ପ୍ରତିରକ୍ଷାମନ୍ତ୍ରୀଙ୍କ ପ୍ରଶଂସା ସାଉଁଟିଲେ ଅଷ୍ଟମ ଶ୍ରେଣୀର ଛାତ୍ରୀ
ମାଙ୍ଗାଲୁରୁ,୨୫ ।୯: କରୋନା ମହାମାରୀ ସମୟରେ ଯିଏ ଯେମିତି ଭାବେ ହେଉ ସହାୟତାର ହାତ ବଢାଇନ୍ତି । ଏମିତି ଜଣେ ଛାତ୍ରୀ ହେଉଛନ୍ତି ଇସିତା ଆଚର । ଉଡୁପିର ମାଧବ କ୍ରିପା ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ଏହି ଛାତ୍ରୀ...
ପରଲୋକରେ ପ୍ରଖ୍ୟାତ ଗାୟକ ବାଲାସୁବ୍ରମଣ୍ୟମ୍
ନୂଆଦିଲ୍ଲୀ,୨୫।୯: ପ୍ରସିଦ୍ଧ ଗାୟକ ଏସପି ବାଲାସୁବ୍ରମଣ୍ୟମଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ଗତ ଅଗଷ୍ଟ ୫ରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେ ଚେନ୍ନାଇରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିଲେ। ସେପ୍ଟେମ୍ବର ୧୩ରେ ତାଙ୍କୁ କରେନା...
ବାଜିଲା ନିର୍ବାଚନ ବିଗୁଲ, ଘୋଷଣା ହେଲା ତାରିଖ
ନୂଆଦିଲ୍ଲୀ, ୨୫।୯: ବିହାର ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ବିଗୁଲ ବାଜିଛି। ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ବିହାରରେ ୩ ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଅକ୍ଟୋବର ୨୮ରୁ ଆରମ୍ଭ...
ମିଛୁଆ ଲୋକ କୃଷକଙ୍କ କାନ୍ଧରେ ବନ୍ଧୁକ ରଖି ଚଲାଉଛନ୍ତି: ମୋଦି
ନୂଆଦିଲ୍ଲୀ,୨୫।୯: ଭାରତୀୟ ଜନ ସଂଗଠନର ଜନକ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭାରତୀୟ ଜନତା ଦଳର କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ମୋଦି କହିଛନ୍ତି ଯେ, କରୋନା ସଙ୍କଟ ସମୟରେ ପାର୍ଟି କର୍ମକର୍ତ୍ତାମାନେ...
ଗେଷ୍ଟହାଉସ୍ରେ ପହଞ୍ଚିଲେ ରକୁଲପ୍ରୀତ୍ ସିଂ
ମୁମ୍ବାଇ,୨୫।୯: ଡ୍ରଗ୍ସ ମାମଲାରେ ଅନେକ ବଲିଉଡ ସେଲିବ୍ରିଟିଙ୍କ ନାମ ଆସିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ତଦନ୍ତ ତ୍ୱରାନ୍ବିତ କରିଛି। ଏହି ମାମଲାରେ ଏନସିବି ଅଭିନେତ୍ରୀ ସାରା ଅଲ୍ଲୀ ଖାନ, ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ରକୁଲପ୍ରୀତ ସିଂଙ୍କୁ...
ଟ୍ରାକ୍ଟର ଚଲାଇଲେ ତେଜସ୍ବୀ ଯାଦବ
ପାଟନା,୨୫।୯: ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ କୃଷି ବିଲ ବିରୋଧରେ ଏକ ଟ୍ରାକ୍ଟର ରାଲି ବାହାର କରିଛନ୍ତି। ଏହି ସମୟରେ ତେଜସ୍ବୀ ନିଜେ ଟ୍ରାକ୍ଟର ଚଲାଇ କୃଷି ବିଲ୍କୁ...
ରାଜରାସ୍ତାକୁ ଓହ୍ଲାଇଲେ କୃଷକ
ନୂଆଦିଲ୍ଲୀ,୨୫।୯: ଚାଷୀ ପାଇଁ ମୋଦି ସରକାର ଆଣିଥିବା ବିଲକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଚାଲିଛି। ଭାରତୀୟ କିଷାନ ୟୁନିଅନ ସମେତ ବିଭିନ୍ନ କୃଷକ ସଂଗଠନ ଆଜି ସାରା ଦେଶରେ ବନ୍ଦ ଡାକରା ଦେଇଛି। ୩୧ଟି ସଂସ୍ଥା ଏଥିରେ...
ରାଜ୍ୟ ସଭାର ୮୩ ଅଧିକାରୀ କରୋନା ପଜିଟିଭ୍
ନୂଆଦିଲ୍ଲୀ,୨୫।୯: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନି। କରୋନା ଭିତରେ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ଗତ ବୁଧବାର ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ଶେଷ କରାଯାଇଛି। ଏସବୁ ଭିତରେ ସଂସଦ ଚାଲିଥିବାବେଳେ ରାଜ୍ୟ ସଭାର ୮୩...
ଥମୁନିି କରୋନା ଆକ୍ରାନ୍ତଙ୍କ ସଂଖ୍ୟା,ଦିନକରେ ୮୬ ହଜାରରୁ ଅଧିକ ଚିହ୍ନଟ, ୧୧୪୧ ମୃତ୍ୟୁ
ନୂଆଦିଲ୍ଲୀ,୨୫।୯: ଦେଶରେ ଲଗାତାର କରୋନା ସଂକ୍ରମଣ ବଢିଚାଲିଛି। ଗତ କିଛି ଦିନ ହେବ କରୋନା ସଂକ୍ରମଣ ୮୦ ହଜାରରୁ ଅଧିକ ରହିଛି। ଶୁକ୍ରବାର ପୁଣିଥରେ ଦେଶରେ ସଂକ୍ରମଣ ମାମଲା ପ୍ରାୟ ୮୬ ହଜାରରୁ ଅଧିକ ରହିଛି। ଗତ ୨୪ ଘଣ୍ଟା...
ଦଶମ, ଦ୍ୱାଦଶ ଶ୍ରେଣୀ ଟପ୍ପରଙ୍କୁ କାର୍ ଗିଫ୍ଟ କଲେ ଶିକ୍ଷାମନ୍ତ୍ରୀ
ରାଞ୍ଚି, ୨୪।୯: ଝାଡ଼ଖଣ୍ଡର ଶିକ୍ଷା ମନ୍ତ୍ରୀ ଜଗରନାଥ ମହତୋ ଶେଷରେ ନିଜ ପ୍ରତିଜ୍ଞା ପୂରଣ କରିଛନ୍ତି। ରାଜ୍ୟରେ ଚଳିତ ବର୍ଷ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ଟପ୍ପରଙ୍କୁ ଗିଫ୍ଟ ଆକାରରେ ଜଗରନାଥ କାର୍ ପ୍ରଦାନ କରିଛନ୍ତି। ସରକାରୀ ବିଦ୍ୟାଳୟର...
କରୋନାରେ ଏହି କଂଗ୍ରେସ ବିଧାୟକଙ୍କ ପରଲୋକ
ବେଙ୍ଗାଲୁରୁ, ୨୪।୯: କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା କର୍ନାଟକର କଂଗ୍ରେସ ବିଧାୟକ ବି. ନାରାୟଣ ରାଓଙ୍କର ଗୁରୁବାର ଅପରାହ୍ନରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ମଣିପାଲ ହସ୍ପିଟାଲ ପକ୍ଷରୁ ଏକ ବିବୃତିରେ କୁହାଯାଇଛି,...
ଏଲ୍ଏସିରେ ରାଫାଲ ବିମାନ ଉଡ଼ାଣ କରିବେ ବାରାଣସୀର ଏହି ଝିଅ
ଲକ୍ଷ୍ନୌ,୨୪ା୯: ବାରାଣସୀର ଝିଅ ଶିବାଙ୍ଗୀ ସିଂ ପ୍ରଥମ ମହିଳା ପାଇଲଟ ଭାବେ ଲଢୁଆ ଯୁଦ୍ଧ ବିମାନ ରାଫାଲ ଉଡ଼ାଣ କରିବାର ଗୌରବ ଅର୍ଜନ କରିଛନ୍ତି। ସେ ଦେଶର ସବୁଠାରୁ ଶକ୍ତିଶାଳୀ ତଥା ବାହୁବଳୀ ରାଫାଲ ବିମାନ ଉଡ଼ାଇବାର ଦାୟିତ୍ୱ ପାଇଛନ୍ତି।...
Archives


