ଜାତୀୟ

୯ କୋଟି କୃଷକଙ୍କ ବ୍ୟାଙ୍କ ଖାତାକୁ ମୋଦି ସରକାର ପଠାଇବେ ୧୮ ହଜାର କୋଟି ଟଙ୍କା

ନୂଆଦିଲ୍ଲୀ,୨୫ ।୧୨: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍‌-କିଷାନ) ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପାଖାପାଖି ୯କୋଟି କୃଷକଙ୍କ ବ୍ୟାଙ୍କ ଖାତାକୁ ୧୮ ହଜାର କୋଟି ଟଙ୍କା ପଠାଇବାର କାର୍ଯ୍ୟକ୍ରମ ରହିଛି । ଭାରତୀୟ ଜନତା ପାର୍ଟି(ଭାଜପା) ଏହାକୁ ଉତ୍ସବ…

କମଲ ହାସନଙ୍କୁ ଝଟ୍‌କା

ଚେନ୍ନାଇ,୨୫।୧୨: ଅଭିନେତାରୁ ରାଜନେତା ପାଲଟିଥିବା କମଲ ହାସନଙ୍କୁ ବଡ ଝଟ୍‌କା ଲାଗିଛି। ତାମିଲନାଡୁର ରାଜଧାନୀ ଚେନ୍ନାଇରେ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ପ୍ରକାଶ ଜାଭଡେକରଙ୍କ ଉପସ୍ଥିତିରେ କମଲ ହାସନଙ୍କ ଦଳର ନେତା ମକ୍କଲ ନିଧି ମାୟାମର ନେତା ଅରୁଣାଚଳମ ଭାଜପାରେ…

କଂଗ୍ରେସ କୃଷକଙ୍କୁ ଭୁଲ ରାସ୍ତା ଦେଖାଉଛି: ନଡ୍ଡା

ନୂଆଦିଲ୍ଲୀ,୨୫ ।୧୨: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ ମଧ୍ୟରେ କଥା କଟାକଟି ଲାଗି ରହିଛି । ଏହାକୁ ନେଇ ଗୁରୁବାର ସନ୍ଧ୍ୟାରେ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ସୋନିଆ…

ବୋହୂଙ୍କ ମୁଣ୍ଡରୁ ଓଢଣୀ ଖସିଯିବାରୁ ଶ୍ୱଶୁର ନେଲେ ଏମିତି ନିଷ୍ପତ୍ତି

ଗୁରୁଗାଓଁ,୨୫।୧୨: ଦିଲ୍ଳୀର ଗୁରୁଗାଓଁରେ ଏକ ଅଭାବନୀୟ ଘଟଣା ଘଟିଛି। ରୋଷେଇ ଘରେ କାମ କରୁଥିବାବେଳେ ଜଣେ ମହିଳାଙ୍କ ମୁଣ୍ଡରୁ ଓଢଣୀ ଖସିଯିବାରୁ ଶ୍ୱଶୁର ଏବଂ ଦିଅର ମିଶି ତାଙ୍କୁ ପିଟିବା ସହ ଅସଦାଚରଣ କରିଥିଲେ। ପୀଡିତା ଶୌଚାଳୟରେ ଲୁଚି ନିଜ ଜୀବନ…

ବାଜପେୟୀଙ୍କୁ ମନେପକାଇଲେ ମୋଦି

ନୂଆଦିଲ୍ଲୀ,୨୫।୧୨: ମହାନ ରାଜନେତା ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଶୁକ୍ରବାର ଜନ୍ମବାର୍ଷିକୀ ପାଳନ କରାଯାଉଛି। ୩ ଥର ଦେଶର ପ୍ରଧାନମନ୍ତ୍ରୀ ହୋଇଥିବା ବିଂବଗତ ବାଜପେୟୀଙ୍କୁ ଜନ୍ମଦିନରେ ଅନେକ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇ ତାଙ୍କୁ ମନେ…

ଥରିଲା ଦିଲ୍ଲୀ

ନୂଆଦିଲ୍ଲୀ,୨୫।୧୨: ନୂଆଦିଲ୍ଲୀରେ ଶୁକ୍ରବାର ସକାଳୁ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ମାତ୍ର ୨.୩ ଥିବାରୁ ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ। ଦିଲ୍ଲୀର ନାଙ୍ଗଲୋଇ ଓ ଏହାର ଆଖପାଖ ଅଞ୍ଚଳରେ ସକାଳ ୫.୦୨ ମିନିଟ୍‌ରେ ଏହି ଝଟକା…

୧୩ ଚାଷୀଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା

ନୂଆଦିଲ୍ଲୀ,୨୫ା୧୨:ଗତ ସେପ୍ଟେମ୍ବରରେ ନିଜେ ଆଣିଥିବା ୩ କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସରକାର ରାଜି ହେଉନାହାନ୍ତି । ଏହାକୁ ହଟାଇବା ଦାବିରେ ଚାଲିଥିବା ଆନ୍ଦୋଳନକୁ ମାସେ ପୂରିବାକୁ ଯାଉଥିବାବେଳେ ଚାଷୀଙ୍କ ଭାବାବେଗ ସହ କେନ୍ଦ୍ର ଖେଳୁଥିବା କୃଷକ ସଙ୍ଗଠନଗୁଡ଼ିକ…

ଟଳିଲେ ୨ ଆତଙ୍କବାଦୀ

ଶ୍ରୀନଗର,୨୪।୧୨-ଜମ୍ମୁ କଶ୍ମୀରର ବାରମୁଲା ଜିଲା ବନିଗାମ ପାଇନ ଅଞ୍ଚଳରେ ଗୁରୁବାର ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ଆତଙ୍କବାଦୀଙ୍କ ପରିଚୟ ମିଳିପାରି ନାହିଁ। ପୋଲିସ ଆତଙ୍କୀଙ୍କ ପରିଚୟ ଖୋଜୁଛି। ଆତଙ୍କବାଦୀ…

ଇସ୍ରୋ ପ୍ରକାଶ କଲା ମିଶନ୍‌ ଚନ୍ଦ୍ରାୟାନ-୨’ର ପ୍ରାରମ୍ଭିକ ତଥ୍ୟ

ବେଙ୍ଗାଲୁରୁ,୨୪।୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଗୁରୁବାର ‘ଚନ୍ଦ୍ରାୟାନ-୨’ ମିଶନ୍‌ର ପ୍ରାରମ୍ଭିକ ତଥ୍ୟ ପ୍ରକାଶ କରିଛି। ଦେଶର ଦ୍ୱିତୀୟ ଚନ୍ଦ୍ର ମିଶନ ଗତବର୍ଷ ଜୁଲାଇ ୨୨ ତାରିଖରେ ଲଞ୍ଚ କରାଯାଇଥିଲା। ଅଗଷ୍ଟ ୨୦ରେ ଚନ୍ଦ୍ରର କକ୍ଷ ପଥରେ ପ୍ରଦେଶ କରିଥିଲା…

ଟାର୍ଗେଟରେ ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନ: ବାମ ପନ୍ଥୀ ଦଳର ହାତ ଧରିଲା କଂଗ୍ରେସ

କୋଲକାତା,୨୪।୧୨: ୨୦୨୧ରେ ହେବାକୁ ଥିବା ଓ୍ବେଷ୍ଟ ବେଙ୍ଗଲ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି କଂଗ୍ରେସ। ବାମ ପନ୍ଥୀ ଦଳ( ସିପିଏମ୍‌ )ର ହାତ ଧରିବ କଂଗ୍ରେସ। ଏଥି ନେଇ ଆବଶ୍ୟକ ମଞ୍ଜୁରୀ ଦେଇସାରିଛନ୍ତି କଂଗ୍ରେସ ଦଳର ହାଇ…

କର୍ନାଟକରୁ ହଟିଲା ରାତ୍ରକାଳିନ କର୍ଫ୍ୟୁ

ବାଙ୍ଗାଲୋର,୨୪।୧୨-କର୍ନାଟକ ସରକାର ରାତ୍ରକାଳିନ କର୍ଫ୍ୟୁକୁ ଗୁରୁବାର ଫେରାଇ ନେଇଛନ୍ତି। ବୈଷୟିକ ଟିମର ପରାମର୍ଶ ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସରକାର ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଗତ ବୁଧବାର ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି…

ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲାଙ୍କ କାର୍ଯ୍ୟକ୍ରମକୁ ବିରୋଧ: କୃଷକ ଖୋଳିଦେଲେ ହେଲିପ୍ୟାଡ

ଚଣ୍ଡିଗଡ଼,୨୪ ।୧୨: କେନ୍ଦ୍ରର କୃଷି ଆଇନକୁ ନେଇ କୃଷକଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି । ହରିୟାଣାରେ ମଧ୍ୟ ସରକାରଙ୍କୁ ବିରୋଧ କରାଯାଉଛି । ଅମ୍ବାଲାରେ ମୁଖ୍ୟମନ୍ତ୍ରୀ ମନୋହରଲାଲଙ୍କୁ ଘେରିବା ପରେ ଗୁରୁବାର ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲାଙ୍କ କାର୍ଯ୍ୟକ୍ରମକୁ ମଧ୍ୟ ବିରୋଧ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri