ଜାତୀୟ

କୁଖ୍ୟାତ ଖଲିସ୍ତାନ ଆତଙ୍କବାଦୀ ଭାରତରେ

ନୂଆଦିଲ୍ଲୀ,୩୧।୧୨: ଗୋଇନ୍ଦା ବିଭାଗକୁ ବଡ଼ ସଫଳତା ମିଳିଛି। କୁଖ୍ୟାତ ଖଲିସ୍ତାନ ଆତଙ୍କବାଦୀ ସୁଖ ବିକରିଓ୍ବାଲଙ୍କୁ ଭାରତକୁ ଅଣାଯାଇପାରିଛି। ଗୁରୁବାର ତାଙ୍କୁ ଦୁବାଇରୁ ଭାରତକୁ ଅଣାଯାଇଛି। ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ନିର୍ଦ୍ଦେଶରେ ସେ ପଞ୍ଜାବରେ ଟାର୍ଗେଟ କିଲିଂ କରୁଥିବା ଅଭିଯୋଗ...

ରାମମନ୍ଦିର ଚାନ୍ଦା ଆଦାୟରୁ ଉତ୍ତେଜନା

ଭୋପାଳ,୩୧।୧୨ : ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଲାଗି ମଧ୍ୟପ୍ରଦେଶରେ ଚାନ୍ଦା ଆଦାୟ ବେଳେ ଦୁଇଟି ସ୍ଥାନରେ ଉତ୍ତେଜନା ଦେଖାଦେବା ସହ ସଂଘର୍ଷ ହୋଇଛି। ମଙ୍ଗଳବାର ମଣ୍ଡସୌର ଜିଲାର ଦୋରାନା ଗ୍ରାମରେ ଏକ ମସ୍‌ଜିଦ ଭାଙ୍ଗିବାକୁ ଗୋଟିଏ ଗୋଷ୍ଠୀ ଉଦ୍ୟମ କରିଥିଲେ।...

ବିଦେଶକୁ ରପ୍ତାନି ହେବ ‘ଆକାଶ’

ନୂଆଦିଲ୍ଲୀ, ୩୧।୧୨(ଆଇଏଏନ୍‌ଏସ୍‌): ଭାରତର ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆକାଶ ମିସାଇଲ୍‌ ସିଷ୍ଟମ୍‌ ବିଦେଶକୁ ରପ୍ତାନି ହେବ। ବୁଧବାର କେନ୍ଦ୍ର କ୍ୟାବିନେଟ ଏହି ପ୍ରସ୍ତାବକୁ ଅନୁମୋଦନ କରିଥିବା ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ୨୫ କିଲୋମିଟର ଲକ୍ଷ୍ୟଭେଦ କ୍ଷମତା ବିଶିଷ୍ଟ ଭୂପୃଷ୍ଠରୁ...

ଲିଭ୍‌ ଇନ୍‌ରେ ରହିପାରିବେ ପ୍ରେମୀଯୁଗଳ

ଚଣ୍ଡୀଗଡ, ୩୧ା୧୨: ବିବାହ ବୟସ ହୋଇ ନ ଥିଲେ ବି ଯୁବତୀଯୁବକ ଏକାଠି ଲିଭ୍‌ ଇନ୍‌ ରିଲେଶନଶିପ୍‌ରେ ରହିପାରିବେ ବୋଲି କହିଛନ୍ତି ପଞ୍ଜାବ ହରିୟାଣା ହାଇକୋର୍ଟ। ଏକ ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି, ଜଣେ ବ୍ୟକ୍ତି କିପରି ଜୀବନଶୈଳୀରେ...

କୋଭିଡ୍‌ ପ୍ରଭାବ କମାଇବା ନେଇ ସରକାରଙ୍କ ଯୋଜନା: ଖର୍ଚ୍ଚ ଉପରେ ରହିପାରେ ଫୋକସ

ନୂଆଦିଲ୍ଲୀ,୩୧।୧୨: କରୋନା ମହାମାରୀ ଯୋଗୁ ବିଶ୍ୱର ପ୍ରମୁଖ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା ମଧ୍ୟରେ ଭାରତ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଛି। ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) -୨୩.୯% ଖସିଥିବା ବେଳେ ଦ୍ୱିତୀୟ ତ୍ରୈମାସରେ...

ଆସନ୍ତା ୬ ମାସ ପାଇଁ ନାଗାଲାଣ୍ଡକୁ ଅଶାନ୍ତ ଅଞ୍ଚଳ ଘୋଷଣା କଲା କେନ୍ଦ୍ର

ନୂଆଦିଲ୍ଲୀ,୩୦।୧୨-ଆସନ୍ତା ୬ ମାସ ପାଇଁ ନାଗାଲାଣ୍ଡକୁ କେନ୍ଦ୍ର ସରକାର ଅଶାନ୍ତ ଅଞ୍ଚଳ ବୋଲି ଘୋଷଣା କରିଛନ୍ତି। ଏ ନେଇ ବୁଧବାର କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ସଶସ୍ତ୍ର ବାହିନୀ (ସ୍ବତନ୍ତ୍ର ଶକ୍ତି) ଏଏଫଏସପି ଆଇନ ଏହି ସମୟ...

ଯୋଗ ଦେବାର ଘଣ୍ଟାକ ପରେ ଭାଜପାରୁ ତଡ଼ା ଖାଇଲେ ଶାହିନବାଗ ଶୁଟର

ନୂଆଦିଲ୍ଲୀ,୩୦ା୧୨- ନାଗରିକତା ଆଇନକୁ ନେଇ ଶାହିନବାଗରେ ଚାଲିଥିବା ବିରୋଧ ପ୍ରଦର୍ଶନସ୍ଥଳରେ ଗୁଳି ମାଡ଼ କରିଥିବା କପିଲ ଗୁରଜାର ବୁଧବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗ ଦେଇଥିଲେ। ହେଲେ ଘଣ୍ଟାକ ପରେ ଭାଜପା ପକ୍ଷରୁ ତାଙ୍କୁ ବହିଷ୍କୃତ କରାଯାଇଛି। ‘...

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କବାଦୀ

ଶ୍ରୀନଗର,୩୦।୧୨-ଜାମ୍ମୁ-କାଶ୍ମୀରର ଶ୍ରୀନଗର ଉପକଣ୍ଠରେ ଥିବା ଲାଓପୋରାରେ ବୁଧବାର ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଆତଙ୍କବାଦୀ ଲୁଚି ରହିଥିବା ଖବରପାଇ ମଙ୍ଗଳବାର ସାରେ ସୁରକ୍ଷାକର୍ମୀ ଜାତୀୟ...

ରୋଡ଼ ସାଇଡ୍‌ ଢାବାରେ ରୋଷେଇ କଲେ ମୁଖ୍ୟମନ୍ତ୍ରୀ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ନିକଟରେ ବୀରଭୂମ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଭିନ୍ନ ଶୈଳୀରେ ଦେଖିବାକୁ ମିଳିଥିଲା। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ଢାବାରେ ରୋଷେଇ...

ଭାଜପାରେ ସାମିଲ ହେଲେ ଏହି ପୂର୍ବତନ କ୍ରିକେଟର: ୧୭ ବର୍ଷରେ ଖେଳିଥିଲେ ପ୍ରଥମ ଟେଷ୍ଟ

ଭାରତୀୟ ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ୍‌ ଭାଜପାରେ ସାମିଲ ହୋଇଛନ୍ତି। ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଶିବରାମ ଭାଜପାରେ ଯୋଗ ଦେଇଛନ୍ତି। ତାମିଲନାଡୁର ଭାଜପା ଇନ୍‌ଚାର୍ଜ ସିଟି ରବିଙ୍କ ଉପସ୍ଥିତିରେ ସେ ଭାଜପାରେ ସାମିଲ ହୋଇଛନ୍ତି। ୧୭ ବର୍ଷ ବୟସରେ...

ନୂଆବର୍ଷରେ ବି ଜାରି ରହିବ କଟକଣା: ରାଜ୍ୟ ସରକାରଙ୍କୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ,୩୦।୧୨: ଗୋଟିଏ ଦିନ ପରେ ନୂଆବର୍ଷ। କରୋନା ମହାମାରୀରେ ନାନା ପ୍ରକାର ହଇରାଣ ହରକତ ହୋଇଥିବା ଲୋକେ ନୂଆବର୍ଷ ପାଳନ ପାଇଁ ମାନସିକସ୍ତରରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତେବେ ନୂଆବର୍ଷରେ ଗହଳି ଯେଭଳି ନ ହେବ ସେଥିପ୍ରତି ଦୃଷ୍ଟି ରଖିବା...

ରାଜ୍ୟପାଳଙ୍କୁ ହଟାଇବା ପାଇଁ ରାଷ୍ଟ୍ରପତିଙ୍କୁ ଚିଠି

କୋଲକାତା,୩୦।୧୨: ପଶ୍ଚିମବଙ୍ଗରେ ରାଜନୈତିକ କାଦୁଅ ଫିଙ୍ଗା ଜାରି ରହିଛି। ଆଗକୁ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁଥିବାବେଳେ ଶାସକ ତୃଣମୂଳ କଂଗ୍ରେସ ଏବଂ ଭାଜପା ମୁହାଁମୁହିଁ ସ୍ଥିତିରେ ରହିଛନ୍ତିି। ଏପରିସ୍ଥଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କ ପକ୍ଷରୁ ରାଜ୍ୟପାଳ ଜଗଦୀପ୍‌ ଧନଖଣ୍ଡଙ୍କୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri