ହିଟଲର-ଟ୍ରମ୍ପ୍ ବାବା: ପହଞ୍ଚିଲେ ପ୍ରୟାଗରାଜ ମାଘମେଳାରେ
ପ୍ରୟାଗରାଜ, ୨୬।୧: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ମାଘମେଳାରେ ହିଟଲର ଏବଂ ଟ୍ରମ୍ ବାବା ପହଞ୍ଚିଛନ୍ତି। ସେମାନଙ୍କୁ ନେଇ ମେଳାରେ ଚର୍ଚ୍ଚା ଆରମ୍ଭ ହୋଇଛି। ମହନ୍ତ ମାଧବଦାସଙ୍କୁ ଗୁରୁଙ୍କଠାରୁ ହିଟଲର ନାମ ମିଳିଛି। ତାଙ୍କର ପ୍ରକୃତ ନାମ ଅଜୟ କୁମାର...
୪୦ କୋଟି ୟୁଜରଙ୍କ ଡାଟା ଚୋରି କରିଛି ଟେଲିଗ୍ରାମ୍ ଆପ୍
ନୂଆଦିଲ୍ଲୀ, ୨୬।୧: ଟେଲିଗ୍ରାମ୍ ଆପ୍ ଦ୍ୱାରା ଦେଶର ୪୦ କୋଟି ୟୁଜରଙ୍କ ଡାଟା ଚୋରି ହୋଇଛି। ଏହି ଆପ୍ ମାଧ୍ୟମରେ ଫେସ୍ବୁକ୍ ୟୁଜରଙ୍କ କଣ୍ଟେଟ୍ ସମ୍ପର୍କିତ ବିସ୍ତୃତ ତଥ୍ୟ ଚୋଲାଇ ନିଆଯାଇଛି। ହ୍ୟାକର ରିସର୍ଚ୍ଚ ସର୍ଚ୍ଚ ଟ୍ରିକ୍ ଦ୍ୱାରା ଫେସ୍ବୁକ୍...
ବ୍ୟାଣ୍ଡ୍-ବାଜା ସହ ପହଞ୍ଚିଲେ ବର, କନ୍ୟା ଘରେ ପଡିଥିଲା ତାଲା: ଆଉ ତା’ପରେ
ଚଣ୍ଡିଗଡ,୨୬।୧: ପଞ୍ଜାବର ମୋଗା ଜିଲାରେ ଏକ ରୋଚକ ଘଟଣା ଘଟିଛି। ବ୍ୟାଣ୍ଡବାଜା ସହ ବର କନ୍ୟା ଘରେ ପହଞ୍ଚିବା ପରେ ସେଠାରେ ଏକ ଅଜବ ପରିସ୍ଥିତି ସୃଷ୍ଟି ହୋଇଥିଲା। କନ୍ୟା ଘରେ ତାଲା ପଡିଥିବା ଦେଖି ବରଘର ପକ୍ଷ କୌଣସି...
ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ
ଶ୍ରୀନଗର, ୨୬।୧: ଗଣତନ୍ତ୍ର ଦିବସ ଅବସରରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀରରେ ମୋବାଇଲ ଇଣ୍ଟରନେଟ୍ ସେବାକୁ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି। ମଙ୍ଗଳବାର ପରେ ଏହା ପୁଣି ସ୍ବାଭାବିକ ହେବ। ପୂର୍ବରୁ ଉଦାମପୁର ଏବଂ ଗାନ୍ଦେରଓ୍ବଲକୁ ଛାଡି ଅନ୍ୟ...
ଲାହୋଲରେ ୧୭୫ କିଲୋମିଟର ମଧ୍ୟରେ ନାହିଁ ସେଲୁନ!
ଉଦୟପୁର,୨୬ ।୧: ହିମାଚଳପ୍ରଦେଶର ଲାହୋଲରେ ଛୋଟ ପିଲା, ଯୁବକ, ବୃଦ୍ଧ ହେୟାର ଷ୍ଟାଇଲ କରିବାକୁ ଟ୍ରିମର ଉପରେ ନିର୍ଭର କରିଥାଆନ୍ତି । ସେଥିପାଇଁ ସେଠାରେ ମିଳିଥିବା ବିଭିନ୍ନ କମ୍ପାନୀର ଟ୍ରିମରକୁ ଏମାନେ ୫ଶହ ଟଙ୍କାରୁ ନେଇ ୫ ହଜାର ଟଙ୍କା...
ଟିକ୍ଟକ୍ ସହିତ ୫୯ ଆପ୍ ଉପରେ ସ୍ଥାୟୀ ପ୍ରତିବନ୍ଧକ
ନୂଆଦିଲ୍ଲୀ, ୨୬।୧: ପୂର୍ବରୁ ଜୁନ୍ ୨୦୨୦ରେ ଭାରତରେ ଟିକ୍ଟକ୍, ଓ୍ବି ଚାଟ୍, ୟୁସି ବ୍ରାଉଜର ସମେତ ୫୯ ଆପ୍ ଉପରେ କଟକଣା ଜାରି କରାଯାଇଥିଲା। ତେବେ ଏବେ ଭାରତୀୟ ଇଲୋକ୍ଟ୍ରୋନିକ୍ସ୍ ଏବଂ ସୂଚନା ପ୍ରଯୁକ୍ତି ଜ୍ଞାନକୌଶଳ ମନ୍ତ୍ରଣାଳୟ ପକ୍ଷରୁ ଏସ...
ଆରମ୍ଭ ହେଲା ଟ୍ରାକ୍ଟର ରାଲି: କୃଷକ ପୋଲିସ ମୁହାଁମୁହିଁ
ନୂଆଦିଲ୍ଲୀ,୨୬ ।୧: ଗୋଟିଏ ପଟେ ଦେଶ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ରାଜଧାନୀ ରାଜପଥରେ ସମାରୋହକୁ ଉପଭୋଗ କରୁଛନ୍ତି ଦେଶବାସୀ । ଅନ୍ୟପଟେ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ବିଭିନ୍ନ ରାଜ୍ୟର କୃଷକ...
ମାଇନସ୍ ୨୫ ଡିଗ୍ରୀ ତାପମାତ୍ରାରେ ଗଣତନ୍ତ୍ର ଦିବସ ପାଳିତ
ଲେହ,୨୬।୧: ଲଦାଖର ମାଇନସ୍ ୨୫ ଡିଗ୍ରୀ ସେଲସିୟସ୍ରେ ଭାରତ-ତିବ୍ବତ ସୀମା ପୋଲିସ ଯବାନମାନେ ୭୨ତମ ଗଣତନ୍ତ୍ର ଦିବସ ପାଳନ କରିଛନ୍ତି। ସମୁଦ୍ର ପତ୍ତନଠାରୁ ୧୭ ହଜାର ଫୁଟ ଉଚ୍ଚରେ ଯବାନମାନେ ଉତ୍ସାହର ସହିତ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହାର...
ସାଧାରଣତନ୍ତ୍ର ଦିବସରେ ମୋଦି ପିନ୍ଧିଲେ କମଳା ରଙ୍ଗର ପଗଡ଼ି: କ’ଣ ଏହାର କାରଣ
ନୂଆଦିଲ୍ଲୀ,୨୬ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣତନ୍ତ୍ର ଦିବସ ଓ ସ୍ୱାଧିନତା ଦିବସରେ ପଗଡି ବାନ୍ଧିବାର ପରମ୍ପରାକୁ ବଜାୟ ରଖିଛନ୍ତି । ଚଳିତବର୍ଷ ଗଣତନ୍ତ୍ର ଦିବସ ଅବସରରେ ସେ କମଳା ରଙ୍ଗର ପଗଡି ପିନ୍ଧିଥିବା ଦେଖାଯାଇଛି । ୭୨ ତମ...
ରାଜପଥରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ,୨୬ ।୧: ସାରା ଦେଶ ଉତ୍ସାହ ଓ ଉଦ୍ଦିପନା ସହ ପାଳନ କରୁଛି ୭୨ ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜପଥରେ ପହଞ୍ଚି ପତାକା ଉତ୍ତୋଳନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...
ଶକ୍ତି ପ୍ରଦର୍ଶନ କଲେ ତିନି ସେନା: ପରେଡରେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ସାମିଲ
ନୂଅ।ଦିଲ୍ଳୀ,୨୬୧: ମଙ୍ଗଳବାର ୭୨ ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ ଦିଲ୍ଲୀର ରାଜପଥରେ ତିନି ସେନା ପରେଡ଼ କରିଛନ୍ତି। ଏହି ଅବସରରେ ବିଭିନ୍ନ ସାମରିକ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରାଯାଇଛି । ପରେଡ଼ରେ ବ୍ରହ୍ମୋସ୍ ଏବଂ ତେଜସ୍ କ୍ଷେପଣାସ୍ତ୍ରକୁ ସାମିଲ କରାଯାଇଛି...
ଚଳିତ ବର୍ଷ ଗଣତନ୍ତ୍ର ଦିବସରେ ସାମିଲ ହେଲେ ନାହିଁ କେହି ବିଦେଶୀ ଅତିଥି
ନୂଆଦିଲ୍ଲୀ,୨୬ ।୧: ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସଠାରୁ ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ଭିନ୍ନ ହୋଇଛି । କାରଣ ଏବର୍ଷ କେହି ବିଦଶୀ ଅତିଥି ସାଧାରଣତନ୍ତ୍ର ଦିବସରେ ଯୋଗ ଦେଇ ନାହାନ୍ତି । ସାରା ବିଶ୍ୱରେ ବ୍ୟାପିଥିବା ମହାମାରୀ କାରଣରୁ ଏପରି ହୋଇଛି...
Archives


