ସ୍ଥାୟୀ କମିଶନ ହେବେ ମହିଳା
ନୂଆଦିଲ୍ଲୀ,୨୪ା୭(ପି.ଟି.):ସୈନ୍ୟବାହିନୀରେ ମହିଳା ଅଫିସରମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଜାରି କରିଛି। ସଂକ୍ଷିପ୍ତ ସେବା କମିଶନ (ଏସ୍ଏସ୍ସି) ଯୋଜନାରେ ନିଯୁକ୍ତ ସମସ୍ତ ମହିଳା ଅଫିସରଙ୍କୁ ସ୍ଥାୟୀ କମିଶନ ନିମନ୍ତେ ବିଚାର କରିବା ପାଇଁ ଗତ ଫେବୃୟାରୀରେ...
କୋଭିଡ୍ ସେଣ୍ଟରରେ ନାବାଳିକାଙ୍କୁ ବଳାତ୍କାର, ୨ ଗିରଫ
ନୂଆ ଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ଏକ କୋଭିିଡ୍ ସେଣ୍ଟରରେ ୧୪ ବର୍ଷର ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ୱୟ ଦିଲ୍ଲୀର ବୋଲି ଜଣାପଡ଼ିଛି। ପ୍ରକାଶ ଯେ, ପୀଡିତା...
କରୋନା ରୋଗୀଙ୍କୁ ଆଇସିୟୁରୁ ହସ୍ପିଟାଲ ବାହାରକୁ ନେଇଗଲେ, ଆଉ ତା’ପରେ…
ବିହାର: ବିହାରରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପ୍ରତିଦିନ ସେଠାରେ କରୋନା ପଜିଟିଭ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏତେ ସଂଖ୍ୟକ କରୋନା ରୋଗୀଙ୍କ ପାଇଁ ହସ୍ପିଟାଲରେ ବେଡ୍ ମଧ୍ୟ ମିଳିବା କଷ୍ଟକର...
ଚା’ ବିକାଳି ନେଇଛନ୍ତି ୫୦ କୋଟି ଟଙ୍କା ଋଣ!
କୁରୁକ୍ଷେତ୍ର, ୨୩।୭: ହରିୟାଣାର କୁରୁକ୍ଷେତ୍ରରେ ଜଣେ ଚା’ ବିକ୍ରେତା ବ୍ୟାଙ୍କରୁ ୫୦ କୋଟି ଟଙ୍କା ଋଣ ନେଇଛନ୍ତି। ଏକଥା ସତ ହୋଇ ନ ଥିଲେ ମଧ୍ୟ କାଗଜପତ୍ର ସେ ଋଣ ନେଇଥିବା କଥା କହୁଛି। ଏହି ଚା’ ବିକ୍ରେତାଙ୍କୁ ଋଣ...
କରୋନା ସଙ୍କଟ ମଧ୍ୟରେ ଷ୍ଟ୍ରାଇକ୍ରେ ଗଲେ ଏମ୍ସ ନର୍ସ
ପାଟନା,୨୩।୭: ବିହାରରେ ମହାମାରୀ କରୋନା ଭାଇରସ୍ ଦିନକୁ ଦିନ ନିଜର କାୟା ବିସ୍ତାର କରିବାରେ ଲାଗିଛି। ହସ୍ପିଟାଲରେ ରୋଗୀଙ୍କୁ ଶଯ୍ୟା ମିଳୁନାହିଁ। ଆଉ ଯାହାକୁ ମିଳୁଛି ସେମାନେ ସ୍ବାସ୍ଥ୍ୟ ସୁବିଧା ପାଇପାରୁ ନାହାନ୍ତି। ଇତିମଧ୍ୟରେ ପାଟନା ଏମ୍ସରେ ୪୦୦ କଣ୍ଟ୍ରାକ୍ଚୁଆଲ...
ରାଜଭବନ ପାଲଟିଛି କରୋନା ହଟସ୍ପଟ୍: ୮୪ କର୍ମଚାରୀ ଆକ୍ରାନ୍ତ
ଚେନ୍ନାଇ,୨୩।୭: ତାମିଲନାଡୁରେ ରାଜ୍ୟପାଳଙ୍କ ବାସଭବନରେ କରୋନା ସଂକ୍ରମଣ ଏବେ ଆତଙ୍କ ସୃଷ୍ଟି କରିଛି। ଚେନ୍ନାଇରେ ଥିବା ରାଜଭବନ କରୋନା ହଟସ୍ପଟ୍ ପାଲଟିଛି। ଏଠାରେ ଥିବା ୧୪୭ କର୍ମଚାରୀଙ୍କ ମଧ୍ୟରୁ ୮୪ଜଣଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ରାଜଭବନର...
ମାସ୍କ ନ ପିନ୍ଧିଲେ ଦେବାକୁ ପଡ଼ିବ ୧ ଲକ୍ଷ ଜରିମାନା, ୨ ବର୍ଷ ଜେଲ
ରାଞ୍ଚି,୨୩।୭: କରୋନା ଭାଇରସ୍ ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ହେଲେ ଲୋକଙ୍କ ଅବହେଳା ଯୋଗୁ ଏହି ସଂକ୍ରମଣ ଦିନକୁ ଦିନ ଆହୁରି ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଅମାନିଆଙ୍କୁ ସାବାଡ଼ କରିବା ପାଇଁ...
ସ୍ମାର୍ଟ ହେଲମେଟ୍: ମିନିଟ୍ରେ ୨୦୦ ଲୋକଙ୍କର କରୁଛି ଥର୍ମାଲ ସ୍କାନିଂ
ମୁମ୍ବାଇ,୨୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ଏପରିସ୍ଥଳେ ଅଧିକରୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ ଲାଗି ସରକାରଙ୍କ ପକ୍ଷରୁ ବିଭିନ୍ନ ବ୍ୟବସ୍ଥାର ପ୍ରଚଳନ କରାଯାଇଛି। ମହାରାଷ୍ଟ୍ର ମୁମ୍ବାଇରେ ସ୍ମାର୍ଟ ହେଲମେଟ୍ର ପ୍ରଚଳନ କରାଯାଇଛି। ଏହାକୁ ପିନ୍ଧି ସ୍ବାସ୍ଥ୍ୟକର୍ମୀ ଘରକୁ ଘର...
ସାମ୍ନାକୁ ଆସିଲା କୋଭିଡ ହସ୍ପିଟାଲର ଅବ୍ୟବସ୍ଥା
ଅହମଦାବାଦ,୨୩।୭: ଲୋକଙ୍କୁ ଭଲ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି। ହେଲେ ତାହା କେତେଦୂର ଫଳପ୍ରଦ ହେଉଛି ତା’ର ତଦାରଖ କରିବା ପାଇଁ କେହି ନାହାନ୍ତି। ହେଲେ କରୋନା ସଙ୍କଟରେ ଗୁଜରାଟରୁ ଆସିଥିବା ଏକ ଭିଡିଓ ଏବେ...
ଅନର୍ଗଳ ଇଂରାଜୀ କହି ଫଳ ବିକୁଥିବା ମହିଳାଙ୍କୁ ପଚରାଗଲା ଯୋଗ୍ୟତା, ଜବାବ ମିଳିଲା ଏମିତି
ଇନ୍ଦୋର,୨୩।୭: କରୋନା ଯୋଗୁ ଅନେକ ଦୋକାନ, କାରଖାନା ଏବଂ କମ୍ପାନୀ ବନ୍ଦ ଅଛି। ଏଭଳି ପରିସ୍ଥିତିରେ ଅନେକ ଶିକ୍ଷିତ ଲୋକ ଚାକିରି ହରାଇ ଫଳ ଏବଂ ପନିପରିବା ବିକିବାକୁ ବାଧ୍ୟ ହେଉଛନ୍ତି। ମଧ୍ୟପ୍ରଦେଶର ଇନ୍ଦୋରରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖବବାକୁ...
ରକ୍ଷାବନ୍ଧନରେ ଉତ୍ତର-ପୂର୍ବ ଭଉଣୀମାନଙ୍କୁ ଉପହାର ଦେଲେ ମୋଦି
ନୂଆଦିଲ୍ଲୀ,୨୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ମଣିପୁରକୁ ଏକ ନୂତନ ଉପହାର ଦେଇଛନ୍ତି। ପ୍ରତି ଘରକୁ ଜଳ ଯୋଗାଣ ମିଶନ ଆଧାରରେ ମୋଦି ଭିଡିଓ କନ୍ଫରେନ୍ସିଂ ଜରିଆରେ ମଣିପୁର ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।ଏହି ସମୟରେ ସେ ଜନତାଙ୍କୁ...
କରୋନା ପ୍ରଭାବ: ଦୋକାନରେ ଚା’ ନୁହେଁ ମିଳୁଛି ଏହି ଜିନିଷ
ବାରାଣସୀ,୨୩।୭: ଚା’ କିମ୍ବା କଫି ଦୋକାନ ବିଷୟରେ ସମସ୍ତେ ଅବଗତ ଥିବେ। କିନ୍ତୁ କାଢା ଦେକାନ ବିଷୟରେ ଖୁବ୍ କମ ଲୋକ ଜାଣିଥିବେ। ଉତ୍ତର ପ୍ରଦେଶର କାଶୀରେ ଚା’ ବଦଳରେ ଏବେ କାଢା ପିଇବାର କ୍ରେଜ୍ ଦେଖିବାକୁ ମିଳିଛି। ଲୋକେ...
Archives


