Posted inଜାତୀୟ

ଦିନେ ବଢିଲେ, ଦିନେ କମୁଛି

ନୂଆଦିଲ୍ଲୀ,୨୪।୯: ଦେଶରେ କରୋନା ସଂକ୍ରମିତଙ୍କ ସଖ୍ୟର ଦିନେ ବଢିଲେ ଦିନେ କମୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୩୧,୩୮୨ଟି ମାମଲା ସାମ୍ନାକୁ ଆସିଥିବାବେଳେ ୩୧୮ ଜଣଙ୍କର ମୃତ୍ୟୁ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୩,୩୫,୯୪,୮୦୩ରେ ପହଞ୍ଚିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଏବେ ସୁଦ୍ଧା ଦେଶରେ ୩,୨୫,୪୨,୬୧୬ ଜଣ ଲୋକ ସୁସ୍ଥ ହୋଇଥିବାବେଳେ ୩ ଲକ୍ଷ ୩୯ ହଜାର ୧୬୨ସକ୍ରିୟ ମାମଲା ରହିଛି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪,୪୬,୩୬୮କୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଗ୍ରା ଜେଲ୍‌କୁ ଗଲେ ୩୦ ଆତଙ୍କବାଦୀ

ଆଗ୍ରା,୯।୮(ଆଇଏଏନ୍‌ଏସ୍‌):୩୦ କଶ୍ମୀରୀ ଆତଙ୍କବାଦୀଙ୍କୁ ଗୁରୁବାର ଅପରାହ୍ନରେ ଆଗ୍ରା ଜେଲ୍‌କୁ ନିଆଯଇଛି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ସେମାନଙ୍କୁ ଏକ ସ୍ବତନ୍ତ୍ର ବିମାନରେ ଆଗ୍ରାସ୍ଥିତ ଖେରିଆ ବିମାନବନ୍ଦରକୁ...

ମୋଦି ସରକାରଙ୍କ ୨.୦କୁ ଗୋଟିଏ ବର୍ଷ: ଜାତି ଉଦ୍ଦେଶ୍ୟରେ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳି ସରକାରଙ୍କୁ ଏକ ବର୍ଷ ପୂରଣ ହୋଇଛି। ଏହି ବର୍ଷପୂର୍ତ୍ତି ଅବସରରେ ମୋଦି ଜାତି ଉଦ୍ଦେଶ୍ୟରେ ଏକ ଚିଠି...

ଆଇସିୟୁରେ ଭର୍ତ୍ତି ହେଲେ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଖୟାମ୍‌

ମୁମ୍ବାଇ, ୧୬।୮: ବଲିଉଡର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଖୟାମଙ୍କୁ ଆଇସିୟୁରେ ଭର୍ତ୍ତ କରାଯାଇଛି। ଫୁସ୍‌ଫୁସ୍‌ ସଂକ୍ରମଣରେ ପୀଡ଼ିତ ଖୟାମ୍‌ଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ...

ମିଳିଲା ବ୍ଲାକ୍‌ ବକ୍ସ: ଏବେ ଖୋଲିବ କୁନ୍ନୁର ଦୁର୍ଘଟଣାର ସତ କାହାଣୀ

ନୂଆଦିଲ୍ଲୀ,୯ା୧୨: ତାମିଲନାଡୁ କୁନ୍ନୁରରେ ବୁଧବାର ମଧ୍ୟାହ୍ନରେ ଘଟିଥିବା ଚପର ଦୁର୍ଘଟଣାର ଗୁମର ଖୋଲିବ ବ୍ଲାକ୍‌ ବକ୍ସ। ଘଟଣାସ୍ଥଳରୁ ଉଦ୍ଧାରକାରୀ ଟିମ୍‌ ଏହି ବକ୍ସକୁ ଉଦ୍ଧାର କରିଛନ୍ତି।...

ନିର୍ବାଚନୀ ବଣ୍ଡ ଉପରେ ଲାଗିବନି ରୋକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୬।୩: ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନ ପୂର୍ବରୁ ନୂଆ ନିର୍ବାଚନୀ ବଣ୍ଡ ବିକ୍ରୟ ଉପରେ ରୋକ ଲଗାଇବା ପାଇଁ କରାଯାଇଥିବା...

ଶୌଚାଳୟ ଅପରିଷ୍କାର ଦେଖି ଏମିତି କଲେ ଶିବରାଜଙ୍କ ମନ୍ତ୍ରୀ

ଗ୍ବାଲିଅର,୧।୮: ସରକାରୀ କାର୍ଯ୍ୟାଳୟରେ ଅପରିଷ୍କାର ଦେଖି ଶିବରାଜ ସିଂହଙ୍କ ମନ୍ତ୍ରୀ ନିଜେ ମହିଳା ଶୌଚାଳୟ ସଫା କରିଥିବା ଦେଖିବାକୁ ମିଳିଛି। ଏହି ଘଟଣା ଏବେ ଚର୍ଚ୍ଚାର...

ମାଗଣାରେ କୃଷକଙ୍କ ଚୁଟି, ଦାଢ଼ି କାଟୁଛନ୍ତି ସେଲୁନ ମାଲିକ

ନୂଆଦିଲ୍ଲୀ: ନୂଆ କୃଷି ଆଇନ ବିରୋଧରେ ୩ ସପ୍ତାହରୁ ଅଧିକ ଦିନ ହେଲା ଦିଲ୍ଲୀର ସିଙ୍ଘୁ ସୀମାରେ ଆନ୍ଦୋଳନ କରୁଛନ୍ତି କୃଷକମାନେ। ଏହି ଆନ୍ଦୋଳନକୁ ବିଭିନ୍ନ...

ଦେଶର ୮ ସହରରେ ପ୍ରଦୂଷଣ ଯୋଗୁ ଅସମୟରେ ଯାଇଛି ୧ ଲକ୍ଷରୁ ଅଧିକ ଜୀବନ: ରିପୋର୍ଟ

ନୂଆଦିଲ୍ଲୀ,୧୧ ।୪: ଦେଶର କିଛି ସହରରେ ବାୟୁ ପ୍ରଦୂଷଣ ବେଳକୁ ବେଳ ଭୟଙ୍କର ହେବାରେ ଲାଗିଛି । ଏକ ଅନ୍ତରାଷ୍ଟ୍ରୀୟ ଅଧ୍ୟୟନରୁ ଜଣାପଡିଛି କି ୨୦୦୫ରୁ...

Advertisement
Archives

Model This Week