ଜମି ବିବାଦ ମାମଲାରେ ଅମର୍ତ୍ତ୍ୟଙ୍କୁ ମମତାଙ୍କ ସମର୍ଥନ
କୋଲକାତା, ୨୯।୧୨ : ଶାନ୍ତି ନିକେତନରେ ନୋବେଲ ବିଜେତା ଅମର୍ତ୍ତ୍ୟ ସେନ୍ଙ୍କର ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଦେଖାଦେଇଥିଲାବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ସମର୍ଥନ ଜଣାଇଥିଲେ। ଏଥିପାଇଁ ଅମର୍ତ୍ତ୍ୟ ମମତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟ...
ବର୍ଷା, ଶୀତ ବଢ଼ାଉଛି ଲା ନିନା
ନୂଆଦିଲ୍ଲୀ, ୨୯।୧୨ : କ୍ରମାଗତ ଦୁଇବର୍ଷ ହେଲା ଭାରତର ପାଣିପାଗକୁ ପ୍ରଭାବିତ କରିବାରେ ଲା ନିନା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଆସୁଛି। ଫଳରେ ଏଠାରେ ସ୍ବାଭାବିକଠାରୁ ଅଧିକ ବର୍ଷା ଓ ଶୀତ ଅନୁଭୂତ ହେଉଛି। ସେହିପରି ଗ୍ରୀଷ୍ମପ୍ରବାହ ମଧ୍ୟ ପୂର୍ବାପେକ୍ଷା...
୧୦ ବର୍ଷ ପରେ ବନ୍ଦ ଘରୁ ଉଦ୍ଧାର
ଅହମଦାବାଦ୍, ୨୯ା୧୨: ଗୁଜରାଟର ରାଜକୋଟରେ ଏକ ଘରେ ୧୦ ବର୍ଷ ଧରି ବନ୍ଦ ରହିଥିବା ୩ ଭଉଣୀଭାଇଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ନାମ ଅମରେଶ(୪୨), ଭବେଶ(୩୯) ଓ ମେଘ୍ନା ବୋଲି ଜଣାପଡିଛି। ଏକ ସ୍ବେଚ୍ଛାସେବୀ ସଙ୍ଗଠନ ସେମାନଙ୍କ ବାପାଙ୍କ ସହାୟତାରେ...
୩୦ରେ କେନ୍ଦ୍ର-କୃଷକ ଆଲୋଚନା
ନୂଆଦିଲ୍ଲୀ, ୨୯।୧୨(ପି.ଟି.) : ନୂଆ କୃଷି ଆଇନକୁ ନେଇ ଚାଷୀମାନଙ୍କ ଆନ୍ଦୋଳନ ଦ୍ୱିତୀୟ ମାସରେ ପହଞ୍ଚତ୍ଥିବାବେଳେ ୩୦ ତାରିଖରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ କେନ୍ଦ୍ର ସରକାର ସୋମବାର ଆନ୍ଦୋଳନରତ ୪୦ ଚାଷୀ ସଂଗଠନକୁ ଆମନ୍ତ୍ରଣ କରିଛନ୍ତି। ଆଲୋଚନା ମାଧ୍ୟମରେ...
କୋଭିଡ୍ ଭ୍ୟାକ୍ସିନକୁ ଦେଶରେ ଖୁବ ଶୀଘ୍ର ମିଳିବ ମଞ୍ଜୁରୀ, ୫୦ ନିୟୁତ ଡୋଜ ପ୍ରସ୍ତୁତ: ସେରମ ଇନ୍ଷ୍ଟିଚ୍ୟୁଟ୍
ନୂଆଦିଲ୍ଲୀ,୨୮ା୧୨: ସେରମ ଇନ୍ଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ୫୦ ନିୟୁତ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା କୋଭିଡ୍-୧୯ ଭାକ୍ସିନ ପ୍ରସ୍ତୁତ କରିସାରିଛି। ଏ ନେଇ କମ୍ପାନୀର ମୁଖ୍ୟ କାର୍ଯ୍ୟକାରୀ ଆଦର ପୁନାଓ୍ବାଲା ସୋମବାର ସ୍ପଷ୍ଟ କରିଛନ୍ତି। ଭାକ୍ସିନର ଜରୁରୀକାଳିନ ବ୍ୟବହାରକୁ ଖୁବ୍ ଶୀଘ୍ର ଭାରତୀୟ ରେଗୁଲେଟର...
ଜାନୁଆରୀ ୩୧ ପର୍ଯ୍ୟନ୍ତ ବଢିଲା କୋଭିଡ ଗାଇଡ୍ଲାଇନ୍
ନୂଆଦିଲ୍ଲୀ,୨୮।୧୨-ମହାମାରୀ କରୋନାକୁ ନଜରରେ ରଖି କେନ୍ଦ୍ର ସରକାର ପୂର୍ବରୁ ଲାଗୁ କରିଥିବା ଗାଇଡ୍ଲାଇନକୁ ୨୦୨୧ ଜାନୁଆରୀ ୩୧ ପର୍ଯ୍ୟନ୍ତ ବଳବତ୍ତର ରଖିଛନ୍ତି। ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ଚିହ୍ନଟ ପରେ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି। ଗାଇଡ ଲାଇନ...
ରାଜ୍ୟରେ ଥମୁନି କରୋନା, ଫିଲ୍ମ ରିଲିଜ୍ କରିବାକୁ ଅଡ଼ି ବସିଛନ୍ତି ସାଉଥ୍ ଷ୍ଟାର ବିଜୟ
ଚେନ୍ନାଇ,୨୮ା୧୨- ତାମିଲନାଡୁରେ ଏବେ ଦିନକୁ ହଜାରେରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଉ ରାଜ୍ୟରେ ଏପର୍ଯ୍ୟନ୍ତ ୧୨,୦୬୯ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି, ଯାହାକି ପୂରା ଦେଶରେ ଦ୍ୱିତୀୟ ସର୍ବାଧିକ। ହେଲେ କଲିଉଡ୍ ଆକ୍ଟର ବିଜୟ ସିନେମା...
ଶିଶୁଙ୍କ ପର୍ନୋଗ୍ରାଫିକୁ ପ୍ରୋତ୍ସାହିତ କରି ୪୧ ଅଟକ
କୋଚୀ,୨୮ା୧୨- ଶିଶୁଙ୍କ ପର୍ନୋଗ୍ରାଫିକୁ ପ୍ରୋତ୍ସାହିତ କରୁଥିବା ଏକ ର଼୍ୟାକେଟ ଧରାପଡ଼ିଛି। କେରଳ ପୋଲିସର ସାଇବର ଓ୍ବିଙ୍ଗ୍ ସୋମବାର ଆଇଟି ଫ୍ରୋଫେଶନାଲଙ୍କ ସମେତ ୪୧ ଜଣଙ୍କୁ ଅଟକ ରଖି ଓ ମୋଟ ୩୩୯ଟି ମାମଲା ରୁଜ୍ଜୁ କରାଯାଇଥିବା ଅତିରିକ୍ତ ପୋଲିସ ନିର୍ଦ୍ଦେଶକ...
୨୦୨୫ ସୁଦ୍ଧା ୨୫ ସହରରେ ମେଟ୍ରୋ ଟ୍ରେନ୍: ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୨୮ା୧୨- ଆଗାମୀ ୨୦୨୫ ସୁଦ୍ଧା ଦେଶର ମେଟ୍ରୋ ଟ୍ରେନ ସେବା ୨୫ଟି ସହର ଛୁଇଁବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଉଦ୍ୟମ ଯୋଗୁ ଦେଶରେ ପ୍ରଥମ ମେଟ୍ରୋ ସେବା ସମ୍ଭବ ହୋଇପାରି...
ରାଜ୍ୟ ସରକାରଙ୍କ ବିରୋଧରେ ଫେସ୍ବୁକ୍ରେ ଏମିତି ପୋଷ୍ଟ କରିବା ପଡ଼ିଲା ମହଙ୍ଗା: ଚାଲିଗଲା ଚାକିରି
କେରଳର ଜଣେ ବିମାନବନ୍ଦର କର୍ମଚାରୀଙ୍କୁ ସୋସିଆଲ ମିଡିଆରେ ରାଜ୍ୟ ସରକାରଙ୍କ ବିରୋଧରେ ଲେଖିବା ମହଙ୍ଗା ପଡ଼ିଛି। ଏ ନେଇ ତାଙ୍କ ଚାକିରି ଚାଲିଯାଇଛି। କନ୍ନୁର ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡର ଜଣେ କର୍ମଚାରୀ କେରଳ ସରକାରଙ୍କ ବିରୋଧରେ ଫେସବୁକରେ ଏକ ପୋଷ୍ଟ...
ଚାଷୀ ଆନ୍ଦୋଳନକୁ ସମର୍ଥନ କରି ୨୨୫ କି.ମି. ସାଇକେଲରେ ଯାତ୍ରା କଲେ ଶିକ୍ଷକ
ନୂଆଦିଲ୍ଲୀ,୨୮।୧୨-କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଚାଷୀ ସଙ୍ଗଠନ ପକ୍ଷରୁ ଦିଲ୍ଲୀର ସିଙ୍ଘୁ ସୀମାରେ ଆନ୍ଦୋଳନ ଜାରି ରହିଛି। ମାସେରୁ ଅଧିକ ଦିନ ଚାଲିଥିବା ଏହି ଆନ୍ଦୋଳନର ସମାଧନର ବାଟ ବାହାରି ପାରି ନାହିଁ। ଏପରିସ୍ଥିତିରେ ପଞ୍ଜାବର...
ଡିସେମ୍ବର ୩୦ରେ ହେବ କୃଷକ ନେତା-ସରକାରଙ୍କ ମଧ୍ୟରେ କଥାବାର୍ତ୍ତା!
ନୂଆଦିଲ୍ଲୀ,୨୮ ।୧୨: କେନ୍ଦ୍ର ସରକାଙ୍କର କୃଷି ଆଇନକୁ ବିରୋଧ କରି କୃଷକଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ଏବେ ଏହା ୩୩ ଦିନରେ ପହଞ୍ଚିଲାଣି । ହେଲେ ଏହାର କୌଣସି ସମାଧାନ ହୋଇ ପାରୁନାହିଁ । ବହୁବାର କୃଷକ ନେତା...
Archives


