‘କୋଭାକ୍ସିନ କେବଳ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ପାଇଁ ’
ନୂଆଦିଲ୍ଲୀ,୧୫।୧: କୋଭିଡ୍-୧୯ ସହ ଲଢ଼ିବା ପାଇଁ ଭାରତ ବାୟୋଟେକ, ଇଣ୍ଡିଆନ କାଉନ୍ସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମ୍ଆର) ଓ ନ୍ୟାଶନାଲ ଇନଷ୍ଟିଚ୍ୟୁ ଅଫ୍ ଭିରୋଲୋଜି ଦ୍ୱାରା ପ୍ରସ୍ତୁତ ହୋଇଛି କୋଭାସ୍କିନ। ଭାରତ ବାୟୋଟେକର ବାୟୋସଫେଟି ସ୍ତର – ୩ ବାୟୋକଣ୍ଟେନମେଣ୍ଟ ବ୍ୟବସ୍ଥାରେ…
କମଲ ହାସନଙ୍କ ଏମ୍ଏନ୍ଏମ୍ ଫେରି ପାଇଲା ‘ବ୍ୟାଟେରି ଟର୍ଚ୍ଚ’ ଚିହ୍ନ
ଚେନ୍ନାଇ,୧୫।୧: ବିଶିଷ୍ଟ ସାଉଥ ଅଭିନେତା କମଲ ହାସନଙ୍କ ରାଜନୈତିକ ପାର୍ଟି ମକ୍କଲ ନିଧି ମାଇମ (ଏମ୍ଏନ୍ଏମ୍) ଫେରି ପାଇଛି ତାର ‘ବ୍ୟାଟେରି ଟର୍ଚ୍ଚ’ ଚିହ୍ନ। ୨୩୪ ବିଧାନସଭା ଆସନ ବିଶିଷ୍ଟ ତାମିଲନାଡୁ ନିର୍ବାଚନ ଲାଗି ବ୍ୟାଟେରି ଟର୍ଚ୍ଚ ଚିହ୍ନ ମିଳିଥିବା ପାର୍ଟି…
‘ଟିକା ନେବାକୁ ୮୦ ପ୍ରତିଶତ ଭାରତୀୟ ପ୍ରସ୍ତୁତ’
ନୂଆଦିଲ୍ଲୀ,୧୫।୧: ଦେଶରେ ୧୬ ତାରିଖ ଆରମ୍ଭ ହେବ କରୋନା ଟିକାକରଣ ଅଭିଯାନ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ ୮୦ ପ୍ରତିଶତ ଭାରତୀୟ କୋଭିଡ-୧୯ ଟିକା ନେବାକୁ ପ୍ରସ୍ତୁତ ବୋଲି ପ୍ରକାଶ କରିଛନ୍ତି।…
ବାହାରିଲା ନାହିଁ କୌଣସି ସମାଧାନ: କୃଷି ଆଇନକୁ ନେଇ ପୁଣିଥରେ ୧୯ ଜାନୁୟାରୀରେ ହେବ ବୈଠକ
ନୂଆଦିଲ୍ଲୀ,୧୫ ।୧: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଥିବା କୃଷକଙ୍କ ସହ ଶୁକ୍ରବାର କେନ୍ଦ୍ର ସରକାର ୯ମ ଥର ପାଇଁ ଆଲୋଚନା କରିଥିଲେ । ହେଲେ ଏଥର ବି ଏହାର କୌଣସି ସମାଧାନ ବାହାରି ନ…
କରୋନାଠାରୁ ବି ମାରାତ୍ମକ ଭାଇରସ ହେଉଛି ଭାଜପା: ନୁସରତ
କୋଲକାତା,୧୫ ।୧: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେଠାରୁ କିନ୍ତୁ ପରସ୍ପର ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି । ଏହି ସମୟରେ ଶାସକ ତ୍ରୁଣମୂଳ କଂଗ୍ରେସ(ଟିଏମ୍ସି)ର ବସିରହାଟର ଏମ୍ପି ନୁସରତ ଜହାଁ ଭାରତୀୟ ଜନତା ପାର୍ଟି(ଭାଜପା)କୁ ନେଇ ଏକ…
ନୂଆ ସଂସଦ ଭବନର ନିର୍ମାଣ କାର୍ଯ୍ୟ ଆରମ୍ଭ: ୭୫ତମ ସ୍ବାଧୀନତା ଦିବସ ସୁଦ୍ଧା ହେବ ଶେଷ
ନୂଆଦିଲ୍ଲୀ,୧୫।୧: ନୂଆ ସଂସଦ ଭବନର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ନୂଆ ସଂସଦ ଭବନର ଆକୃତି ତିନି କୋଣୀୟ ବିଶିଷ୍ଟ କରାଯିବ। ୨୦୨୨ରେ ୭୫ତମ ସାଧୀନତା ଦିବସ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏନେଇ ଜଣେ…
ରାମମନ୍ଦିର ନିର୍ମାଣ ପାଇଁ ୧୧ କୋଟି ଦେଲେ ବ୍ୟବସାୟୀ
ଅଯୋଧ୍ୟା,୧୫।୧: ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣ ଚାଲିଛି। ଏଥିପାଇଁ ଦେଶ ବିଦେଶରୁ ଅନେକ ଲୋକ ଦାନ ଦେଉଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ସର୍ବପ୍ରଥମେ ୫ ଲକ୍ଷ ଏକ ଟଙ୍କା ନିର୍ମାଣ ନିଧିକୁ ଦାନ ଦେଇଥିଲେ। ଏହାପରେ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ…
ଆମ ଧୈର୍ଯ୍ୟର ପରୀକ୍ଷା ନିଅ ନାହିଁ: ଚାଇନାକୁ ଚେତାବନୀ ଦେଲେ ସେନାଧ୍ୟକ୍ଷ
ନୂଆଦିଲ୍ଲୀ,୧୫ ।୧: ସେନା ଦିବସ ଅବସରରେ ଶୁକ୍ରବାର ସେନାଧ୍ୟକ୍ଷ ମନୋଜ ମୁକୁନ୍ଦ ନରାୱଣେ ଚାଇନା ଓ ପାକିସ୍ତାନକୁ ଏକ ପ୍ରକାର ଚେତାବନୀ ଦେଇଛନ୍ତି କହିଲେ ଚଳେ । ସେ କହିଛନ୍ତି ଆମ ଧୈର୍ଯ୍ୟର ପରୀକ୍ଷା ନିଅ ନାହିଁ । ଦିଲ୍ଲୀର କରିଅପ୍ପା…
ଟିଏମ୍ସି ଏମ୍ପି ଶତାବ୍ଦି ରାୟଙ୍କ ସୋସିଆଲ ମିିଡିଆ ପୋଷ୍ଟକୁ ନେଇ ରାଜନୀତି ସରଗରମ
କୋଲକାତା,୧୫ ।୧: ଚଳିତ ବର୍ଷ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ହୋଇଛି ସରଗରମ । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ଗଡରେ ପୁଣିଥରେ ଶାସନ କ୍ଷମତା ହାତକୁ ଆଣିବାକୁ ପ୍ରସ୍ତୁତି ଜାରି ରଖିଥିବା…
ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡରେ ଏକାକି ନିର୍ବାଚନ ଲଢିବ ବିଏସ୍ପି: ମାୟାବତୀ
ନୂଆଦିଲ୍ଲୀ,୧୫ ।୧: କରୋନା ଟିକାକରଣ ପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ । ଜାନୁୟାରୀ ୧୬ ଅର୍ଥାତ୍ ଶନିବାର ଆରମ୍ଭ ହେବ ଏହି ଟିକାକରଣ କାର୍ଯ୍ୟକ୍ରମ । ଏହାକୁ ନେଇ ବହୁଜନ ସମାଜ ପାର୍ଟି(ବିଏସ୍ପି)ମୁଖ୍ୟ ସୁଶ୍ରୀ ମାୟାବତୀ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି…
ଆମାଜନ ଷ୍ଟୋରରେ ନିଆଁ: ୨ ମୃତ, ୩ ଆହତ
ନୂଆଦିଲ୍ଲୀ,୧୫ ।୧: ରାଜଧାନୀ ଦିଲ୍ଲୀର ରୋହିଣି ସେକ୍ଟର-୬ରେ ଥିବା ଏକ ଆମାଜନ ଷ୍ଟୋରରେ ଶୁକ୍ରବାର ସକାଳେ ନିଆଁ ଲାଗିଯିବା ଫଳରେ ଜଣେ ମହିଳା ଓ ଜଣେ ଦମକଳ କର୍ମୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେହିପରି କିର୍ତ୍ତି ନଗରରେ ଗତରାତି ପ୍ରାୟ…
ସାଧାରଣତନ୍ତ୍ର ଦିବସରେ ଯୋଗଦେବେ ନାହିଁ ମୁଖ୍ୟ ଅତିଥି: ଏମ୍ଇଏ
ନୂଆଦିଲ୍ଲୀ,୧୪।୧: ଦେଶର ୭୨ତମ ସାଧାରଣତନ୍ତ୍ର ଦିବସ ସମାରୋହରେ କୌଣସି ମୁଖ୍ୟ ଅତିଥି ଯୋଗଦେବେ ନାହିଁ। ଏ ନେଇ ଗୁରୁବାର ସ୍ପଷ୍ଟ କରିଛି ବୈଦେଶିକ ମନ୍ତ୍ରଣାଳୟ (ଏମ୍ଇଏ)। ଗତ ୫୫ ବର୍ଷରେ ପ୍ରଥମ ଥର ପାଇଁ ଏଭଳି ଘଟିବାକୁ ଯାଉଛି। ଅନ୍ତିମ ଥର…
Archives


