ମାତୃତ୍ୱ ଲାଭର ମାତ୍ର ୧୪ ଦିନ ପରେ ଶିଶୁକୁ କୋଳରେ ଧରି କାର୍ଯ୍ୟରେ ଯୋଗଦେଲେ ଏସ୍ଡିଏମ୍
ଗାଜିଆବାଦ,୧୩ ।୧୦: ନିଜ କାର୍ଯ୍ୟକୁ ଅଗ୍ରାଧିକାର ଦେଉଥିବା ଜଣେ କତ୍ତ;ର୍ବ୍ୟନିଷ୍ଠା ମହିଳା ସବ୍ଡିଭିଜନାଲ ମାଜିଷ୍ଟ୍ରେଟ ମାତୃତ୍ୱ ଲାଭର ମାତ୍ର ୧୪ ଦିନ ପରେ ନବଜାତକକୁ କୋଳରେ ଧରି କାର୍ଯ୍ୟରେ ଯୋଗ ଦେଇଛନ୍ତି । ଉତ୍ତର ପ୍ରଦେଶ ମୋଦିନଗର ସବ୍ଡିଭିଜନାଲ ମାଜିଷ୍ଟ୍ରେଟ ସୌମ୍ୟା…
୨ଟି ଚ୍ୟାନେଲ ବିରୋଧରେ ବଲିଉଡ୍ର ୩୮ ପ୍ରଡକ୍ସନ ହାଉସ୍ ହାଇକୋର୍ଟରେ ଦାଖଲ କଲେ ଅଭିଯୋଗପତ୍ର
ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ତାଙ୍କ ପ୍ରଶଂସକମାନେ ବଲିଉଡ୍କୁ ଘେରି ଯାଇଛନ୍ତି। ଏମିତି କେତୋଟି ମିଡିଆ ହାଉସ୍ ରହିଛି, ଯାହାକି ବଲିଉଡ୍ର ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରିଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅପମାନ କରିବା ସହ ଖରାପ ଭାଷା…
ଚଳିତ ବର୍ଷ ଜମ୍ମୁ କଶ୍ମୀରରେ ଶହୀଦ ହୋଇଛନ୍ତି ୫୫ ସୁରକ୍ଷାକର୍ମୀ
ଶ୍ରୀନଗର, ୧୨।୧୦: ଚଳିତ ବର୍ଷ ଜମ୍ମୁ କଶ୍ମୀରରେ ୭୫ଟି ସଫଳ ଅପରେସନ ହୋଇଛି ବୋଲି ୟୁନିୟନ ଟେରିଟୋରୀ ପୋଲିସ ମହାନିର୍ଦ୍ଦେଶକ ଦିଲ୍ବାଗ ସିଂ ସୋମବାର କହିଛନ୍ତି। ଏହି ଅପରେସନରେ ୧୮୦ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଅପରପକ୍ଷେ ୫୫ ଜଣ ସୁରକ୍ଷାକର୍ମୀ…
ଟିକେଟ୍ ନ ମିଳିବା ପରେ କାନ୍ଦି ପକାଇଲେ ଏହି ବିଧାୟକ
ପାଟନା, ୧୨।୧୦: ବିହାର ପାଟନାର ଓରାଇ ବିଧାନସଭାର ଆର୍ଜେଡି ବିଧାୟକ ସୁରେନ୍ଦ୍ର କୁମାରଙ୍କ ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ସେ ଭୋ ଭୋ ହୋଇ କାନ୍ଦୁଥିବାର ଦେଖିବାକୁ ମିଳିଛି। ଭିଡିଓରେ କେବଳ ବିଧାୟକ ନୁହନ୍ତି…
ପ୍ଲାଷ୍ଟିକ କାରଖାନାରେ ଅଗ୍ନିକାଣ୍ଡ
କୋଲକାତା, ୧୨।୧୦-ଉତ୍ତର କୋଲକାତାର ଚିତ୍ପୁର ଅଞ୍ଚଳରେ ଥିବା ଏକ ପ୍ଲାଷ୍ଟିକ କାରଖାନାରେ ସୋମବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଖବରପାଇ ଅଗ୍ନିଶମ ବିଭାଗର ୧୦ଟି ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଚଳାଇଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ଏହି ଅଘଟଣରେ…
ହାଥ୍ରସ ଗଣବଳାତ୍କାର ମାମଲା: ପୋଲିସର କାର୍ଯ୍ୟାନୁଷ୍ଠାନରେ ଅସନ୍ତୁଷ୍ଟ ହାଇକୋର୍ଟ; ଆସନ୍ତା ୨ରେ ପରବର୍ତ୍ତୀ ଶୁଣାଣି
ଲକ୍ଷ୍ନୌ,୧୨।୧୦: ଉତ୍ତରପ୍ରଦେଶ ହାଥ୍ରାସ ଗଣବଳାତ୍କାର ମାମଲାକୁ ନେଇ ସୋମବାର ଆହ୍ଲାବାଦ ହାଇକୋର୍ଟରେ ଶୁଣାଣି ହୋଇଛି। କୋର୍ଟରେ ପୀଡ଼ିତାଙ୍କ ପରିବାର ଓ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ କେତେକ ଅଧିକାରୀ ଉପସ୍ଥିତ ଥିଲେ। ସୁରକ୍ଷା ଦୃଷ୍ଟିରୁ କୋର୍ଟ ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ…
କଂଗ୍ରେସ ଉପରେ ବର୍ଷିଲେ ଶିବରାଜ
ଭୋପାଳ,୧୨ ।୧୦: କଂଗ୍ରେସ ନେତା ଦିନେଶ ଗୁର୍ଜର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଉପରେ ଭୂମି ଅଧିଗ୍ରହଣ କରିଥିବା ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଶିବରାଜଙ୍କ ପାଖେ ପୂର୍ବରୁ ମାତ୍ର ୫ ଏକର ଜମି ଥିଲା ହେଲେ ଏବେ…
ବିହାର ନିର୍ବାଚନ: ଷ୍ଟାର ପ୍ରଚାରକ ତାଲିକାରେ ନାମ ନ ଥିବାରୁ ଦୁଃଖ ପ୍ରକାଶ କଲେ ଭାଜପା ନେତା
ପାଟନା,୧୨ ।୧୦: ପାଖେଇ ଆସୁଛି ବିହାର ବିଧାନସଭା ନିର୍ବାଚନ । ଇତିମଧ୍ୟରେ ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କରାଯାଇଛି । ହେଲେ ଏହି ତାଲିକାରେ ଏମ୍ପି ରାଜୀବ ପ୍ରତାପ ରୁଡି ଓ ରାଷ୍ଟ୍ରୀୟ ପ୍ରବକ୍ତା ସøୟଦ…
ହିମାଚଳ ମୁଖ୍ୟମନ୍ତ୍ରୀ କରୋନାରେ ଆକ୍ରାନ୍ତ
ଶିମଲା,୧୨।୧୦: କରୋନା ଭାଇରସ୍ ଦେଶରେ ଆତଙ୍କ ଖେଳାଇ ଚାଲିଛି। ଦିନକୁ ଦିନ ହଜାର ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଛନ୍ତି। ଇତିମଧ୍ୟରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ଜୟରାମ ଠାକୁର କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ରିପୋର୍ଟ…
କୃଷି ଆଇନ: କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍କୋର୍ଟଙ୍କ ନୋଟିସ୍ ଜାରି, ୪ ସପ୍ତାହ ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ, ୧୨।୧୦: କୃଷି ଆଇନ ନେଇ ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ସୋମବାର କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରାଯାଇଛି। ଏହି ଆଇନର ବିରୋଧରେ ଦାଖଲ କରାଯାଇଥିବା ଆବେଦନର ବିଚାର କରି ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍ଡେଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ…
ପଦ୍ମ ଧରିଲେ ଖୁଶବୁ: ୧୦ ବର୍ଷରେ ତୃତୀୟ ଦଳରେ ସାମିଲ୍
ଚେନ୍ନାଇ, ୧୨।୧୦: ଅଭିନେତ୍ରୀ ଖୁଶବୁ ସୁନ୍ଦର ଭାଜପାରେ ସାମିଲ ହୋଇଛନ୍ତି। ତାମିଲନାଡୁର କଂଗ୍ରେସ ପ୍ରବକ୍ତା ଭାବେ ସେ କାର୍ଯ୍ୟ କରୁଥିଲେ। ତେବେ ଦଳୀୟ ଅସନ୍ତୋଷ ଯୋଗୁ ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ରାଜ୍ୟ କଂଗ୍ରେସରେ ଜାରି ରହିଥିବା…
କରୋନା ସଂକ୍ରମିତ, କଣ୍ଟେନମେଣ୍ଟଜୋନ୍ର ଛାତ୍ରୀଛାତ୍ରଙ୍କ ପାଇଁ ଅକ୍ଟୋବର ୧୪ରେ ହେବ ନିଟ୍ ପରୀକ୍ଷା
ନୂଆଦିଲ୍ଲୀ,୧୨ ।୧୦: କରୋନା ମହାମାରୀ ସଂକ୍ରମଣ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ନ୍ୟାଶନାଲ ଇଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ(ଏନ୍ଇଇଟି) ବା ନିଟ୍ ପରୀକ୍ଷା । ହେଲେ ଏହି ସମୟରେ ଯେଉଁ ପିଲାମାନେ କରୋନାରେ ସଂକ୍ରମିତ ହୋଇଥିଲେ ଅବା କଣ୍ଟେମେଣ୍ଟ ଜୋନ୍ରେ ରହୁଥିଲେ ସେମାନେ…
Archives


