ଜାତୀୟ

‘ ଆଇଆଇଟି କିମ୍ବା ଆଇଆଇଏମ୍‌କୁ ଦିଅ ଅକ୍ସିଜେନ ଯୋଗାଣ ଦାୟିତ୍ୱ ‘

ନୂଆଦିଲ୍ଲୀ,୪।୫ : ଦିଲ୍ଲୀ ହାଇକୋର୍ଟ ଅକ୍ସିଜେନ ଯୋଗାଣ ବାବଦରେ କେନ୍ଦ୍ର ସରକାରଙ୍କୁ ଆଇଆଇଏମ୍‌ ଓ ଆଇଆଇଟି ବିଶେଷଜ୍ଞଙ୍କ ସହାୟତା ନେବାକୁ ପରାମର୍ଶ ଦେଇଛନ୍ତି। ଯଦି କେନ୍ଦ୍ର ସରକାର ଏହି ଦାୟିତ୍ୱ ଆଇଆଇଏମ୍‌ କିମ୍ବା ଆଇଆଇଟିକୁ ଦିଅନ୍ତି, ସେମାନେ ଭଲ ଭାବେ ତୁଲାଇ…

ବିନା ଟିକାରେ ବିମାନ ଉଡ଼ାଇବାକୁ ମନା କଲେ ପାଇଲଟ୍‌

ନୂଆଦିଲ୍ଲୀ,୪।୫ : ତୁରନ୍ତ କୋଭିଡ୍‌ ଟିକା ନ ଦେଲେ ବିମାନ ଉଡ଼ାଇବାକୁ ମନା କରି ଦେଇଛନ୍ତି ଏୟାର ଇଣ୍ଡିଆ (ଏଆଇ) ପାଇଲଟ୍‌ମାନେ। ଗତ ଏକ ବର୍ଷ ମଧ୍ୟରେ ଏଆଇର ପାଇଲଟ୍‌ଙ୍କ ସମେତ ବହୁ ସଂଖ୍ୟାରେ କ୍ର୍ୟୁ ମେମ୍ବର କୋଭିଡ୍‌ ପଜିଟିଭ ବାହାରିବା…

୫ଜି ଟ୍ରାଏଲ ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ,୪।୫ : ୫ଜି ଟେକ୍‌ନୋଲୋଜି ଓ ସ୍ପେକ୍ଟ୍ରମର ଟ୍ରାଏଲ ପାଇଁ ମଙ୍ଗଳବାର ଟେଲିକମ୍‌ ସର୍ଭିସ୍‌ ପ୍ରୋଭାଇଡର୍ସ (ଟିଏସ୍‌ପିଏସ୍‌)କୁ ଅନୁମତି ଦେଇଛି ଟେଲିକମ୍‌ ବିଭାଗ। ଭାରତୀ ଏଆରଟେଲ, ରିଲାଏନ୍ସ ଜିଓଇନଫୋକମ୍‌, ଭୋଡାଫୋନ ଆଇଡିଆ ଓ ଏମ୍‌ଟିଏନ୍‌ଏଲ୍‌ ଦେଶର ବିଭିନ୍ନ ଅର୍ଦ୍ଧ ସହରୀ ଓ…

ମାନବିକତା ହଜାଇ ଦେଲାଣି କରୋନା

ଜମ୍ମୁ,୪।୫ : କୋଭିଡ୍‌-୧୯ ଯୋଗୁ ଦେଶରେ ସୃଷ୍ଟି ହୋଇଛି ସାଙ୍ଘାତିକ ପରିସ୍ଥିତି। ମହାମାରୀ ଭୟରେ ଲୋକେ ଭୁଲିଗଲେଣି ମାନବିକତା। ଏହାର ଉଦାହରଣ ଦେଖିବାକୁ ମିଳିଛି ଜମ୍ମୁ-କଶ୍ମୀରର ଏକ ହସ୍ପିଟାଲରେ। ଦୁଇ ମାସର ଏକ ଶିଶୁପୁତ୍ରକୁ ସ୍ବାସ୍ଥ୍ୟଜନିତ ସମସ୍ୟା କାରଣରୁ ହସ୍ପିଟାଲରେ ଭର୍ତ୍ତି…

ଜେଇଇ ମେନ୍‌ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୪।୫: ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଜେଇଇ ମେନ୍‌ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ମେ’ ସେସନକୁ ସ୍ଥଗିତ ରଖାଯାଇଥିବା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଏପ୍ରିଲ ସେସନ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଥିଲା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡକ୍ଟର…

ହାଇଦ୍ରାବାଦ ପ୍ରାଣୀ ଉଦ୍ୟାନର ୮ ସିଂହ କରୋନା ପଜିଟିଭ୍‌

ହାଇଦ୍ରାବାଦ,୪।୫: ସେଲ୍ୟୁଲାର୍‌ ଏବଂ ମୋଲିକୁଲାର ବାୟୋଲୋଜି (ସିସିଏମ୍‌ବି) ସେଣ୍ଟରରୁ ଜଣାପଡ଼ିଛି ଯେ, ସହରର ନେହେରୁ ପ୍ରାଣୀ ଉଦ୍ୟାନ (ହାଇଦ୍ରାବାଦ ପ୍ରାଣୀ ଉଦ୍ୟାନ)ର ୮ ଏସିଆନ ସିଂହ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଯାହାକି ଭାରତରେ ପ୍ରଥମ। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ମଧ୍ୟରୁ…

ଡାକ୍ତର ତିିଆରି କଲେ ଏମିତି ମେଶିନ, ଏଥିରୁ ରୋଗୀଙ୍କୁ ଦେଉଛନ୍ତି ଅମ୍ଳଜାନ

ଭୋପାଳ,୪।୫: ମଧ୍ୟପ୍ରଦେଶର ମାଲଓ୍ବା ଜିଲାରେ ରୋଗୀଙ୍କୁ ଲଗାତର ଅକ୍ସିଜେନ ଅଭାବ ପଡୁଥିବା ଦେଖିବାକୁ ମିଳିଛି। ସରକାରୀ ହସ୍ପିଟାଲର ଡାକ୍ତର ଏବଂ କର୍ମଚାରୀ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି। ଏପରି ସ୍ଥିତିରେ ଏହି ହସ୍ପିଟାଲର ଜଣେ ଡାକ୍ତର…

କରୋନାର ଦ୍ୱିତୀୟ ଲହରରେ ୭୫ ଲକ୍ଷ ଲୋକ ହରାଇଛନ୍ତି ଚାକିରି

ମୁମ୍ବାଇ,୪।୫: କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ଅନେକ ସ୍ଥାନୀୟ ଭାବରେ ଲାଗୁ ହୋଇଥିବା ଲକଡାଉନ ଏବଂ ଅନ୍ୟାନ୍ୟ ପ୍ରତିବନ୍ଧକ ଯୋଗୁ ୭୫ ଲକ୍ଷରୁ ଅଧିକ ଲୋକ ଚାକିରି ହରାଇଛନ୍ତି। ଏହା ସହିତ ବେରୋଜଗାର ହାର ଚାରି ମାସର ସର୍ବୋଚ୍ଚ ସ୍ତର…

କେନ୍ଦ୍ର ସରକାରଙ୍କୁ ତାଗିଦ କଲେ ହାଇକୋର୍ଟ: ତମେ ଅନ୍ଧ ହୋଇପାର, ଆମେ ନୁହେଁ

ନୂଆଦିଲ୍ଲୀ,୪।୫: କରୋନା ମହାମାରୀ ଦେଶରେ ବିପର୍ଯ୍ୟସ୍ତ ଅବସ୍ଥା ସୃଷ୍ଟି ହୋଇଛି। ରାଜଧାନୀ ଦିଲ୍ଲୀ ସମେତ ସାରା ଦେଶରେ ଅମ୍ଳଜାନର ଅଭାବ ଜାରି ରହିଛି। ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟରେ ଅମ୍ଳଜାନ ଅଭାବ ସମ୍ପର୍କରେ ଶୁଣାଣି ହୋଇଥିଲା। ଏହି ସମୟ ମଧ୍ୟରେ ହାଇକୋର୍ଟ କେନ୍ଦ୍ର…

ସ୍ତ୍ରୀଙ୍କୁ କରୋନା ହୋଇଥିବାରୁ ଛୁଟି ମାଗିଲେ ପୋଲିସ: ନ ମିଳିବାରୁ…

ଲକ୍ଷ୍ନୌ,୪।୫: : କରୋନା ଏବେ ସାରା ଦେଶରେ କାୟା ବିସ୍ତାର କରିଛି। ଏହି ପରିସ୍ଥିତିରେ ଡାକ୍ତର, ନର୍ସ ଏବଂ ପୋଲିସ କରୋନା ଯୋଦ୍ଧା ଭାବରେ କାର୍ଯ୍ୟ କରୁଛନ୍ତି। ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି। ଉତ୍ତର…

ଦୁଇ ମାସ ଯାଏ ମାଗଣା ମିଳିବ ରାସନ: ଅଟୋ-ଟ୍ୟାକ୍ସି ଚାଳକଙ୍କୁ ୫ ହଜାର ଟଙ୍କା ସହାୟତା

ନୂଆଦିଲ୍ଲୀ,୪।୫: କରୋନା ସଙ୍କଟ ମଧ୍ୟରେ ଦିଲ୍ଲୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଦୁଇ ମାସ ଯାଏ ମାଗଣା ରାସନ ଏବଂ ଅଟୋ-ଟ୍ୟାକ୍ସି ଚାଳକଙ୍କୁ ୫ ହଜାର ଟଙ୍କା ସହାୟତା ମିଳିବ ବୋଲି ଘୋଷଣା କରିଛନ୍ତି। ଦିଲ୍ଲୀରେ…

କରୋନା ରୋକିବା ପାଇଁ ଲକଡାଉନ ହେଉଛି ଏକମାତ୍ର ସମାଧାନ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୪।୫:କରୋନା ଭାଇରସର ଦ୍ୱିତୀୟ ଲହର ଦେଶରେ ହଇଚଇ ସୃଷ୍ଟି କରିବାରେ ଲାଗିଛି। ଏହାକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଦେଶରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରିବାକୁ କହିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri