ପୁଣିଥରେ ପାକିସ୍ତାନର ମନେ ପଡିଲା ପୂର୍ବ ପ୍ରକୃତି
ଶ୍ରୀନଗର,୭।୮: ପାକିସ୍ତାନ ସେନା ଦ୍ୱାରା ଶୁକ୍ରବାର ଜମ୍ମୁ-କଶ୍ମୀରର ନୌଗାମ ଓ ତାଙ୍ଗଧାର ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ପାକିସ୍ତାନ ପଟରୁ ହୋଇଥିବା ଗୁଳି ବର୍ଷଣ ଓ ମୋର୍ଟାର ମାଡ ସମୟରେ ୬ ଜଣ ସାଧାରଣ ନାଗରିକ ଆହତ ହୋଇଥିବା ସୂଚନା...
ମୁମ୍ବାଇ ଗଲେ ରହିବାକୁ ପଡିବ ୧୪ ଦିନ ଆଇସୋଲେଶନରେ
ମୁମ୍ବାଇ,୭।୮: କରୋନା ଭାଇରସର ସଂକ୍ରଣକୁ ଦେଖି ବ୍ରିହାନମୁମ୍ବାଇ ମହାନଗର ନିଗମ ବଡ ନିଷ୍ପତ୍ତି ନେଇଛି। ଏଥର ଯେଉଁମାନେ ବାହାରୁ ମୁମ୍ବାଇ ଯାତ୍ରା କରିବେ ସେମାନଙ୍କ ପାଇଁ ହୋମ ଆଇସୋଲେଶନ ଓ କ୍ୱାରାଣ୍ଟାଇନ ନିୟମରେ ପରିବର୍ତ୍ତନ କରାଯାଇଛି। ମହାନଗର ନିଗମ ପକ୍ଷରୁ...
ପଞ୍ଜାବ କଂଗ୍ରେସରେ କନ୍ଦଳ: ମୁଖ୍ୟମନ୍ତ୍ରୀଙ୍କୁ ପଦରୁ ହଟାଇବାକୁ ଦାବି
ନୂଆଦିଲ୍ଲୀ,୭।୮: ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ବିରୋଧରେ ରାଜ୍ୟସଭାର ୨ କଂଗ୍ରେସ ଏମ୍ପି ସ୍ବର ଉତ୍ତୋଳନ କରିଛନ୍ତି। ଏମାନେ ହେଲେ ପ୍ରତାପ ସିଂ ବାଜଓ୍ବା, ସମରେଶ ସିଂ ଡୁଲେ। ଶୁକ୍ରବାର ବାଜଓ୍ବା କହିଛନ୍ତି ଯଦି ରାଜ୍ୟରେ କଂଗ୍ରେସକୁ ବଞ୍ଚାଇ...
ମୁଲାୟମ ସିଂ ଯାଦବ ଅସୁସ୍ଥ
ଲକ୍ଷ୍ନୌ,୭।୮: ସମାଜବାଦୀ ପାର୍ଟି ନେତା ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍ ବିଗିଡି ଯାଇଛି। ତାଙ୍କୁ ଲକ୍ଷ୍ନୌର ମେଦାନ୍ତ ହସ୍ପିଟାଲରେ ଗୁରୁବାର ରାତିରୁ ଭର୍ତ୍ତି କରାଯାଇଛି। ପାକସ୍ଥଳୀ ଜନିତ ସମସ୍ୟା ଯୋଗୁ ତାଙ୍କୁ...
ଦିଲ୍ଲୀ ସରକାରଙ୍କ ଇ-ଯାନ ପଲିସି: ମିଳିବ ୩୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି
ନୂଆଦିଲ୍ଲୀ,୭।୮: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣକୁ କମ୍ କରିବାକୁ ଏବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସରକାର ଇଲୋକ୍ଟ୍ରନିକ୍ସ ଯାନ ଉପରେ ଗୁରୁତ୍ୱ ଦେବାକୁ ଯାଉଛନ୍ତି। ଏ ସମ୍ପର୍କରେ ଆସିଥିବା ପଲିସିକୁ ନେଇ ଶୁକ୍ରବାର ଘୋଷଣା କରାଯାଇଛି। ଏରେ ରାଜଧାନୀବାସୀ ଇଲୋକ୍ଟ୍ରନିକ୍ସ ଯାନ...
ଲକ୍ଡାଉନରେ ୧୩ ଖଣ୍ଡ ପୁସ୍ତକ ରଚନା କଲେ ରାଜ୍ୟପାଳ
ଆଇଜଲ,୭।୮: କରୋନା ଭାଇରସ ସଂକ୍ରମଣକୁ ନେଇ ଦେଶରେ ଲାଗୁ କରାଯାଇଥିବା ଲକ୍ଡାଉନ ସମୟରେ କିଏ କେମିତି ସମୟ କାଟିଛନ୍ତି ତାହା ହୁଏତ ସମସ୍ତଙ୍କୁ ଅଳ୍ପ ବହୁତେ ଜଣାଥିବ। ଆମମାନଙ୍କ ମଧ୍ୟରୁ ଅଧିକାଂଶ ଲୋକେ ଘରେ ରହି ରହି ବିରକ୍ତି ଭାବ...
ଜମ୍ମୁ-କଶ୍ମୀରକୁ ମିଳିଲା ନୂଆ ଉପରାଜ୍ୟପାଳ
ଶ୍ରୀନଗର,୭।୮: ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ଶୁକ୍ରବାର ଜମ୍ମୁ-କଶ୍ମୀରର ନୂଆ ଉପରାଜ୍ୟପାଳ ଭାବେ ଶହପଥ ଗ୍ରହଣ କରିଛନ୍ତି। ପୂର୍ବତନ ଆଇଏଏସ୍ ଅଧିକାରୀ ଗିରିଶ ଚନ୍ଦ୍ର ମୂର୍ମୁଙ୍କ ସ୍ଥାନରେ ଏବେ ୬୧ବର୍ଷୀୟ ସିହ୍ନା ଦାୟିତ୍ୱ ସମ୍ଭାଳିବେ। ପୂର୍ବରୁ ମନୋଜ ସିହ୍ନା ନେତା...
ମୁନ୍ନାରରେ ଭୂସ୍ଖଳନରେ ୧୨ ମୃତ: ଚା’ ବଗିଚାର ୮୦ରୁ ଊର୍ଦ୍ଧ୍ୱ କର୍ମଚାରୀ ନିଖୋଜ
ମୁନ୍ନାର,୭।୮: କେରଳ ମୁନ୍ନାରରେ କିଛି ଦିନ ହେଲା ଲଗାତର ଭାବେ ମୂଷାଳଧାର ବର୍ଷା ହେଉଛି। ଏଥିଯୋଗୁ ଇଡୁକି ଜିଲାର ରାଜମଲାରେ ଶୁକ୍ରବାର ଭୂସ୍ଖଳନ ହୋଇଛି। ଏହି ଦୁର୍ଘଟଣାାରେ ୨୦ଟି ପରିବାରର ଘର ଉପରେ ଏକ ବଡ଼ ପାହାଡ଼ ପଡ଼ିଯାଇଛି। ଉକ୍ତ...
ରାଜଧାନୀର ମଦପ୍ରେମୀଙ୍କ ପାଇଁ ଖୁସି ଖବର: ଜାଣନ୍ତୁ…
ନୂଆଦିଲ୍ଲୀ,୭।୮: ମଦ ପ୍ରେମୀଙ୍କ ପାଇଁ ଖୁସିଖବର। ଦିଲ୍ଲୀ ସରକାର ରାଜଧାନୀରେ ୧ ଘଣ୍ଟା ଅଧିକ ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପଦକ୍ଷେପ ସରକାରଙ୍କ ରାଜସ୍ବ ମଧ୍ୟ ବୃଦ୍ଧି କରିବ ବୋଲି ଜଣେ ଅଧିକାରୀ କହିଛନ୍ତି। ଗୁରୁବାର ଅବକାରୀ...
କୃଷକଙ୍କ ପାଇଁ ଖୁସି ଖବର: ଆରମ୍ଭ ହେଲା ରେଳ ସେବା, ଜାଣନ୍ତୁ କ’ଣ ରହିଛି ସୁବିଧା
ନୂଆଦିଲ୍ଲୀ, ୭।୮: ଭାରତୀୟ ରେଳ ବିଭାଗ ଶୁକ୍ରବାର କିଷାନ୍ ରେଳ ସେବାର ଶୁଭାରମ୍ଭ କରିଛି। ଏହି ପାର୍ଶଲ ଟ୍ରେନ୍ ମହାରାଷ୍ଟ୍ରର ନାସିକ ଜିଲାର ଦେଭଲାଲୀରୁ ପାଟନାର ଦାନାପୁର ମଧ୍ୟରେ ଚାଲିଛି। କିଷାନ ରେଳ ସେବା ଦ୍ୱାରା କୃଷକମାନେ ଉପକୃତ ହେବେ...
ଭଗବାନଙ୍କ ଘରୁ ଚୋରି କରୁଥିବାବେଳେ ଚୋର ସହ ଘଟିଲା ଏମିତି
କୋଟା, ୭।୮: ରାଜସ୍ଥାନର କୋଟା ଜିଲାର ଭଟାଓ୍ବା ଅଞ୍ଚଳରେ ଥିବା ଅଖାଡା ବାଲାଜୀ ମନ୍ଦିରରୁ ଚୋରି ହୋଇଛି। ମନ୍ଦିରର ଦାନବାକ୍ସରୁ ବଡ ରକମର ରାଶି ଚୋରି ହୋଇଛି। ମନ୍ଦିର ପରିସରରେ ଲଗାଇଯାଇଥିବା ସିସିଟିଭିରୁ ଚୋରି ବେଳରୁ ଦୃଶ୍ୟ କଏଦ ହୋଇଯାଇଛି।...
ପ୍ରେମ ବିବାହ କରିବାରୁ ଯୁବତୀଙ୍କୁ ମିଳିଲା ଏମିତି ଦଣ୍ଡ, ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଜୟପୁର, ୭।୮: ରାଜସ୍ଥାନର ବାଂଶଓ୍ବାଡାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବତୀ ନିଜ ପ୍ରେମିକଙ୍କ ସହ ବିବାହ କରିବା ମହଙ୍ଗା ପଡିଛି। ପ୍ରେମ ବିବାହକୁ ବିରୋଧ କରି ଖାପ୍ ପଞ୍ଚାୟତ ଯୁବତୀଙ୍କୁ ସାର୍ବଜନୀନ ସ୍ଥାନରେ ଘରୁ ଟାଣି ଆଣି...
Archives


