ଜାତୀୟ

ବନ୍ୟାରେ ଭିଜି ଗଲା ବିବାହ ଟଙ୍କା: ରାସ୍ତାରେ ଶୁଖାଉଛନ୍ତି ପରିବାର ସଦସ୍ୟ

ମୁମ୍ବାଇ, ୨।୯: ବନ୍ୟା ଯୋଗୁ ଲୋକଙ୍କର ବହୁ କ୍ଷତି ହୋଇଛି। ମହାରାଷ୍ଟ୍ରରେ ଲଗାଣ ବର୍ଷା ଯୋଗୁ ଲୋକଙ୍କ ଆସବାବପତ୍ର ପାଣିରେ ନଷ୍ଟ ହୋଇଯାଇଛି। ସ୍ଥାନୀୟ ଭଣ୍ଡାରାରେ ଜଣେ ଲୋକ ଝିଅ ବାହାଘର ପାଇଁ ସଞ୍ଚିତ ରଖିଥିବା ଟଙ୍କା ପାଣିରେ ଭିଜି...

କପିଲଙ୍କୁ ଭାଜପାରେ ଯୋଗଦେବାକୁ ପରାମର୍ଶ ଦେଲେ ଅଠଓ୍ବାଲେ

ନୂଆଦିଲ୍ଲୀ,୨।୯: କଂଗ୍ରେସରେ ଚିଠିକୁ ନେଇ ବିବାହ ସୃଷ୍ଟି ହୋଇଥିବାବେଳେ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠୱାଲେ ଏଥିରୁ ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି। ସେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଏବଂ କପିଲ ସିବଲଙ୍କୁ କଂଗ୍ରେସ ଛାଡି ଭାଜପାରେ...

ରବର ଷ୍ଟାମ୍ପ୍‌ ଭଳି କାମ କରିବାକୁ ଚାହୁଁଛନ୍ତି ସରକାର…

ନୂଆଦିଲ୍ଲୀ, ୨।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୧୪ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ନ ରଖାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ତେବେ ଏହାକୁ ନେଇ...

ରାଜଧାନୀରେ ସର୍ବାଧିକ କରୋନା ଯୋଦ୍ଧା ସଂକ୍ରମିତ…

ନୂଆଦିଲ୍ଲୀ, ୨।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ସଂକ୍ରମଣ ରୋକିବା କ୍ଷେତ୍ରରେ କାର୍ଯ୍ୟ କରୁଥିବା କରୋନା ଯୋଦ୍ଧାମାନେ ଏବେ ଅଧିକରୁ ଅଧିକ କରୋନାରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ରାଜଧାନୀ ଦିଲ୍ଲୀରେ କରୋନା ଯୋଦ୍ଧାଙ୍କ ସଂକ୍ରମଣ ହାର ଅଧିକ ରହିଛି।...

ରାଜୌରୀରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ଜଣେ ଭାରତୀୟ ଜେସିଓ ଶହୀଦ୍‌

ଶ୍ରୀନଗର, ୨।୯: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାରେ ପାକିସ୍ତାନ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି। ବୁଧବାର ସକାଳେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ରୋଜୌରୀର କେରି ସେକ୍ଟର ଉପରେ ମୋର୍ଟାର ଶେଲିଂ ମାଡ଼ କରାଯାଇଛି। ଏଥିରେ ଜଣେ ଭାରତୀୟ ଜେସିଓ (ଜୁନିଅର...

ତାଡି ପିଇଲେ ଭଲ ହୋଇଯିବ କ୍ୟାନସର୍‌!

ହାଇଦ୍ରାବାଦ,୨।୯: ତେଲେଙ୍ଗାନା ସରକାରରେ ଜଣେ ମନ୍ତ୍ରୀ କ୍ୟାନ୍‌ସର ରୋଗର ଔଷଧ ବିଷୟରେ ଏକ ଅଜବ ଦାବି କରିଛନ୍ତି। ତେଲେଙ୍ଗାନା ରାଷ୍ଟ୍ରିୟ ସମିତି ସରକାରରେ ଅବକାରୀ ମନ୍ତ୍ରୀ ଥିବା ଶ୍ରୀନିବାସ ଗୌଡ କହିଛନ୍ତି ଯେ ତାଡି ପିଇବା ଦ୍ୱାରା କ୍ୟାନସର ସମେତ...

ଭାରତ ଇତିହାସରେ ପ୍ରଥମ ଘଟଣା: ମୌସୁମୀ ଅଧିବେଶନରେ ରହିବନି ପ୍ରଶ୍ନକାଳ !

ନୂଆଦିଲ୍ଲୀ, ୨।୯: ସେପ୍ଟେମ୍ବର ୧୪ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ଅକ୍ଟୋବର ୧ ପର୍ଯ୍ୟନ୍ତ ଚାଲିବ। ଏନେଇ ଲୋକ ସଭା ସେକ୍ରେଟାରିଏଟ୍‌ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ସେପ୍ଟେମ୍ବର...

ବିପଦ ପରେ ପୁଣି ବିପଦ: ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ କରୋନା ସଂକ୍ରମଣ ହେବା ଆଶଙ୍କା !

ନୂଆଦିଲ୍ଲୀ, ୨।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ଦିଲ୍ଲୀରେ ହୋଇଥିବା ସେରୋ ସର୍ଭେ ରିପୋର୍ଟ ସରକାରଙ୍କ ଚିନ୍ତା ବଢ଼ାଇଥିବାବେଳେ ଲୋକଙ୍କୁ ଆତଙ୍କିତ କରିଛି। ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ପୁଣିଥରେ ସଂକ୍ରମଣ...

ରାଫାଲକୁ ଚଢ଼େଇ ଭୟ !

ଅମ୍ବାଲା, ୨।୯: ଶତ୍ରୁ ପକ୍ଷଙ୍କର ଧ୍ୱଂସ କରିବାକୁ ସକ୍ଷମ ଥିବା ଯୁଦ୍ଧ ବିମାନ ରାଫାଲ ପାଇଁ ଚଢ଼େଇ ଏବେ ବିପଦ ପାଲଟିଛନ୍ତି। ହରିୟାଣାର ଅମ୍ବାଲା ଏୟାରବେସ୍‌ରେ ଥିବା ରାଫାଲର ସୁରକ୍ଷା ଲାଗି ଏଠାରେ ପାରା ଅବା ଅନ୍ୟ ଚଢ଼େଇ ପାଳନ...

୬ କୋଟି ଟଙ୍କାର ଗହମ-ବୁଟ ଗଜା ହେଲା

ଭୋପାଳ, ୨।୯: ଲଗାତାର ବର୍ଷା ଯୋଗୁ ଦେଶର ବହୁ ରାଜ୍ୟରେ ବନ୍ୟା ସୃଷ୍ଟି ହୋଇଛି। ମଧ୍ୟପ୍ରଦେଶରେ ବାଲାଘାଟର ଗୁଗଲେଠାରେ ଥିବା ଏକ ଗୋଦାମ ଘରେ ବନ୍ୟା ପାଣି ପଶିଯିବାରୁ ଏଠାରେ ଥିବା ୧୦ ହଜାରରୁ ଅଧିକ ବସ୍ତା ଗହମ ଏବଂ...

ପରିବାରରେ ୩୨ ଜଣଙ୍କୁ କରୋନା

ଲକ୍ଷ୍ନୌ,୨।୯: ଉତ୍ତରପ୍ରଦେଶର ବାନ୍ଦା ସହର ଫୁଟାକୂଆଁ ଅଞ୍ଚଳରେ ଗୋଟିଏ ପରିବାରର ୩୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସିଏମ୍‌ଓ ଏନ୍‌.ଡି. ଶର୍ମା କହିଛନ୍ତି, ଜିଲାରେ ୪୪ ନୂଆ ରୋଗୀ ଚିହ୍ନଟ ହୋଇଥିବାବେଳେ ଏକ ଯୌଥ ପରିବାରରେ ୩୨ ଆକ୍ରାନ୍ତ ବାହାରିଛନ୍ତି।...

‘ବିମୁଦ୍ରୀକରଣରୁ ଆର୍ଥିକ ଦୁର୍ଗତି ଆରମ୍ଭ ହୋଇଛି’

ନୂଆଦିଲ୍ଲୀ,୨।୯: ଦେଶର ଅଭିବୃଦ୍ଧି ହାର ଦୟନୀୟ ସ୍ଥିତିରେ ପହଞ୍ଚତ୍ଥିବାବେଳେ ଏହାକୁ ନେଇ କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ବିମୁଦ୍ରୀକରଣ ପରଠାରୁ ଦେଶରେ ଆର୍ଥିକ ଦୁର୍ଗତି ଆରମ୍ଭ ହୋଇଛି। ସ୍ଥିତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri