଧିକାରୀଙ୍କ ମଙ୍ଗଳବାର ମୃତ୍ୟୁ ହୋଇଛି। ମୃତ ଅଧିକାରୀ ଜଣକ ହେଲେ ୫୪ବର୍ଷୀୟ ଶିରିଷ ଦିକ୍ଷିତ। ସୂଚନାଯୋଗ୍ୟ, ଶିରିଷଙ୍କ ନିକଟରେ କରୋନାର କୌଣସି ଲକ୍ଷଣ...
୨୪ ଘଣ୍ଟା ମଧ୍ୟରେ ଯୋଗାଇ ଦିଆଯିବ ‘ଶ୍ରମିକ ସ୍ପେଶାଲ’ ଟ୍ରେନ୍
ନୂଆଦିଲ୍ଲୀ,୯।୬: ରାଜ୍ୟ ସରକାରଙ୍କ ଦାବି ଅନୁଯାୟୀ ୨୪ ଘଣ୍ଟା ମଧ୍ୟରେ ଶ୍ରମିକ ସ୍ପେଶାଲ ଟ୍ରେନ୍ ଯୋଗାଇ ଦେବାକୁ ମଙ୍ଗଳବାର ପ୍ରକାଶ କରିଛି ରେଲ ମନ୍ତ୍ରଣାଳୟ। ସୂଚନାଯୋଗ୍ୟ, ରାଜ୍ୟ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ରାଜ୍ୟରେ ୧୫...
ଲକ୍ଡାଉନ କଟକଣାକୁ କୋହଳ କଲା ମୁମ୍ବାଇ ବିଏମ୍ସି
ମୁମ୍ବାଇ,୯।୬: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସଙ୍କଟ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତ ଓ ମୃତ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନାକୁ ବ୍ୟାପିବାରୁ ରୋକିବା ପାଇଁ ଦେଶବ୍ୟାପି ଲକ୍ଡାଉନ ଜାରି ରହିଛି। ଇତିମଧ୍ୟରେ ଦୀର୍ଘ ଅଢ଼େଇ ମାସ ପରେ...
ଗୋଟିଏ ପରିବାରର ୨୬ ସଦସ୍ୟ କରୋନା ପଜିଟିଭ
ଜଇପୁର,୯।୬: ରାଜସ୍ଥାନରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏବେ ସେଠାରେ ଗୋଟିଏ ପରିବାରର ୨୬ ଜଣ ସଦସ୍ୟ କରୋନାରେ ପୀଡ଼ିତ ହେବା ଘଯଣା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଜଇପୁରର ସିଏମ୍ଏଚ୍ଓ ଡାକ୍ତର ନରୋତ୍ତମ ଶର୍ମା...
ଲକ୍ଡାଉନରେ ରେକର୍ଡ କଲା ପାର୍ଲେ-ଜି !
ନୂଆଦିଲ୍ଲୀ,୯।୬: କରୋନା ଭାଇରସ ସଂକ୍ରମଣ ପାଇଁ ଦେଶରେ ଜାରି ରହିଥିବା ଲକ୍ଡାଉନ ଯୋଗୁ ପ୍ରାୟତଃ ସମସ୍ତ ବ୍ୟବସାୟୀ କ୍ଷତି ସହିଛନ୍ତି। ଏମିତିକି କିଛି କିଛି ବ୍ୟବସାୟ ସମ୍ପୂର୍ଣ୍ଣ ରୂପେ ବନ୍ଦ ବି ହୋଇଯାଇଛି। ହେଲେ ପାର୍ଲେ-ଜି ବିସ୍କୁଟ ଏତେ ଅଧିକ...
ସିଲାବସ୍-ପାଠପଢ଼ା ସମୟ କମ୍ କରାଯିବା ପ୍ରସ୍ତାବ: ମାନବ ସମ୍ବଳ ବିଭାଗ ଖୁବ୍ ଶୀଘ୍ର ନେଇପାରେ ନିଷ୍ପତ୍ତି
ନୂଆଦିଲ୍ଲୀ,୯।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ଲକ୍ଡାଉନ୍ ଜାରି ରହିଛି। ଫଳରେ ସ୍କୁଲ, କଲେଜ ବନ୍ଦ ରହିଛି। ଏହାକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜରେ ସିଲାବସ୍ ଏବଂ ପାଠପଢ଼ା ସମୟ କମ୍ କରିବାକୁ ଯୋଜନା କରାଯାଉଛି। ଏନେଇ ମାନବସମ୍ବଳ ବିକାଶ...
୧୫ ପ୍ରକାର ଜଡିବୁଟିରେ ପ୍ରସ୍ତୁତ ‘ଇମ୍ୟୁନିଟି ସନ୍ଦେଶ’: ଲଢିବ କରୋନା ସହ !
କୋଲକାତା,୯।୬: କରୋନା ଭାଇରସ ସଂକ୍ରମଣ ଦେଶରେ ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ଏପର୍ଯ୍ୟନ୍ତ ଏହାର କୌଣସି ଭ୍ୟାକ୍ସିନ ମଧ୍ୟ ଆସିପାରି ନାହିଁ। ଆମେରିକା ଭଳି ବିକାଶଶୀଳ ଦେଶ ମଧ୍ୟ କରୋନା ଆଗରେ ଏକ ପ୍ରକାର ହାର ମାନିଛି କହିଲେ...
Archives


