ବାଣ ନେଲା ଭାଜପା ଏମ୍ପିଙ୍କ ନାତୁଣୀ ଜୀବନ
ପ୍ରୟାଗରାଜ,୧୭।୧୧: ଉତ୍ତରପ୍ରଦେଶର ପ୍ରୟାଗରାଜ ଲୋକସଭା ଆସନରୁ ଭାଜପା ଏମ୍ପି ରୀତା ବହୁଗୁଣା ଯୋଶୀଙ୍କ ଘରେ ଏକ ଅଭାବନୀୟ ଘଟଣା ଘଟିଛି। ଦୀପାବଳି ଦିନ ରାତିରେ ରୀତାଙ୍କ ପୁଅ ମୟଙ୍କ ଯୋଶୀଙ୍କ ୬ ବର୍ଷର ଝିଅ କିୟାଙ୍କ ବାଣରେ ଶରୀର ଗୁରୁତର...
ଦିଲ୍ଲୀ ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ: ଧରାପଡିଲେ ଦୁଇ ଆତଙ୍କବାଦୀ
ନୂଆଦିଲ୍ଲୀ,୧୭ ।୧୧: ରାଜଧାନୀ ଦିଲ୍ଲୀରେ ଆତଙ୍କବାଦୀମାନେ କରୁଥିବା ଆକ୍ରମଣ ଯୋଜନାକୁ ପଣ୍ଡ କରିଛି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ । ଜମ୍ମୁ-କଶ୍ମୀରରେ ରହୁଥିବା ଓ ଜୈଡ-ଇ-ଆତଙ୍କବାଦୀ ସଙ୍ଗଠନ ସହ ଜଡିତ ଥିବା ୨ ଆତଙ୍କବାଦୀଙ୍କୁ ଦିଲ୍ଲୀ ସ୍ପେଶାଲ ସେଲ୍ ପୋଲିସ...
ଚାଇନାକୁ ବଡ ଝଟ୍କା
ନୂଆଦିଲ୍ଲୀ,୧୭।୧୧: କରୋନା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଆତ୍ମନିର୍ଭରଶୀଳ କରିବା ପାଇଁ ‘ଭୋକାଲ ଫର୍ ଲୋକାଲ’ ପାଇଁ ନିବେଦନ କରିଥିଲେ। ବିଶେଷ କରି ଦୀପାବଳି ପୂର୍ବରୁ ପ୍ରଧାନମନ୍ତ୍ରୀ ଏହି ଉତ୍ସବରେ ସ୍ଥାନୀୟ ଜିନିଷ କିଣିବାକୁ ଦେଶବାସୀଙ୍କୁ ନିବେଦନ...
ରାଜସ୍ଥାନ: ମନ୍ତ୍ରୀ ବନୱର ଲାଲ ମେଘୱାଲଙ୍କ ପରଲୋକ
ଜୟପୁର,୧୬।୧୧- ରାଜସ୍ଥାନ ସରକାରରେ ମନ୍ତ୍ରୀ ଥିବା ବନୱର ଲାଲ ମେଘୱାଲଙ୍କ ସୋମବାର ପରଲୋକ ଘଟିଛି। ୭୨ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତ କିଛିଦିନ ହେବ ସେ ଅସୁସ୍ଥ ହୋଇ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି...
ବରିଷ୍ଠ କଂଗ୍ରେସ ନେତା ମନୀଷ ତିୱାରୀଙ୍କୁ କରୋନା: ଟୁଇଟ କରି ଦେଲେ ସୂଚନା
ନୂଆଦିଲ୍ଲୀ,୧୬।୧୧-ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୀଷ ତିୱାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେ ସୋମବାର ଟୁଇଟ କରି ସୂଚନା ଦେଇଛନ୍ତି। ତାଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି। ନିକଟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି...
କେଦାରନାଥରେ ଫସି ରହିଛନ୍ତି ୨ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୧୬।୧୧-ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ କେଦାରନାଥରେ ଫସି ଯାଇଛନ୍ତି। ପ୍ରବଳ ବରଫପାତ ଓ ଖରାପ ପାଗ ଯୋଗୁ ଉଭୟେ ସେଠାରେ ଫସି ଯାଇଥିବା ଜଣାପଡିଛି। ରବିବାର ଉତ୍ତରାଖଣ୍ଡର ରୁଦ୍ର ପ୍ରୟାଙ୍ଗ ଜିଲାର କେଦାରନାଥରେ...
କଲଭର୍ଟରେ ଧକ୍କା ହୋଇ ଓଲଟିପଡିଲା ବୋଲେରୋ: ୬ ମୃତ, ୪ ଆହତ
ସିଦ୍ଧାର୍ଥନଗର,୧୬।୧୧-ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ସଦର ପୋଲିସ ଷ୍ଟେଶନ ନିକଟରେ ସୋମବାର ଏକ ବୋଲେରୋ କଲଭର୍ଟରେ ଧକ୍କା ହୋଇ ଭାରସାମ୍ୟ ହରାଇ ଓଲଟିପଡିଛି। ଏଥିରେ ୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି...
ଆଜିଠାରୁ ଖୋଲିଲା ଶିରିଡି ସାଇ ମନ୍ଦିର
ମୁମ୍ବାଇ,୧୬।୧୧-ମହାମାରୀ କରୋନା ଯୋଗୁ ଦେଶରେ ଥିବା ସମସ୍ତ ଧର୍ମାନୁଷ୍ଠାନଗୁଡିକ ବନ୍ଦ ରହିଥିଲା। ତେବେ ଆଜିଠୁ ମହାରାଷ୍ଟ୍ରରେ ସବୁ ଧର୍ମାନୁଷ୍ଠାନଗୁଡିକ ଖୋଲିବା ସହ ପ୍ରସିଦ୍ଧ ସିରିଡି ସାଇ ବାବାଙ୍କ ମନ୍ଦିର ଖୋଲିଛି। କରୋନା କଟକଣାକୁ ମାନି ଶ୍ରଦ୍ଧାଳୁମାନେ ବାବାଙ୍କ ଦର୍ଶନ କରିପାରିବେ।...
ସପ୍ତମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନୀତୀଶ
ପାଟନା,୧୬ ।୧୧: ବିହାର ମୁଖ୍ୟମନ୍ତ୍ରୀ ଭାବେ ସପ୍ତମଥର ପାଇଁ ଶପଥ ଗ୍ରହଣ କରିଛନ୍ତି ଜନତା ଦଳ ୟୁନାଇଟେଡ(ଜେଡିୟୁ) ନେତା ନୀତୀଶ କୁମାର । ସୋମବାର ଅପରାହ୍ନରେ ରାଜଭବନ ପରିସରରେ ଆୟୋଜିତ ସମାରୋହରେ ନୀତୀଶ ଶପଥ ଗ୍ରହଣ କରିଛନ୍ତି । ବିହାର...
ବିହାର ନିର୍ବାଚନ ପରେ ବାହାରିଛି ୧୬୦ ଟନ୍ ବାୟୋମଡିକାଲ ବର୍ଜ୍ୟବସ୍ତୁ, ୧୮ ଲକ୍ଷ ମାସ୍କ, ୭.୨୧ କୋଟି ଗ୍ଲୋଭସ୍ !
ପାଟନା,୧୬ ।୧୧: ବିହାର ବିଧାନସଭା ନିର୍ବାଚନ ସରିବା ପରେ ପାଖାପାଖି ୧୬୦ ଟନ୍ ବାୟୋମେଡିକାଲ ବର୍ଜ୍ୟବସ୍ତୁ ବାହାରିଥିବା ଜଣାପଡିଛି । କରୋନା ଭାଇରସ ଠାରୁ ଦୂରେଇ ରହିବାକୁ ମାସ୍କ, ସାନିଟାଇଜର, ଗ୍ଲୋଭସ୍ ଓ ଅନ୍ୟାନ୍ୟ ସାମଗ୍ରୀ ବ୍ୟବହାର କରାଯାଇଥିବାରୁ ଏଭଳି...
ଭାଜପା ହାତକୁ ଯିବ ବିହାର ବାଚସ୍ପତି ଆସନ!
ପାଟନା,୧୬ ।୧୧: ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ନନ୍ଦକିଶୋର ଯାଦବଙ୍କୁ ବିହାର ବିଧାନସଭାର ବାଚସ୍ପତି ପଦ ମିଳିପାରେ ବୋଲି ଆଲୋଚନା ହେଉଛି । ବିହାର ଭାଜପାର ଜଣେ ବଡ ନେତା ଭାବେ ଗଣା ଯାଉଥିବା ନନ୍ଦକିଶୋର ୭ମ ଥର...
ଗଣମାଧ୍ୟମ କଣ୍ଠରୋଧକାରୀଙ୍କୁ ମୋଦି ସରକାରଙ୍କ କଡ଼ା ବିରୋଧ: ଶାହା
ନୂଆଦିଲ୍ଲୀ,୧୬।୧୧: ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ଏହାର ସ୍ବତନ୍ତ୍ରତାରେ ବାଧା ଦେଉଥିବା ତଥା କଣ୍ଠରୋଧକାରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କଡ଼ା ବିରୋଧ କରୁଛନ୍ତି ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଜାତୀୟ ପ୍ରେସ୍ ଦିବସ ଅବସରରେ ସୋମବାର କହିଛନ୍ତି। ଶାହା...
Archives


