ଜାତୀୟ

ଟିଏମ୍‌ସି କାର୍ଯ୍ୟକର୍ତ୍ତାଙ୍କୁ ଉଲଗ୍ନ କରି ଜୋତାରେ ପିଟିବାକୁ ଧମକ ଦେଲେ ଭାଜପା ନେତା

କୋଲକତା,୭।୯: ପଶ୍ଚିମବଙ୍ଗରେ ୨୦୨୧ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ଏବଂ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। ପଶ୍ଚିମବଙ୍ଗ ଭାଜପା ଅଧ୍ୟକ୍ଷ ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ତୃଣମୂଳ କଂଗ୍ରେସର କାର୍ଯ୍ୟକର୍ତ୍ତାକୁ ଜୋତାରେ ପିଟିବାକୁ ସେ ଧମକ…

କଂଗ୍ରେସ ଗଠନ କଲା ୭ କମିଟି: ଜିତିନ ପ୍ରସାଦ-ରାଜ ବବରଙ୍କୁ ଅଣଦେଖା

ନୂଆଦିଲ୍ଲୀ, ୭।୯: ଉତ୍ତରପ୍ରଦେଶରେ ୨୦୨୨ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ହାଇକମାଣ୍ଡ ଦଳକୁ ସାଂଗଠନିକସ୍ତରରେ ସୁଦୃଢ଼ କରିବା ଲାଗି ୭ଟି କମିଟି ଗଠନ କରିଛନ୍ତି। କମିଟିରେ ଦଳର ଯୁବ ଏବଂ ବରିଷ୍ଠ ସଦସ୍ୟଙ୍କୁ ସ୍ଥାନ ଦିଆଯାଇଛି।…

ପବଜୀ ବ୍ୟାନ୍‌ ହେବାରୁ, ଯୁବକ ନେଲେ ଏମିତି ପଦକ୍ଷେପ

କୋଲକାତା,୭।୯: ପଶ୍ଚିମବଙ୍ଗର ନଦିଆ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ପବଜୀ ବ୍ୟାନ୍‌ ପରେ ଭାଙ୍ଗିପଡିଥିବା ଜଣେ ୨୧ ବର୍ଷୀୟ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ମାମଲା ଚକଦାହ ପୋଲିସ ଷ୍ଟେଶନ ଅଞ୍ଚଳର ପୁରବା ଲାଲପୁରର ବୋଲି ଜଣାପଡିଛି।…

କରୋନା ତାଣ୍ଡବ ଜାରି: ୪୨ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୭।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ତାଣ୍ଡବ ଯୋଗୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଗତ ୨ ଦିନ ଧରି ଲଗାତାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ଉପରେ ରହୁଛି। ସେହିପରି ମୃତକଙ୍କ ସଂଖ୍ୟା ହଜାରେ…

ପୁଅ ଅପେକ୍ଷାରେ ଥିଲେ ପରିବାର ଲୋକେ, ପୋଲିସ କଲା ଏମିତି କାମ

ନୂଆଦିଲ୍ଲୀ,୭।୯: ରାଜଧାନୀ ଦିଲ୍ଲୀ ନିକଟରେ ଥିବା ନୋଏଡାଠାରେ ପୋଲିସର ଚରମ ଅବହେଳା ଦେଖିବାକୁ ମିଳିଛି। ଜଣେ ୨୦ ବର୍ଷ ବୟସ୍କ ଯୁବକ ନିଖୋଜ ହୋଇଯାଇଥିଲେ, ପୋଲିସ ଏକ ସନ୍ଦିଗ୍ଧ ମୃତଦେହ ପାଇ ତଦନ୍ତ ନ କରି ଶବଦାହ କରିଦେଇଛି। ନୋଏଡା ପୋଲିସ…

ବିପଦ ଉପରେ ବିପଦ: ପୁଣି ଥରିଲା ମୁମ୍ବାଇ

ମୁମ୍ବାଇ, ୭।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଥିବାବେଳେ ଏବେ ବିପଦ ଉପରେ ବିପଦ ଆସିବାରେ ଲାଗିଛି। ୩ ଦିନରେ ଏଠାରେ ୩ ଥର ଭୂକମ୍ପ ଅନୁଭୁତ ହୋଇଛି। ସୋମବାର ସକାଳ ୮ଟାରେ ମୁମ୍ବାଇରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର…

ବିଲେଇ ଡେଇଁ ପଡ଼ିବାରୁ ଟିଭି ପଡ଼ି ୨ ବର୍ଷର ଶିଶୁ ମୃତ

ଚେନ୍ନାଇ, ୬।୯: ତାମିଲନାଡ଼ୁର ରାଜଧାନୀରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ବିଲେଇ ଲାଗି ୨ ବର୍ଷର ନୀରିହ ଶିଶୁର ଜୀବନ ଚାଲିଯାଇଛି। ଦୁଇ ବର୍ଷର ଏହି ଶିଶୁଟି ଘରେ ଶୋଇଥିଲା। ଏହି ସମୟରେ ଗୋଟିଏ ବିଲେଇ ଏଭଳି ଏକ…

ବଳାତ୍କାର ପୀଡ଼ିତାଙ୍କୁ ବିବାହ ସର୍ତ୍ତରେ ଅଭିଯୁକ୍ତକୁ ଜାମିନ ପ୍ରଦାନ କଲେ ହାଇକୋର୍ଟ

ଇନ୍ଦୋର, ୬।୯: ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଇନ୍ଦୋର ବେଞ୍ଚ୍‌ ଏକ ନିଆରା ରାୟ ଦେଇଛନ୍ତି। ବଳାତ୍କାର ପୀଡ଼ିତାଙ୍କୁ ବିବାହ କରିବା ସର୍ତ୍ତରେ କୋର୍ଟ ଜେଲ୍‌ରେ ଥିବା ଅଭିଯୁକ୍ତକୁ ଜାମିନ ପ୍ରଦାନ କରିଛନ୍ତି। ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ସମଗ୍ର ସହରରେ ଆଲୋଚନାର ବିଷୟ ପାଲଟିଛି।…

ଦାଉଦ୍‌ ଗ୍ୟାଙ୍ଗ ଦାବି କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଘରକୁ ଆସିଲା ଫୋନ୍‌

ମୁମ୍ବାଇ, ୬।୯: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବାସଭବନ ‘ମାତୋଶ୍ରୀ’କୁ ବମ୍‌ ପକାଇ ଧ୍ୱଂସ କରିଦେବାକୁ ଧମକ ମିଳିଥିବା ଅଭିଯୋଗ ହୋଇଛି। କୁହାଯାଉଛି, ଦୁବାଇରୁ ଜଣେ ବ୍ୟକ୍ତି ଉଦ୍ଧବଙ୍କୁ ଫୋନ୍‌ କରି ‘ମାତୋଶ୍ରୀ’କୁ ବମ୍‌ ପକାଇ ଉଡ଼ାଇ ଦେବାକୁ ଧମକ ଦେଇଛି।…

ଅର୍ଜୁନ କପୁର କରୋନା ପଜିଟିଭ

ମୁମ୍ବାଇ,୬।୯: ବଲିଉଡ୍‌ ନାୟକ ଅର୍ଜୁନ କପୁର କରୋନାରେ ପୀଡିତ ହୋଇଥିବା ଜଣାପଡିଛି। ସେ ନିଜେ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ଅର୍ଜୁନ ଲେଖିଛନ୍ତି ମୁଁ ଏବେ କରୋନାରେ ପୀଡ଼ିତ। ତେବେ ଏହି ଖବର ଆପଣମାନଙ୍କୁ ଜଣାଇବା ମୋର କର୍ତ୍ତବ୍ୟ ଭାବି…

କଂଗ୍ରେସରେ ପୁଣି ‘ଲେଟର ବମ୍‌’ ବିସ୍ଫୋରଣ: ପରିବାର ମୋହରୁ ଦୂରେଇ ରହିବାକୁ ସୋନିଆଙ୍କୁ ପରାମର୍ଶ

ଲକ୍ଷ୍ନୌ, ୬।୯: କଂଗ୍ରେସରେ ଆଭ୍ୟନ୍ତରୀଣ ଅସନ୍ତୋଷ ଏବେ ଧୀରେଧୀରେ ପଦାରେ ପଡ଼ିବାକୁ ଆରମ୍ଭ କରିଛି। କିଛିଦିନ ତଳେ ୨୩ ଜଣ ସଦସ୍ୟ ଦଳରେ ନେତୃତ୍ୱ ସଙ୍କଟ ନେଇ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପାଖକୁ ଚିଠି ଲେଖିଥିଲେ। ଏବେ ପୁଣି ଏକ ‘ଲେଟର…

କୋଭାକ୍ସିନ୍‌ର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ସୋମବାରରୁ ଆରମ୍ଭ

ନୂଆଦିଲ୍ଲୀ, ୬।୯: ହାଇଦ୍ରାବାଦ୍‌ର କମ୍ପାନୀ ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ କରୋନା ଟୀକା କୋଭାକ୍ସିନ୍‌ର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ସୋମବାରରୁ ଆରମ୍ଭ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ୩୮୦ ଜଣଙ୍କ ଉପରେ ଏହାର ପ୍ରୟୋଗ କରାଯିବ। ଜୁଲାଇ ୧୫ରେ ଏହାର ପ୍ରଥମ ପର୍ଯ୍ୟାୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri