ତାମିଲନାଡୁ ବାଣ କାରଖାନାରେ ବିସ୍ଫୋରଣ: ୯ ମୃତ
କୁଡ୍ଡାଲୋରେ,୪।୯: ତାମିଲନାଡୁ କୁଡ୍ଡାଲୋରେ ଜିଲାର କଟ୍ଟୁମାନାରକୋଲିଠାରେ ଥିବା ଏକ ବାଣ ତିଆରି କାରଖାନାରେ ଶୁକ୍ରବାର ସକାଳେ ଏକ ବିସ୍ଫୋରଣ ହୋଇଛି। ଏଥିରେ ୯ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ପୋଲିସର ସୂଚନା ମୁତାବକ ଏମାନେ ଆଗକୁ ଆସୁଥିବା ଦିପାବଳୀ...
ପବ୍ଜୀ ପରେ ଏବେ ଆସିବ ଫଉଜୀ: ଅକ୍ଷୟ
ମୁମ୍ବାଇ,୪।୯: ଭାରତ ସରକାର ଚାଇନିଜ୍ ଆପ୍ ବ୍ୟାନ କରି ପଡୋଶୀ ଦେଶ ଉପରେ ଡିଜିଟାଲ ଷ୍ଟ୍ରାଇକ୍ କରିଛନ୍ତି ବୋଲି କହୁଛନ୍ତି। ଭାରତ ସରକାର ୧୧୮ ଚାଇନିଜ ଆପ୍ ବ୍ୟାନ କରିଥିବା ବେଳେ ଦେଶରେ ସବୁଠାରୁ ଲୋକପ୍ରିୟ ଗେମିଙ୍ଗ ଆପ୍ ପବ୍ଜୀର...
ପ୍ରଧାନମନ୍ତ୍ରୀ ମୋଦି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାଁରେ ଘୃଣ୍ୟ ପୋଷ୍ଟ କରି ଗିରଫ ହେଲେ ଯୁବକ
ନୂଆଦିଲ୍ଲୀ,୪।୯: ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମ୍ପର୍କରେ ଘୃଣ୍ୟ ବାର୍ତ୍ତା ପୋଷ୍ଟ କରିଥିବା ଜଣେ ଯୁବକ ଗିରଫ ହୋଇଥିବା ଜଣାପଡିଛି। ୪୨ ବର୍ଷୀୟ ଉକ୍ତ ଯୁବକ ଜଣକ ଓଡ଼ିଶାର ବୋଲି...
ଘୁଞ୍ଚିବନି ଜେଇଇ-ନିଟ୍ ପରୀକ୍ଷା: ସୁପ୍ରିମକୋର୍ଟରେ ଖାରଜ ହେଲା ୬ ରାଜ୍ୟର ଆବେଦନ
ନୂଆଦିଲ୍ଲୀ,୪।୯: ନିଟ୍-ୟୁଜି ଓ ଜେଇଇ(ମେନ୍) ପରୀକ୍ଷାକୁ ସ୍ଥଗିତ ରଖିବାକୁ ଅଣ ଭାଜପା ଶାସିତ ୬ ରାଜ୍ୟର ଆବେଦନକୁ ଶୁକ୍ରବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି କି ନିର୍ଦ୍ଧାରିତ ସମୟରେ ନିଟ୍-ୟୁଜି ଓ ଜେଇଇ(ମେନ୍) ପରୀକ୍ଷା କରାଯିବ। ସୂଚନାଯୋଗ୍ୟ,...
୨୯ ନଭେମ୍ବର ପୂର୍ବରୁ ଶେଷ ହେବ ବିହାର ବିଧାନସଭା ନିର୍ବାଚନ
ନୂଆଦିଲ୍ଲୀ,୪।୯: କରୋନା ମହାମାରୀ ପରେ ବି ନିର୍ବାଚନ କମିଶନ ବିହାର ବିଧାନସଭା ନିର୍ବାଚନ ନିର୍ଦ୍ଧାରିତ ସମୟରେ ହେବ ବୋଲି ଶୁକ୍ରବାର ପ୍ରକାଶ କରିଛନ୍ତି। ଏହାସହ ଆଉ ଏକ ବଡ ଘୋଷଣା ନିର୍ବାଚନ କମିଶନଙ୍କ ଦ୍ୱାରା କରାଯାଇଛି। ବିହାର ବିଧାନସଭା ସହ...
ମାତ୍ର ଜଣେ ଯାତ୍ରୀଙ୍କୁ ନେଇ ଯାତ୍ରା କଲା ରାଜଧାନୀ ଏକ୍ସପ୍ରେସ୍
ରାଞ୍ଚି,୪।୯: ଜଣେ ଯୁବତୀଙ୍କ ଜିଦ୍ ଆଗରେ ମୁଣ୍ଡ ନୁଆଁଇଛି ଭାରତୀୟ ରେଲଓ୍ବେ। ଦିଲ୍ଲୀ-ରାଞ୍ଚି ରାଜଧାନୀ ଏକ୍ସପ୍ରେସ୍ ମାତ୍ର ଜଣେ ଯାତ୍ରୀଙ୍କୁ ନେଇ ଡାଲଟନଗଞ୍ଜରୁ ରାଞ୍ଚି ଯାତ୍ରା କରିଥିବା ଜଣାପଡିଛି। ସୂଚନାଯୋଗ୍ୟ, ଡାଲଟନଗଞ୍ଜରେ ଆନ୍ଦୋଳନ କାରଣରୁ କିଛି ଟ୍ରେନ୍କୁ ଅଟକାଇବାକୁ ପଡିଥିଲା।...
୧୯୬୨ ଯୁଦ୍ଧରେ ଭାରତକୁ ହରାଇଥିଲା ଚାଇନା: ଏବେ ପାକିସ୍ତାନ ସହଯୋଗ କରିବା ଆଶଙ୍କା, ହେଲେ..
ନୂଆଦିଲ୍ଲୀ,୪।୯: ୧୯୬୨ରେ ଭାରତ ଏବଂ ଚୀନ ମଧ୍ୟରେ ଯୁଦ୍ଧ ହୋଇଥିଲା। ହେଲେ ସେତେବେଳେ ଉଭୟ ଦେଶ ପରମାଣୁଶକ୍ତି ସମ୍ପନ୍ନ ନ ଥିଲେ। ଏବେ ପରିସ୍ଥିତି ଓଲଟା। ୫୮ ବର୍ଷ ମଧ୍ୟରେ ପରମାଣୁ ହତିଆର ଭରପୂର ଉଭୟ ଦେଶ। ଏପରିକି ସୈନ୍ୟ...
୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲା: ସଜ୍ଜନ କୁମାରଙ୍କୁ ମିଳିଲାନି ଜାମିନ
ନୂଆଦିଲ୍ଲୀ,୪।୯: ପୂର୍ବତନ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ସୁପ୍ରିମକୋର୍ଟ ଜାମିନ ଦେବାକୁ ମନା କରି ଦେଇଛନ୍ତି। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଶରଦ ଅରବିନ୍ଦ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସଜ୍ଜନଙ୍କ ନାମିନ ଆବେଦନକୁ...
ବ୍ରେକ୍ଅପ୍ ହେବାରୁ ପ୍ରେମିକାଙ୍କ ସାନ ଭଉଣୀ ପ୍ରତି ଏମିତି ପ୍ରତିଶୋଧ ନେଲେ ପ୍ରେମିକ
ନୂଆଦିଲ୍ଲୀ,୪ା୯: ଫେକ୍ ପ୍ରୋଫାଇଲ୍ ବା ନକଲି ପ୍ରୋଫାଇଲ୍ କରି ଜଣେ ଝିଅକୁ ବଦ୍ନାମ କରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ଏନେଇ ଦିଲ୍ଲୀ ପୋଲିସର ସାଇବର ସେଲ୍ ଫେସ୍ବୁକ ଏବଂ ଇନ୍ଷ୍ଟାଗ୍ରାମରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଯୁକ୍ତ ୩ କଳାର...
ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ପାଟିଲଙ୍କ ଦମ୍ଭୋକ୍ତି: ‘ ଗୋଟିଏ ସିଟ୍ରେ ହାରିଲେ ଭାଜପାରୁ ଇସ୍ତଫା ଦେଇଦେବି’
ଅହମ୍ମଦାବାଦ,୪।୯: ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ଭାଜପା ଅଧ୍ୟକ୍ଷ ସିଆର୍ ପାଟିଲ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ଭାଜପା ଗୁଜରାଟ ବିଧାନସଭାରେ ସମସ୍ତ ସିଟ୍ରେ ଜିତିବ। ଯଦି ଦଳ ଗୋଟିଏ ବି ସିଟ୍ରେ ହାରେ ତେବେ ସେ ଉକ୍ତ...
ଖୁସି ଖବର: ପୁଣି ଭାରତକୁ ଫେରିପାରେ ଟିକ୍ଟକ୍
ନୂଆଦିଲ୍ଲୀ,୪।୯: ଭାରତରେ ଟିକ୍ଟକ୍ ପୁଣି ଫେରିବାର ସମ୍ଭାବନା ସୃଷ୍ଟି ହୋଇଛି। ଟିକ୍ଟକ୍ର ଭାରତୀୟ ଆସେଟ୍କୁ ଜାପାନ କମ୍ପାନୀ ସଫ୍ଟବ୍ୟାଙ୍କ କିଣିବାକୁ ପ୍ରସ୍ତୁତ ହେଉଛି। ସୂଚନା ଅନୁଯାୟୀ, ସଫ୍ଟବ୍ୟାଙ୍କ ଏଥିପାଇଁ ଭାରତୀୟ ଅଂଶୀଦାରକୁ ଖୋଜୁଛି। ଗତ ମାସେ ମଧ୍ୟରେ ସଫ୍ଟବ୍ୟାକ ରିଲାଏନ୍ସର...
ସୀମାରେ ସ୍ଥିତି ଗମ୍ଭୀର: ସେନାମୁଖ୍ୟ
ଲଦାଖ,୪।୯: ପୂର୍ବ ଲଦାଖର ଲାଇନ୍ ଅଫ୍ ଆକଚ୍ୟୁଆଲ କଣ୍ଟ୍ରୋଲ(ଏଲ୍ଏସି)ରେ ସ୍ଥିତି ଗମ୍ଭୀର ରହିଛି ବୋଲି ସ୍ଥଳସେନା ମୁଖ୍ୟ ଏମ.ଏମ ନରଓ୍ବଣେ କହିଛନ୍ତି। ଦୁଇ ଦିନିଆ ଲଦାଖ ଗସ୍ତରେ ଯାଇ ସୀମା ସ୍ଥିତି ଅନୁଧ୍ୟାନ ପରେ ସେ ଏହି ସୂଚନା ଦେଇଛନ୍ତି।...
Archives


