ଜାତୀୟ

ମମତାଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ମୁହଁ ଖୋଲିଲେ ଅଭିଶେକ

କୋଲକାତା,୧୧ ।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଦିନ ପାଖେଇ ଆସୁଛି । ବୁଧବାର ପ୍ରଚାର ଅଭିଯାନ ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣରେ ତାଙ୍କ ଗୋଡ଼ରେ ଗଭିର ଆଘାତ ଲାଗିଥିବା ଜଣାପଡିଛି । ବୁଧବାର ମମତାଙ୍କର ଏସ୍‌ଏସ୍‌କେଏମ୍…

ଶ୍ରୀମନ୍ଦିର ଲାଗି ୨୦୨ କୋଟିର ବଜେଟ

ପୁରୀ ଅଫିସ,୧୧ା୩:ଶ୍ରୀମନ୍ଦିର ଓ ଚତୁଃପାର୍ଶ୍ୱ ଉନ୍ନତି ପାଇଁ ଚଳିତବଷର୍ର୍(୨୦୨୧-୨୨)ର ବଜେଟ ପ୍ରସ୍ତୁତ ହୋଇଯାଇଛି। ଏଥିପାଇଁ ଅର୍ଥ ସବକମିଟି ପକ୍ଷରୁ ଆକଳନ କରାଯାଇ ୨୦୧ କୋଟି ୭୦ ଲକ୍ଷ ଟଙ୍କାର ବଜେଟ ହୋଇଛି। ଏହି ଚିଠା ପ୍ରସ୍ତାବକୁ ଶ୍ରୀମନ୍ଦିର ପରିଚାଳନା କମିଟି ଅନୁମୋଦନ…

ଭାଜପାକୁ ହରାଇବା ପାଇଁ କୋଲକାତା ଗସ୍ତ କରିବେ କୃଷକ ନେତା

ବାଲିଆ(ଉତ୍ତର ପ୍ରଦେଶ), ୧୦।୩ – ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନରେ ଭାଜପାକୁ ହରାଇବା ପାଇଁ ଚଳିତ ସପ୍ତାହରେ କୋଲକାତା ଗସ୍ତ କରିବେ ଭାରତୀୟ କିଷାନ ୟୁନିଅନ (ବିକେୟୁ) ନେତା ରାକେଶ ଟିକାୟତ। ଏ ନେଇ ସେ ବୁଧବାର ଘୋଷଣା କରିଛନ୍ତି। ନିର୍ବାଚନରେ…

ଟିଏମ୍‌ସି ଟିକେଟ ନ ଦେବାରୁ ମନ୍ତ୍ରୀ, ବିଧାୟକ ଧରିଲେ ପଦ୍ମ

କୋଲକାତା୧୦।୨୩: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ବୁଧବାର ନନ୍ଦିଗ୍ରାମ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ଏହି ପରିପ୍ରେକ୍ଷୀରେ ମମତା ପୁଣି ସରକାର ଗଢ଼ିବ ବୋଲି ଦୋମ୍ଭୋକ୍ତି ପ୍ରକାଶ କରିଛନ୍ତି। ହେଲେ ଟିକେଟ ନ ପାଇବାରୁ ଅସନ୍ତୋଷ ପ୍ରକାଶ କରି…

‘ସହାନୁଭୂତି ପାଇଁ ଡ୍ରାମା କରୁଛନ୍ତି ମମତା’

ନୂଆଦିଲ୍ଲୀ,୧୦।୩ : ଆଗାମୀ ବିଧାନସଭା ନିର୍ବାଚନ ପାଇଁ ନନ୍ଦିଗ୍ରାମରୁ ନାମାଙ୍କନ ଦାଖଲ କରିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ ହୋଇଛି। ” ଏହା ଏକ ଯୋଜନାବଦ୍ଧ ଆକ୍ରମଣ ଥିଲା। ମୋ ଆଖ ପାଖରେ କୌଣସି ସୁରକ୍ଷା କର୍ମୀ…

ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ

ନୂଆଦିଲ୍ଲୀ,୧୦।୩ : କେନ୍ଦ୍ରର ୩ ବିବାଦୀୟ ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକ ସଂଗଠନ ଆସନ୍ତା ୨୬ ତାରିଖରେ ଭାରତ ବନ୍ଦ ଡାକରା ଦେଇଛି। ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦକୁ ସମର୍ଥନ କରିଛନ୍ତି ଟ୍ରେଡ୍‌ ୟୁନିୟନ ଓ…

ଗଣ ବଳତ୍କାର ଅଭିଯୋଗ ପରେ ଚାଲିଗଲା ପୀଡ଼ିତା ବାପାଙ୍କ ଜୀବନ

କାନପୁର,୧୦।୩ : ଗଣ ବଳତ୍କାର ଅଭିଯୋଗ କରିବାର ପର ଦିନ ଦୁର୍ଘଟଣାରେ ଚାଲି ଯାଇଛି ୧୩ ବର୍ଷୀୟା ନାବାଳିକା ପୀଡ଼ିତାର ବାପାଙ୍କ ଜୀବନ। ପୀଡ଼ିତାଙ୍କୁ ଡାକ୍ତରୀ ମଇନା ପାଇଁ ନିଆଯାଇଥିବା ମେଡିକାଲ ବାହାରେ ହିଁ ଘଟିଛି ଦୁର୍ଘଟଣା। ଉତ୍ତର ପ୍ରଦେଶର କାନପୁର…

ନାମାଙ୍କନ ଦାଖଲ ପରେ ମମତାଙ୍କ ଉପରେ ଆକ୍ରମଣ

ନନ୍ଦିଗ୍ରାମ,୧୦।୩ : ନନ୍ଦିଗ୍ରାମ ଆସନ ପାଇଁ ନାମାଙ୍କନ ଦାଖଲ କରିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ମମତାଙ୍କ ଗୋଡ଼ରେ ଆଘାତ ଲାଗିଛି। ତେବେ ଘଟଣା ସମ୍ପର୍କରେ ଏ ପର୍ଯ୍ୟନ୍ତ କୌଣସି…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ,୧୦।୩: ବିଭିନ୍ନ ପ୍ରସଙ୍ଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଥିବା ବେଳେ ବିଧାନସଭା ବଜେଟ ଅଧିବେଶନ ବେଳେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପ୍ରଶଂସା କରିଛନ୍ତି। ଦିଲ୍ଲୀରେ କୋଭିଡ୍‌-୧୯ ମୁକାବିଳାରେ କେନ୍ଦ୍ର…

ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ତିରଥ ସିଂହ ରାୱତ

ଡେରାଡୁନ,୧୦।୩: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ତିରଥ ସିଂହ ରାୱତ। ବୁଦବାର ଅପରାହ୍ନ ୪ଟା ବେଳେ ରାଜଭବନରେ ରାଜ୍ୟପାଳ ବେବୀ ରାନୀ ମୌର୍ଯ୍ୟ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଆସନ୍ତାବର୍ଷ…

ଥାନାରେ ହାଇଭୋଲଟେଜ୍‌ ଡ୍ରାମା: ଯୁବତୀ କହିଲେ, ମୁଁ କନଷ୍ଟେବଳଙ୍କୁ ବାହା ହେବି

ପାଟଣା,୧୦।୩: ବିହାରର ହାଜିପୁର ଥାନାରେ ଆଜି ଦିନତମାମ ଏକ ହାଇଭୋଲଟେଜ୍‌ ଡ୍ରାମା ଦେଖିବାକୁ ମିଳିଛି। ଯୁବତୀ ଫେସବୁକ୍‌ରେ ଜଣେ ଯୁବକଙ୍କ ପ୍ରେମରେ ପଡ଼ିଥିଲେ। ମାତ୍ର ବିବାହ କରିବାକୁ ଯୁବକ ଜଣକ ମନା କରିବାରୁ ଯୁବତୀ ଥାନାରେ ପହଞ୍ଚିଥିଲେ। ଏହା ଦେଖିବା ପାଇଁ…

ଲାଲୁ ଯାଦବଙ୍କ ତକିଆ, ରେଜେଇ ଚୋରି!

ରାଞ୍ଚି,୧୦।୩: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ଯାଦବଙ୍କ ତକିଆ ଏବଂ ରେଜେଇ ଚୋରି ହୋଇଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ବରିଷ୍ଠ ପୋଲିସ ଅଧୀକ୍ଷକ ଲାଲୁ ଯାଦବଙ୍କ ସୁରକ୍ଷା ଅଧୀନରେ ନିଯୁକ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri