ଜାତୀୟ

ଅହମଦାବାଦ-ସୁରଟ ମେଟ୍ରୋ ପ୍ରୋଜେକ୍ଟର ଶୁଭାରମ୍ଭ କଲେ ମୋଦି

ନୂଆଦିଲ୍ଲୀ,୧୮ ।୧: ଗୁଜରାଟର ସୁରଟ ଓ ଅହମଦାବାଦ ସହର ପାଇଁ ସୋମବାର ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଅର୍ଥାତ୍ ୧୮ ଜାନୁୟାରୀରେ ଭିଡିଓ କନଫରେନ୍ସିଂ ଜରିଆରେ ଅହମଦାବାଦ ମେଟ୍ରୋ ରେଲ ପରିଯୋଜନାର ଦ୍ୱିତୀୟ ଭାଗ…

ଏବେ ମିଳିବନି ଥଣ୍ଡାରୁ ମୁକ୍ତି

ନୂଆଦିଲ୍ଲୀ,୧୮ ।୧: ଦେଶର କିଛି ଅଞ୍ଚଳରେ ହାଡଭଙ୍ଗା ଶୀତ ପଡିଛି । ଉତ୍ତର ଭାରତରେ ବେଳକୁ ବେଳ ଥଣ୍ଡାର ପରିମାଣ ବଢିବାରେ ଲାଗିଛି । ଏହାସହ ଘନ କୁହୁଡି ମଧ୍ୟ ଦେଖାଦେଇଛି । ଏହାକୁ ଦେଖି ପାଣିପାଗ ବିଭାଗ ଅନୁମାନ କରିଛି…

ବରଙ୍କଠାରୁ ୬ ଲକ୍ଷ ଲୁଟି ନେଲେ କନ୍ୟା

ଲକ୍ଷ୍ନୌ,୧୮।୧: ଉତ୍ତରପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ କନ୍ୟା ବିବାହ ପୂର୍ବରୁ ବରଙ୍କଠାରୁ ୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏହି ଟଙ୍କାରେ ସେ ଶପିଂ କରି ପରେ ଫେରାର ହୋଇ ଯାଇଛନ୍ତି। ମନୋଜ ଅଗ୍ରଓ୍ବାଲ ନାମକ ଜଣେ…

କରୋନା ଟିକା ଯୋଗୁ ଓ୍ବାର୍ଡ ବୟଙ୍କ ହୋଇନି ମୃତ୍ୟୁ: ପୋଷ୍ଟମୋର୍ଟମ ରିପୋର୍ଟ

ମୋରାଦାବାଦ୍‌,୧୮।୧: କରୋନା ଟିକା ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଉତ୍ତରପ୍ରଦେଶ ମୋରାଦାବାଦ୍‌ରେ ଜିଲା ହସ୍ପିଟାଲରେ କାମ କରୁଥିବା ୪୬ ବର୍ଷ ବୟସ୍କ ଓ୍ବାର୍ଡ ବୟ ମହିପାଳ ସିଂଙ୍କୁ ଜାନୁୟାରୀ ୧୬ରେ କରୋନା ଟିକା ଦିଆଯାଇଥିଲା। ଟିକା ନେବାର କିଛି…

ଦିଲ୍ଲୀରେ ୧୦ ମାସ ପରେ ଖୋଲିଲା ସ୍କୁଲ

ନୂଆଦିଲ୍ଲୀ,୧୮।୧: କରୋନା ମହାମାରୀ ସଂକ୍ରମଣ ଯୋଗୁ ରାଜଧାନୀ ଦିଲ୍ଲୀରେ ଗତ ୧୦ ମାସ ଧରି ସ୍କୁଲ ବନ୍ଦ ରହିଥିଲା। ତେବେ ସୋମବାର ସ୍କୁଲ ଖୋଲିଛି। ଏନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ସେମାନେ ବିଜୟ ସୂଚକ ଚିହ୍ନ ଦେଖାଇ ସ୍କୁଲରେ…

ଅର୍ଣ୍ଣବଙ୍କ ହ୍ବାଟ୍ସଆପ୍‌ ଚାଟ୍‌ ଲିକ୍‌କୁ ନେଇ ଝଡ଼

ନୂଆଦିଲ୍ଲୀ, ୧୮।୧: ରିପବ୍ଲିକ୍‌ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ ଏବଂ ଟେଲିଭିଜନ ରେଟିଂ ସଂସ୍ଥା ବିଏଆର୍‌ସିର ପୂର୍ବତନ ସିଇଓ ପାର୍ଥୋ ଦାସଗୁପ୍ତାଙ୍କ ମଧ୍ୟରେ ହୋଇଥିବା ହ୍ବାଟ୍ସଆପ୍‌ ଚାଟିଂର ସ୍କ୍ରିନ୍‌ଶଟ୍‌ ସୋସିଆଲ ମିଡିଆରେ ଲିକ୍‌ ଘଟଣାକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି…

ଫେସ୍‌ବୁକ୍‌, ଟୁଇଟର ଅଧିକାରୀଙ୍କୁ ସମନ

ନୂଆଦିଲ୍ଲୀ, ୧୮।୧: ସୋସିଆଲ ମିଡିଆ କମ୍ପାନୀ ଫେସ୍‌ବୁକ୍‌ ଓ ଟୁଇଟର୍‌ର ଅଧିକାରୀମାନଙ୍କୁ ସୂଚନା ପ୍ରଯୁକ୍ତି ସମ୍ପର୍କିତ ସଂସଦୀୟ କମିଟି ରବିବାର ସମନ ଜାରି କରିଛି। ସେମାନଙ୍କୁ ୨୧ରେ ହାଜର ହେବା ଲାଗି କୁହାଯାଇଛି। ନାଗରିକମାନଙ୍କ ଅଧିକାରର ସୁରକ୍ଷା ଓ ସୋସିଆଲ୍‌ ତଥା…

‘ଜିଦି ଛାଡ଼ନ୍ତୁ କୃଷକ’

ନୂଆଦିଲ୍ଲୀ, ୧୮।୧: ନୂଆ କୃଷି ଆଇନ ପ୍ରତ୍ୟାହାର ନ କରିବା ଆଭିମୁଖ୍ୟକୁ କେନ୍ଦ୍ର ସରକାର ରବିବାର ପୁଣିଥରେ ଦୋହରାଇଛନ୍ତି। କୃଷକମାନେ ଆଇନ ପ୍ରତ୍ୟାହାର ଜିଦି ଛାଡନ୍ତୁ ବୋଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି। ୧୯ରେ ହେବାକୁ ଥିବା ଦଶମ…

ଭାରତ ପାଇଁ ସତର୍କ ଘଣ୍ଟି

ନୂଆଦିଲ୍ଲୀ, ୧୮।୧: ମହାମାରୀ କରୋନା ମୁଣ୍ଡ ପରେ ମୁଣ୍ଡ ଗଡ଼ାଇ ଚାଲିଥିବାବେଳେ ସମସ୍ତଙ୍କ ଅପେକ୍ଷା ଥିଲା ଟିକାକୁ। ସଂକ୍ରମଣର ପ୍ରାୟ ବର୍ଷେ ପରେ ଆମେରିକା, ବ୍ରିଟେନ, ରୁଷିଆ, ଚାଇନା ସମେତ ବିଶ୍ୱର ବିଭିନ୍ନ ଦେଶକୁ ଭାକ୍ସିନ୍‌ ଆସିଛି। କୋଭିଡ୍‌ ମହାମାରୀ ବିରୋଧରେ…

ଦେଶରେ ଦିନକୁ ନିର୍ମାଣ ହେଉଛି ହାରାହାରି ୭୬ କିମି ଏନ୍‌ଏଚ୍‌ ରାସ୍ତା

ନୂଆଦିଲ୍ଲୀ,୧୭।୧: ଚଳିତ ଜାନୁୟାରୀର ଗତ ସପ୍ତାହ ସୁଦ୍ଧା ହାଇଓ୍ବେ (ଏନ୍‌ଏଚ୍‌) ନିର୍ମାଣ କାର୍ଯ୍ୟ ରେକର୍ଡ ଛୁଇଁଛି। ଜାନୁୟାରୀ ୮ ତାରିଖ ସୁଦ୍ଧା ଦେଶରେ ଦିନକୁ ୭୬ କିମି ହାଇଓ୍ବେ ରାସ୍ତା ନିର୍ମାଣ ହୋଇଛି। ଏ ନେଇ ରବିବାର ସୂଚନା ଦେଇଛି ରାଜପଥ…

ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟିର ପ୍ରଥମ ବୈଠକ ୧୯ରେ

ନୂଆଦିଲ୍ଲୀ,୧୭।୧: କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ ଜାରି ରହିଥିବା ଅଚଳାବସ୍ଥା ଦୂର କରିବା ଲାଗି ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟିର ପ୍ରଥମ ବୈଠକ ପୁସା କ୍ୟାମ୍ପସଠାରେ ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବ। ଏ ନେଇ କମିଟିର ଜଣେ ସଦସ୍ୟ…

କଂଗ୍ରେସ ଉପରେ ଭରସା କରନ୍ତୁ ନାହିଁ: ଅମିତ ଶାହା

ବେଙ୍ଗାଲୁରୁ,୧୭।୧: କେନ୍ଦ୍ର ସ୍ବରାଷ୍ଟ୍ର୍ୟ ମନ୍ତ୍ରୀ ଅମିତ ଶାହା ରବିବାର କଂଗ୍ରେସ ଉପରେ ବର୍ଷିଛନ୍ତି। କର୍ନାଟକର ବଗାଲକୋଟରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବାବେଳେ ସେ କହିଛନ୍ତି ଯେ,କଂଗ୍ରେସକୁ ଆଦୌ ବିଶ୍ୱାସ କରନ୍ତୁ ନାହିଁ, ଟିକା ନେବା ସମୟ ଯେତେବେଳେ ଆସିବ ସେତେବେଳେ ଟିକା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri