ମମତା ଗଡକୁ ଡେଇଁଲେ ଉଦ୍ଧବ
ମୁମ୍ବାଇ,୧୭।୧: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଶିବସେନା ଘୋଷଣା କରିଛନ୍ତି। ଶିବସେନା ଏମ୍ପି ସଞ୍ଜୟ ରାଉତ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ସେ ଟୁଇଟ ଯୋଗେ କହିଛନ୍ତି- ଏହି ଖବର ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲା। ଦଳର…
୨୦୨୪ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଚାଲିବ ଚାଷୀ ଆନ୍ଦୋଳନ – କୃଷକ ନେତା
ନାଗପୁର,୧୭।୧: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନ ୨୦୨୪ ମେ’ ପର୍ଯ୍ୟନ୍ତ ଜାରି ରହିବ। ଏଥି ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ଆନ୍ଦୋଳନରତ କୃଷକମାନେ। ଏଭଳି ମନ୍ତବ୍ୟ ଦେଇ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି ଭାରତୀୟ…
ପାଠ ନ ପଢିବାରୁ ଝିଅକୁ ଏଭଳି ଦଣ୍ଡ ଦେଲେ ପିତା, ଜାଣିଲେ ଥରିବ ହୃଦୟ
କୋଲକତା,୧୭।୧: ସାଧାରଣତଃ ମାତାପିତାମାନେ ନିଜ ପିଲାମାନଙ୍କର ସୁରକ୍ଷାକାରୀ ଏବଂ ଶୁଭଚିନ୍ତକ ହୋଇଥାନ୍ତି। ଏପରି ପରିସ୍ଥିତିରେ, ଯଦି ପିତା ନିଜ ପିଲାମାନଙ୍କ ପ୍ରତି ନିଷ୍ଠୁର ତେବେ କ’ଣ କୁହାଯାଇପାରେ। ପଶ୍ଚିମବଙ୍ଗର ଦୁର୍ଗାପୁରରୁ ଏଭଳି ପିତାଙ୍କ ନିଷ୍ଠୁର ଆଚରଣ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ…
କରୋନା ଟିକାନେଇ ମେଡିକାଲ ସିକ୍ୟୁରିଟି ଗାର୍ଡ ଗୁରୁତର
ନୂଆଦିଲ୍ଲୀ,୧୭।୧: ଶନିବାର ଦେଶରେ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଯାଇଛି। ଦିଲ୍ଲୀରେ ପ୍ରଥମ ଦିନରେ ୪୩୧୯ ସ୍ବାସ୍ଥ୍ୟ କର୍ମୀ ଟିକାକରଣ କରିଥିଲେ। ଟିକା ନେଇ ଜଣେ ୨୨ ବର୍ଷିୟ ମେଡିକାଲ ସିକ୍ୟୁରିଟି ଗାର୍ଡ ଗୁରୁତର ହୋଇ ଅଲ୍ ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ ଅଫ୍…
ଆଇନ ପ୍ରତ୍ୟାହାର ଛଡା ଅନ୍ୟ କିଛି ବିକଳ୍ପ କୁହନ୍ତୁ କୃଷକ: କୃଷି ମନ୍ତ୍ରୀ
ନୂଆଦିଲ୍ଲୀ,୧୭।୧: କୃଷି ଆଇନ୍ ରଦ୍ଦକୁ ନେଇ କୃଷକ ସଂଗଠନ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟ ତୁ ତୁ ମେ ମେ ଜାରି ରହିଛି। ରବିବାର କୃଷକ ଆନ୍ଦୋଳନ ୫୩ତମ ଦିନରେ ପହଞ୍ଚିଥିବାବେଳେ ଏପର୍ଯ୍ୟନ୍ତ କୌଣସି ସମାଧାନର ବାଟ ଫିଟିନାହିଁି। କେନ୍ଦ୍ର କୃଷି…
୧ କୋଟି ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡିଲେ ରେଳ ଅଧିକାରୀ
ନୂଆଦିଲ୍ଲୀ,୧୭।୧:ସିବିଆଇ ଜାଲରେ ରେଳ ଅଧିକାରୀ। ୧ କୋଟି ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡିଛନ୍ତି ବରିଷ୍ଠ ରେଳ ଅଧିକାରୀ ମହେନ୍ଦ୍ର ସିଂ ଚୌହାନ। ତାଙ୍କ ସହ ଅନ୍ୟ ୨ଜଣଙ୍କୁ ମଧ୍ୟ ଏହିୀ ମାମଲାରେ ଧରାପଡିଛନ୍ତି। ସେମାନଙ୍କଠାରୁ ୧ କୋଟି ଟଙ୍କା ଜବତ କରାଯାଇଛି।…
ତ୍ରିପୁରା କଂଗ୍ରେସ ଅଧ୍ୟକ୍ଷଙ୍କ ଉପରେ ଆକ୍ରମଣ: ଟାର୍ଗେଟରେ ଭାଜପା
ଅଗରତାଲା,୧୭ ।୧: ତ୍ରିପୁରାର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପିୟୁସ କାନ୍ତି ବିଶ୍ୱାସଙ୍କ ଉପରେ ରବିବାର ସିପାହିଜାଲା ଜିଲାରେ ଆକ୍ରମଣ ହୋଇଛି । ଏଥିରେ ତାଙ୍କର କାର୍ ଭାଙ୍ଗିରୁଜି ଯିବା ସହ ବିଶ୍ୱାସଙ୍କ ମୁଣ୍ଡରେ ଆଘାତ ଲାଗିଛି । ଏହାସହ ତାଙ୍କ ଶରୀରର…
ଜି-୭ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଯୋଗଦେବାକୁ ଆମନ୍ତ୍ରଣ
ନୂଆଦିଲ୍ଲୀ,୧୭।୧: ଆସନ୍ତା ଜୁନରେ ବ୍ରିଟେନରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଯୋଗ ଦେବାକୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସ୍ନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମନ୍ତ୍ରଣ କରିଛନ୍ତି। ବିଶ୍ବର ପ୍ରମୁଖ ଗଣତାନ୍ତ୍ରିକ ବିକଶିତ ଦେଶଙ୍କ ସଂଗଠନ ହେଲା ଜି-୭ । ଏହାର…
ସାଧାରଣତନ୍ତ୍ର ଦିବସ ପାଇଁ ରାଜଧାନୀରେ ହାଇ ଆଲର୍ଟ
ନୂଆଦିଲ୍ଲୀ,୧୭ ।୧: ସାଧାଣତନ୍ତ୍ର ଦିବସ ପାଇଁ ରାଜଧାନୀ ଦିଲ୍ଲୀରେ କଡା ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ କରାଗଲାଣି । କୌଣସି ବି ଆକ୍ରମଣ ଘଟଣାକୁ ରୋକିବା ପାଇଁ ଦିଲ୍ଲୀ ପୋଲିସ ହାଇ ଆଲର୍ଟରେ ରହିଛି । ସାଧାରଣତନ୍ତ୍ର ଦିବସକୁ ନେଇ ପୋଲିସ ପକ୍ଷରୁ…
ପ୍ରେମିକଙ୍କ ସହ ଫୋନ୍ରେ କଥା ହେଉଥିଲେ ଝିଅ, ବାପା ମନା କରିବାରୁ ଘଟାଇଲେ ଏମିତି କାଣ୍ଡ
ଭୋପାଳ,୧୭।୧: ମଧ୍ୟପ୍ରଦେଶର ବୈତୁଲରୁ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ପ୍ରେମିକ ସହ କଥା ନ ହେବା ପାଇଁ ଝିଅକୁ ବାପା ମନା କରିବାରୁ ନାବାଳିକା ଝିଅଟି ପ୍ରେମିକ ଏବଂ ବନ୍ଧୁଙ୍କ ସହ ମିଶି ନିଜ ବାପାଙ୍କୁ ହତ୍ୟା କରିଛନ୍ତି। ଏହି…
ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି: ଜରୁରିକାଳୀନ ଅବତରଣ କଲା ଇଣ୍ଡିଗୋ ବିିମାନ
ଭୋପାଳ,୧୭।୧: ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଇଣ୍ଡିଗୋର ଏକ ଯାତ୍ରୀବାହୀ ବିମାନକୁ ରବିବାର ମଧ୍ୟପ୍ରଦେଶର ଭୋପାଳ ବନ୍ଦରରେ ଜରୁରିକାଳୀନ ଅବତରଣ କରାଯାଇଛି। ବିମାନରେ ଥିବା ସମସ୍ତ ୧୭୨ ଯାତ୍ରୀ ସୁରକ୍ଷିତ ରହିଥିବା ବିମାନ ବନ୍ଦର ନିର୍ଦ୍ଦେଶକଙ୍କ ପକ୍ଷରୁ ସୂଚନା ଦିଆଯାଉଛି।…
ଆତଙ୍କବାଦ ପଥ ଛାଡ଼ି ଘର ବାହୁଡ଼ି ଆସନ୍ତୁ ଯୁବବର୍ଗ
ଶ୍ରୀନଗର,୧୭।୧: ଜମ୍ମୁ-କଶ୍ମୀରରେ ସ୍ଥିତିରେ ଧୀରେଧୀରେ ପରିବର୍ତ୍ତନ ଆସିବାରେ ଲାଗିଛି। ତେବେ ଏବେ ବି ଏଠାରେ ୨୧୭ ଆତଙ୍କବାଦୀ ଲୁଚି ରହିଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ଏହି ସଂଖ୍ୟା ସର୍ବନିମ୍ନ। ପାକିସ୍ତାନ ବିଭିନ୍ନ ପ୍ରଲୋଭନ ଦେଖାଇ ଏଠାକାର ଯୁବବର୍ଗଙ୍କୁ ଆତଙ୍କବାଦୀ ତାଲିମ…
Archives


