ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିବା ଅଭିନେତ୍ରୀ କରୋନା ପଜିଟିଭ
ନୂଆଦିଲ୍ଲୀ,୨୭।୯-ପୂର୍ବତନ ବିଗବସ ପ୍ରତିଯୋଗୀ ତଥା ପଞ୍ଜାବୀ ଅଭିନେତ୍ରୀ ହିମାଂଶୀ ଖୁରାନା ମହାମାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଏ ନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପୂରା ସତର୍କତା ଅବଲମ୍ବନ କରିବା ପରେ ବି ମୁଁ କରୋନାରେ...
କୃଷି ବିଲ୍କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ
ନୂଆଦିଲ୍ଲୀ,୨୭।୯: କୃଷକ ତଥା ବିଭିନ୍ନ ରାଜନୈତିକ ଦଳର ବିରୋଧ ମଧ୍ୟରେ ରବିବାର କୃଷି ବିଲ୍ ସମେତ ୩ଟି ବିଲ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ଲଗାଇଛନ୍ତି। ମୋଦି ସରକାରରେ ସହଯୋଗୀ ଥିବା ଶିରୋମଣି ଅକାଳୀ ଦଳ ମଧ୍ୟ ଏହି ବିଲ୍କୁ...
ଉଦ୍ଧବ ଠାକ୍ରେଙ୍କୁ ଭେଟିଲେ ଶରଦ ପାୱାର
ମୁମ୍ବାଇ,୨୭।୯: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର। ଦୁଇ ନେତାଙ୍କ ମଧ୍ୟରେ ଏହି ସାକ୍ଷାତ ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା। ଗୋଟିଏ ଦିନ ପୂର୍ବରୁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଶିବସେନା...
ଜେଡିୟୁରେ ସାମିଲ ହେଲେ ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ
ପାଟନା,୨୭।୯-ବିହାର ବିଧାନସଭା ନିର୍ବାଚନ ୨୦୨୦ ପୂର୍ବରୁ ଜନତା ଦଳ ୟୁନାଇଟେଡ(ଜେଡିୟୁ )ରେ ସାମିଲ ହୋଇଛନ୍ତି ରାଜ୍ୟର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପସ୍ଥିତିରେ ରବିବାର ଗୁପ୍ତେଶ୍ବର ଜେଡିୟୁର ସଦସ୍ୟତା ହାସଲ କରିଛନ୍ତି। ପ୍ରକାଶ ଯେ,...
ବିଚ୍ ରାସ୍ତାରେ ମୃତଦେହ ଅଦଳବଦଳ, ପୂରା ଘଟଣାବଳୀ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଭୋପାଳ,୨୭ା୯: ସବୁବେଳେ ଚର୍ଚ୍ଚାରେ ରହୁଥିବା ଇନ୍ଦୋରର ଗ୍ରେଟର କୈଳାସ ହସ୍ପିଟାଲ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏଥର ଚର୍ଚ୍ଚା ସବୁ ଚର୍ଚ୍ଚାକୁ ଟପିଯାଇଛି। ଏଠାରେ ଏଥର ମୃତଦେହ ଅଦଳବଦଳ ହୋଇଛି। ଯାହାକୁ ନେଇ ମୃତକଙ୍କ ପରିବାର ଲୋକେ ହସ୍ପିଟାଲ ପରିସରରେ...
ଦେଶର ଉତ୍ତର-ପୂର୍ବ ଅଞ୍ଚଳରେ ଶାନ୍ତି ଫେରିଛି: ଅମିତ ଶାହା
ନୂଆଦିଲ୍ଲୀ, ୨୭।୯: ଦେଶର ଉତ୍ତର-ପୂର୍ବ ଅଞ୍ଚଳରେ ଶାନ୍ତି ଫେରିି ଆସିଛି। ଗତ ୫ ବର୍ଷ ଧରି ଏହି ଅଞ୍ଚଳରେ ଆର୍ଥିକ ବିକାଶ, ପର୍ଯ୍ୟଟନ ଶିଳ୍ପର ବିକାଶ ତଥା ନିଯୁକ୍ତି ସୁଯୋଗ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଦିନେ ହିଂସା, ଅନୁପ୍ରବେଶ...
ଏମିତି ଲାଇବ୍ରେରୀ, ଯାହା ଆଗରୁ କେବେ ଦେଖି ନ ଥିବେ କି ଶୁଣି ନ ଥିବେ
ଇଟାନଗର,୨୭ା୯: ବିଶ୍ୱରେ ଅନେକ ଲାଇବ୍ରେରୀ ରହିଛି। ମାତ୍ର ଆଜି ଏମିତି ଏକ ଲାଇବ୍ରେରୀ ବିଷୟରେ କହିବୁ ଯାହା କେବେ ଆଗରୁ ଦେଖି ନ ଥିବେ କି ଶୁଣି ନ ଥିବେ। ଏହି ଲାଇବ୍ରେରୀର ନାମ ହେଉଛି ‘ଷ୍ଟ୍ରିଟ୍ ଲାଇବ୍ରେରୀ’। ଅରୁଣାଚଳ...
କ୍ଷମତାକୁ ଆସିଲେ କ୍ୟାବିନେଟର ପ୍ରଥମ ଦିନରେ ୧୦ ଲକ୍ଷ ଯୁବକଙ୍କୁ ଚାକିରି ଦେବେ ତେଜସ୍ୱୀ
ପାଟନା,୨୭ ।୯: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବଳେ ସମସ୍ତ ରାଜନୈତିକ ଦଳ ଜନତାଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ନୂଆ ନୂଆ ଯୋଜନା ଘୋଷଣା କରି ଚାଲିଛନ୍ତି । ଏହି କ୍ରମରେ ରାଷ୍ଟ୍ରୀୟ ଜନତା ଦଳ(ଆର୍ଜେଡି)ନେତା ତେଜସ୍ୱୀ...
ସୋମବାର ମୋଦି-ଫ୍ରେର୍ଡିକ୍ସେନ୍ ଭର୍ଚୁଆଲ୍ ବୈଠକ
ନୂଆଦିଲ୍ଲୀ, ୨୭।୯: ଭାରତ ଡେନମାର୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବୃଦ୍ଧି ପାଇଁ ସୋମବାର ଏକ ଭର୍ଚୁଆଲ୍ ବୈଠକ ଅନୁଷ୍ଟିତ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡେନମାର୍କ ପ୍ରତିପକ୍ଷ ମେଟେ ଫ୍ରେର୍ଡିକ୍ସେନ୍ଙ୍କ ସହିତ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ...
ଏଲ୍ଓସିରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ: ଭୟରେ ଦୌଡ଼ିଲେ ୫ ଆତଙ୍କବାଦୀ
ଶ୍ରୀନଗର, ୨୭।୯: ଏଲ୍ଓସିରେ ଏକ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ଜମ୍ମୁ-କଶ୍ମୀରର ସାମ୍ବା ଜିଲାର ଚଘଓ୍ବାଲ ସେକ୍ଟରର ମଙ୍ଗୁଚାକ୍ ବର୍ଡର ପୋଷ୍ଟ ନିକଟରେ ସୀମା ପାର ହୋଇ ଅନୁପ୍ରବେଶ ପ୍ରୟାସ ବିଏସ୍ଏଫ୍ ଯୋଗୁ ବିଫଳ ହୋଇଥିବା ଭାରତୀୟ ପ୍ରତିରକ୍ଷା ବିଭାଗ...
କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ୮୨ ପ୍ରତିଶତ ଟପିଲା
ନୂଆଦିଲ୍ଲୀ, ୨୭।୯: ଭାରତରେ କରୋନା ସଂକ୍ରମଣ ଥମିବାର ନା ଧରୁନି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଦେଶରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ୮୨.୪୬ ପ୍ରତିଶତ ଛୁଇଁଛି ବୋଲି ସ୍ବାସ୍ଥ୍ୟ ଓ...
ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳ ପାଲଟିଛି ବେଙ୍ଗାଲୁରୁ: ଭାଜପା ନେତା
ନୂଆଦିଲ୍ଲୀ,୨୭ ।୯: ଦେଶରେ ଅଲକାଏଦା ଓ ଅନ୍ୟ ଆତଙ୍କବାଦୀ ସଙ୍ଗଠନ ସହ ଜଡିତ ସନ୍ଦିଗ୍ଧଙ୍କୁ ଲଗାତାର ଭାବେ ଗିରଫ କରାଯାଉଛି । ଦକ୍ଷିଣ ଭାରତରେ ବି ଆଇଏସ୍ ଓ ଅଲକାଏଦା ସହ ଜଡିତ ଥିବା କେତେଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇ...
Archives


