କୃଷି ଆଇନ ସ୍ଥଗିତ ରଖ
ନୂଆଦିଲ୍ଲୀ, ୧୨ା୧: ନୂଆ କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନ ଜାରି ରହିଥିବାବେଳେ ଏହାର ସମାଧାନ କରିବାରେ କେନ୍ଦ୍ର ସରକାର ବିଫଳ ହୋଇଥିବାରୁ ସୁପ୍ରିମକୋର୍ଟ ସୋମବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ୩ ବିବାଦୀୟ ଆଇନକୁ ସ୍ଥଗିତ ରଖିବ ନା ଆମେ ସ୍ଥଗିତାଦେଶ…
‘୩ କୋଟି ଲୋକଙ୍କୁ ମିଳିବ ମାଗଣା ଟିକା’
ନୂଆଦିଲ୍ଲୀ୧୧।୧: ଆସନ୍ତା ୧୬ ତାରିଖରୁ ସମଗ୍ର ଦେଶରେ ଆମ୍ଭର ହେବ କରୋନା ଟିକାକରଣ। ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ମାଗଣାରେ ମିଳିବ କରୋନା ଟିକା। କେନ୍ଦ୍ର ସରକାର ପ୍ରଥମେ ସରକାରୀ ଓ ବେସରକାରୀ ହସ୍ପିଟାଲରେ କାମ କରୁଥିବା ସ୍ବାସ୍ଥ୍ୟକର୍ମୀ ଏବଂ…
ଦିଲ୍ଲୀରେ ‘ବାର୍ଡ ଫ୍ଲୁ’: ସଞ୍ଜୟ ହ୍ରଦ ପାର୍କରେ ପକ୍ଷୀ ହତ୍ୟା ଆରମ୍ଭ
ନୂଆଦିଲ୍ଲୀ,୧୧।୧: ମୃତ କାଉ ଓ ବତକଙ୍କ ଠାରୁ ନିଆଯାଇଥିବା ନମୁନା ଭୋପାଳର ଏକ ପରୀକ୍ଷାଗାରରେ ପରୀକ୍ଷା ପରେ ‘ଏଭିଅନ ଫ୍ଲୁ’ ପଜଟିଭ ହୋଇଥିବା ଜଣାପବା ପରେ ଦିଲ୍ଲୀରେ ‘ବାର୍ଡ ଫ୍ଲୁ’ ବ୍ୟାପିଥିବା ସୁନିଶ୍ଚିତ କରାଯାଇଛି। ତେଣୁ ସତର୍କତାମୂଳକ ସ୍ବରୂପ, ସୋମବାର ସକାଳୁ…
ଅକ୍ସଫୋର୍ଡର ପ୍ରତି ଶିଶି କରୋନା ଭ୍ୟାକ୍ସିନର ଦାମ ରହିବ ୨୦୦ ଟଙ୍କା
ନୂଆଦିଲ୍ଲୀ,୧୧ ।୧: କରୋନାଠାରୁ ଦୂରେଇ ରହିବା ପାଇଁ ଦେଶରେ ପ୍ରସ୍ତୁତ ହୋଇଥିବା ଅକ୍ସୋଫୋର୍ଡ ଭ୍ୟାକ୍ସିନର ପ୍ରତି ଶିଶିର ଦାମ ୨୦୦ ଟଙ୍କା ରହିବ ବୋଲି ଜଣାପଡିଛି । ସିରମ ଇନଷ୍ଟିଚ୍ୟୁଟକୁ ଭ୍ୟାକ୍ସିନ କ୍ରୟ କରିବାର ଅର୍ଡର ସୋମବାର ସୁଦ୍ଧା ମିଳିଯିବ ବୋଲି…
ଗୋଟିଏ ଗୋଡ଼ରେ ୩,୮୦୦ କିଲୋମିଟର ଚଳାଇଲେ ସାଇକେଲ
ଦୁର୍ଘଟଣାରେ ହରାଇଥିଲେ ଗୋଡ ହେଲେ ବର୍ତ୍ତମାନ ପାରା ସାଇକ୍ଲିଂରେ ରେକର୍ଡ ସୃଷ୍ଟି କରିଛନ୍ତି ଜଣେ ଯୁବତୀ । ସେ ହେଲେ ମଧ୍ୟପ୍ରଦେଶର ରାଜଗଡ ଜିଲାର ବିୟୋରା ସହରରୁ ଆସିଥିବା ତାନ୍ୟା ଡାଗା। ତାନ୍ୟା ଗୋଟିଏ ଗୋଡ଼ରେ ୩,୮୦୦ କିଲୋମିଟର ସାଇକେଲ ଚଳାଇ…
ଜମାଟ ବାନ୍ଧିଲା ଡାଲ୍ ହ୍ରଦ ପାଣି
ଶ୍ରୀନଗର,୧୧।୧: ଜମ୍ମୁ-କଶ୍ମୀରରେ ତୁଷାର ପାତ ଲାଗି ରହିଛି। ଏହାଯୋଗୁ ସର୍ବନିମ୍ନ ତାପମାତ୍ରା ଶୂନ ଡିଗ୍ରୀ ତଳକୁ ଖସି ଯାଇଛି। ଫଳରେ ଶ୍ରୀନଗରର ଡାଲ୍ ହ୍ରଦର ପାଣି କେତେକ ସ୍ଥାନରେ ଜମାଟ ବାନ୍ଧି ଯାଇଛି। ପାଣିପାଗ ବିଭାଗ ପକ୍ଷରୁ କରାଯାଇଥିବା ପୂର୍ବାନୁମାନ ଅନୁସାରେ…
ପ୍ରଥମ ଥର ପାଇଁ ସଂସଦରେ ପେପର ଲେସ୍ ବଜେଟ୍
ନୂଆଦିଲ୍ଲୀ,୧୧।୧: ଦେଶ ସ୍ବାଧୀନ ହେବା ପରେ ପ୍ରଥମ ଥର ପାଇଁ ସଂସଦରେ ପେପର ଲେସ୍ ବଜେଟ୍ ଉପସ୍ଥାପନ ହେବାକୁ ଯାଉଛି। ଫେବୃୟାରୀରେ ହେବାକୁଥିବା ବଜେଟ ଅଧିବେଶନରେ ଏଭଳି କରାଯିବ। ସାଧାରଣତଃ ବଜେଟ ଉପସ୍ଥାପନ ପୂର୍ବରୁ ପ୍ରିଣ୍ଟି ପ୍ରେସ୍ରେ କାମ କରୁଥିବା କର୍ମଚାରୀଙ୍କୁ…
କୃଷି ଆଇନ-କୃଷକ ଆନ୍ଦୋଳନକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୧ ।୧: ମୋଦି ସରକାରଙ୍କନୂଆ କୃଷି ଆଇନକ ପ୍ରତ୍ୟାହାର ଦାବିରେ ପ୍ରାୟ ୪୭ ଦିନ ହେବ ବିଭିନ୍ନ ରାଜ୍ୟର କୃଷକ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛଡ଼୍ତି । ନୂଆ କୃଷି ନିୟମ ରଦ୍ଦ ସହିତ କୃକେ ଆନ୍ଦୋଳନ ସହ ଜଡିତ…
ତୁମକୁ ନ ପାଇଲେ ଗଳା କାଟିଦେବି
କୋଲକାତା,୧୧।୧: ଜଣେ ଯୁବତୀଙ୍କୁ ମହଙ୍ଗା ପଡ଼ିଛି ଫେସ୍ବୁକ୍ ପ୍ରେମ। ପ୍ରଥମେ ବନ୍ଧୁତା ପରେ ଯୁବକଙ୍କୁ ବିବାହ କରିଥିଲେ ଯୁବତୀ ଜଣକ। ଏବେ ତାଙ୍କ ସ୍ବାମୀ ପ୍ରେମିକା ତଥା ସ୍ତ୍ରୀଙ୍କୁ ଛାଡ଼ି ତାଙ୍କର ସମସ୍ତ ସୁନା ଅଳଙ୍କାର ନେଇ କେଉଁଆଡ଼େ ଫେରାର ହୋଇଯାଇଛନ୍ତି।…
୨୮ସପ୍ତାହରେ ଗର୍ଭପାତ କରିବାକୁ ଅନୁମତି ଦେଲେ ହାଇକୋର୍ଟ
ନୂଆଦିଲ୍ଲୀ,୧୧।୧: ଜଣେ ମହିଳାଙ୍କୁ ୨୮ ସପ୍ତାହରେ ଗର୍ଭପାତ କରିବାକୁ ଦିଲ୍ଲୀ ହାଇକୋର୍ଟ ଅନୁମତି ଦେଇଛନ୍ତି। ଗର୍ଭରେ ବଢୁଥିବା ଭ୍ରୁଣର ମସ୍ତିଷ୍କ ଉପରେ ଖପୁରୀ ଠିକ୍ ଭାବେ ନିର୍ମିତ ହୋଇ ନ ଥିବାରୁ କୋର୍ଟ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଆନେନ୍ସଫାଲେ ସମସ୍ୟା…
ଦେବୀ ସୀତାଙ୍କ ଉପରେ ଅପମାନଜନକ ଟିପ୍ପଣି ଦେଇ ଅଡୁଆରେ ଟିଏମ୍ସି ଏମ୍ପି
କୋଲକାତା,୧୧ ।୧: ପଶ୍ଚିମବଙ୍ଗରେ ଦେବୀ ସୀତାଙ୍କୁ ନେଇ ତ୍ରୁଣମୂଳ କଂଗ୍ରେସର ଏମ୍ପି କଲ୍ୟାଣ ବାନାର୍ଜୀ ଏକ ଅପମାନ ଜନକ ଟିପ୍ପଣି ଦେଇଛନ୍ତି । ଏହାପରେ ଏବେ ସେଠାରେ ରାଜନୀତି ହୋଇଛି ସରଗରମ । ଏହାକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) କଲ୍ୟାଣ…
ସମର୍ଥକଙ୍କୁ ରଜନୀକାନ୍ତଙ୍କ ଅନୁରୋଧ
ଚେନ୍ନାଇ,୧୧ ।୧: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ କିଛିଦିନ ତଳେ ରାଜନୀତିରୁ ଦୂରେଇ ଯିବା କଥା କହିଥିଲେ । ଏହାପରେ କିନ୍ତୁ ତାଙ୍କ ପ୍ରଶଂସକ ତଥା ସମର୍ଥକଙ୍କ ମନ ମାନି ନ ଥିଲା । ଗୋଟିଏ ଦିନ ପୂର୍ବରୁ ତାଙ୍କ ସମର୍ଥକମାନେ ଅନୁରୋଧ…
Archives


