ଘରକୁ ଘର ବୁଲି ଭାକ୍ସିନ ଦେବାର ସମୟ ଆସିନାହିଁ
ନୂଆଦିଲ୍ଲୀ, ୩୦।୩ : ଘରକୁ ଘର ବୁଲି ଏବେ କୋଭିଡ୍-୧୯ ଭାକ୍ସିନ ଦିଆଯାଇ ପାରିବ ନାହିଁ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେବେ କରୋନାର ଦ୍ୱିତୀୟ ଲହରରେ ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଏ ନେଇ…
ଡିଏମ୍କେ-କଂଗ୍ରେସ ସରକାରକୁ ଆସିଲେ ମହିଳାଙ୍କୁ ଅପମାନିତ କରିବେ : ମୋଦି
ଧାରାପୁରମ, ୩୦।୩ : ତାମିଲନାଡୁର ମୁଖ୍ୟ ବିରୋଧୀ ଦଳ ଡିଏମ୍କେ ଓ କଂଗ୍ରେସ ସରକାରକୁ ଆସିଲେ ମହିଳାଙ୍କୁ ଅପମାନିତ କରିବେ। ବିଧାନସଭା ନିର୍ବାଚନ ପୂର୍ବରୁ ଏଭଳି ଅଭିଯୋଗ ଆଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତିରୁପୁର ଜିଲାର ଧରାପୁରମଠାରେ ଆୟୋଜିତ ସମାବେଶରେ ଯୋଗଦେଇ…
ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍କୁ ପିଟି ଜୀବନ ହରାଇଲେ ଜଣାଶୁଣା ସିଙ୍ଗର
ନୂଆଦିଲ୍ଲୀ, ୩୦।୩ : ପଞ୍ଜାବୀ ସିଙ୍ଗର ଦିଲଜାନ ମଙ୍ଗଳବାର ସକାଳେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଯୁବ ସିଙ୍ଗର ଦିଲଜାନଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ। ରାସ୍ତାରେ ଏଭଳି ଯୁବ ଜୀବନ ହରାଇବା ଅତ୍ୟନ୍ତ ଦୁଃଖ…
ମେଡିକାଲରେ ଦୁଇ କରୋନା ଆକ୍ରାନ୍ତଙ୍କୁ ଆଲଟ୍ ହେଉଛି ଗୋଟିଏ ବେଡ୍
ନାଗପୁର, ୩୦।୩ : ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବାବେଳେ ନାଗପୁରରୁ ଆସିଛି ସଭିଙ୍କୁ ଚମକାଇ ଦେଲା ଭଳି ଚିତ୍ର। ନାଗପୁର ସରକାରୀ ମେଡିକାଲ କଲେଜ ହସ୍ପିଟାଲ (ଜିଏମ୍ସିଏଚ୍)ରେ ଗୋଟିଏ ବେଡ୍ରେ ଗୋଟିଏ ନୁହେଁ ଦୁଇଟି ଆକ୍ରାନ୍ତଙ୍କୁ…
ଟିଏମ୍ସିର ଅଭିଯୋଗ: ବାଂଲାଦେଶରେ ଗସ୍ତରେ ନିର୍ବାଚନୀ ଆଚାରସଂହିତା ଉଲ୍ଲଂଘନ କରିଛନ୍ତି ମୋଦି
ନୂଆଦିଲ୍ଲୀ,୩୦।୩: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶ ଗସ୍ତରେ ଯାଇଥିଲେ। ଏହି ସମୟରେ ସେ ନିର୍ବାଚନୀ ଆଚାରସଂହିତା ଉଲ୍ଲଂଘନ କରିଥିବା ତୃଣମୂଳ କଂଗ୍ରେସ ଅଭିଯୋଗ କରିଛି। ଦଳର ନେତାମାନେ ଏନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହୋଇଛନ୍ତି। ଟିଏମସି କହିଛି ଯେ,…
ଭାଜପା ନେତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ନୂଆଦିଲ୍ଲୀ,୩୦।୩: ଦିଲ୍ଲୀର ସୁଭାଷ ନଗର ସ୍ଥିତ ଏକ ପାର୍କର ଗ୍ରୀଲ୍ରୁ ଝୁଲନ୍ତା ଅବସ୍ଥାରେ ଜଣେ ଭାଜପା ନେତାଙ୍କ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଦିଲ୍ଲୀ ଭାଜପା ପୂର୍ବତନ ଅଧ୍ୟକ୍ଷ ଜି ଏସ ବାୱା। ୫୮ ବର୍ଷୀୟ ବାଓ୍ବା ଆତ୍ମହତ୍ୟା…
୪୬ ମହିଳା କଏଦୀଙ୍କୁ କରୋନା
ଚଣ୍ଡିଗଡ,୩୦।୩: ପଞ୍ଜାବରେ କରୋନା ଦ୍ରୁତ ଗତିରେ ବ୍ୟାପିଛି। ମଙ୍ଗଳବାର ପଟିଆଲାର ନଭା ଜିଲା ଜେଲରେ ୪୬ ଜଣ ମହିଳା କଏଦୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ସେମାନେଙ୍କୁ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯିବ ବୋଲି ଜଣାପଡିଛି। ସୂଚନାନୁସାରେ, ନବାଙ୍କ ନୂତନ…
ବଜାରକୁ ଗଲେ ଦେବାକୁ ପଡ଼ିବ ୫ ଟଙ୍କା: ୧ ଘଣ୍ଟାରୁ ଅଧିକ ସମୟ ରହିଲେ ୫ଶହ ଜରିମାନା
ମୁମ୍ବାଇ, ୩୦।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କେତେକ ରାଜ୍ୟରେ ଏହା ତୀବ୍ର ହୋଇଛି। ବିଶେଷ କରି ମହାରାଷ୍ଟ୍ର ମୁମ୍ବାଇରେ ସଂକ୍ରମିତଙ୍କ ସଂଖ୍ୟ ଯଥେଷ୍ଟ ବୃଦ୍ଧି ପାଇବାରେ ଲାଗିଛି। ତେବେ ନାଶିକ ଜିଲା ପୋଲିସ…
ଏଲ୍ଡିଏଫ୍-ୟୁଡିଏଫ୍ ମଧ୍ୟରେ ଚାଲିଛି ମ୍ୟାଚ୍ ଫିକ୍ସିଂ:ମୋଦି
ଥିରୁଭାନନ୍ତପୁରମ୍,୩୦।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳରେ ଏକ ନିର୍ବାଚନୀ ସଭାକୁ ମଙ୍ଗଳବାର ସମ୍ବୋଧିତ କରିଛନ୍ତି। ଲେଫ୍ଟ ଡେମୋକ୍ରାଟିକ ଫ୍ରଣ୍ଟ (ଏଲଡିଏଫ୍) ଏବଂ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ (ୟୁଡିଏଫ୍) ମଧ୍ୟରେ ମ୍ୟାଚ ଫିକ୍ସିଂ ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ। କେରଳ ବିଧାନସଭା ନିର୍ବାଚନ ୨୦୨୧କୁ…
ପୂର୍ବତନ ଏମ୍ପିଙ୍କ ବିବାଦୀୟ ମନ୍ତବ୍ୟ: ରାହୁଲ ଗାନ୍ଧୀଙ୍କଠାରୁ ଦୂରେଇ ରୁହନ୍ତୁ ଯୁବତୀ
ଥିରୁଭାନନ୍ତପୁରମ୍,୩୦।୩: କେରଳ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଜୋରସୋରରେ ଚାଲିଛି। ପୂର୍ବତନ ଇଡୁକି ଏମ୍ପି ଜୋଏସ ଜର୍ଜ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି। ଉଡୁମ୍ବାଚୋଲାରେ ଏଲଡିଏଫ୍ ପ୍ରାର୍ଥୀ ତଥା ମନ୍ତ୍ରୀ…
ଆଜି ପ୍ରଚାରର ଶେଷ ଦିନ: ନନ୍ଦିଗ୍ରାମରେ ଶାହା-ମମତା ମୁହାଁମୁହିଁ
କୋଲକାତା,୩୦।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଏପ୍ରିଲ ୧ରେ ଅନୁଷ୍ଠିତ ହେବ। ଆଜି ପ୍ରଚାରର ଶେଷ ଦିନ ହୋଇଥିବାରୁ ନନ୍ଦିଗ୍ରାମରେ ଏକ ନିର୍ବାଚନ ମହାସଂଗ୍ରାମ ଦେଖିବାକୁ ମିଳିଛି। ଆଜି ନନ୍ଦିଗ୍ରାମରେ ମମତା ବାନାର୍ଜୀ ଏବଂ ଅମିତ ଶାହାଙ୍କ ଏକ…
ଆଇଆଇଏମ୍ ଅହମଦାବାଦରେ ୭୦ କରୋନା ସଂକ୍ରମିତ ଚିହ୍ନଟ
ଅହମଦାବାଦ,୩୦।୩: ଦେଶରେ ପୁଣି କରୋନା ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାରରୁ ଊର୍ଦ୍ଧ୍ୱ ରହୁଛି। ଏସବୁ ଭିତରେ ଆଇଆଇଏମ୍ ଅହମଦାବାଦରେ ୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୁଜୁରାଟର ଅହମ୍ମଦାବାଦ ପୌରପାଳିକାର…
Archives


