ଜାତୀୟ

ପ୍ରଧାନ ବିଚାରପତିଙ୍କ ମା’ ଠକାମିର ଶିକାର: ୨.୫ କୋଟି ଟଙ୍କା ଠକି ନେଲେ

ନୂଆଦିଲ୍ଲୀ,୧୦।୧୨: ଭାରତର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେଙ୍କ ମା’ ମୁକ୍ତା ବୋବଡେଙ୍କ ଠକାମିର ଶିକାର ହୋଇଛନ୍ତି। ତାଙ୍କ କେୟରଟେକର ୨.୫ କୋଟି ଟଙ୍କା ଠକି ନେଇଯାଇଛନ୍ତି। ଅଭିଯୁକ୍ତ ତାପସ ଘୋଷଙ୍କୁ ଗିରଫ କରାଯାଇଥିଲା। ନାଗପୁର ପୋଲିସ କମିଶନର ଅମିତେଶ...

ଆସିବ ପବ୍ଲିକ ଓ୍ବାଇଫାଇ ନେଟ୍‌ଓ୍ବର୍କ ପିଏମ୍‌-ବାଣୀ

ନୂଆଦିଲ୍ଲୀ: ପବ୍ଲିକ ଡାଟା ଅଫିସ ଆଗ୍ରିଗେଟର୍ସ ଦ୍ୱାରା ସର୍ବସାଧାରଣ ଓ୍ବାଇଫାଇ ନେଟ୍‌ଓ୍ବର୍କ ସ୍ଥାପନ କରିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଏ ନେଇ ଟେଲିକମ୍‌ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଥିଲା। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା...

୧୪ରେ ଦେଶବ୍ୟାପୀ ତୀବ୍ର ହେବ ଆନ୍ଦୋଳନ: କୃଷକ ସଙ୍ଗଠନ

ନୂଆଦିଲ୍ଲୀ,୯ା୧୨-କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଲିଥିବା ଆନ୍ଦୋଳନ ଭିନ୍ନ ମୋଡ଼ ନେଇଛି। ବିବାଦୀୟ କୃଷି ଆଇନ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରା ନ ଗଲେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ବୁଧବାର କୃଷକ ସଙ୍ଗଠନଗୁଡ଼ିକ ରୋକ୍‌ଠୋକ୍‌ ଶୁଣାଇଛନ୍ତି।...

ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ହସ୍ପିଟାଲରେ ଭର୍ତ୍ତି

କୋଲକାତା,୯।୧୨-ନିଃଶ୍ୱାସ ପ୍ରଶ୍ୱାସରେ ଅସୁବିଧା ଅନୁଭବ ହେବାରୁ ବୁଧବାର ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କୁ କୋଲକାତାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୨୦୦୦ ରୁ ୨୦୧୧ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଥିଲେ ବୁଦ୍ଧଦେବ। ଏହି ଖବର ପ୍ରସାରିତ ହେବା ପରେ...

ସ୍ତ୍ରୀଙ୍କୁ ହତ୍ୟା କରି ଆଖି ତାଡ଼ିନେଲେ ସ୍ବାମୀ

ଭୋପାଳ,୯ା୧୨: ଜଣେ ବ୍ୟକ୍ତି ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିଥିବାରୁ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ଏତେ ଉଗ୍ରରୂପ ଧାରଣ କଲା ଯେ, ଶେଷରେ ସ୍ବାମୀ ଜଣକ କ୍ରୋଧିତ ହୋଇ ସ୍ତ୍ରୀଙ୍କୁ ହତ୍ୟା କରି ଶେଷରେ ତାଙ୍କ...

ପ୍ରଧାନମନ୍ତ୍ରୀଙ୍କ ଉଡ଼ାଣ ସମ୍ପର୍କିତ ସୂଚନା ଆର୍‌ଟିଆଇରେ ଦିଆଯାଇ ପାରିବ ନାହିଁ: ଭାରତୀୟ ବାୟୁସେନା

ନୂଆଦିଲ୍ଲୀ,୯।୧୨: ପ୍ରଧାନମନ୍ତ୍ରୀଙ୍କ ଉଡ଼ାଣ ସମ୍ପର୍କିତ ତଥ୍ୟ ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ଅନ୍ତର୍ଗତ ପ୍ରଦାନ କରାଯାଇ ପାରିବ ନାହିଁ। ଏସମ୍ପର୍କରେ ଭାରତୀୟ ବାୟୁସେନା ପକ୍ଷରୁ ବୁଧବାର ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଏଭଳି କରାଯାଇ...

ସରକାରଙ୍କ ୫ ସଂଶୋଧନ ପ୍ରସ୍ତାବ: ଆଇନ ହଟାଇବାକୁ ଜିଦ୍‌ରେ ଅଟଳ ରହିଲେ ଅନ୍ନଦାତା

ନୂଆଦିଲ୍ଲୀ,୯।୧୨: କୃଷି ଆଇନକୁ ନେଇ ଦେଶବ୍ୟାପି ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ୫ ସଂଶୋଧନ ପ୍ରସ୍ତାବ ସମ୍ପର୍କିତ ଚିଠି ଚାଷୀ ସଂଗଠନଗୁଡ଼ିକୁ ବୁଧବାର ପଠାଯାଇଛି। ତେବେ ଅନ୍ନଦାତା ଏହାକୁ ଗ୍ରହଣ କରିବାକୁ ମନା କରିବା ସହିତ...

କରୋନା ଆକ୍ରାନ୍ତଙ୍କ ଘରକାନ୍ଥରେ ଲାଗିବନି ସୂଚନା ପୋଷ୍ଟର: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୯।୧୨: ଏଣିକି କୌଣସି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ଘରକାନ୍ଥରେ ସୂଚନା ପୋଷ୍ଟର ଲଗାଯିବ ନାହିଁ। ଏସମ୍ପର୍କରେ ବୁଧବାର ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏଭଳି କରିବା ଦ୍ୱାରା ଲୋକଙ୍କ ମଧ୍ୟରେ ବିଭାଜନ ହେଉଥିବା କୋର୍ଟ କହିଛନ୍ତି। କେତେକ ଆକ୍ରାନ୍ତଙ୍କୁ...

ହନୁମାନ ନିର୍ମାଣ ପାଇଁ କୋଟି କୋଟି ଟଙ୍କାର ଜମି ଦାନ କଲେ ମୁସଲମାନ ବ୍ୟକ୍ତି

ବେଙ୍ଗାଲୁରୁ,୯।୧୨: କର୍ନାଟକର ବେଙ୍ଗାଲୁରୁରେ ଭାଇଚାରାର ଏକ ଅନନ୍ୟ ଉଦାହାରଣ ଦେଖିବାକୁ ମିଳିଛି। ଏଠାରେ ରହୁଥିବା ଜଣେ ମୁସଲମାନ ସ୍ବେଚ୍ଛାକୃତ ଭାବରେ ଏକ ବୃହତ ହନୁମାନ ମନ୍ଦିର ନିର୍ମାଣ ପାଇଁ ତାଙ୍କ ଜମି ଦାନ କରିଥିଲେ। ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି...

ଅଦ୍ଭୁତ ଘଟଣା: ମା’ ପେଟରୁ ଏଭଳି ଜିନିଷ ହାତରେ ଧରି ବାହାରିଲେ ନବଜାତକ, ଡାକ୍ତର ଦେଖି ହେଲେ ଆଶ୍ଚର୍ଯ୍ୟ

ବିହାରର ମୁଜାଫରପୁରରେ ଜଣେ ପ୍ରସୂତି ନିକଟରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ତେବେ ଶିଶୁଟି ମା’ ଗର୍ଭରୁ ଏମିତି ଏକ ଜିନିଷ ଧରି ବାହାରିଥିଲେ, ଯାହାକୁ ଦେଖିବା ପରେ ଡାକ୍ତରଙ୍କ ସମେତ ପରିବାର ଲୋକ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ମହିଳାଙ୍କର...

ଅନ୍ନଦାତାଙ୍କ ଆନ୍ଦୋଳନକୁ ସମର୍ଥନ: ମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବାକୁ ହାତଯୋଡ଼ି ମନାକଲେ କୃଷି ବୈଜ୍ଞାନିକ

ଲୁଧିଆନା,୯।୧୨: ଅନ୍ନଦାତାଙ୍କ ଆନ୍ଦୋଳନକୁ ଦେଶ ତଥା ବିଦେଶରୁ ସମର୍ଥନ ମିଳିବାରେ ଲାଗିଛି। କେତେକ ସେମାନଙ୍କୁ ପ୍ରଦାନ କରାଯାଇଥିବା ପୁରସ୍କାର, ସମ୍ମାନ ଏବଂ ପଦକ ଫେରାଇବା ଘଟଣା ମଧ୍ୟ ଘଟିବାରେ ଲାଗିଛି। ଏପରିସ୍ଥଳେ ଲୁଧିଆନାସ୍ଥିତ ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟରେ ଏକ ଅଭାବନୀୟ...

ଆଳୁ ପରଟା, ପାଳଙ୍ଗ ପନିର ଭଳି ବ୍ୟଞ୍ଜନ ଶେୟାର କରି ଭାଜପାକୁ ପ୍ରସ୍ତୁତ କରିବାକୁ କହିଲା କଂଗ୍ରେସ

ନୂଆଦିଲ୍ଲୀ, ୯।୧୨: କଂଗ୍ରେସ ସମେତ ଅନ୍ୟ ରାଜନୈତିକ ଦଳମାନେ କୃଷକଙ୍କ ପକ୍ଷରୁ ଡକାଯାଇଥିବା ଭାରତ ବନ୍ଦକୁ ସମର୍ଥନ କରିଥିଲେ। ତେବେ କୃଷକ ସମର୍ଥନରେ କଂଗ୍ରେସ ଲଗାତାର ଭାଜପା ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛି। ସେପଟେ କଂଗ୍ରେସ ଏକ ନିଆରା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri