୭୪୦ ଟନ୍ ବାରୁଦ ଗଦାରେ ଚେନ୍ନାଇ: ସତର୍କ ସୂଚନା ଜାରି
ଚେନ୍ନାଇ, ୮।୮: ଲେବାନନ୍ର ବେରୁଟ୍ରେ ୨୭୫୦ ଟନ୍ ଏମୋନିୟମ୍ ନାଇଟ୍ରେଟ୍ର ବିସ୍ପୋରଣ ହେବା ପରେ ଏହାର ଛାତିଥରା ଦୃଶ୍ୟ ସାରା ପୃଥିବୀରେ ଚହଳ ସୃଷ୍ଟି କରିଛି। ଏପରିସ୍ଥଳେ ତାମିଲନାଡୁର ଚେନ୍ନାଇରେ ୭୪୦ ଟନ୍ ଏମୋନିୟମ୍ ନାଇଟ୍ରେଟ୍ ବାରୁଦ ଗଦା ହୋଇ...
୧୦ ଦିନରେ ୫ ଲକ୍ଷରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ, ୮।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଲଗାତାର ୧୦ ଦିନ ଧରି ଦେଶରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାରରୁ ଅଧିକ ରହିଛି। ଫଳରେ ୫...
ଶପଥ ନେଲେ ମୁର୍ମୁ
ନୂଆଦିଲ୍ଲୀ,୮।୮: ଜମ୍ମୁ-କଶ୍ମୀରର ପୂର୍ବତନ ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ ଶନିବାର ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ(ସିଏଜି) ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁର୍ମୁଙ୍କୁ ଶପଥପାଠ କରାଇଛନ୍ତି। ଏହି...
ଗୋଲ୍ଡ ମେଡାଲିଷ୍ଟ ଫାଇଟର ପାଇଲଟଙ୍କ ମୃତ୍ୟୁ
ନୂଆଦିଲ୍ଲୀ, ୮।୮: କୋଜିକୋଡ଼େରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାରେ ଗୋଲ୍ଡ ମେଡାଲିଷ୍ଟ ଫାଇଟର ପାଇଲଟ୍ ଭାସନ୍ତ ସାଥେଙ୍କର ମୃତ୍ୟୁ ଘଟିଛି। ଶେଷ ପର୍ଯ୍ୟନ୍ତ ବିମାନକୁ ସୁରକ୍ଷିତ ଲ୍ୟାଣ୍ଡି କରିବାକୁ ସେ ପ୍ରୟାସ କରିଥିଲେ। ମାତ୍ର ଅସଫଳ ରହିଥିଲେ। ସେ ପୂର୍ବରୁ...
‘ନୂତନ ଶିକ୍ଷାନୀତି ନୂଆ ଭାରତର ମୂଳଦୁଆ’
ନୂଆଦିଲ୍ଲୀ, ୮।୮(ପି.ଟି.): ନୂତନ ଜାତୀୟ ଶିକ୍ଷାନୀତି ନବଭାରତର ମୂଳଦୁଆ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିବା ସହିତ ଏଥିରେ ଥିବା ସଂସ୍କାରକୁ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେବା ପାଇଁ ସମସ୍ତ ଷ୍ଟେକ୍ ହୋଲ୍ଡରଙ୍କୁ ଅନୁରୋଧ କରିଛନ୍ତି। କ’ଣ ଚିନ୍ତା କରିବାକୁ...
ପିଆଇଏଲ୍ ଶୁଣାଣି କରିବେନି ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୮ା୮: ଚାଇନାର ଶାସକ କମ୍ୟୁନିଷ୍ଟ ପାର୍ଟି ଅଫ୍ ଚାଇନା (ସିପିସି) ସହ କଂଗ୍ରେସର ଚୁକ୍ତିକୁ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ଦ୍ୱାରା ତଦନ୍ତ କରାଯାଉ ବୋଲି ଏକ ଜନସ୍ବାର୍ଥ ମାମଲା(ପିଆଇଏଲ୍) ସୁପ୍ରିମକୋର୍ଟରେ ଦାଏର ହୋଇଥିଲା। ସର୍ବୋଚ୍ଚ ଅଦାଲତ ଶୁକ୍ରବାର...
ପ୍ରଦୀପ ଜୋଷୀ ୟୁପିଏସ୍ସି ଅଧ୍ୟକ୍ଷ
ନୂଆଦିଲ୍ଲୀ, ୮।୮(ପି.ଟି.):ଦେଶରେ ସିଭିଲ୍ ସର୍ଭିସ୍ ପରୀକ୍ଷା ପରିଚାଳନା କରୁଥିବା ୟୁନିୟନ ପବ୍ଲିକ୍ ସର୍ଭିସ୍ କମିଶନ (ୟୁପିଏସ୍ସି)ର ନୂତନ ଅଧ୍ୟକ୍ଷ ଭାବେ ଶିକ୍ଷାବିତ୍ ପ୍ରଫେସର ପ୍ରଦୀପ କୁମାର ଜୋଷୀଙ୍କୁ ଶୁକ୍ରବାର ନିଯୁକ୍ତି ଦିଆଯାଇଛି। ସେ ଅରବିନ୍ଦ ସାକ୍ସେନାଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ...
ଭୂସ୍ଖଳନରେ ୧୮ ମୃତ, ୬୭ ନିଖୋଜ
ଥିରୁଭାନନ୍ତପୁରମ୍, ୮।୮: କେରଳର ଇଡୁକ୍କି ଜିଲାରେ ଶୁକ୍ରବାର ସକାଳେ ପ୍ରବଳ ବର୍ଷାଜନିତ ଭୂସ୍ଖଳନ ଯୋଗୁ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ୧୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମୁନ୍ନାରସ୍ଥିତ ଟାଟା ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ୬୭...
ପ୍ରଥମ ଥର ୧୦୦ ବିଲିୟନ ଡଲାର କ୍ଲବରେ ସାମିଲ ହେଲେ ଜୁକରବର୍ଗ
ନୂଆଦିଲ୍ଲୀ,୮।୮: ଫେସ୍ବୁକର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ପ୍ରଥମ ଥର ୧୦୦ ବିଲିୟନ ଡଲାର ସମ୍ପତ୍ତିର ବ୍ୟବସାୟୀଙ୍କ ତାଲିକାରେ ସାମିଲ ହୋଇଛନ୍ତି। ଫେସ୍ବୁକର ଇଙ୍କ୍ ଶେୟାରର ବୃଦ୍ଧି ଯୋଗୁ ତାଙ୍କ ସମ୍ପତ୍ତି ମଧ୍ୟ ବୃଦ୍ଧି ପାଇଛି। ବ୍ଲୁମବର୍ଗ ବିଲେନିୟର୍ସ ଇଣ୍ଡେକ୍ସର ରିପୋର୍ଟ...
ବୟସ୍କ କଳାକାରଙ୍କ ପାଇଁ ଖୁସିଖବର
ମୁମ୍ବାଇ,୭।୮: ଦେଶରେ କରୋନା ଆତଙ୍କ ଜାରି ରହିଛି। କରୋନାକୁ ସହ ମୁକାବିଲା ପାଇଁ କେନ୍ଦ୍ର ସରକାର ସମଗ୍ର ଦେଶରେ ଲକ୍ଡାଉନ ଜାରି କରିଛନ୍ତି। ଅଗଷ୍ଟ ୧ରୁ ଦେଶରେ ଅନ୍ଲକ୍-୩ ଜାରି ରହିଥିବା ବେଳେ କେତେକ କଟକଣାକୁ କୋହଳ କରାଯାଇଛି। କଟକଣା...
କେରଳରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଦୁର୍ଘଟଣାଗ୍ରସ୍ତ
ଥିରଭାନନ୍ତପୁରମ,୭।୮-କେରଳର କୋଝିକୋଡ ବିମାନ ବନ୍ଦରରେ ଶୁକ୍ରବାର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁବାଇରୁ ୧୯୦ ଯାତ୍ରୀଙ୍କୁ ନେଇ କେରଳର କୋଝିକୋଡକୁ ଆସୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଦୁର୍ଘଟଣାର ଶିକାର ହୋଇଛି। ସଂଧ୍ୟା ୭ଟା ୪୫ରେ ଏହି ଦୁର୍ଘଟଣା ଘଟିଥିବା ଏଏନଆଇ...
ହିମାଳୟରେ ତରଳିବ ୮୫ ପ୍ରତିଶତ ବରଫ!
ଶ୍ରୀନଗର,୭।୮: ଜଳବାୟୁ ପରିବର୍ତ୍ତନ କାରଣରୁ ଏବେ ଜମ୍ମୁ-କଶ୍ମୀର ଓ ଲଦ୍ଦାଖରେ ଏହାର ପ୍ରଭାବ ଅନୁଭୁତ ହେବାକୁ ଯାଉଛି। ଏବେକାର ଜଳବାୟୁକୁ ଦେଖି ବିଶେଷଜ୍ଞମାନେ ଏହି ଅନୁମାନ ଲଗାଇଛନ୍ତି। ଯଦି ଏହା ଅପରିବର୍ତ୍ତିତ ରହିଲା ତେବେ ୨୧୦୦ ମସିହା ବେଳକୁ ଜମ୍ମୁ-କଶ୍ମୀର...
Archives


