ଶେଷ ହେଲା ଅପେକ୍ଷା : ସୁଶାନ୍ତଙ୍କ ମୃତ୍ୟୁ ଉପରୁ ପରଦା ଉଠାଇବ ଏହି ଫିଲ୍ମ
ମୁମ୍ବାଇ, ୧୩ା୪- ସ୍ବର୍ଗତ ବଲିଉଡ୍ ଅଭିନେତା ସୁଶାନ୍ତଙ୍କ ଜୀବନ ଉପରେ ନିର୍ମିତ ଫିଲ୍ମ ‘ନ୍ୟାୟ : ଦ ଜଷ୍ଟିସ’ର ଟ୍ରିଜର ମଙ୍ଗଳବାର ରିଲିଜ ହୋଇଛି। ରିଲିଜ ହେବାର କିଛି ଘଣ୍ଟାରେ ୫୫ ସେକେଣ୍ଡର ଟ୍ରିଜରକୁ ଦେଖି ସାରିଛନ୍ତି ହଜାର ହଜାର ଭ୍ୟୁୟର୍ସ।…
ପଞ୍ଚାୟତ ନିର୍ବାଚନ: କରୋନା ଆକ୍ରାନ୍ତ ବି ଦେଇପାରିବେ ଭୋଟ
ନୂଆଦିଲ୍ଲୀ,୧୩।୪: କରୋନା ମହାମାରୀ ମଧ୍ୟରେ ଆୟୋଜିତ ହେବାକୁ ଥିବା ପଞ୍ଚାୟତ ନିର୍ବାଚନର ମତଦାତାଙ୍କ ପାଇ ଏକ ବଡ଼ ଖବର। ଏଣିକି କରୋନା ଆକ୍ରାନ୍ତ ମତଦାତା ମଧ୍ୟ ନିର୍ବାଚନରେ ଭୋଟ ଦେଇପାରିବେ। ଏନେଇ ମଙ୍ଗଳବାର ନିର୍ବାଚନ ପର୍ଯ୍ୟବେକ୍ଷକ ଡ.ଅରବିନ୍ଦ କୁମାର ଚୌରେସିଆ ସୂଚନା…
ଗୁଜରାଟରେ ଦେଖାଦେଲାଣି ମର୍ଚରି ଭ୍ୟାନର ଅଭାବ
ଅହମ୍ମଦାବାଦ, ୧୩ା୪- କୋଭିଡ୍ର ଦ୍ୱିତୀୟ ଲହର ଯୋଗୁ ବିଭିନ୍ନ ରାଜ୍ୟର ସରକାରୀ ମେଡିକାଲରେ ଦେଖିବାକୁ ମିଳୁଛି ଗଦା ଗଦା ମୃତଦେହ। କେଉଁଠାରେ ମର୍ଚରିରେ ଯାଗା ନାହିଁ ତ, କେଉଁଠାରେ କରୋନା ଆକ୍ରାନ୍ତଙ୍କୁ ନେବା ପାଇଁ ମିଳୁନାହିଁ ଆମ୍ବୁଲାନ୍ସ। ଛତିଶଗଡ଼ ଓ ବିହାର…
ଯୋଗୀଙ୍କୁ ଭର୍ତ୍ସନା କଲେ ଅଖିଳେଶ
ଲକ୍ଷ୍ନୌ,୧୩।୪: ଦେଶରେ କରୋନା ପ୍ରକୋପ ଜାରି ରହିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମଙ୍ଗଳବାର କରୋନା ପରୀକ୍ଷା କରାଇଛନ୍ତି।…
ସନ୍ଧ୍ୟାରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ
ମୁମ୍ବାଇ,୧୩।୪: ମହାରାଷ୍ଟ୍ରରେ କରୋନା ପ୍ରକୋପ ଜାରି ରହିଛି। ରାଜ୍ୟରେ ମଙ୍ଗଳବାର ୫୧,୭୫୧ କରାନାର ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ୨୫୮ଲୋକଙ୍କ ମୃତ୍ୟୁ ହୋଇଛି। କରୋନା ଦାଉରୁ ଲୋକଙ୍କୁ ରକ୍ଷା କରିବା ପାଇଁ ମଙ୍ଗଳବାର ରାଜ୍ୟସରକାର ଏକ…
ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ: ସେଲିବ୍ରିଟିମାନେ ଘରୋଇ ହସ୍ପିଟାଲରେ ମାଡିବସିଛନ୍ତି ଶଯ୍ୟା
ମୁମ୍ବାଇ,୧୩।୪: ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ଅସଲମ ଶେଖ ମଙ୍ଗଳବାର ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ କରୋନା ସଂକ୍ରମଣର ଗମ୍ଭୀର ଲକ୍ଷଣ ନ ଥିବା ସତ୍ତ୍ୱେ କିଛି ସେଲିବ୍ରିଟି ଲୋକ ଏବଂ କ୍ରିକେଟରଙ୍କୁ ବଡ଼ ଡାକ୍ତରଖାନାରେ…
ହସ୍ପିଟାଲ ବାହାରେ ମୃତଦେହ ଲମ୍ବା ଲାଇନ୍: ଭାଜପା ନେତା ଛାଡିଲେ ଭିଡିଓ
ରାୟପୁର,୧୩।୪: ଛତିଶଗଡରେ କରୋନା ଅସମ୍ଭାଳ ସ୍ଥିତିରେ ପହଞ୍ଚିଛି। ଏଠାରେ କରୋନା ସଂକ୍ରମଣ ବୃଦ୍ଧି ଚିନ୍ତାଜନକ ରହିଛି। ରାଜ୍ୟରେ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ପରିସ୍ଥିତି ଏପରି ହୋଇଛି ହସ୍ପିଟାଲ ବାହାରେ ମୃତଦେହ ଲମ୍ବା ଲାଇନ୍ ହୋଇଛି। ଏହାର ଏକ ଜଣେ ସୋସିଆଲ…
କୁକୁଡା-ଛେଳି ବିକ୍ରି ହେବ ବନ୍ଦ !
ଜେନେଭା/ନୂଆଦିଲ୍ଲୀ,୧୩।୪: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଧୀରେଧୀରେ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି। କେତେକ କ୍ଷେତ୍ରରେ ଆର୍ଟି-ପିସିଆର୍ ପରୀକ୍ଷାରେ କରୋନା ଭୁତାଣୁକୁ ଚିହ୍ନବା ସମ୍ଭବ ହେଉନାହିଁ। କରୋନା ଲଢ଼େଇ ଦୀର୍ଘଦିନ ଧରି ଜାରି ରହିବ ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଟ୍ରେଡୋସ୍…
ମଝି ରାସ୍ତାରେ ଧାରଣାରେ ବସିଲେ ଦିଦି: କଲେ ପେଣ୍ଟିଂ
କୋଲକାତା,୧୩।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ରାସ୍ତା ମଝିରେ ଧାରଣାରେ ବସିଛନ୍ତି। କୋଲକାତାର ମୋୟା ସଡକ ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ହ୍ବିଲ ଚେୟାରରେ ବସି ଦିଦି ଧାରଣା ଦେଇଛନ୍ତି। ଏହି ସମୟରେ ସେ ମୁହଁରେ କଳା ରଙ୍ଗର ମାସ୍କ…
ଜାତୀୟ ପୁରସ୍କାର ବିଜେତା ଅଭିନେତାଙ୍କ ପରଲୋକ: କରୋନାରେ ଥିଲେ ଆକ୍ରାନ୍ତ
ଜାତୀୟ ପୁରସ୍କାର ପାଇଥିବା ଫିଲ୍ମ ‘କୋର୍ଟ’ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଲେଖକ, ଗାୟକ ତଥା ଅଭିନେତା ଭୀରା ସାଥିଦାରଙ୍କର ୬୧ ବର୍ଷରେ ପରଲୋକ ଘଟିଛି। ସୋମବାର ରାତିରେ ନାଗପୁରର ଏମ୍ସ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଭୀରା…
୨୪ତମ ସିଇସି ହେଲେ ସୁଶୀଲ ଚନ୍ଦ୍ରା: ୫ ରାଜ୍ୟରେ କରିବେ ନିର୍ବାଚନ
ନୂଆଦିଲ୍ଲୀ,୧୩।୪: ଦେଶର ୨୪ତମ ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଭାବେ ସୁଶୀଲ ଚନ୍ଦ୍ରା ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ୨୦୨୨ ମେ ୧୪ରେ ଅବସର ଗ୍ରହଣ କରିବେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଗୋଆ, ମଣିପୁର, ଉତ୍ତରାଖଣ୍ଡ, ପଞ୍ଜାବ ଏବଂ ଉତ୍ତରପ୍ରଦେଶ ଆଦି…
ଅକ୍ସିଜେନ ଅଭାବରୁ ୭କରୋନା ଆକ୍ରାନ୍ତ ମୃତ
ମୁମ୍ବାଇ,୧୩।୪: ମହାରାଷ୍ଟ୍ରରେ କରୋନା କରୋନା ସ୍ଥିତି ଦିନକୁ ଦିନ ବେକାବୁ ହେବାରେ ଲାଗିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ହସ୍ପିଟାଲରୁ ଏକ ଅବହେଳାରେ ଚିତ୍ର ସାମ୍ନାକୁ ଆସିଛି। ଯେଉଁଥିପାଇଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ…

