ଜାତୀୟ

୧୬୦ କୋଟି କରୋନା ଟିକା କିଣିବା ପାଇଁ ଭାରତର ଯୋଜନା

ନୂଆଦିଲ୍ଲୀ,୫।୧୨: ଭାରତ ୧୬୦ କୋଟି କରୋନା ଟିକା କିଣିବା ପାଇଁ ଯୋଜନା କରିଛି। ପୃଥିବୀର ବିଭିନ୍ନ ଦେଶର ବିଶେଷଜ୍ଞମାନଙ୍କ ପକ୍ଷରୁ କରାଯାଇଥିବା ବିଶ୍ଳେଷଣ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ଦେଶର ୬୦ ପ୍ରତିଶତ ଲୋକଙ୍କୁ କରୋନା ଟିକା ଦିଆଯିବ। ଏହାଦ୍ୱାରା...

ସିରମ୍‌ ଇନଷ୍ଟିଚ୍ୟୁଟ୍‌ ସିଇଓଙ୍କୁ ‘ଏସିଆନ୍‌ ଅଫ୍‌ ଦି ଇୟର’ ସମ୍ମାନ

ନୂଆଦିଲ୍ଲୀ,୫।୧୨: ସିରମ୍‌ ଇନଷ୍ଟିଚ୍ୟୁଟ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଆଦର ପୁନାଓ୍ବାଲାଙ୍କୁ ‘ଏସିଆନ୍‌ ଅଫ୍‌ ଦି ଇୟର’ ସମ୍ମାନ ପାଇଁ ମନୋନୀତ କରାଯାଇଛି। ସିଙ୍ଗାପୁରର ଦୈନିକ ଖବର କାଗଜ ଦି ଷ୍ଟ୍ରେଟସ୍‌ ଟାଇମ୍ସ୍‌ ପକ୍ଷରୁ ଏହି ସମ୍ମାନ ଜନକ ପୁରସ୍କାର ଲାଗି...

ଉଚ୍ଚଜାତିର ସାଂଜ୍ଞା ରଖିବାରୁ ମାଡ଼

ଅହମଦାବାଦ, ୫।୧୨: ଅନୁସୂଚିତ ଜାତିର ଜଣେ ଯୁବକ ଉଚ୍ଚଜାତିର ସାଂଜ୍ଞା ରଖିଥିବାରୁ ତାଙ୍କୁ ନିସ୍ତୁକ ମାଡ଼ ହୋଇଛି। ଏନେଇ ଗୁଜରାଟ ସାନନ୍ଦ ଜିଆଇଡିସି ଥାନାରେ ଏତଲା ହୋଇଛି। ଅଟୋମୋବାଇଲ ପାଟର୍‌ସ କାରଖାନାରେ କାମ କରୁଥିବା ଭରତ ଯାଦବ କ୍ଷତ୍ରିୟ ବା...

ବୈଜ୍ଞାନିକଙ୍କ ମଞ୍ଜୁରୀ ପରେ ଟିକାକରଣ

ନୂଆଦିଲ୍ଲୀ, ୫।୧୨(ପି.ଟି.): ଦେଶର କରୋନା ସ୍ଥିତିକୁ ନେଇ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। କିଛି ସପ୍ତାହ ମଧ୍ୟରେ କୋଭିଡ୍‌ ଟିକା ପ୍ରସ୍ତୁତ ହେବ। ତେବେ ବୈଜ୍ଞାନିକମାନଙ୍କ ଅନୁମୋଦନ ପରେ ଦେଶରେ ଟିକାକରଣ ଆରମ୍ଭ...

ଅଯୋଧ୍ୟା ମସ୍‌ଜିଦ ଟ୍ରଷ୍ଟରେ ସରକାରୀ ପ୍ରତିନିଧି ନିଯୁକ୍ତ ହେବେ ନାହିଁ

ନୂଆଦିଲ୍ଲୀ, ୫।୧୨(ପି.ଟି.): ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ମସ୍‌ଜିଦ ଲାଗି ଗଠିତ ଟ୍ରଷ୍ଟରେ ସରକାରୀ ପ୍ରତିନିଧି ନିଯୁକ୍ତି ଦେବାକୁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ମସ୍‌ଜିଦ ନିର୍ମାଣ ଲାଗି ‘ଇଣ୍ଡୋ ଇସ୍‌ଲାମିକ କଲଚରାଲ ଫାଉଣ୍ଡେଶନ’ଗଠନ କରାଯାଇଛି। ଏଥିରେ...

ରାସ୍ତାରେ ଝାଡ଼ୁ ମାରିବା ପୂର୍ବରୁ ପାଣି ଛିଞ୍ଚ

ନୂଆଦିଲ୍ଲୀ, ୫।୧୨(ପି.ଟି.): ଅତ୍ୟଧିକ ବାୟୁ ପ୍ରଦୂଷଣ ହୋଇଥିବା ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ର ସମସ୍ତ ମ୍ୟୁନିସିପାଲ କର୍ପୋରେଶନ ସମେତ ଅନ୍ୟ ସହରଗୁଡ଼ିକରେ ରାସ୍ତା ଝାଡ଼ୁ କରିବା ପୂର୍ବରୁ ପାଣି ଛିଞ୍ଚତ୍ବାକୁ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ନିର୍ଦ୍ଦେଶ ଦେଇଛନ୍ତି।...

ଟିଆର୍‌ଏସ୍‌ ହାତକୁ ପୁଣି ଯାଇପାରେ ହାଇଦ୍ରାବାଦ

ହାଇଦ୍ରାବାଦ, ୫।୧୨(ପି.ଟି.): ଶାସକ ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ପୁଣିଥରେ ହାଇଦ୍ରାବାଦ ପୌର ନିଗମ ଅକ୍ତିଆର କରିପାରେ। ୧୫୦ ଆସନ ବିଶିଷ୍ଟ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେଶନ (ଜିଏଚ୍‌ଏମ୍‌ସି) ନିର୍ବାଚନରେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳିନାହିଁ। ଟିଆର୍‌ଏସ୍‌ ୫୭...

ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା

ନୂଆଦିଲ୍ଲୀ,୪ା୧୨(ପି.ଟି.)-କେନ୍ଦ୍ରର ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିବା କୃଷକମାନେ ଆସନ୍ତା ୮ ତାରିଖରେ ଭାରତ ବନ୍ଦ କରିବାକୁ ଡାକରା ଦେଇଛନ୍ତି। ଗୁରୁବାର କେନ୍ଦ୍ର ସରକାରଙ୍କ ସହ ଆଲୋଚନା ନିଷ୍ଫଳ ହେବା ପରେ ସେମାନେ ଏହି ଆନ୍ଦୋଳନକୁ...

କୃଷକଙ୍କ ସମର୍ଥନରେ ଦଳ ଛାଡିଲେ ଭାଜପା ନେତା !

ସିରସା,୪ ।୧୨: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି କୃଷକମାନେ କରିଥିବା ଆନ୍ଦୋଳନ ବେଳକୁ ବେଳ ରାଜନୈତିକ ରୂପ ନେବାରେ ଲାଗିଛି । ପ୍ରଥମେ କୃଷକଙ୍କୁ ସମର୍ଥନ କରି ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦ୍ମ ପୁରସ୍କାର ଫେରାଇ ଦେଇଥିବା ବେଳେ ଏବେ...

କୃଷକଙ୍କ ସମର୍ଥନରେ ପୁରସ୍କାର ଫେରାଇବା ଜାରି ରହିଛି

ନୂଆଦିଲ୍ଲୀ,୪ ।୧୨: କେନ୍ଦ୍ରର କୃଷି ଆଇନକୁ ନେଇ କୃଷକଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଥିବା ବେଳେ ଏବେ ଏହାକୁ ସମର୍ଥନ କରି ବିଭିନ୍ନ ଆୱାର୍ଡ ଫେରାଇବା ଜାରି ରହିଛି । ଗୁରୁବାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ଓ...

ବରଙ୍କୁ ବେଦୀରେ ଛାଡ଼ି କାଉନସେଲିଂକୁ ଗଲେ କନ୍ୟା, ଆଉ ତା’ ପରେ…

ଲକ୍ଷ୍ନୌ,୪ା୧୨: ବିବାହ ପାଇଁ ବେଦୀରେ ବସିଥିଲେ ବରକନ୍ୟା। ସକାଳ ୫ଟାରେ ବର କନ୍ୟାଙ୍କ ମୁଣ୍ଡରେ ସିନ୍ଦୁର ଦେବା ପରେ ବେଦୀ ଉପରୁ ଚାକିରି ପାଇଁ କାଉନସେଲିଂକୁ ଚାଲିଯାଇଥିଲେ କନ୍ୟା। ସେଠାରେ ଏକ ସରକାରୀ ଚାକିରି ପାଇ ପୁଣି ଫେରି ଆସି...

କରୋନା ଭ୍ୟାକ୍ସିନକୁ ନେଇ ଆଉ କିଛି ସପ୍ତାହ ମଧ୍ୟରେ ଆସିବ ଭଲ ଖବର : ମୋଦି

ନୂଆଦିଲ୍ଲୀ,୪ ।୧୨: କରୋନାକୁ ହରାଇବା ଏବେ ସମସ୍ତଙ୍କର ଲକ୍ଷ୍ୟ । ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ-୧୯ ମହାମାରୀର ସ୍ଥିତିକୁ ନେଇ ଚର୍ଚ୍ଚା କରିବା ଲାଗି ଏକ ସର୍ବଦଳୀୟ ବୈଠକର ନେତୃତ୍ୱ ନେଇଥିଲେ । ଏଥିରେ କେନ୍ଦ୍ରର ବିଭିନ୍ନ ଦଳର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri