ମଧ୍ୟାହ୍ନ ଭୋଜନ ଯୋଜନାରେ ଛଅ ମାସର ଶୁଖିଲା ରାଶନ ଦେବେ ଦିଲ୍ଲୀ ସରକାର
ନୂଆଦିଲ୍ଲୀ,୨୯ ।୧୨: ଦିଲ୍ଲୀ ମୁଖ୍ୟମନ୍ତୀ ଅରବିନ୍ଦ କେଜରିୱାଲ ମଙ୍ଗଳବାର କହିଛନ୍ତି ଯେ ମଧ୍ୟାହ୍ନ ଭୋଜନ ଯୋଜନାରେ ପିଲାମାନଙ୍କୁ ୬ ମାସର ଶୁଖିଲା ରାଶନ ଯୋଗାଇ ଦିଆଯିବ । କରୋନା ଭାଇରସ ସଂକ୍ରମଣ କାରଣରୁ ଗତ ମାର୍ଚ୍ଚରୁ ସ୍କୁଲ ବନ୍ଦଥିବାରୁ ଏଭଳି...
କେନ୍ଦ୍ର ସମନ ଜାରି କରିଥିବା ଅଧିକାରୀଙ୍କୁ ସମ୍ମାନ ଦେଲେ ମମତା
କୋଲକାତା,୨୯ ।୧୨: ପଶ୍ଚିମବଙ୍ଗ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ କିଛିଦିନ ହେବ ବିବାଦ ଲାଗି ରହିଛି । ଏବେ ଏହା ଆହୁରି ବଢିବାରେ ଲାଗିଛି । ଭାରତୀୟ ଜନତା ପାର୍ଟି(ଭଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପରେ ପଶ୍ଚିମବଙ୍ଗରେ...
ମାଡାମ୍ ତୁସାଦ୍ ମ୍ୟୁଜିୟମ୍ ହେବ ବନ୍ଦ
ନୂଆଦିଲ୍ଲୀ,୨୯।୧୨: ରାଜଧାନୀ ଦିଲ୍ଲୀର କର୍ନଟ ପ୍ଲେସ୍ଠାରେ ଥିବା ମାଡାମ୍ ତୁସାଦ୍ ମ୍ୟୁଜିୟମ୍କୁ ବନ୍ଦ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଦିଲ୍ଲୀରେ ଏହି ମ୍ୟୁଜିୟମ୍ ପର୍ଯ୍ୟଟକଙ୍କ ଆକର୍ଷଣର ମୁଖ୍ୟ କେନ୍ଦ୍ର ଥିଲା। ଖ୍ୟାତିସମ୍ପନ୍ନ ବ୍ୟକ୍ତି ବିଶେଷଙ୍କର ମହମରେ ନିର୍ମିତ ହୋଇଥିବା...
ଆନ୍ଦୋଳନ ନାଁରେ ଦେଶର ଭିତ୍ତିଭୂମି ନଷ୍ଟ କରିବା ଜାତୀୟ ଦାୟିତ୍ୱ ନୁହେଁ: ମୋଦି
ପ୍ରୟାଗରାଜ,୨୯ ।୧୨: ମାଲଗାଡ଼ି ଚଳାଚଳ ପାଇଁ ତିଆରି ହୋଇଥିବା ଇଷ୍ଟର୍ଣ୍ଣ ଡେଡିକେଟେଡ ଫ୍ରେଟ କରିଡର(ଇଡିଏଫ୍ସି)ର ପ୍ରୟାଗରାଜ ସ୍ଥିତ କଣ୍ଟ୍ରୋଲ ରୁମ ଓ ଲୁଧିଆନାରୁ ପଶ୍ଚିମବଙ୍ଗ ସ୍ଥିତ ଦାନକୁନି ଷ୍ଟେଶନ ପର୍ଯ୍ୟନ୍ତ ୧୮୭୫ କିଲୋମିଟର ଇଡିଏଫ୍ସି ଟ୍ରାକ ଉପରେ ଏବେ ଟ୍ରେନ୍...
ଶିବରାଜଙ୍କ କ୍ୟାବିନେଟ୍ରେ ଲଭ୍ ଜିହାଦ୍
ଭୋପାଳ,୨୯।୧୨: ଲଭ୍ ଜିହାଦ୍ ବିରୋଧରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ସରକାର କଡ଼ା ଆଇନ ଆଣିବାକୁ ଯାଉଛନ୍ତି। ଏସମ୍ପର୍କିତ ଏକ ଆଧ୍ୟାଦେଶକୁ ମଙ୍ଗଳବାର କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଏହାକୁ ଅନୁମୋଦନ ପାଇଁ ରାଜ୍ୟପାଳ ଆନନ୍ଦିବେନ୍ ପଟେଲଙ୍କ ପାଖକୁ ପଠାଇ...
ରାଜନୈତିକ ଦଳ ଗଠନ କରିବେ ନାହିଁ ରଜନୀକାନ୍ତ
ଚେନ୍ନାଇ,୨୯।୧୨: କୌଣସି ରାଜନୈତିକ ଦଳ ଗଠନ ନ କରିବାକୁ ସୁପରଷ୍ଟାର ରଜନୀକାନ୍ତ ମଙ୍ଗଳବାର ଘୋଷଣା କରିଛନ୍ତି। ତାଙ୍କ ସ୍ବାସ୍ଥ୍ୟ ଖରାପ ଥିବାରୁ ସେ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ତାମିଲନାଡୁରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରଜନୀକାନ୍ତ ରାଜନୈତିକ...
ରାସ୍ତାରେ ମଳତ୍ୟାଗ କଲା ମଇଁଷି: ମାଲିକ ଦେଲେ ୧୦ ହଜାର ଜରିମାନା
ଗ୍ବାଲିୟର,୨୯।୧୨: ନିର୍ମାଣ କରାଯାଇଥିବା ନୂଆ ରାସ୍ତାରେ ମଇଁଷି ମଳତ୍ୟାଗ କରିବାରୁ ମାଲିକଙ୍କୁ ଜରିମାନା ଦେବାକୁ ପଡ଼ିଛି। ମଧ୍ୟପ୍ରଦେଶର ଗ୍ବାଲିୟରର ଡି.ବି. ସିଟି ରୋଡ୍ର ନିର୍ମାଣ କରାଯାଉଥିଲା। ଏହି ସମୟରେ ରାସ୍ତାରେ ଯାଉଥିବା ମଇଁଷି ମଳତ୍ୟାଗ କରିଥିଲା। ନଗର ନିଗମର କମିଶନର...
ଆର୍ଜେଡ଼ିର ନୂଆ ପ୍ରସ୍ତାବ: ତେଜସ୍ବୀ ମୁଖ୍ୟମନ୍ତ୍ରୀ ହେଲେ ନୀତିଶ ହେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ
ପାଟନା,୨୯।୧୨: ବିହାର ନିର୍ବାଚନ ପରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହୋଇସାରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ଏନ୍ଡିଏ ମେଣ୍ଟ ସରକାରରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରାଯାଇନାହିଁ। ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମେଣ୍ଟରେ ଫାଟ ଦେଖାଦେଇଥିବା ନେଇ ରାଜନୈତିକ ମହଲରେ ଟୁପ୍ଟାପ୍...
ପିଏମ୍ସି ବ୍ୟାଙ୍କ ଜାଲିଆତି: ସଞ୍ଜୟଙ୍କ ପତ୍ନୀଙ୍କୁ ତୃତୀୟ ଥର ଲାଗି ସମନ ଜାରି କଲା ଇଡି
ମୁମ୍ବାଇ,୨୯ ।୧୦: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶିବସେନା ନେତା ତଥା ରାଜ୍ୟ ସଭା ଏମ୍ପି ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କୁ ପଞ୍ଜାବ ଓ ମହାରାଷ୍ଟ୍ର ସହକାରୀ(ପିଏମ୍ସି) ବ୍ୟାଙ୍କ ଜାଲିଆତି ମାମଲାରେ ମଙ୍ଗଳବାର ହାଜର ହେବାକୁ କହିଛନ୍ତି । ବର୍ଷାଙ୍କୁ ତୃତୀୟଥର...
୬ ବ୍ରିଟେନ ଫେରନ୍ତାଙ୍କଠାରେ ନୂଆ ଷ୍ଟ୍ରେନ୍ ଚିହ୍ନଟ: ସରକାର ଦେଲେ ସୂଚନା
ନୂଆଦିଲ୍ଲୀ,୨୯।୧୨: କରୋନା ମହାମାରୀର ନୂଆ ଷ୍ଟ୍ରେନ୍ ଭାରତରେ ଆତଙ୍କ ଦେଖାଦେଇଛି। ବ୍ରିଟେନ୍ରୁ ଫେରିଥିବା ୬ ଜଣଙ୍କଠାରେ ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଥିବା ଭାରତ ସରକାରଙ୍କ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ସେଥିମଧ୍ୟରୁ ବେଙ୍ଗାଲୁରୁ ଲ୍ୟାବ୍ରେ ପରୀକ୍ଷା କରାଯାଇଥିବା ୩ ଜଣଙ୍କ...
ନୂଆ ଷ୍ଟ୍ରେନ୍ ଆତଙ୍କ: ୫୭୦ ବ୍ରିଟେନ୍ ଫେରନ୍ତାଙ୍କ ମିଳୁନି ପତ୍ତା
ଲକ୍ଷ୍ନୌ,୨୯।୧୨: ଦେଶରେ କରୋନା ମହାମାରୀର ନୂଆ ଷ୍ଟ୍ରେନ୍ ନେଇ ଏବେ ଆତଙ୍କ ଜାରି ରହିଛି। ସ୍ବଦେଶ ଫେରୁଥିବା ବ୍ରିଟେନ୍ ଫେରନ୍ତାଙ୍କ ପାଇଁ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି। ଉତ୍ତରପ୍ରଦେଶରେ କରୋନା ସଂକ୍ରମଣକୁ ନେଇ ପ୍ରଶାସନର ଚିନ୍ତା ବଢ଼ିବାରେ ଲାଗିଛି। ରାଜ୍ୟକୁ...
ଅନଶନରେ ବସିବେ ଆନ୍ନା
ପୁଣେ, ୨୯।୧୨(ପି.ଟି.): ଜାନୁୟାରୀ ଶେଷ ସୁଦ୍ଧା କେନ୍ଦ୍ର ସରକାର ଯଦି ଦାବି ପୂରଣ ନ କରନ୍ତି, ତେବେ ଅନଶନରେ ବସିବାକୁ ସାମାଜିକ କର୍ମୀ ଆନ୍ନା ହାଜାରେ ଧମକ ଦେଇଛନ୍ତି। ଏହା ତାଙ୍କର ଶେଷ ଆନ୍ଦୋଳନ ହେବ ବୋଲି ସେ କହିଛନ୍ତି।...
Archives


