ଜାତୀୟ

ବିବାହ କାର୍ଡରେ ଦିଆଯାଉଛି ମଦ, ଚାଖଣା, ପାଣି ବୋତଲ…

ମହାରାଷ୍ଟ୍ରରେ ଏକ ନିଆରା ବିବାହ କାର୍ଡ ଭାଇରାଲ ହେଉଛି। ଏହି ବିବାହ କାର୍ଡ ବହୁତ ଚର୍ଚ୍ଚାରେ ରହିଛି। କାରଣ ଏହି କାର୍ଡ ଖୋଲିବା ମାତ୍ରେ ଏକ ଆଶ୍ଚର୍ଯ୍ୟ କରିଦେଲା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି। କାର୍ଡରେ ଏକ ମଦ ବୋତଲ...

ସ୍ୱାମୀ ବିବେକାନନ୍ଦଙ୍କ ବିଚାରର ଆଜିବି ରହିଛି ପ୍ରାସଙ୍ଗିକତା: ଶାହା

କୋଲକାତା,୧୯ ।୧୨: ପଶ୍ଚିମବଙ୍ଗରେ ଆଉ କିଛି ମାସ ପରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏବେଠାରୁ କିନ୍ତୁ ସେଠାରେ ରାଜନୀତି ହେଲାଣି ସରଗରମ । ଶାସକ ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି)ରୁ କେତେଜଣ ନେତା ଇସ୍ତଫା ଦେବା ଦଳ ପାଇଁ ମୁଣ୍ଡ...

ବିକାଶ ପାଇଁ ନୂତନ ରାସ୍ତା ପ୍ରସ୍ତୁତ କରୁଛି ଭାରତ: ମୋଦି

ନୂଆଦିଲ୍ଲୀ,୧୯।୧୨: ଦେଶର ସାମୁହିକ ବିକାଶ ପାଇଁ ଭାରତ ଯୋଜନାବଦ୍ଧ ଭାବେ ଉଦ୍ୟମ ଅବ୍ୟାହତ ରଖିଛି। ବିକାଶ ଧାରା ଜାରି ରଖିବା ଲାଗି ଭାରତ ନୂତନ ରାସ୍ତା ପ୍ରସ୍ତୁତ କରିଛି। ଆସୋଚାମର ସ୍ଥାପନା ସପ୍ତାହ ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭିଡ଼ିଓ...

ଦିଦିଙ୍କ ଘର ସଜଡ଼ା ଆରମ୍ଭ: ଜିତେନ୍ଦ୍ର ନେଲେ ୟୁ-ଟର୍ନ

କୋଲକାତା,୧୯।୧୨: ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ। ଭାଜପା ପକ୍ଷରୁ ଏହାକୁ ଦୃଷ୍ଟିରେ ରଖି ମିଶନ ପଶ୍ଚିମବଙ୍ଗ ଆରମ୍ଭ ହୋଇଛି। ଶାସକ ତୃଣମୂଳର ବରିଷ୍ଠ ନେତାଙ୍କୁ ବାଡ଼ ଡିଆଁଇବା ଯୋଜନା ଭାଜପା ପକ୍ଷରୁ କରାଯାଇଛି। ଇତିମଧ୍ୟରେ ତୃଣମୂଳ ୫ ଜଣ...

ଚାଇନାର ଦାଦାଗିରି: କାରାକୋରମ ପର୍ଯ୍ୟନ୍ତ ନିର୍ମାଣ କରୁଛି ସଡ଼କ

ଲଦାଖ,୧୯।୧୨: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଚାଇନା ଜାଣିଶୁଣି ଏଠାରେ ଲଗାତାର ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରୁଛି। ଏହାକୁ ନେଇ ଭାରତ ଚିନ୍ତା ବଢ଼ିବାରେ ଲାଗିଛି। ଉପଗ୍ରହ ଦ୍ୱାରା ଉତ୍ତୋଳନ କରାଯାଇଥିବା...

ଦେଶରେ ୧ କୋଟି ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୧୯ ।୧୨: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନି । ଶନିବାର ସକାଳ ସୁଦ୍ଧା ଗତ ୨୪ ଘଣ୍ଟାରେ ୨୫,୧୫୩ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ଅତିକ୍ରମ...

ରାହୁଲଙ୍କ ଅଧ୍ୟକ୍ଷ ହେବାକୁ ନେଇ ୯୯.୯୯ ପ୍ରତିଶତ ସଦସ୍ୟ ରାଜି: ସୁର୍ଜେଓ୍ବାଲା

ନୂଆଦିଲ୍ଲୀ,୧୯।୧୨: କଂଗ୍ରେସରେ ନେତୃତ୍ୱ ସଙ୍କଟ ନେଇ ୨୩ ଜଣ ବରିଷ୍ଠ ନେତା ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପାଖକୁ ଚିଠି ଲେଖିଥିଲେ। ଏହାକୁ ନେଇ ଦଳରେ ସେତେବେଳେ ବହୁ ଚର୍ଚ୍ଚା ହୋଇଥିଲା। ଅସନ୍ତୁଷ୍ଟଙ୍କୁ ସନ୍ତୁଷ୍ଟ କରିବା ପାଇଁ ସୋନିଆ ଗାନ୍ଧୀ ଶନିବାର...

ପଶ୍ଚିମବଙ୍ଗ ପହଞ୍ଚିଲେ ଶାହା: ଟିଏମ୍‌ସିକୁ ଲାଗିପାରେ ଶକ୍ତ ଧକ୍କା

କୋଲକାତା,୧୯ ।୧୨: ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ହେବ ବିଧାନସଭା ନିର୍ବାଚନ । ସମୟ ଯେତିକି ପାଖେଇ ଆସୁଛି ରାଜନୀତି ବି ସେତିକି ସତିକି ସରଗରମ ହେବାରେ ଲାଗିଛି । ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଭାରତୀୟ ଜନତା ପାର୍ଟି(ଭାଜପା)...

ସାନିଟାଇଜର ବାଣ୍ଟିଲେ ସାଣ୍ଟା

ମୁମ୍ବାଇ,୧୯ା୧୨: ମୁମ୍ବାଇରେ ସାଣ୍ଟା ସାନିଟାଇଜର ବାଣ୍ଟୁଛନ୍ତି। ସାଣ୍ଟା କ୍ଲଜ୍‌ ପୋଷାକଧାରୀ ଜଣେ ବ୍ୟକ୍ତି ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ଲକ୍ଷ୍ମୀ ଚୌକ୍‌ ଏରିଆରେ ଲୋକଙ୍କୁ ସାନିଟାଇଜର ଓ ମାସ୍କ ବାଣ୍ଟୁଥିବା ଦେଖିବାକୁ ମିଳିଛି। ପ୍ରତିବର୍ଷ ପିଲାମାନଙ୍କୁ ମୁଁ ଚକୋଲେଟ, ଖେଳଣା...

ଗଣବଳାତ୍କାର ପରେ ହତ୍ୟା କରାଯାଇଥିଲା

ଲକ୍ଷ୍ନୌ,୧୯।୧୨(ପି.ଟି.): ଉତ୍ତରପ୍ରଦେଶର ହାଥ୍‌ରସ୍‌ରେ ଦଳିତ ଯୁବତୀଙ୍କୁ ଗଣବଳାତ୍କାର ପରେ ହତ୍ୟା କରାଯାଇଥିଲା। ଏହି ବହୁଚର୍ଚ୍ଚିତ ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶୁକ୍ରବାର ୪ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରିଛି। ସେମାନେ ହେଲେ ସନ୍ଦୀପ୍‌, ଲବକୁଶ,...

ଆଲୋଚନା ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ, ୧୯।୧୨(ପି.ଟି.): କେନ୍ଦ୍ରର ନୂଆ କୃଷି ଆଇନକୁ ନେଇ ଚାଷୀମାନେ ଆନ୍ଦୋଳନ ଚଳାଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ସେମାନଙ୍କ ଆଗରେ ମୁଣ୍ଡ ନୁଆଇବା ସହ ସମସ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି ଶୁକ୍ରବାର କହିଛନ୍ତି। ଭିଡିଓ କନ୍‌ଫରେନ୍ସ ଜରିଆରେ ମଧ୍ୟପ୍ରଦେଶର...

ଥରୁଛି ଉତ୍ତର ଭାରତ

ନୂଆଦିଲ୍ଲୀ,୧୯ା୧୨: ସମଗ୍ର ଉତ୍ତର ଭାରତକୁ ଥରାଇ ଦେଇଛି ଶୀତ। ହିମାଳୟର ଥଣ୍ଡା ପବନ ରାଜସ୍ଥାନର ମାଉଣ୍ଟ ଆବୁରେ ତାପମାତ୍ରାକୁ ନିମ୍ନଗାମୀ କରିବାରେ ଲାଗିଛି। ଆରାବଳୀ ପର୍ବତମାଳାର ଏହି ହିଲ୍‌ ଷ୍ଟେଶନରେ ଶୁକ୍ରବାର ତାପମାତ୍ରା ବିଯୁକ୍ତ ୧ ଡିଗ୍ରୀ ସେଲସିୟସ୍‌ ରେକର୍ଡ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri