ଦେଶର ସମ୍ପତ୍ତିକୁ ପୁଞ୍ଜିପତିଙ୍କ ହାତକୁ ଟେକି ଦେଉଛନ୍ତି ମୋଦି ସରକାର : ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୧।୨: ପାର୍ଲାମେଣ୍ଟରେ ସୋମବାର ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ। ଏହାକୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ନରେନ୍ଦ୍ର ମୋଦିଙ୍କ ସରକାର ଦେଶର ସମ୍ପତ୍ତିକୁ ପୁଞ୍ଜିପତିମାନଙ୍କ ହାତକୁ ଟେକି ଦେଉଥିବା ସେ…
କୃଷକ ଆନ୍ଦୋଳନ ସହ ଜଡିତ ୨୫୦ ଟୁଇଟର ଆକାଉଣ୍ଟ ବନ୍ଦ
ନୂଆଦିଲ୍ଲୀ,୧ ।୨: ଭାରତ ସରକାରଙ୍କ ଇଲୋକ୍ଟ୍ରୋନିକ ଆଣ୍ଡ ଆଇଟି ମନ୍ତ୍ରଣାଳୟ ଟୁଇଟରକୁ ନିର୍ଦ୍ଦେଶ ଦେଇଛନ୍ତି କି ତୁରନ୍ତ ୨୫୦ ଟୁଇଟର ଆକାଉଣ୍ଟକୁ ବନ୍ଦ କରି ଦିଆଯାଉ । ୩୦ ଜାନୁୟାରୀରେ ‘ମୋଦି ପ୍ଲାନିଂ ଫାର୍ମର ଜେନୋସାଇଟ’ ନାମରେ ହ୍ୟାସଟ୍ୟାଗ ଲଗାଇ ଯେଉଁ…
ବଢ଼ିବ ପେଟ୍ରୋଲ, ଡିଜେଲ: ଉପଭୋକ୍ତାଙ୍କ ଉପରେ ବାଜିବ ନାହିଁ ମାଡ
ନୂଆଦିଲ୍ଲୀ,୧।୨: ପାର୍ଲାମେଣ୍ଟରେ ସୋମବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ନିର୍ଦ୍ଧାରଣରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ହେଲେ ଏଥି ଯୋଗୁ ଉପଭୋକ୍ତାଙ୍କ ପକେଟ ଉପରେ ଅଧିକ ମାଡ଼…
ହଟିବ ୨୦ ବର୍ଷ ପୁରୁଣା ଗାଡ଼ି
ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ପୁରୁଣା ଗାଡ଼ି ଚଳାଇବା ନେଇ ନୂଆ ନୀତି ପ୍ରଣୟନ ଉପରେ ଗୁରୁତ୍ୱାରୋପ କରାଯାଇଛି। ଏଣିକି ୨୦ ବର୍ଷ ପୁରୁଣା ଘରୋଇ ଗାଡ଼ିକୁ ହଟାଇ ଦିଆଯିବ। ସେହିପରି ୧୫ ବର୍ଷ ପୁରୁଣା ବ୍ୟବସାୟିକ ଯାନକୁ ମଧ୍ୟ ହଟାଇ…
ବଜେଟ୍କୁ ନେଇ ଅର୍ଥମନ୍ତ୍ରୀଙ୍କୁ ଟାର୍ଗେଟ କଲା କଂଗ୍ରେସ
ନୂଆଦିଲ୍ଲୀ,୧ ।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଆର୍ଥିକ ବର୍ଷ ୨୦୨୧-୨୨ର ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି । ଏହାପରେ ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏହାକୁ ନେଇ ସୀତାରମଣଙ୍କୁ ଟାର୍ଗେଟ କରିଛି । କଂଗ୍ରେସ ଦାବି କରିଛି ଯେ…
ସୁନା-ରୁପା ଶସ୍ତା
ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ସୁନା ଏବଂ ରୁପା ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରାଯାଇଛି। ପୂର୍ବରୁ ଏହା ୧୨.୫ ପ୍ରତିଶତ ଥିବାବେେଳେ ଏବେ ଏହା ୭.୫ ପ୍ରତିଶତକୁ କମାଇ ଦିଆଯାଇଛି। ଏ ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି।…
ପଶ୍ଚିମବଙ୍ଗ-ତାମିଲନାଡୁ-କେରଳ-ଆସାମ ପାଇଁ ନିର୍ବାଚନୀ ଥୋପ
ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଥିବା ପଶ୍ଚିମବଙ୍ଗ, ତାମିଲନାଡୁ,କେରଳ ଓ ଆସାମ ଆଦି ୪ ରାଜ୍ୟ ପାଇଁ ନିର୍ବାଚନୀ ଥୋପ ପକାଯାଇଛି। ଏସବୁ ରାଜ୍ୟରେ ସଡ଼କ ଭିତ୍ତିଭୂମି ବିକାଶ ଲାଗି ୨.୨୭ ଲକ୍ଷ କୋଟି ଘୋଷଣା…
୧.୭୫ ଲକ୍ଷ କୋଟିର ବିନିବେଶ ଲକ୍ଷ୍ୟ
ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ୧.୭୫ ଲକ୍ଷ କୋଟି ଟଙ୍କାର ବିନିବେଶ ଲକ୍ଷ୍ୟ ରଖାଯାଇଛି। ଏ ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। ଗତ ବର୍ଷ ତୁଳନାରେ ଏହା ୩୫ ହଜାର କୋଟି ଟଙ୍କା କମ୍ ରହିଛି। ଧାର୍ଯ୍ୟ ବିନିବେଶ…
ବଜେଟ ୨୦୨୧: ସାଧାରଣ ଲୋକଙ୍କ ଉପରେ ପଡିବ ପ୍ରଭାବ, ବଢିପାରେ ମୋବାଇଲ ଦାମ୍
ନୂଆଦିଲ୍ଲୀ,୧ ।୨: ମୋବାଇଲ୍ ଫୋନ୍ ପାର୍ଟସ ଏବଂ ଚାର୍ଜର ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ସ୍ଥାନୀୟ ମୂଲ୍ୟ ବୃଦ୍ଧି ପାଇଁ ସରକାର ଏହି ପଦକ୍ଷେ ନେଇଛନ୍ତି । ଏହା ମୋବାଇଲ ଫୋନକୁ ମହଙ୍ଗା…
ମଦ ମହଙ୍ଗା
ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ଆଲକୋହଲ ଉପରେ ୧୦୦ ପ୍ରତିଶତ କୃଷି ସେସ୍ ଲାଗୁ କରାଯାଇଥିବା ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। ଏହା ଦ୍ୱାରା ମଦ ଦାମ ମହଙ୍ଗା ହେବ। ସେହିପରି ଆଲକୋହଲରୁ ପ୍ରସ୍ତୁତ ହେଉଥିବା ଅନ୍ୟ ଉତ୍ପାଦ…
ପେଟ୍ରୋଲ-ଡିଜେଲ୍ ଉପରେ କୃଷି ସେସ୍
ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ପେଟ୍ରୋଲ ଏବଂ ଡିଜେଲ୍ ଉପରେ କୃଷି ସେସ୍ ଲାଗୁ କରାଯାଇଥିବା ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। ପେଟ୍ରୋଲ ଉପରେ ୨ ଟଙ୍କା ୫୦ ପଇସା ଏବଂ ଡିଜେଲ୍ ଉପରେ ୪ ଟଙ୍କା କୃଷି…
ଫେବୃୟାରୀ ୨ ପର୍ଯ୍ୟନ୍ତ ଦିଲ୍ଲୀ ସୀମାରେ ଇଣ୍ଟରନେଟ ସେବା ବନ୍ଦ
ନୂଆଦିଲ୍ଲୀ,୧ ।୨: କୃଷକ ଆନ୍ଦୋଳନକୁ ନେଇ ରାଜଧାନୀ ଦିଲ୍ଲୀ ଏବେ ଏକ ପ୍ରକାର ଅଶାନ୍ତ ହୋଇପଡିଛି କହିଲେ ଚଳେ । ୨୬ ଜାନୁୟାରୀ ପରଠାରୁ ଏଠାରେ ଏକ ପ୍ରକାର ଅଶାନ୍ତି ଲାଗି ରହିଛି । ତେଣୁ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଞ୍ଚଳରେ…
Archives


