ଜାତୀୟ

ଟେଲି ଅଭିନେତ୍ରୀଙ୍କ ପିଛା କଲେ ମଦ୍ୟପ, ଆଉ ତା ପରେ..

ନୂଆଦିଲ୍ଲୀ,୨।୨: ପରିବାର ସହ ରାତ୍ରିଭୋଜନ କରି ସ୍ବାମୀଙ୍କ ସହ ଫେରୁଥିବା ଜଣେ ଜଣାଶୁଣା ଟେଲି ଅଭିନେତ୍ରୀଙ୍କ ପଛରେ ପଡ଼ିଗଲେ ୪ ମଦ୍ୟପ ବ୍ୟକ୍ତି। ଅଭିନେତ୍ରୀଙ୍କ ଘର ପର୍ଯ୍ୟନ୍ତ କାରରେ ପିଛା କଲେ। ଏ ନେଇ ସୋମବାର ସନ୍ଧ୍ୟାରେ ଅଭିଯୋଗ ପରେ...

ଜିଦ୍‌ରେ ଅଡି ବସିଛନ୍ତି କୃଷକ ନେତା !

ନୂଆଦିଲ୍ଲୀ,୨ ।୨: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରି ମଙ୍ଗଳବାର ବି କୃଷକଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହି ସମୟରେ ଭାରତୀୟ କୃଷକ ୟୁନିୟନର ଅଧ୍ୟକ୍ଷ ରାକେଶ ଟିକାଏତ୍ ଗାଜିପୁର ସୀମାରେ ଧାରଣ ପ୍ରଦର୍ଶନ...

ପୂରଣ ହେଲା ଆତ୍ମନିର୍ଭର ଭାରତର ସଂକଳ୍ପ: ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୨ ।୨: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ବେଙ୍ଗାଲୁରୁ ଗସ୍ତ କରିଛନ୍ତି । ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ(ଏଚ୍‌ଏଏଲ୍‌)ର ଦ୍ୱିତୀୟ ଏଲ୍‌ସିଏ(ଲାଇଟ୍ କମ୍ବାଟ୍ ଏୟାରକ୍ରାପ୍ଟ)ର ପ୍ରଡକ୍ସନ ଲାଇନର ଉଦ୍‌ଘାଟନ କରିଛନ୍ତି । ଚୁକ୍ତି ଅନୁଯାୟୀ ବାୟୁସେନାକୁ ତେଜସ ଏଲ୍‌ସିଏର ଡେଲିଭରି ମାର୍ଚ୍ଚ...

ଦାୟିତ୍ୱକୁ ନେଇ ବିବାଦ: କୋର୍ଟ ଅଫ୍‌ ଇନକ୍ୱାରୀ ନିର୍ଦ୍ଦେଶ ଦେଲେ ସେନାଧ୍ୟକ୍ଷ

ନୂଆଦିଲ୍ଲୀ, ୨।୨: ଭାରତୀୟ ସେନାର ଦୁଇ ଉଚ୍ଚ ଅଧିକାରୀଙ୍କ ମଧ୍ୟରେ ଦାୟିତ୍ୱକୁ ନେଇ ସୃଷ୍ଟି ହୋଇଥିବା ମାମଲାରେ ସେନାଧ୍ୟକ୍ଷ ମନୋଜ ମୁକୁନ୍ଦ ନରାଓ୍ବଣେ କୋର୍ଟ ଅଫ୍‌ ଇନକ୍ୱାରୀ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ଉଚ୍ଚ ଅଧିକାରୀଙ୍କ ମଧ୍ୟରେ ଏଭଳି ବିବାଦ ବିରଳ...

ମୃତକଙ୍କୁ ୨ କିମି କାନ୍ଧରେ ବୋହି ନେଲେ ମହିଳା ଏସ୍‌ଆଇ

ବିଶାଖାପଟ୍ଟନମ୍‌, ୨।୨: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ ଜିଲାର କାସିବୁଗାରେ ଅଞ୍ଚଳରେ କାର୍ଯ୍ୟ କରୁଥିବା ମହିଳା ଏସ୍‌ଆଇ କୋଟ୍ଟୁରୁ ଶ୍ରୀଷା ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛନ୍ତି। ସୋମବାର ଜଣେ ଅଜଣାବ୍ୟକ୍ତିଙ୍କ ମୃତଦେହ ଅଦାଭି କୋଟୁଟୁ ଗାଁରେ ପଡ଼ି ରହିଥିବା ଖବର...

ସୁଶାନ୍ତ ସିଂ ରାଜପୁତଙ୍କ ବନ୍ଧୁ ଋଷିକେଶଙ୍କୁ ଅଟକ ରଖିଲା ଏନ୍‌ସିବି

ମୁମ୍ବାଇ,୨ ।୨: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଡ୍ରଗ୍ସ ମାମଲା ଯୋଡି ହୋଇଯିବା ପରେ ଯାଞ୍ଚ କଡାକଡି କରିଛି । ଏନ୍‌ସିବି ଏବେ ସୁଶାନ୍ତଙ୍କ ବନ୍ଧୁ ତଥା ସହାୟକ ନିର୍ଦ୍ଦେଶକ ଋଷିକେଶ...

କୋଭିଡ ନେଇଛି ୩୧୩ ଡାକ୍ତର, ନର୍ସ, ଆଶାକର୍ମୀଙ୍କ ଜୀବନ

ନୂଆଦିଲ୍ଲୀ,୨ ।୨: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ମହାମାରୀ ସାରା ବିଶ୍ୱକୁ ଦୋହଲାଇ ଦେଇଛି । ଏଥିରେ କୋଟି କୋଟି ଲୋକ ସଂକ୍ରମିତ ହୋଇଥିବା ବେଳେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବି ଯାଇଛି । ଦେଶରେ...

ଅକାଳୀ ଦଳ ନେତା ସୁଖବୀରଙ୍କ ଉପରେ ଆକ୍ରମଣ

ଜଲାଲାବାଦ୍‌, ୨।୨: ପଞ୍ଜାବ ଜଲାଲାବାଦ୍‌ରେ ଅକାଳୀ ଦଳ ନେତା ସୁଖବୀର ସିଂ ବାଦଲଙ୍କ ଉପରେ ଆକ୍ରମଣ ହୋଇଛି। ମଙ୍ଗଳବାର ସେ ନଗର ପରିଷଦ ନିର୍ବାଚନ ପାଇଁ ଅକାଳୀ ଦଳ ପ୍ରାର୍ଥୀଙ୍କର ନାମାଙ୍କନ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ତେବେ...

ରାସ୍ତାରେ ଉଡ଼ିଲା ୫୦୦ ଟଙ୍କିଆ ନୋଟ୍‌

ଭୋପାଳ, ୨।୨: ଜାତୀୟ ରାଜପଥରେ ହଠାତ୍‌ ୫୦୦ ଟଙ୍କିଆ ନୋଟ୍‌ ଉଡ଼ିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏଭଳି ଘଟଣା ରବିବାର ମଧ୍ୟପ୍ରଦେଶର ସିଓନି-ନାଗପୁର ରାଜପଥରେ ଘଟିଛି। କିଛି ଲୋକ କାର ବନେଟ୍‌ରେ ୨କୋଟି ଟଙ୍କା ଲୁଚାଇ...

ମୋଦିଙ୍କୁ ପ୍ରଶ୍ନ କଲେ ପ୍ରିୟଙ୍କା-ରାହୁଲ

ନୂଆଦିଲ୍ଲୀ,୨ ।୨: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଗତ ୨ ମାସ ହେବ ବିଭିନ୍ନ ରାଜ୍ୟର କୃଷକ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି । ୨୬ ଜାନୁୟାରୀରେ କୃଷକଙ୍କ ଦ୍ୱାରା ଟ୍ରାକ୍ଟର ରାଲି ବାହାରିବା ପରେ...

‘ଆତ୍ମନିର୍ଭରଭାରତ’ ୨୦୨୦ର ଶବ୍ଦ ଭାବେ ଅକ୍ସଫୋର୍ଡ ଡିକ୍ସିନାରୀରେ ସାମିଲ

ନୂଆଦିଲ୍ଲୀ, ୨।୨: ଅକ୍ସଫୋର୍ଡ ଡିକ୍ସିନାରୀରେ ‘ଆତ୍ମନିର୍ଭରଭାରତ’କୁ ୨୦୨୦ର ଶବ୍ଦ ଭାବେ ଅନ୍ତର୍ଭୁକ୍ତ କରାଯାଇଛି। ଏହାର ଅର୍ଥ ସେଲ୍ଫ-ରିଲାଏନ୍ସ୍‌ ବୋଲି ଡିକ୍ସିନାରୀରେ ଉଲ୍ଲେଖ କରାଯାଇଛି। ଏହି ହିନ୍ଦୀ ଶବ୍ଦକୁ ଚୟନ କରିବା ଲାଗି ଭାଷା ବିଶେଷଜ୍ଞ କ୍ରିତିକା ଅଗ୍ରଓ୍ବାଲ, ପୁନମ ନିଗମ୍‌...

ରାବଣଙ୍କ ଲଙ୍କାରେ ପେଟ୍ରୋଲ ଲିଟର ୫୧ ଟଙ୍କା ଥିବାବେଳେ ରାମଙ୍କ ଭାରତରେ ୯୩ ଟଙ୍କା : ସ୍ବାମୀଙ୍କ କଟାକ୍ଷ

ନୂଆଦିଲ୍ଲୀ, ୨।୨: ଦେଶରେ ବୃଦ୍ଧି ପାଉଥିବା ପେଟ୍ରୋଲ ଏବଂ ଡିଜେଲ ଦାମ୍‌ ନେଇ ଭାଜପାର ରାଜ୍ୟ ସଭା ସଦସ୍ୟ ସୁବ୍ରମଣ୍ୟମ ସ୍ବାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କଟାକ୍ଷ କରି କହିଛନ୍ତି ଯେ,ରାବଣଙ୍କ ଲଙ୍କାରେ ପେଟ୍ରୋଲ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri