ପଞ୍ଚାୟତକୁ ୮,୯୨୩.୮ କୋଟିର କରୋନା ଅନୁଦାନ…
ନୂଆଦିଲ୍ଲୀ, ୯।୫: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨୫ଟି ରାଜ୍ୟର ବିଭିନ୍ନ ଗ୍ରାମ ପଞ୍ଚାୟତକୁ ୮,୯୨୩.୮ କୋଟିର ଅନୁଦାନ ଘୋଷଣା କରିଛନ୍ତି। ଏନେଇ ଅର୍ଥମନ୍ତ୍ରଣାଳୟର ଅର୍ଥ ବିଭାଗ ପକ୍ଷରୁ ଶନିବାର ଘୋଷଣା କରାଯାଇଛି। ଏସମ୍ପର୍କରେ ରବିବାର ଅର୍ଥନ୍ତ୍ରଣାଳୟ…
କରୋନା ଔଷଧ-ଅକ୍ସିଜେନ୍ ସିଲିଣ୍ଡର ହେଉ ଟିକସ ମୁକ୍ତ: ମମତା…
କୋଲକାତା, ୯।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ସାଧାରଣ ଲୋକଙ୍କ ସୁବିଧା ପାଇଁ କରୋନା ଔଷଧ,ଅକ୍ସିଜେନ୍ ସିଲିଣ୍ଡରକୁ ଟିକସ ମୁକ୍ତ କରିବା ଲାଗି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରବିବାର ଚିଠି ଲେଖିଛନ୍ତି। ଦେଶରେ ସ୍ବାସ୍ଥ୍ୟ…
ପିଏମ୍ ଆବାସ ନୁହେଁ, ଦେଶକୁ ଆବଶ୍ୟକ ନିଶ୍ୱାସର ଜୀବନ ଧାରା: ରାହୁଲ…
ନୂଆଦିଲ୍ଲୀ, ୯।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ବେଲଗାମ୍ ହେବାରେ ଲାଗିଛି। ଏପରିସ୍ଥଳେ ସେଣ୍ଟ୍ରାଲ ଭିଷ୍ଟା ପରିଯୋଜନା ନେଇ ବିବାଦ ଆରମ୍ଭ ହୋଇ ଯାଇଛି। କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଟୁଇଟ୍ କରି କହିଛନ୍ତି ଯେ, ଦେଶକୁ ପ୍ରଧାନମନ୍ତ୍ରୀ(ପିଏମ୍) ଆବାସର ଆବଶ୍ୟକତା…
ପୁଣି ସପ୍ତାହେ ବଢ଼ିଲା ଲକ୍ଡାଉନ୍…
ନୂଆଦିଲ୍ଲୀ, ୯।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଅସମ୍ଭାଳ ହେବାରେ ଲାଗିଛି। ରାଜଧାନୀ ଦିଲ୍ଲୀର ଅବସ୍ଥା ସଙ୍କଟ ଜନକ ରହିଛି। ସଂକ୍ରମଣକୁ ରୋକିବା ଲାଗି ଦିଲ୍ଲୀ ସରକାର ଜାରି ରହିଥିବା ଲକ୍ଡାଉନ୍ ସମୟ ସୀମାକୁ ପୁଣି ସପ୍ତାହେ ବୃଦ୍ଧି କରିଛନ୍ତି। ଏନେଇ…
ଖାଲି ପେଟରେ ପିଅନ୍ତୁ ଗୋମୂତ୍ର, କରୋନା ସଂକ୍ରମଣରୁ ରହିବେ ଦୂରେଇ: ଭାଜପା ବିଧାୟକ
ଲକ୍ଷ୍ନୌ, ୯।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ବେକାବୁ ହୋଇଛି। ଏପରିସ୍ଥଳେ ଭାଜପାର ଜଣେ ବିଧାୟକ ଖାଲି ପେଟରେ ଗୋମୂତ୍ର ପିଇଲେ ଆଉ କରୋନା ସଂକ୍ରମଣ ହେବ ନାହିଁ ବୋଲି କହିଛନ୍ତି। ଉତ୍ତରପ୍ରଦେଶ ବାଲିଆ ଜିଲାର ବୈରିଆ ବିଧାନସଭା ଆସନର ବିଧାୟକ…
ମୋଦିଙ୍କ କାର୍ଯ୍ୟ ଅକ୍ଷମଣୀୟ, ଜାତୀୟ ବିପର୍ଯ୍ୟୟ ଲାଗି ଦାୟୀ କେନ୍ଦ୍ର ସରକାର: ଲାନ୍ସେଟ୍ ପତ୍ରିକା
ନୂଆଦିଲ୍ଲୀ, ୯।୫: ଭାରତରେ ଦେଖା ଦେଇଥିବା କରୋନା ମହାମାରୀର ଅସମ୍ଭାଳ ସ୍ଥିତି ନେଇ ମେଡ଼ିକାଲ ରିସର୍ଚ୍ଚ ଜର୍ନାଲ ଦି ଲାନ୍ସେଟ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତଥା କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦାଯାଇଛି। ଏହାର ସମ୍ପାଦକୀୟରେ ଉଲ୍ଲେଖ କରାଯାଇଛି ଯେ, ମୋଦିଙ୍କ…
କରୋନା ଏବେ ଗାଁ ମୁହାଁ…
ନୂଆଦିଲ୍ଲୀ,୯।୫: ଦେଶର ବିଭିନ୍ନ ସହରାଞ୍ଚଳରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅଣାୟତ୍ତ ହୋଇଥିବାବେଳେ ଧୀରେଧୀରେ ଗ୍ରାମୀଣ ଅଞ୍ଚଳରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦ୍ୱିତୀୟ ଲହର ଏବେ ଗାଁ ମୁହାଁ ହେବାଯୋଗୁ କେନ୍ଦ୍ର ସରକାରଙ୍କ ସହିତ ବିଭିନ୍ନ ରାଜ୍ୟ ସରକାରଙ୍କ…
ସ୍ଥିତି ଅସମ୍ଭାଳ: ୪ ଦିନରେ ୧୬ ଲକ୍ଷରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ…
ନୂଆଦିଲ୍ଲୀ,୯।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସହିତ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ଗତ ୪ ଦିନ…
‘ନେହେରୁ, ଗାନ୍ଧୀ ପରିବାର ପାଇଁ ଦେଶ ବଞ୍ଚିଛି’
ମୁମ୍ବାଇ, ୯ା୫: ଭାରତରେ କରୋନାର ଘାତକ ସଂକ୍ରମଣବେଳେ ବାହାର ଦେଶଗୁଡ଼ିକ ସହାୟତାର ହାତ ବଢ଼ାଇଛନ୍ତି। କିନ୍ତୁ ମୋଦି ସରକାର ଦିଲ୍ଲୀରେ ସେଣ୍ଟ୍ରାଲ ଭିଷ୍ଟା ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ, ମନମୋହନ ସିଂଙ୍କୁ…
୯ ଲକ୍ଷ ରୋଗୀଙ୍କୁ ଅକ୍ସିଜେନ ଦିଆଯାଇଛି: ହର୍ଷବର୍ଦ୍ଧନ
ନୂଆଦିଲ୍ଲୀ, ୯।୫(ପି.ଟି.): ଦେଶରେ ୧,୭୦,୮୪୧ କରୋନା ରୋଗୀଙ୍କୁ ଭେଣ୍ଟିଲେଟର ଯୋଗାଇ ଦିଆଯାଇଥିବାବେଳେ ୯,୦୨,୨୯୧ ଜଣଙ୍କୁ ଅକ୍ସିଜେନ୍ ଯୋଗାଇ ଦିଆଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଶନିବାର କହିଛନ୍ତି। ମନ୍ତ୍ରୀ ଗୋଷ୍ଠୀ ଭର୍ଚୁଆଲ ବୈଠକରେ ମହାମାରୀ ସ୍ଥିତିକୁ ନେଇ ହୋଇଥିବା ଆଲୋଚନାରେ ମନ୍ତ୍ରୀ…
ଶେଷକୃତ୍ୟରେ ଯୋଗଦେଇ ୨୧ ଜଣଙ୍କ ଜୀବନ ଗଲା
ଜୟପୁର, ୯ା୫: ରାଜସ୍ଥାନର ସିକର ଜିଲାରେ ଜଣେ କରୋନା ମୃତକଙ୍କ ସତ୍କାର କାର୍ଯ୍ୟରେ ଯୋଗଦେଇଥିବା ୧୫୦ ଜଣଙ୍କ ମଧ୍ୟରୁ ୨୧ ଜଣଙ୍କ ମୃତ୍ୟୁ ଘଟିଛି। କେବଳ ଏପ୍ରିଲ ୧୫ରୁ ମେ ୫ ତାରିଖ ମଧ୍ୟରେ ସେମାନଙ୍କ ମଧ୍ୟରୁ କରୋନାରେ ସଂକ୍ରମିତ ହୋଇ…
ଆସାମ ମୁଖ୍ୟମନ୍ତ୍ରୀ ଦୌଡ଼ରେ ହିମନ୍ତ ଆଗରେ
ନୂଆଦିଲ୍ଲୀ, ୯।୫(ପି.ଟି.): ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ଶନିବାର ଦୁଇ ମୁଖ୍ୟ ଦାବିଦାର ସର୍ବାନନ୍ଦ ସୋନୋଓ୍ବାଲ୍ ଏବଂ ହିମନ୍ତ ବିଶ୍ୱ ଶର୍ମା ନୂଆଦିଲ୍ଲୀରେ ଭାଜପା କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ଭେଟିଛନ୍ତି। ସେମାନେ ଭାଜପା ରାଷ୍ଟ୍ରୀୟ…
Archives


