ଜାତୀୟ

ଦେଶରୁ ଶେଷ ହେଉଛି ବଂଶବାଦ ରାଜନୀତି: ମୋଦି

ପୁଡୁଚେରୀ,୨୫।୨: ଦେଶରୁ କଂଗ୍ରେସର ସାମନ୍ତବାଦୀ, ବଂଶବାଦ ତଥା ସଂରକ୍ଷଣ ରାଜନୀତି ଶେଷ ହେବାରେ ଲାଗିଛି। ସମ୍ପ୍ରତି ଇତିହାସରେ ପ୍ରଥମଥର ପାଇଁ ଲୋକ ସଭାରେ କଂଗ୍ରେସ ସଦସ୍ୟଙ୍କ ସଂଖ୍ୟା ଶହେରୁ କମ୍‌ ରହିଛି। କଂଗ୍ରେସକୁ ଦେଶବାସୀ ପ୍ରତ୍ୟାଖାନ କରିଛନ୍ତି। ଧୀରେଧୀରେ ବିଭିନ୍ନ...

ଦେଶରେ ଆରମ୍ଭ ହେବ ପ୍ରଥମ ଟୟ ଫେୟାର: ଏକ ହଜାର ଖେଳନା କାରିଗରଙ୍କୁ ମିଳିବ ସୁଯୋଗ

ନୂଆଦିଲ୍ଲୀ,୨୫ ।୨: ମୋଦି ସରକାର ଦେଶରେ ଖେଳନା କାରିଗରଙ୍କୁ ସ୍ୱାବଲମ୍ବୀ କରିବାକୁ ‘ଆତ୍ମନିର୍ଭର ଭାରତ’ ଓ ‘ଭୋକାଲ ଫର୍ ଲୋକାଲ’ର ଆହ୍ୱାନ କରିଛନ୍ତି । ଏହି ଆଧାରାରେ ଦେଶରେ ପ୍ରଥମଥର ଭର୍ଚୁଆଲ ଇଣ୍ଡିଆ ଟୟ ଫେୟାର-୨୦୨୧ ଆୟୋଜନ ହେବାକୁ ଯାଉଛି...

ମଧ୍ୟରାତ୍ରରୁ ଏଲଓସିରେ ଫାୟରିଂ ବନ୍ଦ

ନୂଆଦିଲ୍ଲୀ,୨୫।୨: ଫେବୃୟାରୀ ୨୪-୨୫ ମଧ୍ୟରାତ୍ରରୁ ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା (ଏଲ୍‌ଓସି)ରେ ଫାୟରିଂ ବନ୍ଦ ହୋଇଛି। ସୀମାରେ ଅସ୍ତ୍ରବିରତି ନେଇ ଦୁଇପକ୍ଷଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି। ଦୁଇଦେଶ ମଧ୍ୟରେ ହଟ୍‌ଲାଇନ୍‌ରେ ସମ୍ପର୍କ ରହିବ। ଏହା ସହିତ ସୀମାରେ ଫ୍ଲାଗ୍‌...

ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ପୋଷ୍ଟର ଲଗାଇ ଇ-ବାଇକ୍ ରାଲିରେ ବାହାରିଲେ ମମତା

କୋଲକାତା,୨୫ ।୨: ଦେଶରେ ବେଳକୁ ବେଳ ବଢି ଚାଲିଛି ପ୍ରେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଦାମ୍ । ଏହାର ପ୍ରତିବାଦରେ ବିରୋଧୀ ଲଗାତାର ବିରୋଧ ପ୍ରଦର୍ଶନ କରି ଆସୁଛନ୍ତି । ଏହି ରାଜନୈତିକ ଦଳ ମଧ୍ୟରେ କଂଗ୍ରେସ, ସମାଜବାଦୀ...

ଭାରତ ବନ୍ଦ: ୮ କୋଟିରୁ ଅଧିକ ବ୍ୟବସାୟୀ ହେବେ ସାମିଲ

ନୂଆଦିଲ୍ଲୀ,୨୫।୨: ଫେବୃୟାରୀ ୨୬ରେ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ପକ୍ଷରୁ ଭାରତବନ୍ଦ ଡାକରା ଦିଆଯାଇଛି। ଜିଏସ୍‌ଟିରେ ହୋଇଥିବା କେତେକ ସଂଶୋଧନ ବିରୋଧରେ ୮ କୋଟିରୁ ଅଧିକ ବ୍ୟବସାୟୀ ଏହି ବନ୍ଦରେ ସାମିଲ ହେବେ। ଏକ କୋଟିରୁ ଅଧିକ ପରିବହନକାରୀ ସଂସ୍ଥା...

ଭାଜପାର ସୋନାର ବାଂଲା ମିଶନ: ପଦ୍ମ ଧରିଲେ ଅଭିନେତ୍ରୀ ପାୟଲ

କୋଲକାତା,୨୫ ।୨: ଭାରତୀୟ ଜନତା ପାର୍ଟି(ଭାଜପା) ଅଧ୍ୟକ୍ଷ ଜେପି ନଡ୍ଡା ଗୁରୁବାର ପଶ୍ଚିମବଙ୍ଗ ଗସ୍ତରେ ଯାଇ ସୋନାର ବାଂଲା ମିଶନ କ୍ୟାମ୍ପେନର ଲଞ୍ଚ କରିଛନ୍ତି । ଏହା ମାଧ୍ୟମରେ ଭାଜପା ପାଖାପାଖି ୨ କୋଟି ଲୋକଙ୍କ ପାଖେ ପହଞ୍ଚିବା ସହ...

ସମୁଦ୍ରରେ ମାଛ ଧରିଲେ ରାହୁଲ: ଭିଡ଼ିଓ ଭାଇରାଲ

କୋଲ୍ଲମ୍‌,୨୫।୨: ରାହୁଲ ଗାନ୍ଧୀ କେରଳ ଗସ୍ତରେ ଅଛନ୍ତି। ସେ ସମୁଦ୍ରରେ ମାଛ ଧରୁଥିବାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। କୋଲ୍ଲମର ସମୁଦ୍ରରେ ସେ ଧୀବରମାନଙ୍କ ସହିତ ବୋଟରେ ବସି ସେମାନଙ୍କର ଜୀବନଶୈଳୀ ସମ୍ପର୍କରେ ଅଭିଜ୍ଞତା...

ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କର ହେବ ନାହିଁ ପରୀକ୍ଷା: ଆସାଇନମେଣ୍ଟ ଆଧାରରେ ହେବ ପ୍ରମୋଶନ

ନୂଆଦିଲ୍ଲୀ,୨୫ ।୨: ରାଜଧାନୀ ଦିଲ୍ଲୀର ସରକାରୀ ଓ ସରକାରୀ ସହାୟତା ପ୍ରାପ୍ତ ସ୍କୁଲରେ ପଢୁଥିବା ତୃତୀରୁ ଅଷ୍ଟମ ଶ୍ରେଣୀର ପିଲାଙ୍କ ପାଇଁ ଚଳିତ ବର୍ଷ ପରୀକ୍ଷା କରାଯିବ ନାହିଁ । ଏମାନଙ୍କୁ ‘ନୋ ଡିଟେନଶନ ପଲିସି’ ଆଧାରରେ ଉପର କ୍ଲାସକୁ...

ପୁଣି କରୋନା ଆତଙ୍କ: ସ୍କୁଲ ହଷ୍ଟେଲର ୧୯୦ ଛାତ୍ର ଆକ୍ରାନ୍ତ

ମୁମ୍ବାଇ,୨୫।୨: ଦେଶର କରୋନା ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ମହାରାଷ୍ଟ୍ର, କେରଳ, ପଞ୍ଜାବ, ମଧ୍ୟପ୍ରଦେଶ, ଛତିଶଗଡ଼ ଆଦି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ମହାରାଷ୍ଟ୍ରର ଓ୍ବାଶିମ୍‌ ଜିଲାର ରେସୋଡ...

ଜବାବ ଅପେକ୍ଷାରେ ତୋମାର

ନୂଆଦିଲ୍ଲୀ, ୨୫।୨(ପି.ଟି.): ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା ଚାଷୀମାନଙ୍କ ସହ ଆଲୋଚନା ପୁନର୍ବାର ଆରମ୍ଭ କରିବା ଲାଗି ସରକାର ପ୍ରସ୍ତୁତ ଅଛନ୍ତି। ତେବେ ସରକାର ଦେଇଥିବା ପ୍ରସ୍ତାବ ଉପରେ ସେମାନଙ୍କଠାରୁ ଜବାବ ମିଳିବା ଆବଶ୍ୟକ ବୋଲି କେନ୍ଦ୍ର...

ନିଜ ସମ୍ପତ୍ତି ବାପାଙ୍କ ପରିବାରକୁ ଦେଇପାରିବେ ହିନ୍ଦୁ ମହିଳା

ନୂଆଦିଲ୍ଲୀ, ୨୫।୨: ମହିଳାଙ୍କ ସମ୍ପତ୍ତି ମାମଲାରେ ସୁପ୍ରିମକୋର୍ଟ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଜଣେ ହିନ୍ଦୁ ମହିଳାଙ୍କ ବାପଘର ପରିବାର ସଦସ୍ୟଙ୍କୁ ତାଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ଭାବେ ବିବେଚନା କରାଯାଇପାରିବ। ସେମାନଙ୍କୁ ବାହାର ଲୋକ ଭାବେ ଦେଖାଯାଇପାରିବ ନାହିଁ...

‘ମୋଦିଙ୍କ ପାଇଁ ଖରାପ ସମୟ ଆସୁଛି’

କୋଲକାତା, ୨୫।୨ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କଠାରୁ ଖରାପ ସମୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଅପେକ୍ଷା କରିଛି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର କହିଛନ୍ତି। ତାଙ୍କ ପୁତୁରା ତଥା ଟିଏମ୍‌ସି ଏମ୍‌ପି ଅଭିଷେକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri