ଜାତୀୟ

ଧରା ପଡ଼ିବା ଭୟ: ଜଳାଇଲେ ୫୦ କୋଟି ଟଙ୍କାର ନକଲି ଏନ୍‌ସିଇଆର୍‌ଟି ପୁସ୍ତକ

ମିରଟ, ୨୨।୮: ଉତ୍ତରପ୍ରଦେଶରେ ଅପରାଧୀ ଆଇନ ଶୃଙ୍ଖଳାକୁ ଆଉ ଭୟ କରୁ ନାହାଁନ୍ତି। ଅପରାଧ ଘଟାଇ ପ୍ରମାଣ ଲୁଚାଇବା ଏକ ନିତିଦିନିଆ ଘଟଣାରେ ପରିଣତ ହେବାରେ ଲାଗିଛି। ସ୍ଥାନୀୟ ପରତାପୁର ଅଞ୍ଚଳର ଏକ ଗୋଦାମରେ ୫୦ କୋଟି ଟଙ୍କାର ନକଲି ଏନ୍‌ସିଇଆର୍‌ଟି…

ପାକିସ୍ତାନକୁ ବିଏସ୍‌ଏଫ୍‌ର କଡ଼ା ଜବାବ: ୫ ଅନୁପ୍ରବେଶକାରୀଙ୍କ ମୁଣ୍ଡ ଗଡ଼ିଲା

ଚଣ୍ଡିଗଡ଼, ୨୨।୮: ପଞ୍ଜାବର ଭାରତ ପାକିସ୍ତାନ ସୀମାରେ ବିଏସ୍‌ଏଫ୍‌କୁ ଏକ ବଡ଼ ସଫଳତା ମିଳିଛି। ବିଏସ୍‌ଏଫ୍‌ ପାକିସ୍ତାନକୁ କଡ଼ା ଜବାବ ଦେଇଛି। ସୀମାବର୍ତ୍ତୀ ତାରନ ତରାନ ଜିଲାରେ ଭାରତ ମଧ୍ୟକୁ ଭୋର୍‌ ୪ଟା ୪୫ରେ ଅନୁପ୍ରବେଶ କରୁଥିବା ୫ ଅଜଣା ପାକିସ୍ତାନୀଙ୍କ…

ଚାଇନାକୁ ପୁଣି ବଡ଼ ଝଟ୍‌କା ଦେଲା ଭାରତୀୟ ରେଲଓ୍ବେ

ନୂଆଦିଲ୍ଲୀ, ୨୨।୮: ଚାଇନାକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗିବାରେ ଲାଗିଛି। ଏବେ ଭାରତୀୟ ରେଲଓ୍ବେ ପୁଣି ଏକ ବଡ଼ ଝଟ୍‌କା ଚାଇନାକୁ ଦେଇଛି। ଭାରତୀୟ ରେଲଓ୍ବେ ପକ୍ଷରୁ ୪୪ଟି ସେମି ହାଇସ୍ପିଡ୍‌ ବନ୍ଦେ ଭାରତ ଟ୍ରେନ୍‌ ନିର୍ମାଣ ଠିକାକୁ ରଦ୍ଦ…

୧୩୯ ଜଣଙ୍କ ନାଁରେ ବଳାତ୍କାର ଅଭିଯୋଗ ଆଣିଲେ ଜଣେ ମହିଳା

ହାଇଦ୍ରାବାଦ,୨୨।୮: ଗତ କିଛି ବର୍ଷ ହେବ ଜଣେ ମହିଳାଙ୍କୁ ୧୩୯ ଜଣ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଶୁକ୍ରବାର ପୋଲିସ ଏହି ଅଭିଯୋଗ ପାଇ ଏକ ମାମଲା ରୁଜୁ କରିଥିବା ସୂଚନା ମିଳିଛି। ମହିଳାଙ୍କ ସୂଚନା ଅନୁଯାୟୀ, ତାଙ୍କ ବିବାହର ମାତ୍ର…

ଏସବୁ ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ପୂର୍ବାନୁମାନ: ରେଡ୍‌ ଆଲର୍ଟ ଜାରି

ନୂଆଦିଲ୍ଲୀ, ୨୨।୮: ଦେଶର ଅଧାରୁ ଅଧିକ ରାଜ୍ୟରେ ବର୍ଷା ବିତ୍ପାତ ଜାରି ରହିଛି। ପୂର୍ବରୁ ଆରମ୍ଭ କରି ପଶ୍ଚିମ ଏବଂ ଉତ୍ତରଭାରତରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ପଶ୍ଚିମବଙ୍ଗର…

ଦେଶରେ ୩୦ ଲକ୍ଷ ଛୁଇଁବାକୁ ଯାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୨୨।୮: ଦେଶରେ ବେଳକୁ ବେଳ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୬୯,୮୭୮ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୨୯,୫୭,୭୦୨ରେ। ଏବେ ୬,୯୭,୩୩୦ ଜଣଙ୍କର ଚିକିତ୍ସା ଚାଲିଥିବା ବେଳେ…

କରୋନାର କୋରଡ଼ା ମାଡ଼: ବିଦେଶ ପାଠପଢ଼ା ପ୍ରତି କମୁଛି ଆଗ୍ରହ

ନୂଆଦିଲ୍ଲୀ, ୨୨।୮: ବିଦେଶରେ ପାଠପଢ଼ା ପ୍ରତି ପୂର୍ବରୁ ଭାରତୀୟ ଯୁବବର୍ଗଙ୍କ ମଧ୍ୟରେ ଆଗ୍ରହ ଥିବାବେଳେ ଏବେ ଏହା କମିବାରେ ଲାଗିଛି। କରୋନା ମହାମାରୀ ସଂକ୍ରମଣ ଯୋଗୁ ରହିବା ଏବଂ ଖାଇବା ପିଇବା ସମ୍ପର୍କରେ ଭାରତୀୟ ଯୁବବର୍ଗ ନିଶ୍ଚିତ ହୋଇପାରୁ ନାହାଁନ୍ତି। ତେଣୁ…

ବସ୍‌ରେ ଦିଲ୍ଲୀରୁ ଲଣ୍ଡନ ଯାତ୍ରା ଏବେ ହେବ ସହଜ

ନୂଆଦିଲ୍ଲୀ/ଲଣ୍ଡନ, ୨୨।୮: ବସ୍‌ରେ ଦିଲ୍ଲୀରୁ ଲଣ୍ଡନ ଯାତ୍ରା ଏବେ ସମ୍ଭବ ହୋଇପାରିବ। ଏନେଇ ଗୁଡ଼ଗାଓ୍ବଁର ଏକ ଘରୋଇ ଟ୍ରାଭେଲ୍‌ କମ୍ପାନୀ ଅଗଷ୍ଟ ୧୫ଠାରୁ ଏକ ବସ୍‌ର ଶୁଭାରମ୍ଭ କରିଛି। ଏହାକୁ ‘ବସ୍‌ ଟୁ ଲଣ୍ଡନ’ ଭାବେ ନାମିତ କରାଯାଇଛି। ଦିଲ୍ଲୀରୁ ଲଣ୍ଡନ…

ରାଜଧାନୀରେ ଆଇଏସ୍‌ ଆତଙ୍କବାଦୀ: ରଚିଥିଲେ ବଡ଼ ଧରଣର ଆକ୍ରମଣ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ, ୨୨।୮: ରାଜଧାନୀ ଦିଲ୍ଲୀରେ ଆଇଏସ୍‌ ଆତଙ୍କବାଦୀ ଏବଂ ପୋଲିସ ମୁହାଁମୁହିଁ ହୋଇଛନ୍ତି। ସ୍ଥାନୀୟ ଧୋଲାକୂଆଁର ରିଙ୍ଗ୍‌ ରୋଡ୍‌ ନିକଟରେ ଆଇଏସ୍‌ ଆତଙ୍କବାଦୀ ଲୁଚିଥିବା ଖବର ପାଇ ଦିଲ୍ଲୀ ପୋଲିସର ସ୍ପେଶାଲ ଟିମ୍‌ ଏଠାରେ ଘେରାବନ୍ଦୀ ଆରମ୍ଭ କରିଥିଲେ। ପୋଲିସ ଏନ୍‌କାଉଣ୍ଟର…

ଅଢ଼େଇ କୋଟିରେ ନିଲାମ ହେଲା ଚଷମା…

ଲଣ୍ଡନ, ୨୨।୮: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଚଷମା ନିଲାମ କରାଯାଇଛି। ଏହା ୨ କୋଟି ୫୫ ଲକ୍ଷ ଟଙ୍କାରେ ନିଲାମ କରାଯାଇଛି। ଏହାକୁ ଆମେରିକାର ଜଣେ କଲେକ୍ଟର କିଣିଛନ୍ତି। ଏନେଇ ଇଷ୍ଟ ବିଷ୍ଟଲ ନିଲାମ ହାଉସ୍‌ ପକ୍ଷରୁ ସୂଚନା ଦିଆଯାଇଛି।…

୩ ମାସ ବେତନର ୫୦% ବେରୋଜଗାରୀ ଭତ୍ତା ମିଳିବ

ନୂଆଦିଲ୍ଲୀ, ୨୨।୮: କୋଭିଡ୍‌ ମହାମାରୀ ଯୋଗୁ ଚଳିତ ବର୍ଷ ମାର୍ଚ୍ଚ ୨୪ରୁ ଡିସେମ୍ବର ୩୧ ମଧ୍ୟରେ ଯେଉଁମାନେ ଚାକିରି ହରାଇବେ ସେମାନଙ୍କୁ ବେରୋଜଗାରୀ ଭତ୍ତା ଦେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) ସଦସ୍ୟ…

ଗୋଗୋଇଙ୍କ ବିରୋଧରେ ତଦନ୍ତ ଆବେଦନ ଖାରଜ

ନୂଆଦିଲ୍ଲୀ, ୨୨।୮(ପି.ଟି.): ଭାରତର ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇ ସୁପ୍ରିମକୋର୍ଟର ବିଚାରପତି ଥିବାବେଳେ ତାଙ୍କ ବ୍ୟବହାରର ତଦନ୍ତ ଲାଗି ତିନିଜଣିଆ ବିଚାରପତି କମିଟି ଗଠନ ଲାଗି ପିଟିଶନ ଦାଏର ହୋଇଥିଲା। ସର୍ବୋଚ୍ଚ ଅଦାଲତ ଏହି ଆବେଦନକୁ ଶୁକ୍ରବାର ଖାରଜ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri