ଭାରତ-ଚାଇନା ସୀମା ବିବାଦକୁ ନେଇ ହେବ କଥାବାର୍ତ୍ତା
ନୂଆଦିଲ୍ଲୀ,୧୨ ।୧୦: ଭାରତ-ଚାଇନା ସୀମା ବିବାଦ ବେଳକୁ ବେଳ ବଢି ଚାଲିଛି । ଉଭୟ ସୀମାରେ ସେନା ମୁତୟନ ରହିଛନ୍ତି । ଏହାକୁ ନେଇ ଖୁବ୍ ଲମ୍ବା ସମୟ ପରେ ସୋମବାର ଉଭୟ ଦେଶର ସେନା ଅଧିକାରୀଙ୍କ ମଧ୍ୟରେ ଏକ...
୧୬ତମ ସନ୍ତାନ ପ୍ରସବ ପରେ ନବଜାତ ସମେତ ମା’ର ମୃତ୍ୟୁ
ଦମୋହ, ୧୧।୧୦: ମଧ୍ୟପ୍ରଦେଶ ଦମୋହ ଜିଲା ଅନ୍ତର୍ଗତ ବାଟିଆଗଡ଼ ପୋଲିସ ଷ୍ଟେସନ ଅନ୍ତର୍ଗତ ପାଣ୍ଡାଝିର ଗ୍ରାମରେ ଜଣେ ମହିଳା ସନ୍ତାନ ପ୍ରସବ ପରେ ପ୍ରାଣ ହରାଇଛନ୍ତି। ୪୫ ବର୍ଷୀୟ ଏହି ମହିଳାଙ୍କ ଏହା ୧୬ତମ ସନ୍ତାନ ଥିଲା ବୋଲି ଜଣାପଡ଼ିଛି।...
ଜମି ବିବାଦକୁ ନେଇ ପୂଜକଙ୍କୁ ଗୁଳିମାଡ଼: ୨ ଗିରଫ
ଗୋଣ୍ଡା,୧୧।୧୦-ଉତ୍ତରପ୍ରଦେଶର ଗୋଣ୍ଡା ଜିଲାରେ ଜମି ବିବାଦକୁ ନେଇ ରବିବାର ଜଣେ ପୂଜକଙ୍କୁ ଗୁଳି ମାଡ ହୋଇଛି। ଗୁଳିମାଡ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଗୁଳି ମାଡର ଶିକାର ହୋଇଥିବା ପୂଜକ ହେଲେ ଗୋଣ୍ଡାସ୍ଥିତ ରାମ୍ ଜାନକୀ ମନ୍ଦିରର ପୂଜକ...
ବିପଦରେ ପଡି ପର୍ବ ପାଳନ କରାଯିବା କୌଣସି ଧର୍ମରେ କୁହାଯାଇନାହିଁ: ସ୍ବାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୧୧।୧୦: କରୋନା ସମୟରେ ପର୍ବ ପାଳନକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଏକ ବୟାନ ଦେଇଛନ୍ତି। ସେ ରବିବାର କହିଛନ୍ତି ଯେ ଜୀବନକୁ ବିପଦରେ ପକାଇ ପର୍ବ ପାଳନ କରିବାକୁ ଦୁନିଆର କୌଣସି ଦେବତା କିମ୍ବା ଧର୍ମରେ...
ବିଦ୍ୟୁତ ଚାଳିତ ଯାନ ଉପରେ ଟ୍ୟାକ୍ସ ଛାଡ଼ କଲେ ଏହି ସରକାର
ନୂଆଦିଲ୍ଲୀ, ୧୧।୧୦: ଜାତୀୟ ରାଜଧାନୀରେ ବାୟୂ ପ୍ରଦୂଷଣର ବଢ଼ୁଥିବା ବିପଦକୁ ନଜରରେ ରଖି ଦିଲ୍ଲୀ ସରକାର ପ୍ରଦୂଷଣ ରୋକିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବିଦ୍ୟୁତ ଚାଳିକ ଯାନ ଉପରେ ସଡ଼କ ଟିକସ ଛାଡ଼ କରିବାକୁ ଦିଲ୍ଲୀ ସରକାରଙ୍କ...
ଆଖି ବୁଜିଲେ ଡୋନାଲ୍ଡ ଟ୍ରମ୍ପଙ୍କ ବଡ ପ୍ରଶଂସକ
ହାଇଦ୍ରାବାଦ୍,୧୧।୧୦: ଭାରତରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁପରଫ୍ୟାନ୍ ବୁସା କୃଷ୍ଣଙ୍କର ହୃଦଘାତରେ ପରଲୋକ ଘଟିଛି। ଟ୍ରମ୍ପ କୃଷ୍ଣ ନାମରେ ଜଣାଶୁଣା ବୁସା ଗତ ବର୍ଷ ଟ୍ରମ୍ପଙ୍କ ଜନ୍ମଦିନରେ ତାଙ୍କର ୬ ଫୁଟର ପ୍ରତିମୂର୍ତ୍ତି ସ୍ଥାପନ କରି ଚର୍ଚ୍ଚାକୁ ଆସିଥିଲେ।...
ମୋଦିଙ୍କୁ ଧନ୍ୟବାଦ ଦେଲେ ଚିରାଗ: କହିଲେ, ଆପଣଙ୍କ ଆଶୀର୍ବାଦ ସର୍ବଦା ଥାଉ
ପାଟନା,୧୧।୧୦: ଲୋକ ଜନଶକ୍ତି ପାର୍ଟି (ଏଲଜେପି)ର ଜାତୀୟ ସଭାପତି ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାମବିଳାଶ ପାଶ୍ୱାନଙ୍କ ପୁଅ ଚିରାଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏକ ଟୁଇଟ୍ କରି ସେ କହିଛନ୍ତି ପିତାଙ୍କ ଶେଷ ଯାତ୍ରା ସମୟରେ...
ୟେଦୁରପ୍ପାଙ୍କ ପ୍ରସଙ୍ଗରେ ଚୌକିଦାର ଚୁପ୍ କାହିଁକି: କଂଗ୍ରେସ
ବେଙ୍ଗାଲୁରୁ,୧୧।୧୦: କର୍ନାଟକର ମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ବିଏସ ୟେଦୁରପ୍ପାଙ୍କ ପରିବାର ନାଁରେ ପରିବାର ନାଁରେ ଦୁର୍ନୀତି ଅଭିଯୋଗ ହୋଇଛି। ଏନେଇ ରବିବାର କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭି କହିଛନ୍ତି ୟେଦୁରପ୍ପାଙ୍କ ଇସ୍ତଫା ଦେବା ଉଚିତ। ପ୍ରଧାନମନ୍ତ୍ରୀ...
କରୋନାରୁ ସୁସ୍ଥ ହେଲେଣି ୬୦ ଲକ୍ଷ ସଂକ୍ରମିତ
ନୂଆଦିଲ୍ଲୀ,୧୧ ।୧୦: କରୋନା ମହାମାରୀ ବେଳକୁ ବେଳ ବଢି ଚାଲିଥିବା ବେଳେ ଦେଶରେ ସୁସ୍ଥତା ହାର ମଧ୍ୟ ବଢିବାରେ ଲାଗିଛି । ମିଳିଥିବା ସୂଚନାରୁ ଜଣାପଡିଛି ଯେ ଏବେ ପର୍ଯ୍ୟନ୍ତ ଦେଶରେ କରୋନାରେ ସଂକ୍ରମିତ ହୋଇଥିବା ପାଖାପାଖି ୬୦ ଲକ୍ଷ...
ଆରେ ପ୍ରଦର୍ଶନକାରୀଙ୍କୁ ଆଶ୍ୱସ୍ତି: ସରକାର ଫେରାଇ ନେଲେ ସମସ୍ତ ମାମଲା
ମୁମ୍ବାଇ,୧୧ ।୧୦: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରବିବାର କହିଛନ୍ତି ଆରେରେ ପ୍ରସ୍ତାବିତ ମେଟ୍ରୋ କାର୍ ସେଡ୍ ବିରୋଧରେ ପ୍ରଦର୍ଶନ କରୁଥିବା ଲୋକଙ୍କ ବିରୋଧରେ ଯେିଁ ମାମଲା ଦାୟର କରାଯାଇଥିଲା ତାହାକୁ ସରକାର ଫେରାଇ ନେଇଛନ୍ତି । ସେ କହିଛନ୍ତି...
ନଡ଼ିଆକୁ ନେଇ ଶିବରାଜ-କମଲ ବାକ୍ଯୁଦ୍ଧ
ଭୋପାଳ, ୧୧।୧୦: ନଭେମ୍ବର ୩ରେ ମଧ୍ୟପ୍ରଦେଶରେ ୨୮ଟି ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଛି। ଏବେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ମଧ୍ୟରେ ନଡ଼ିଆକୁ ନେଇ ବାକ୍ ଯୁଦ୍ଧ ଆରମ୍ଭ ହୋଇଛି। ନିର୍ବାଚନ ପାଖେଇ...
ବିରିୟାନି ଖାଇବାକୁ ଲାଗିଲା ଦେଢ କିଲୋମିଟର ଲମ୍ବା ଲାଇନ: ଭିଡିଓ ଭାଇରାଲ
ବେଙ୍ଗାଲୁରୁ,୧୧ ।୧୦: କର୍ନାଟକର ବେଙ୍ଗାଲୁରୁରେ ବିରିୟାନି ପ୍ରେମିଙ୍କ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାବୁ ମିଳିଛି । ଏକ ଭିଡିଓରେ ଦେଖିବାକୁ ମିଳିଛି ବେଙ୍ଗାଲୁରର ଏକ ରେସ୍ତୋରାଁ ବାହାରେ ବିରିୟାନି ଖାଇବାକୁ ଲୋକେ ପାଖାପାଖି ୧.୫ କିଲୋମିଟର ଲମ୍ବା ଲାଇନରେ ଠିଆ...
Archives


